୨୨ ବର୍ଷ ପରେ ଘର ବାହୁଡ଼ିବେ ଭଗବାନ ମହାଦେବ…

ଜୟପୁର, ୩୦।୭: ରାଜସ୍ଥାନରେ ୨୨ ବର୍ଷ ପରେ ଭଗବାନ ମହାଦେବ ଘରକୁ ବାହୁଡ଼ିବେ। ୧୯୯୮ରେ ରାଜ୍ୟର ଚିତୋରଗଡ଼ସ୍ଥିତ ବରୋଲିର ଘାଟଶ୍ୱର ମନ୍ଦିରରୁ ମହାଦେବଙ୍କ ନବମ ଶତାବ୍ଦୀର ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲା। ପଥରରେ ନିର୍ମିତ ୪ ଫୁଟ ଉଚ୍ଚ ନଟରାଜଙ୍କ ମୂର୍ତ୍ତିକୁ ବ୍ରିଟେନ୍‌ରେ ବିକ୍ରି ହୋଇଥିବା ନେଇ ୨୦୦୩ରେ ପୋଲିସକୁ ସୂଚନା ମିଳିଥିଲା। ବ୍ରିଟେନ୍‌ ସରକାରଙ୍କ ଗୋଇନ୍ଦା ବିଭାଗ ମୂର୍ତ୍ତି ଖୋଜିବା ଆରମ୍ଭ କରିଥିଲେ। ଏହା ମିଳିବା ପରେ ୨୦୦୫ରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସକୁ ମୂର୍ତ୍ତି ହସ୍ତାନ୍ତର କରାଯାଇଥିଲା। ୨୦୦୭ ଅଗଷ୍ଟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମୂର୍ତ୍ତିର ଯାଞ୍ଚ୍‌ କରାଯାଇଥିଲା। ଏହି ମୂର୍ତ୍ତିକୁ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପରେଡ୍‌ରେ ସାମିଲ ହେବେ ବାଂଲାଦେଶ ସୈନ୍ୟ

ନୂଆଦିଲ୍ଲୀ, ୨୫।୧ : ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ପରେଡ୍‌ରେ ଭାରତୀୟ ଯବାନଙ୍କ ସହ ପ୍ରଥମ ଥର ପାଇଁ ୧୨୨ ବାଂଲାଦେଶୀ...

ଯୋଡ଼ା ମୁଣ୍ଡ ଭଉଣୀ ସବା-ଫାରହା ଲୋକ ସଭା ନିର୍ବାଚନରେ ଗୋଟିଏ ବଦଳରେ ଦେବେ ୨ଟି ଭୋଟ

ପାଟନା,୧୮।୫: ବିହାରର ଯୋଡ଼ା ମୁଣ୍ଡ ଉଭଣୀ ସବା-ଫାରହା ଚଳିତ ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ ଅଧିକାର ସାବ୍ୟସ୍ତ କରିବେ। ପୂର୍ବରୁ...

ପ୍ରେମୀ ଯୁଗଳଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଭୋପାଳ,୨୩ା୬: ଯୁବତୀ ଧନୀ ପରିବାରର ଓ ଯୁବକ ଜଣକ ଗରିବ। ଦୁହେଁ ପରସ୍ପରକୁ ଭଲପାଇ ବାହାହେବାକୁ ଚାହାନ୍ତି। ଭିଲାଲା ଜାତିର ଏହି ପ୍ରେମୀ ଯୁଗଳଙ୍କ ସମ୍ପର୍କ...

ଆବେଗ ଉପରେ କରୋନା ଲଗାମ୍‌: ଡ୍ୟୁଟିରୁ ଫେରି ଥିବା ଝିଅଙ୍କୁ ଚାଦରରେ ଗୁଡ଼ାଇ ଆଲିଙ୍ଗନ କଲେ ମା’

ଓ୍ବାଶିଂଟନ,୧୧।୪: ସାରା ପୃଥିବୀରେ କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି।...

ମହିଳାଙ୍କୁ ଗଣବଳାତ୍କାର ପରେ ଅଟୋରେ ଆଣି ଫିଙ୍ଗିଦେଲେ

ହାଇଦ୍ରାବାଦ,୨୫।୯ ତେଲଙ୍ଗାନା ସଙ୍ଗାରେଡ୍ଡୀ ଜିଲା ଅଧୀନ ଜାହିରାବାଦ ସହରରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସିକନ୍ଦରାବାଦର ୨୪ ବର୍ଷୀୟା ବିବାହିତା ମହିଳାଙ୍କୁ ଶୁକ୍ରବାର...

ଜାଣନ୍ତି ବିସ୍କୁଟରେ କାହିଁକି ଥାଏ ଛିଦ୍ର

ସେ ପିଲା ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି। ବିସ୍କୁଟ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ସକାଳ କିମ୍ବା ସନ୍ଧ୍ୟାରେ, ଦିନ କିମ୍ବା ରାତିରେ ଚା’...

ପୋଲ୍‌କା ଡଟ୍‌ ବେବି ଜେବ୍ରା

ଜେବ୍ରା, ଦେହସାରା ଧଳାରଙ୍ଗର ଷ୍ଟ୍ରାଇପ୍‌ ଥିବା ସୁନ୍ଦର ପ୍ରାଣୀ। ହେଲେ ନିକଟରେ କେନିଆର ମାସାଇ ମାରା ନ୍ୟାଶନାଲ ରିଜର୍ଭରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଜେବ୍ରା...

ଏଠାରେ ରହିଛି ସୁନାର ଦ୍ୱୀପ, ମତ୍ସ୍ୟଜୀବୀଙ୍କୁ ମିଳୁଛି ଗୋଟିଏ ପରେ ଗୋଟିଏ ସୁନା ଜିନିଷ

ସୁନା ଅଧିକ ମହଙ୍ଗା ହେବା ସହିତ ଲୋକଙ୍କୁ ଆକର୍ଷିତ ମଧ୍ୟ କରିଥାଏ। ଏହାର ମୂଲ୍ୟ ହେତୁ ସୁନା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କିନ୍ତୁ...

Advertisement
Archives

Model This Week