Posted inଫୁରସତ

୧ ମିନିଟ୍‌ରେ ୧୯୬ ଗଣିତ ପ୍ରଶ୍ନର ଉତ୍ତର ଦେଇ ରେକର୍ଡ କଲେ ଏହି ବାଳକ

କରାଚି, ୮।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରି ସ୍ଥଳେ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ଫଳରେ ସ୍କୁଲ କଲେଜ ବନ୍ଦ ରହିଛି। ପାକିସ୍ତାନର ଜଣେ ୧୦ ବର୍ଷ ବୟସ୍କ ବାଳକ ନାବୁଦ ଗିଲ୍‌ ଅନ୍‌ଲାଇନ୍‌ରେ ୧ ମିନିଟରେ ୧୯୬ ଗଣିତ ପ୍ରଶ୍ନର ଠିକ୍‌ ଉତ୍ତର ଦେଇ ନିଆରା ରେକର୍ଡ କରିଛନ୍ତି। ଅନ୍‌ଲାଇନ୍‌ ମ୍ୟାଥ୍‌ ଟେବୁଲ୍‌ ଲର୍ଣ୍ଣିଂ ଆପ୍‌ ‘ଟାଇମ୍ସ୍‌ ଟେବୁଲ୍‌ ରକ୍‌ ଷ୍ଟାରର୍ସ’ରେ ଗିଲ୍‌ ଏହି ବିଶ୍ୱ ରେକର୍ଡ କରିପାରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଗିଲ୍‌ ଘରେ ରହି ନୂଆ ନୂଆ ମ୍ୟାଥ୍‌ ଫର୍ମୂଲା ନିଜେ ତିଆରି କରି ପ୍ରଶ୍ନ ଗୁଡ଼ିକର ଉତ୍ତର ସହଜରେ ଦେଇପାରିଛନ୍ତି। ଗିଲ୍‌ କିଭଳି ଗଣିତ ପ୍ରଶ୍ନର ଉତ୍ତର ଆଖି ପିଛୁଳାକେ ଦେଉଛନ୍ତି ତାହାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶ୍ନ ପଚରାଯିବା ପରେ ପେରେ ଲ୍ୟାପଟପ୍‌ରେ ଆଙ୍ଗୁଳିଗୁଡ଼ିକୁ ତୀବ୍ର ବେଗରେ ଗିଲ୍‌ ଚଳାଉଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୧୮ ଦିନ ପରେ ବି ବିଦା ହୋଇପାରୁନି ଝିଅ

ଅଲିଗଡ,୧୪।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଲୋକଙ୍କୁ...

ଯୁଦ୍ଧ ସଙ୍କଟରେ ମାନବତାର ଉଦାହରଣ, ପୋଷା ବିଲେଇକୁ ନେଇ ସ୍ବଦେଶ ଫେରୁଛନ୍ତି ଭାରତୀୟ ଛାତ୍ର…

ନୂଆଦିଲ୍ଲୀ, ୫।୩ : ୟୁକ୍ରେନ୍‌ରେ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା...

ବର ଆସିଲେ ଓଟ ଚଢ଼ି

ବିବାହକୁ ସ୍ମରଣୀୟ କରିବା ପାଇଁ କିଏ କେତେ ପ୍ରକାର ଯୋଜନା କରୁଛନ୍ତି। ନିକଟରେ ମହାରାଷ୍ଟ୍ରରେ ହୋଇଥିବା ଏକ ବିବାହ ବି ଚର୍ଚ୍ଚାର ବିଷୟ ପାଲଟିଥିଲା। କାରଣ...

ମିଳିଲା ୮୦୦ ବର୍ଷ ତଳର ଲୁହା ଚେନ୍‌ରେ ତିଆରି ଶର୍ଟ, ତଥାପି ଲାଗିନି କଳଙ୍କି

ସାଧାରଣତଃ ଲୁହା ସାମଗ୍ରୀ କିଛିଦିନ ରହିବା ପରେ ଏଥିରେ କଳଙ୍କ ଲାଗିଯାଇଥାଏ। ମାତ୍ର ୮୦୦ ବର୍ଷର ତଳର ଲୁହା ଚେନ୍‌ରେ ତିଆରି ଏକ ଶର୍ଟ ମିଳିଛି...

ଦେଖୁ ଦେଖୁ ଧସିଗଲା ଘର

ପାଟନା,୫।୭: ବିହାରର ବିଭିନ୍ନ ଅଞ୍ଚଳରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ନଦୀଗୁଡ଼ିକ ଫୁଲିଯିବାରୁ ବର୍ତ୍ତମାନ ପ୍ରାୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିହାରର ମୋତିହାରି, ଦରଭଙ୍ଗା,...

ଭିକ ମାଗି ଧନୀ: ମାସକୁ ରୋଜଗାର ୭୫ ହଜାର

ନୂଆଦିଲ୍ଲୀ,୨୮।୨: ଭିକ ମାଗି ମାସକୁ ରୋଜଗାର ୭୫ ହଜାର ଟଙ୍କା। ପାଖରେ ୭୦ ଟଙ୍କାର ଦୁଇ ଦୁଇଟି ଆପାର୍ଟମେଣ୍ଟ୍‌। ଏସବୁ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ।...

କଦଳୀ ପତ୍ରରେ ଅଭିନେତ୍ରୀଙ୍କ ଅବିକଳ ଡ୍ରେସ୍‌ ତିଆରି କରନ୍ତି ଏହି ଯୁବକ, ସୋସିଆଲ ମିଡିଆରେ ହେଉଛି ଟ୍ରେଣ୍ଡ୍‌

ସୋସିଆଲ ମିଡିଆ ଆସିବା ପୂର୍ବରୁ ଅଧିକାଂଶ ଲୋକଙ୍କଠାରେ ଭରପୂର ପ୍ରତିଭା ଥିଲା ମାତ୍ର ପ୍ଲାଟ୍‌ଫର୍ମର ଅଭାବ ଯୋଗୁ ଲୋକଲୋଚନକୁ ଆସି ପାରୁ ନ ଥିଲେ। ବର୍ତ୍ତମାନ...

ଗ୍ରାହକମାନଙ୍କର ଡିମାଣ୍ଡ ଅନୁସାରେ ମିଳୁଛି ବିଚିତ୍ର ଆକୃତିର ଫଳ

ଚାଇନାର ଏକ କମ୍ପାନୀ ‘ଫ୍ରୁଟ୍‌ ଗୋଲ୍‌ଡ’ ବିଚିତ୍ର ଆକାରର ଫଳ ଓ ପରିବା ତିଆରି କରିବା ପାଇଁ ପ୍ରସିଦ୍ଧ। ଚତୁର୍ଭୁଜାକାର ସେଓଠାରୁ ଆରମ୍ଭ କରି ଦିଲ୍‌...

Advertisement
Archives

Model This Week