ଫୁରସତ

ମାତ୍ର ଏତିକି ଟଙ୍କା ଦେଇ ୨୫ ବର୍ଷ ପର୍ଯ୍ୟନ୍ତ ପାଇବେ ମାଗଣା ବିଜୁଳି

ବିଦ୍ୟୁତ୍‌ ବିଲ୍‌ କ୍ରମାଗତ ଭାବରେ ମହଙ୍ଗା ହେଉଛି। ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡିଛି। ତେବେ ବିଦ୍ୟୁତ୍‌ ବିଲ ହ୍ରାସ କରିବା କଷ୍ଟସାଧ୍ୟ ନୁହେଁ। ଏଥିପାଇଁ ନିଜ ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରିବାକୁ ପଡିବ। ଛାତ ଉପରେ…

୪୩ ହଜାର ଛାଡ଼ିଲେଣି ଘରୋଇ ସ୍କୁଲ

ଗୁଡ଼ଗାଓଁ: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛ। ଏପରିସ୍ଥଳେ ସମସ୍ତ ସ୍କୁଲ ବନ୍ଦ ରହିଛି। ତେବେ ପ୍ରାଇଭେଟ୍‌ ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଲଗାତାର ଫି ଦେବାକୁ କୁହାଯାଉଛି। ଏଥିରେ ବ୍ୟସ୍ତ ବିବ୍ରତ ହୋଇ ଦିଲ୍ଲୀର…

ପରିବାକୁ କୀଟାଣୁମୁକ୍ତ କରୁଛି ପ୍ରେସର କୁକର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ପ୍ରାୟ ସମସ୍ତେ ପରିବାପତ୍ରକୁ ସାନିଟାଇଜ୍‌ କରି ଜୀବାଣୁମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଏ ଦୃଷ୍ଟିରୁ ଆଇଏଏସ୍‌ ଅଫିସର ସୁପ୍ରିୟା ସାହୁଙ୍କର ଏକ ଭିଜୁଆଲ୍‌ ଏବେ…

ଟାଇମ୍‌ କ୍ୟାପ୍‌ସୁଲ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ଭିତ୍ତିଭୂମିର ୨୦୦ ଫୁଟ ତଳେ ‘ଟାଇମ୍‌ କ୍ୟାପ୍‌ସୁଲ’ ରଖାଯିବ। ଏହା ହେଉଛି ଏକପ୍ରକାର ଐତିହାସିକ ଦସ୍ତାବିଜ୍‌, ଯେଉଁଥିରେ ରାମ ମନ୍ଦିରର ଇତିହାସଠାରୁ ଆରମ୍ଭ କରି ବିବାଦ, ଆଇନଗତ ଲଢ଼େଇ ଭଳି ଅନେକ…

ପ୍ରଥମଥର ପାଇଁ ମଙ୍ଗଳଗ୍ରହକୁ ରୋଭର ସହିତ ହେଲିକପ୍ଟର ପଠାଇବ ନାସା

ଓ୍ବାଶିଂଟନ୍‌,୩୦ା୭: ମଙ୍ଗଳଗ୍ରହକୁ ମିଶନ ପଠାଇବା ପାଇଁ ବର୍ତ୍ତମାନ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ୧୧ ଦିନ ଭିତରେ ତୃତୀୟ ମିଶନ ହେବାକୁ ଯାଉଛି। ବର୍ତ୍ତମାନ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ‘ନାସା’ ନିଜର ମିଶନ ଲଞ୍ଚ କରିବାକୁ ଯାଉଛି। ଏହି ମିଶନର ମୁଖ୍ୟ…

କୋଭିଡ-୧୯କୁ ନେଇ ପ୍ରତିଯୋଗିତା, ଜିତିଲେ ମିଳିବ ୩୭ କୋଟି ଟଙ୍କା

ଏବେ ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଛି। ପାଖାପାଖି ୨୧୪ ଦେଶରେ ଏହି ମହାମାରୀ ତାଣବ ରଚିଛି। କରୋନା ଟେଷ୍ଟ ପାଇଁ ସମୟ ଲାଗୁଥିବାରୁ ତୁରନ୍ତ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନାହିଁ। ଫଳରେ କରୋନା ରୋଗୀ ଅନ୍ୟମାନଙ୍କ…

