କୁକୁରକୁ ରାସ୍ତା ପାର କରାଇବା ପାଇଁ ଟ୍ରାଫିକକୁ ଅଟକାଇଲେ ପୋଲିସ
ଗାଡ଼ି ଧକ୍କାରେ ଅନେକ ସମୟରେ ନିରୀହ ପଶୁପକ୍ଷୀଙ୍କ ଜୀବନ ଯାଉଥିବା ଆମେ ଦେଖିଛୁ। ତେବେ ଏହି କରୋନା ସମୟରେ ଏମିତି ଏକ ଭିଡିଓ ସମ୍ମୁଖକୁ ଆସିଛି ଯାହାକୁ ଦେଖିଲେ ଖୁସି ଲାଗିବ। ଜଣେ ଟ୍ରାଫିକ ପୋଲିସ ଗୋଟିଏ କୁକୁରକୁ ରାସ୍ତା ପାର…
କାଳ ସାଜିଲା କରୋନା: ଗୋଟିଏ ଭୁଲ୍ ଯୋଗୁ ମା’ଙ୍କ ସହ ୫ ପୁଅଙ୍କ ମୃତ୍ୟୁ; ଏଭଳି ବ୍ୟାପିଲା ସଂକ୍ରମଣ
କାଳ ହୋଇଛି ମହାମାରୀ କରୋନା। ଝାଡଖଣ୍ଡର ଗୋଟିଏ ପରିବାରର ହସଖୁସି ଛଡ଼ାଇ ନେଇଛି ଏହି ମହାମାରୀ। ଏଥିରେ ସଂକ୍ରମିତ ହେବା ପରେ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମା’ଙ୍କ ସହ ୫ପୁଅଙ୍କ ମୃତ୍ୟୁ ଘଟିଛି। ଏପରିକି ତାଙ୍କ ୬ଷ୍ଠ ପୁଅଙ୍କ…
ପ୍ଲେ ସ୍କୁଲରେ ଶିଶୁଙ୍କ ଉପରେ ଅତ୍ୟାଚାର: ଦେଖିଲେ ଆଖିରେ ଆସିଯିବ ଲୁହ
ମା’ବାପା ବିଶ୍ୱାସର ସହ ନିଜ କୋମଳମତି ଶିଶୁମାନଙ୍କୁ ପ୍ଲେ ସ୍କୁଲରେ ଛାଡୁଛନ୍ତି। ସେଠାରେ ନିଜ ଶିଶୁମାନେ ଭଲରେ ରହିବା ସହ ଭଲ କଥା ଶିଖିବେ ବୋଲି ସବୁ ମା’ବାପା ଚାହାନ୍ତି। ମାତ୍ର ଏମିତି ଏକ ଭିଡିଓ ଏବେ ସମ୍ମୁଖକୁ ଆସିଛି ଯାହାକୁ…
କରୋନା କାଳରେ ଲୋକଙ୍କୁ ଏଭଳି ସହାୟତା କରୁଛି ରୋବର୍ଟ
ଚାଇନାରୁ ଆରମ୍ଭ ହୋଇଛି ବ୍ୟବହାର କରୋନା ମହାମାରୀ ଯୋଗୁ ଜାରି ହୋଇଥିବା ଲକ୍ଡାଉନ୍ ଯୋଗୁ ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନଶୈଳୀ ସହ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଛି ରୋବର୍ଟକୁ। ୟୁରୋପର ଅନେକ ଦେଶରେ…
ଶ୍ରାଦ୍ଧ ଭୋଜିକୁ ବାହାଘର ପରି କଲେ ପାଳନ: ଷ୍ଟେଜ୍ରେ ନାଚିଲେ ଡ୍ୟାନ୍ସର
ନୂଆଦିଲ୍ଲୀ, ୨୧।୭: ଏବେ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଶ୍ରାଦ୍ଧ ଭୋଜିକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଷ୍ଟେଜ୍ରେ ଜଣେ ଡ୍ୟାନ୍ସର ମଧ୍ୟ ନାଚୁଛନ୍ତି। ଏହି ଶ୍ରାଦ୍ଧ ଭୋଜି…
ଲାଲଜୀଙ୍କୁ ରୂପାର ରାକ୍ଷୀ ବାନ୍ଧୁଥିଲେ ମାୟାବତୀ
ଲେକ୍ଷ୍ନୌ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମଙ୍ଗଳବାର ୮୫ବର୍ଷ ବୟସରେ ଲକ୍ଷ୍ନୌରେ ଦେହାନ୍ତ ହୋଇଛି। ଗତ କିଛି ଦିନରୁ ଲାଲଜୀ ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ନିଧନ ପରେ ସମସ୍ତ ରାଜନୈତିକ…
୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫସିରହିଲେ ମା’ଝିଅ: ବଞ୍ଚିବା ପାଇଁ କରିଥିଲେ ଏମିତି…
ଚାଇନାର ଏକ ମା’ଝିଅ ୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫଶି ରହିଥିଲେ। ସେମାନେ ବଞ୍ଚିବା ପାଇଁ ଏକ ଭିନ୍ନ ପଦ୍ଧତି ଆପଣାଇଥିଲେ। ୯୬ ଘଣ୍ଟା ପରେ ଲିପ୍ଟରୁ ବାହାରିବା ପରେ ସେମାନଙ୍କ ବଞ୍ଚିବାର ପଦ୍ଧତିର ଖୁଲାସା କରିଥିଲେ। ଏହାକୁ ଶୁଣିବା ପରେ…
ପିପିଇ କିଟ୍ ପିନ୍ଧି ବୁଢ଼ୀମାଙ୍କୁ ମୁଖାଗ୍ନି ଦେଲେ ନାତି
କୋଦାଡ଼, ୨୧।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। କେତେକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେବାକୁ ଲୋକେ ଆସୁ ନ ଥିବା ଘଟଣାମାନ ଘଟୁଛି। ସମ୍ପ୍ରତି ତେଲଙ୍ଗାନାରେ ଜଣେ ନାତି…
ପୁଅ ହେବ ତ ଏମିତି: କରୋନା ସଂକ୍ରମିତ ମା’ଙ୍କୁ ଦେଖିବା ପାଇଁ…
କରୋନା ସମୟରେ ସାମାଜିକ ଦୂରତା ବଜାୟ ରଖିତ୍ବା ନିହାତି ଆବଶ୍ୟକ। କରୋନା ଆକ୍ରାନ୍ତଙ୍କଠାରୁ ଦୂରେଇ ରହିବା ତାଙ୍କ ପରିବାର ପାଇଁ ବେଶ୍ କଷ୍ଟର ସାବ୍ୟସ୍ତ ହୋଇଥାଏ। ଯାହାର ଏକ ନିଚ୍ଛକ ଉଦାହରଣ ପାଲେଷ୍ଟାଇନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା କରୋନା…
ଲୋକମାନେ ରାସ୍ତାରେ ଯାଉଥିଲେ, ହଠାତ୍ ହେଲା ଭୂସ୍ଖଳନ: ଆଉ ତା’ପରେ
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। କିଛି ଭିଡିଓ ଆପଣଙ୍କୁ ହସାଇଥାଏ, କିଛି ଭିଡିଓ ଆପଣଙ୍କୁ ଭୟଭୀତ କରେ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଭିଡିଓରେ ଦେଖାଯାଉଛି…
ରୁଦ୍ରାକ୍ଷ ମାଳ ଧରି ପୋଲିସ ମୁଖ୍ୟାଳୟ ସାମ୍ନାରେ ବସିଲେ କନ୍ଷ୍ଟେବଳ, କାହିଁକି…
ଭୋପାଳ, ୨୦।୭- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଅନସନର ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଭୋପାଳରେ ଥିବା ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ବାହାରେ ସୋମବାର ଜଣେ କନ୍ଷ୍ଟେବଳ ଭିନ୍ନ ତରିକାରେ ଅନଶନରେ ବସିଥିଲେ। ଝାବୁଆ ଜିଲାରେ କାର୍ଯ୍ୟରତ ଥିବା ମଧୁସୂଦନ…
ଯୁବତୀ ସେଲଫି ନେବାବେଳେ ପଛରୁ ଆସିଲା ଭାଲୁ; ଆଉ ତା ପରେ…
ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିକି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ, ୨ ଜଣ ଯୁବତୀ ପାର୍କରେ ବୁଲୁଛନ୍ତି। ସେତିକିବେଳେ ଗୋଟିଏ ଭାଲୁ ଆସି…

