Posted inଫୁରସତ

ୟୁଟ୍ୟୁବ୍‌ରେ ‘କିଛି ନ କରିବା’ ଭିଡିଓ ଶେୟାର କରି ଷ୍ଟାର ପାଲଟିଲେ ଏହି ବାଳକ, ଦେଖନ୍ତୁ ଭିଡିଓ

ଆଜିକାଲି ୟୁଟ୍ୟୁବ୍‌ରେ ଭିଡିଓ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ୟୁଜର ବା ବ୍ୟବହାରକାରୀ ଅର୍ଥ ରୋଜଗାର କରୁଛନ୍ତି। ଏଭଳି ପରିସ୍ଥିତିରେ ଇଣ୍ଡୋନେସିଆର ଜଣେ ୟୁଟ୍ୟୁବର୍‌ ତାଙ୍କ ୟୁଟ୍ୟୁବ୍‌ ଆକାଉଣ୍ଟରେ କିଛି ନ କରି କ୍ୟାମେରା ଉପରେ ଦୁଇ ଘଣ୍ଟାରୁ ଅଧିକ ସମୟ ଦେଖିବାର ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି।
ଇଣ୍ଡୋନେସିଆର ୟୁଟ୍ୟୁବର ମହମ୍ମଦ ଡିଡିଟ୍‌ ସ୍ଥାନୀୟ ଭାଷାରେ ‘2 JAM nggak ngapa-ngapain’ ଶୀର୍ଷକ ଭିଡିଓ ଅପଲୋଡ୍‌ କରିଛନ୍ତି।

ଜୁଲାଇ ୧୦ରେ ଏହି ଭିଡିଓଟି ସେ ପୋଷ୍ଟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାକୁ ୨୦ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। କିଛି ଲୋକ ଏହି ଭିଡିