ହ୍ବାଟ୍ସଆପ୍ରେ ଚାଟ୍ ଲୁଚାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ
ଆପଣଙ୍କ ଫ୍ରେଣ୍ଡ୍ଲିଷ୍ଟରେ ଏମିତି କିଛି ଖାସ୍ ବନ୍ଧୁ ଥା’ନ୍ତି, ଯେଉଁମାନଙ୍କ ସହ ଆପଣ ସିକ୍ରେଟ୍ ଚାଟ୍ କରିଥାନ୍ତି। ଆଉ ଏହି ଚାଟ୍ ଯେମିତି କେହି ନ ପଢ଼ନ୍ତୁ ଆପଣ ନିଶ୍ଚିତ ଚାହୁଁଥିବେ। ଏଥିପାଇଁ କିଛି ଟିପ୍ସ ରହିଛି। ଯାହା ସାହାଯ୍ୟରେ ଆପଣ…
ସାବଧାନ! ହେଲ୍ମେଟ ଘରକୁ କରୋନା ଆଣୁନାହିଁ ତ
ଆପଣଙ୍କ ହେଲମେଟ ଘରକୁ କରୋନା ଭାଇରସ୍ ଆଣୁ ନାହିଁ ତ? ଏହି ପ୍ରଶ୍ନ ଶୁଣି ଆପଣ ଟିକେ ଅଜବ ଅନୁଭବ କରିପାରନ୍ତି, କିନ୍ତୁ ବର୍ତ୍ତମାନ ଏହି ପ୍ରଶ୍ନଟି ଆପଣ ଏବଂ ଆପଣଙ୍କ ପରିବାରର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶରେ କରୋନା…
କାହିଁକି ମରୁଛନ୍ତି ଏତେ ସଂଖ୍ୟକ ହାତୀ, ଜାଣନ୍ତୁ କ’ଣ ରହିଛି କାରଣ
ଆଫ୍ରିକାର ବୋସ୍ଓ୍ବାନାଠାରେ ଗତ ଦୁଇ ମାସ ମଧ୍ୟରେ ଶହ ଶହ ହାତୀଙ୍କର ମୃତ୍ୟୁ ଘଟିସାରିଲାଣି। ବ୍ରିଟେନସ୍ଥିତ ନ୍ୟାସନାଲ ପାର୍କ ରେସ୍କ୍ୟୁର ଡ. ଡକ୍ଟର ନିଅଲ ମାଚେନ କୁହନ୍ତି, ତାଙ୍କ ସହକର୍ମୀମାନେ ମେ’ ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ଏହି ଦେଶର ଓକାଭାଙ୍ଗୋ ଡେଲ୍ଟାରେ…
ଏହି ୩ କୁକୁର ମୃତ୍ୟୁମୁଖରୁ ବଞ୍ଚାଇଥିଲେ ମାଲିକଙ୍କୁ
ଆମ ଆଖପାଖରେ ଏମିତି କିଛି ଜୀବଜନ୍ତୁ ଥା’ନ୍ତି ଯେ କି ଆମର ବହୁ ବିଶ୍ୱାସୀ ହୋଇଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ କହିଛନ୍ତି, ଯଦି ପାରୁଛ ପଶୁପକ୍ଷୀଙ୍କଠାରୁ କିଛି ଶିଖ। କୁକୁର ଏପରି ଏକ ଜୀବ, ଯିଏ ମଣିଷର ସବୁଠୁ ଭଲ ତଥା…
କରୋନାର ନୂଆ ରୂପ ‘ଜି୬୧୪’: ୯ଗୁଣ ଅଧିକ ବଢ଼ାଉଛି ସଂକ୍ରମଣ
ନୂଆ ରୂପରେ ଅଧିକ ବ୍ୟାପୁଛି କରୋନା। ଏଭଳି କିଛି ଜାଣିବାକୁ ପାଇଛନ୍ତି ଅର୍ନ୍ତରାଷ୍ଟ୍ରୀୟ ଅନୁସନ୍ଧାନକାରୀଙ୍କ ଏକ ଟିମ୍। ଅଧିକାଂଶ ଲୋକ ଏବେ ଏହି କରୋନାରେ ସଂକ୍ରମିତ ହେଉଥିବା ମଧ୍ୟ ସେମାନେ କହିଛନ୍ତି। ସିଏନ୍ଏନ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ର…
ଲକ୍ଡାଉନ୍ରେ ଏମିତି ସମୟ ବିତାଉଛନ୍ତି କୋଟିପତି
କରୋନା ଭାଇରସ ସହ ସମଗ୍ର ବିଶ୍ୱ ଏବେ ଲଢ଼େଇ କରୁଛି। ଏଥିରୁ ରକ୍ଷା ପାଇବା ପାଇଁ ଲକ୍ଡାଉନ୍ ଏବଂ ଶଟ୍ଡାଉନ୍ ପରି ପଦକ୍ଷେପ ନିଆଯାଉଛି। ଏଥିସହ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର…
ପବ୍ଜି ଖେଳି ଯୁବକ ଖର୍ଚ୍ଚ କରିଦେଲେ ମା’ବାପାଙ୍କ ଚିକିତ୍ସା ପାଇଁ ଥିବା ୧୬ ଲକ୍ଷ ଟଙ୍କା, ଜଣାପଡ଼ିଲା ଏପରି
ଅନ୍ଲାଇନ୍ରେ ଗେମ୍ ଖେଳିବା ଆଜିକାଲି ଯୁବପୀଢ଼ିଙ୍କ ଅଭ୍ୟାସରେ ପରିଣତ ହେଲାଣି। ଏଭଳି ସ୍ଥଳରେ ଅନ୍ଲାଇନ୍ ଖେଳିବାକୁ ନେଇ ଆଶ୍ଚର୍ଯ୍ୟ କଲାଭଳି ଘଟଣା ନଜରକୁ ଆସୁଛି। ଏଭଳି ଏକ ଘଟଣା ପଞ୍ଜାବରେ ଦେଖିବାକୁ ମିଳିଛି। ଜଣେ ପୁଅ ପବ୍ଜି ଖେଳିବା ପାଇଁ ମା’ବାପାଙ୍କ…
ଇଟା ପଥରରେ ଛେଚି ଅନେକ ଲୋକଙ୍କ ଜୀବନ ନେଇଛନ୍ତି ଏହି ବ୍ୟକ୍ତି
ଇସ୍ଲାମାବାଦ୍: ମାନବୀୟ ଇତିହାସରେ ସିରିୟଲ କିଲିଂ ଘଟଣା ସମ୍ପର୍କରେ ଅନେକ ଜାଣିଥିବେ। ଆଜି ସେହିପରି ଜଣେ ସିରିୟଲ କିଲରଙ୍କ କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ସେ ହେଉଛନ୍ତି ପାକିସ୍ତାନର ସିରିୟଲ କିଲର ଅମୀର କ୍ୱାୟାମ୍। ଯେ କି ପ୍ରତିଶୋଧ ନେବାକୁ ପ୍ରତିଦିନ…
ଚିହ୍ନଟ ହେଲା କରୋନା ଭାଇରସକୁ ରୋକିପାରୁଥିବା ଅଣୁ
କରୋନା କବଳରେ ସମଗ୍ର ବିଶ୍ୱ। ଦିନକୁ ଦିନ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ କରୋନା ଔଷଧ ତିଆରି କରିବାକୁ ସବୁ ଦେଶ ଲାଗିପଡ଼ିଛି। ବିଶେଷଜ୍ଞମାନେ ମଧ୍ୟ କରୋନା ଉପରେ ପରୀକ୍ଷା ଜାରି ରଖିଛନ୍ତି। ତେବେ…
ମଞ୍ଚ ଉପରେ କନ୍ୟାଙ୍କୁ ଲ୍ୟାପ୍ଟପ୍ରେ କାମ କରୁଥିବା ଦେଖି ଏଭଳି କହିଲେ ଅତିଥି…
ମୁମ୍ବାଇ,୪।୭: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ଏବେ ସରକାରୀ ହେଉ କି ବେସରକାରୀ ସମସ୍ତ କାର୍ଯ୍ୟାଳୟରେ କମ୍ କର୍ମଚାରୀଙ୍କୁ ନେଇ କାମ କରାଯାଉଛି। ବାକି ଅନ୍ୟମାନେ ଘରେ ରହି କାର୍ଯ୍ୟ କରୁଛନ୍ତି। କରୋନା ଲକ୍ଡାଉନ ସମୟରେ ଓ୍ବାର୍କ ଫ୍ରମ୍ ହୋମ୍ ଶବ୍ଦ…
୩ ଝିଅଙ୍କୁ ନିଜ ପିଲାର ମା’ କରିବାକୁ ଚାହୁଁଥିଲେ ବାପା: ଘଟିଲା ଏମିତି କିଛି..
ବାପା, ସବୁ ସମୟରେ ନିଜ ପିଲାମାନଙ୍କର ରକ୍ଷା କରିଥାନ୍ତି। ଜଣେ ଝିଅ ପାଇଁ ତା’ର ବାପା ହେଉଛନ୍ତିି ପ୍ରଥମ ହିରୋ। ସେ ଦୁନିଆର ସବୁଠାରୁ ଅଧିକ ତା’ ବାପାକୁ ହିଁ ଭଲ ପାଇଥାଏ। ଯଦି ସେଇ ବାପା ତା’ ପାଇଁ ରାକ୍ଷସ…
କୁକୁରର ବିବେକ
ନୂଆଦିଲ୍ଲୀ୪।୭: ଏବେ ସୋସିଆଲ ମିଡ଼ିଆରେ ଗୋଟିଏ କୁକୁରର ବିବେକ ସମ୍ପର୍କିତ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। କୁକୁର କିପରି ମଣିଷ ଭଳି ମାନବିକତା ଗୁଣର ଉଦାହରଣ ସୃଷ୍ଟି କରୁଛି ତାହା ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହା ବହୁ ୟୁଜରଙ୍କୁ ଭାବପ୍ରବଣ…
Archives


