ସୁଶାନ୍ତଙ୍କ ହତ୍ୟା ପଛରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ

ମୁମ୍ବାଇ, ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଇତି ମଧ୍ୟରେ ତାଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଏପରିସ୍ଥିତିରେ ପୂର୍ବତନ ର ଅଫିସର ଏନ.କେ ସୁଦ ସୁଶାନ୍ତଙ୍କ ମୃତ୍ୟୁ ପଛରେ ଦାଉଦ ଇବ୍ରାହିମଙ୍କ ଗ୍ୟାଙ୍ଗର ହାତ ଥିବା ପ୍ରକାଶ କରିଛନ୍ତି। ଏହା ଏକ ଯୋଜନା ବଦ୍ଧ ହତ୍ୟା ଓ ଏହା ପଛରେ ଦାଉଦ ଗ୍ୟାଙ୍ଗର ହାତ ଥିବା ସୁଦ ପ୍ରକାଶ କରିଛନ୍ତି। ସୁଦଙ୍କ ଏହି ମନ୍ତବ୍ୟ ୟୁଟ୍ୟୁବରେ ଅପଲୋଡ ହୋଇଛି। ତାଙ୍କର ଏହି ମନ୍ତବ୍ୟ ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ସୁଦ ଆହୁରି କହିଛନ୍ତି, ଯଦିଓ ଦାଉଦ ବର୍ତ୍ତମାନ ଭାରତ ବାହାରେ ରହୁଛି ତଥାପି ତା’ର ନେଟଓ୍ବାର୍କ ମୁମ୍ବାଇର କିଛି ହାଇ ପ୍ରୋଫାଇଲ ଲୋକଙ୍କ ସହ ରହିଛି। ଦାଉଦ ତା’ର ଅର୍ଥ ବଳରେ କ୍ଷମତାଶାଳୀ ଲୋକଙ୍କ ମାଧ୍ୟମରେ ମୁମ୍ବାଇକୁ କଣ୍ଟ୍ରୋଲ କରୁଥିବା ସେ କହିଛନ୍ତି। ମୃତ୍ୟୁର କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ଘରର ସିସି କ୍ୟାମେରା ଖରାପ ହେବା ଏବଂ ଚାବି ହଜିବା ଆଦି ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ସେ ମତ ରଖିଛନ୍ତି। ଦାଉଦଙ୍କ ବିଦେଶରେ ଅନେକ ପାର୍ଟି ହୋଇଥାଏ। ଏହି ପାର୍ଟିରେ ବଲିଉଡ ଅନେକ କଳାକାର ଯୋଗ ଦେଇଥାନ୍ତି। ଏହାର ପ୍ରତିବଦଳରେ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ମିଳିଥାଏ ବୋଲି ସୁଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର: ହାରିଲେ ୮ ମନ୍ତ୍ରୀ

ମୁମ୍ବାଇ,୨୫-୧୦(ଆଇଏଏନ୍‌ଏସ୍‌):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନାକୁ ବହୁମତ ମିଳିଥିଲେ ହେଁ ଉଭୟ ଦଳର ୮ ମନ୍ତ୍ରୀ ଓ ବହୁ ତୁଙ୍ଗ ନେତା ପରାଜିତ ହୋଇଛନ୍ତି। ଫଳାଫଳ ଅନୁଯାୟୀ...

୩ ଘଣ୍ଟିଆ ଚକା ଜାମ୍‌: ଦିଲ୍ଲୀ ସୀମା ସିଲ୍‌-୧୦ ମେଟ୍ରୋ ଷ୍ଟେଶନ ବନ୍ଦ

ନୂଆଦିଲ୍ଲୀ, ୬।୨: କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଶନିବାର ୩ ଘଣ୍ଟିଆ ଚକା ଜାମ୍‌ ମଧ୍ୟାହ୍ନ ୧୨ଟାଠାରୁ ଆରମ୍ଭ ହୋଇ...

ଅଯୋଧ୍ୟାକୁ ଜଗିଛି ଡ୍ରୋନ୍‌

ଅଯୋଧ୍ୟା,୩ା୮: ବୁଧବାର ହେବାକୁ ଥିବା ରାମମନ୍ଦିର ଭୂମି ପୂଜନ ଉତ୍ସବକୁ ଦୃଷ୍ଟିରେ ରଖି ଅଯୋଧ୍ୟା ନଗରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆତଙ୍କବାଦୀ ଆକ୍ରମଣ...

୭୨ ବର୍ଷରେ ଜୟା ବଚ୍ଚନ: ହିନ୍ଦୀ ଫିଲ୍ମ ଗୁଡ୍ଡିର ଶୁଟିଂ ସେଟ୍‌ରେ ଅମିତାଭଙ୍କ ସହିତ ହୋଇଥିଲା ସାକ୍ଷାତ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ ଗୁରୁବାର ୭୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୮ ଏପ୍ରିଲ ୯ରେ ଜବଲପୁରଠାରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୀ ଫିଲ୍ମ...

ଦୋକାନ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନ ରହିଛି। ଦୋକାନ ବଜାର, ବେପାର ବାଣିଜ୍ୟ, କାମଧନ୍ଦା ସବୁକିଛି ବନ୍ଦ ହୋଇଯାଇଛି।...

ତଲାକ୍‌କୁ ରୋକା ଯାଇ ପାରିବ ନାହିଁ, କହିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୨୫।୮ : କେରଳ ହାଇକୋର୍ଟଙ୍କ ଅନୁଯାୟୀ ଜଣେ ମୁସଲମାନ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାରେ ରୋକି ପାରିବେ ନାହିଁ। ଏଥିସହିତ କୋର୍ଟ ଏହା...

ନୌସେନାକୁ ମିଳିବ ‘ଆଇଏନ୍‌ଏସ୍‌ ଭାଗିର୍‌’: ଶତ୍ରୁକୁ ଚକମା ଦେଖାଇ ଆକ୍ରମଣ କରିବାରେ ସକ୍ଷମ

ନୂଆଦିଲ୍ଲୀ,୨୦।୧: ଭାରତୀୟ ନୌସେନାର ଶକ୍ତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆସନ୍ତା ଜାନୁୟାରୀ ୨୩ରେ ନୌସେନାରେ ସାମିଲ ହେବ ଆଧୁନିକ ଡିଜେଲ-ଇଲେକ୍ଟ୍ରିକ ଆକ୍ରମଣ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌...

ପ୍ରଥମ ରୋଜଗାର ଟଙ୍କା ମେସ୍‌ ଖର୍ଚ୍ଚ କରିଥିଲି

ପୁରୀ ଯକ୍ଷ୍ମା ଓ ସଂକ୍ରମିତ ରୋଗ ହସ୍‌ପିଟାଲର ଅବସରପ୍ରାପ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଉମେଶ ଚନ୍ଦ୍ର ଚୌଧୁରୀ ତାଙ୍କର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି-...

Advertisement
Archives

Model This Week