ଫୁରସତ

ଇଲେକ୍ଟ୍ରି ବିଲ୍‌ ଅଧିକ ଆସୁଛି କି? ଏହି ଉପାୟରେ କମିପାରିବ ୫୦ ପ୍ରତିଶତ

ସାଧାରଣତଃ ଘରେ ଏସି, ଫ୍ରିଜ୍‌, ଫ୍ୟାନ୍‌, କୁଲର, ଲାଇଟ୍‌ ଇତ୍ୟାଦି ଲାଗିଥିବାରୁ ଅଧିକ ଇଲେକ୍ଟ୍ରି ବିଲ୍‌ ଆସିଥାଏ। ମାତ୍ର କିଛି ଟିପ୍ସ ଆପଣାଇଲେ ବିଜୁଳି ସଞ୍ଚୟ ହେବା ସହ ଆପଣଙ୍କର ବିଲ୍‌ ମଧ୍ୟ କମ୍‌ ଆସିବ। ଜାଣନ୍ତୁ ଏ ସମ୍ପର୍କରେ… ଧ୍ୟାନ…

ଟିକ୍‌ଟକ୍‌ ବ୍ୟାନ୍‌କୁ ସହିପାରିଲେନି ଏହି ଯୁବତୀ, ନେଲେ ଏଭଳି ଚରମ ପଦକ୍ଷେପ

ଭାରତରୁ ଟିକ୍‌ଟକ୍‌ ବ୍ୟାନ୍‌ ହେବା ଖବର ଅନେକଙ୍କୁ ଆଘାତ ଦେଇଛି। ବିଶେଷକରି ଟିକ୍‌ଟକ ବ୍ୟବହାରକାରୀ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ପ୍ଲାଟଫର୍ମ ଦ୍ୱାରା କିଛି ସାଧାରଣ ଚେହେରାରୁ ଷ୍ଟାର ପାଲଟିଥିଲେ। ହେଲେ ଏବେ ଟିକ୍‌ଟକ ବ୍ୟବହାର କରିବା ସେମାନଙ୍କପାଇଁ ସ୍ବପ୍ନ…

ବିରାଟଙ୍କ ପାଇଁ ଘର ତିଆରି ଖାଇବା ନେଇ ପହଞ୍ଚିଲେ ଶ୍ରେୟାଶ

କରୋନା ଭାଇରସ ପାଇଁ ଏବେ ଚାରିଆଡେ ଲକ୍‌ଡାଉନ୍‌ ଜାରି ରହିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର, ଖେଳାଳୀମାନେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। କରୋନା ଯୋଗୁ ଆନ୍ତର୍ଜାତୀୟ କ୍ରିକେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ତଗିତ…

ବାଘ ଛୁଆକୁ ବୋତଲରେ କ୍ଷୀର ପିଆଇ ଚୁମ୍ବନ ଦେଲା ସିମ୍ପାଜୀ

ବାଘ ଛୁଆକୁ ବେତଲରେ କ୍ଷୀର ପିଆଇ ଦେଉଛି ସିମ୍ପାଜୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକ କୁନି ବାଘ ଛୁଆକୁ ସିମ୍ପାଜୀ ବୋତଲରେ କ୍ଷୀର ପିଆଇ ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ…

ଡ୍ରାଗନ୍‌ ଗର୍ଲ ହେବାକୁ ଖର୍ଚ୍ଚ କଲେ ୯୦ ଲକ୍ଷ

ପ୍ରତେକ ଲୋକଙ୍କର ସଉକ ଭିନ୍ନ ପ୍ରକାରର ରହିଥାଏ। କିଏ ଖାଇବାକୁ ପସନ୍ଦ କରେ ତ ଆଉ କିଏ କିଛି ଭିନ୍ନ କରି ଦେଖାଇବାକୁ। ଏଥିପାଇଁ ସେମାନଙ୍କୁ ଯେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁ ଅଥବା ପରିଶ୍ରମ ପଡ଼ୁ ସେମାନେ ସେଥିରୁ ପଛାଇ…

୧ ମିନିଟ୍‌ରେ ୧୯୬ ଗଣିତ ପ୍ରଶ୍ନର ଉତ୍ତର ଦେଇ ରେକର୍ଡ କଲେ ଏହି ବାଳକ

କରାଚି, ୮।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରି ସ୍ଥଳେ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ଫଳରେ ସ୍କୁଲ କଲେଜ ବନ୍ଦ ରହିଛି। ପାକିସ୍ତାନର ଜଣେ ୧୦ ବର୍ଷ ବୟସ୍କ ବାଳକ ନାବୁଦ ଗିଲ୍‌ ଅନ୍‌ଲାଇନ୍‌ରେ…

କୃଷକଙ୍କ ପୁଅ ପ୍ରସ୍ତୁତ କରୁଛନ୍ତି କରୋନା ଟିକା!

କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଅନେକ ଦେଶ କରୋନା ଟିକା ପ୍ରସ୍ତୁତ ପାଇଁ ଲାଗିପଡିଛନ୍ତି। ଏସବୁ ଭିତରେ ଭାରତର ଜଣେ କୃଷକଙ୍କ ପୁଅ କରୋନା ଟିକା ପ୍ରସ୍ତୁତ ପାଇଁ ଅଣ୍ଟା ଭିଡିଛନ୍ତି। ସେ ହେଉଛନ୍ତି ଡା.…

ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇଙ୍କ ମୃତ୍ୟୁ

ଓ୍ବାଶିଂଟନ, ୭।୭- ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇ ରୋନି ଓ ଡୋନି ଗେଲୟନ ଆଉ ନାହାନ୍ତି। ୬୮ ବର୍ଷ ବୟସରେ ଏହି ଯୋଡ଼ା-ଶରୀର ଭାଇଙ୍କ ପରଲୋକ ଘଟିଛି। ଓହିସ୍ଥିତ ଡେଟନ୍‌ ସହରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

ଲକ୍‌ଡାଉନ୍‌ରେ ପ୍ରେମିକ ସହ ରହିବାକୁ ଯାଇଥିଲେ ଯୁବତୀ, ଘରକୁ ଫେରିବା ପରେ ଦେଖିଲେ ଏଭଳି ଦୃଶ୍ୟ

ମହାମାରୀ କରୋନା କବଳରେ ସାରା ବିଶ୍ୱ। ଲକ୍‌ଡାଉନ୍‌ରେ ଫସି ରହିଛନ୍ତି କୋଟି କୋଟି ଲୋକ। ସଂକ୍ରମଣକୁ ଭୟ କରି କିଛି ଲୋକ ସହର ଛାଡ଼ି ଗାଁ ମୁହାଁ ହୋଇଛନ୍ତି। ଏପରି ଏକ ଘଟଣା କ୍ରମରେ ଫ୍ରାନ୍ସର ଜଣେ ଯୁବତୀଙ୍କ ସହ ଆଶ୍ଚର୍ଯ୍ୟକର…

ପୁଣି ଜଣେ କରୋନା ରୋଗୀଙ୍କ ମୃତଦେହ ସହ ଅସମ୍ମାନ

ଭୋପାଲ,୭।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ରୋଗୀଙ୍କ ମୃତଦେହକୁ ଅତି ଦୟନୀୟ ଅବସ୍ଥାରେ ହସ୍ପିଟାଲ କର୍ମଚାରୀ ଅଳିଆ ଗଦାରେ ଫୋପାଡି ଦେଇଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

ବିଜୁଳି ବିଲ୍‌ ୧୦କୋଟି…

ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେଣ୍ଢର ତହସିଲ୍‌ରେ ବିଦ୍ୟୁତ୍‌ ବିଭାଗର ଅବହେଳା ସାମ୍ନାକୁ ଆସିଛି। ବିଭାଗ ପକ୍ଷରୁ ଜଣେ ଉପଭୋକ୍ତାଙ୍କୁ ପ୍ରାୟ ୧୦କୋଟି ଟଙ୍କାର ବିଲ୍‌ ପଠାଇଥିବା ଦେଖିବାକୁ ମିଳିଛି। ଏହା ଏବେ ପୁରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ,…

କରୋନା ଯୁଦ୍ଧ ପାଇଁ ମୁମ୍ବାଇରେ ସ୍ବତନ୍ତ୍ର ଅଟୋ ରିକ୍ସା

ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁମ୍ବାଇରେ ଏକ ସ୍ବତନ୍ତ୍ର ଅଟୋରିକ୍ସା ଚଲାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅଟୋରିକ୍ସାରେ ଅକ୍ସିଜେନ୍‌ ମଧ୍ୟ ରଖାଯାଇଛି। ବସ୍ତି ଅଞ୍ଚଳରେ ଥିବା କରୋନା ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?