ଏସ୍‌ବିଆଇରେ ଚାକିରି କରିବାକୁ ଚାହୁଁଥିଲେ, ଗ୍ରାଜୁଏଶନ୍‌ ପାସ୍‌ଙ୍କ ପାଇଁ ୩୮୫୦ ପଦବୀ ଖାଲି, ଲିଖିତ ପରୀକ୍ଷା ନାହିଁ

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଅଫିସର ପଦବୀ ପାଇଁ ଗ୍ରାଜୁଏଶ୍‌ନ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କ ଲାଗି ସୁବର୍ଣ୍ଣ ନିଯୁକ୍ତି ସୁଯୋଗ ଆଣିଦେଇଛି। ପାଖାପାଖି ୪୦୦୦ ନିଯୁକ୍ତି ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି ଏସ୍‌ବିଆଇ। ଏଥିପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ…

୨୨ ବର୍ଷ ପରେ ଘର ବାହୁଡ଼ିବେ ଭଗବାନ ମହାଦେବ…

ଜୟପୁର, ୩୦।୭: ରାଜସ୍ଥାନରେ ୨୨ ବର୍ଷ ପରେ ଭଗବାନ ମହାଦେବ ଘରକୁ ବାହୁଡ଼ିବେ। ୧୯୯୮ରେ ରାଜ୍ୟର ଚିତୋରଗଡ଼ସ୍ଥିତ ବରୋଲିର ଘାଟଶ୍ୱର ମନ୍ଦିରରୁ ମହାଦେବଙ୍କ ନବମ ଶତାବ୍ଦୀର ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲା। ପଥରରେ ନିର୍ମିତ ୪ ଫୁଟ ଉଚ୍ଚ ନଟରାଜଙ୍କ ମୂର୍ତ୍ତିକୁ…

ଶୁଦ୍ଧ ଦୁଗ୍ଧ ପାଇବାକୁ ୬ ମହଲା ଉପରେ ଗାଈ ପାଳିଲେ ବ୍ୟକ୍ତି

ବେଙ୍ଗାଲୁରୁ,୩୦।୭: ବର୍ତ୍ତମାନ ସମୟରେ ବଜାରରେ ଅଧିକାଂଶ ଜିନିଷ ନକଲି ମିଳୁଥିବାରୁ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦେଖାଯାଇଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ନିଜେ ଶୁଦ୍ଧ ଦୁଗ୍ଧ ପାଇବାକୁ ଜଣେ ବ୍ୟକ୍ତି ୬ ମହଲା ଉପରେ ଗାଈ ପାଳନ କରି ଆସିଛନ୍ତି…

କରୋନା ରୋଗୀଙ୍କ ସହାୟତା ପାଇଁ ୩୨୦୦ କିମି ସାଇକେଲ ଚଲାଇଲେ ୫ ବର୍ଷର ଶିଶୁ

ଲଣ୍ଡନ,୩୦।୭: କରୋନା ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। କେତେକ ଦେଶରେ ପରିସ୍ଥିତି ଚିନ୍ତାଜନକ। ଏହି ସମୟରେ, କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ସହ ଲଢିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି। ଏଥିମଧ୍ୟରେ ଜଣେ ପାଞ୍ଚ ବର୍ଷର ଶିଶୁ…

କରୋନାରୁ ବର୍ତ୍ତିବା ପାଇଁ ନିଆରା ଉପାୟ ଆପଣାଇଲେ ବ୍ୟକ୍ତି

କାନବେରା,୨୯।୭: ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶର ବିଶେଷଜ୍ଞ ଭ୍ୟାକ୍‌ସିନ ବାହାର କରିବାରେ ଲାଗିପଡ଼ିଛନ୍ତି। ତେବେ ଭ୍ୟାକସିନ୍‌ ନ ବାହାରିବା ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ଉପାୟ ଆପଣାଇ ଏଥିରୁ…

ନିକଟରେ ୫ମ ବିବାହ କରିଥିବା ଶତାୟୁ ବୃଦ୍ଧ କରୋନାକୁ ହରାଇଲେ

କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନରେ ୨.୭୪ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଥିବା ବେଳେ ୫,୮୪୨ଜଣଙ୍କର ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?