ଫୁରସତ

ଗୋଡ଼ାଇକି ନୁହେଁ ଉଡ଼ିକି କାମୁଡ଼େ ଏହି ସାପ: ଦେହରୁ ଝଡ଼ାଇ ଦିଏ ମାଂସ

ଆମ ବିଶ୍ୱରେ ଅନେକ ସ୍ଥାନ ଅଛି, ଯାହା ରହସ୍ୟ ଏବଂ ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ । ଏପରି କେତେକ ସ୍ଥାନ ଅଛି ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ତ ଆଉ କେତେକ ବିପଦରେ। ଆପଣ କେବେ ଏପରି ସ୍ଥାନ ବିଷୟରେ ଶୁଣିଛନ୍ତି ଯେଉଁଠାରେ…

କବରରୁ ବାହାରି ସାକ୍ଷୀ ଦେଲା ମୃତଦେହ

ପାଟନା, ୨୨।୭: କଥାରେ ଅଛି ସତ କେବେ ଲୁଚି ରହେନା। କରିଥିବା ଅପରାଧ ଦିନେ ନା ଦିନେ ପ୍ରକାଶିତ ହେବ ବୋଲି କେତେକ କହିଥାନ୍ତି। ଏହାର ସଦ୍ୟତମ ଉଦାହରଣ ବିହାରରେ ଘଟିଛି। ଏଠାରେ ହତ୍ୟା କରାଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ କବରରୁ…

କରୋନା ପାଇଁ ଲେହରେ ଫସିଛନ୍ତି ମା’, ଶିଶୁ ପାଇଁ ପ୍ଲେନ୍‌ରେ ପଠାଉଛନ୍ତି କ୍ଷୀର

ମା’ର ମମତା ସହ କୌଣସି ଜିନିଷକୁ ତୁଳନା କରାଯାଇ ପାରିବ ନାହିଁ। ମା’ ନିଜ ପିଲା ପାଇଁ କିଛି ବି କରିବାକୁ ପଛାଇ ନ ଥାଏ। ଏଥିପାଇଁ ଭାରତର ଲେହରେ ରହୁଥିବା ଜଣେ ମା’ ଏବେ ଚର୍ଚ୍ଚାରେ। କାରଣ ଏହି ମା’…

କ୍ୱାରାଣ୍ଟାଇନରେ ଥିବା ସମୟରେ ଗଲେ କେଶ କାଟିବାକୁ : ଲାଗିଲା ଏତିକି ଟଙ୍କାର ଜରିମାନା

ହୋମ୍‌ କ୍ୱାରାଣ୍ଟାଇନରେ ଥିବା ବେଳେ କେଶ କାଟିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ୭,୬୦୦ ଡଲାର ଫାଇନ୍‌ ଲାଗିଛି। ଯାହାକି ଭାରତୀୟ ମୂଲ୍ୟରେ ୫ ଲକ୍ଷ ୬୭ ହଜାର ୫୫୩ ଟଙ୍କା ହେବ। ଏକ ରିପୋର୍ଟ ଅନୁଯାୟୀ, ଯୁକ୍ତରାଷ୍ଟ୍ର…

ପୃଥିବୀ ନିକଟରେ ଥିବା ଏହି ଗ୍ରହରେ ୩୭ ଜ୍ୱାଳାମୁଖୀ, ଏହାକୁ କୁହାଯାଉଛି କରୋନା

ପୃଥିବୀ ନିକଟରେ ଏମିତି ଏକ ଗ୍ରହ ଅଛି, ଯାହା ଉପରେ ୩୭ଟି ଜ୍ୱାଳାମୁଖୀ ବର୍ତ୍ତମାନ ସକ୍ରିୟ ଅଛନ୍ତି। ଏହି ସମୟରେ ଏହା ବିସ୍ଫୋରଣ ହେଉଛି। ଏପରିକି କିଛି କିଛି ବ୍ୟବଧାନରେ ବିସ୍ଫୋରଣ ଘଟୁଛି। ଏହି ଗ୍ରହ ଭୌଗୋଳିକ ରୂପରେ ବହୁତ ଅସ୍ଥିର।…

କରୋନା ରୋଗୀଙ୍କ ପାଇଁ ଶସ୍ତା ଭେଣ୍ଟିଲେଟର ତିଆରି କଲେ ମହିଳା

କରୋନା କବଳରେ ସମଗ୍ର ବିଶ୍ୱ। ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେବେ ଏହି କରୋନା କାଳରେ ଯେଉଁମାନଙ୍କ ନିକଟରେ ଚିକିିତ୍ସା ବ୍ୟବସ୍ଥା ପହଞ୍ଚି ପାରୁ ନାହିଁ ସେମାନେ ସବୁଠାରୁ…

ହାତୀ ଶୁଣ୍ଢରେ ବସି ଦେଉଥିଲେ ଫଟୋ ପୋଜ୍‌, ତା’ପରେ ଘଟିଲା ଏମିତି

ଯେବେଠୁ ସେଲ୍‌ଫି ଯୁଗ ଆସିଲାଣି ସେବେଠୁ କିଛିନା କିଛି ଅଘଟଣା ଦେଖିବାକୁ ମିଳୁଛି। ସେଲ୍‌ଫି ନେଇ ଜୀବନ ଯାଉଥିବା ଘଟଣା ମଧ୍ୟ ଏବେ ପୁରୁଣା ଲାଗୁଛି। ଯୁବପିଢି ସେଲଫି ନେଇ ସୋସିଆଲ ମିଡିଆରେ ଛାଡିବା ଏକ ଟ୍ରେଣ୍ଡ୍‌ ହୋିଗଲାଣି। ସୋସିଆଲ ମିଡିଆରେ…

ଏହି ଡିଏନ୍‌ଏ ଯୋଗୁ ବଦଳିଯିବ ମାନବ ଶରୀରର ଗଠନ, ଚିନ୍ତାରେ ବୈଜ୍ଞାନିକ

ସାଧାରଣତଃ ମାନବ ଶରୀର ଡିଏନ୍‌ରେ ତିଆରି। ତାହା ହେଉଛି ଡିଓକ୍ସାଇରିବୋନ୍ୟୁକ୍ଲିକ ଏସିଡ୍‌ (ଡିଏନ୍‌ଏ)। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ସମସ୍ତେ ଜାଣିଛେ, ଡିଏନ୍‌ଏର ସଂରଚନା ହେଉଛି ଡବଲ ହେଲିକ୍ସ। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଏକ ସୁସ୍ଥ ମାନବ ଶରୀରର କୋଷରେ ୪ଟି ହେଲିକ୍ସ…

ସ୍ମାର୍ଟଫୋନ୍‌ ହେଉଛି କି ହ୍ୟାଙ୍ଗ୍‌, ତେବେ କରନ୍ତୁ ଏପରି…

ନୂଆଦିଲ୍ଲୀ, ୨୨।୭: ବେଳେବେଳେ ସ୍ମାର୍ଟଫୋନ୍‌ ହ୍ୟାଙ୍ଗ୍‌ ହୋଇଯାଇଥାଏ। ତେବେ ଏଥିପାଇଁ ବ୍ୟସ୍ତ ନ ହୋଇ କେତେକ ଉପାୟ ଅବଲମ୍ବନ କରନ୍ତୁ। ମାତ୍ର ୨ ମିନିଟ୍‌ ମଧ୍ୟରେ ସ୍ମାର୍ଟଫୋନ୍‌ ହ୍ୟାଙ୍ଗ୍‌ ହେବା ବନ୍ଦ ହୋଇଯିବ। ଏହା ପୂର୍ବଭଳି ସ୍ବାଭାବିକ ଭାବେ କାମ କରିବ।…

୩୦୦ କିମି ପ୍ରତି ଘଣ୍ଟା ବେଗରେ ଚଲାଉଥିଲେ ବାଇକ୍‌, ପରେ ଏମିତି କିଛି ଘଟିଲା

ବେଙ୍ଗାଲୁରୁର ଜଣେ ଯୁବକ ୩୦୦ କିମି ପ୍ରତି ଘଣ୍ଟା ବେଗରେ ଗାଡି ଚଲାଇ ଚର୍ଚ୍ଚାକୁ ଆସିଛନ୍ତି। ଏତେ ବେଗରେ ବାଇକ ଚଲାଇବା ନିୟମ ବିରୋଧୀ ହୋଇଥିଲେ ମଧ୍ୟ ଯୁବକ ଜଣାକ ଚଲାଇ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡିଥିଲେ। ଫଳସ୍ବରୂପ…

ଖାଲି ପେଟରେ ମଦ ପିଇଦେଲେ ଏହି ଯୁବତୀ..ଆଉ ତା’ପରେ

ମଦ୍ୟପାନ ଶରୀର ପାଇଁ ହାନିକାରକ ହୋଇଥାଏ। ଏହି ମଦ ପିଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏଲିସ୍‌ ବରଟନ୍‌ ବ୍ରାଡଫୋର୍ଡ ନାମକ ଜଣେ ଯୁବତୀ ଖାଲି ପେଟରେ ମଦ ପିଇଦେବାରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବ୍ରିଗ୍ଟନରେ ରହୁଥିବା ଏହି ୨୭…

ଲକ୍‌ଡାଉନ୍‌ରେ ଏମିତି ବଦଳିଲା ଶ୍ରମିକଙ୍କ ଭାଗ୍ୟ

ଲକ୍‌ଡାଉନ୍‌ ପାଇଁ ରୋଜଗାର ଠାରୁ ଅର୍ଥ ବ୍ୟବସ୍ଥା ସବୁକିଛି ଏବେ ସଙ୍କଟରେ। ମାତ୍ର ଏହି ସମୟରେ ମଧ୍ୟପ୍ରଦେଶର ପନ୍ନାରେ ଜଣେ ଶ୍ରମିକଙ୍କ ଭାଗ୍ୟ ଖୋଲିଯାଇଛି। ଆନନ୍ଦୀ ଲାଲ କୁଶଓ୍ବାହା ନାମକ ଶ୍ରମିକ ଲକ୍‌ଡାଉନ୍‌ରେ ହୀରା ଖାଦନରେ କାମ କରୁଥିଲେ। ମଙ୍ଗଳବାର ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?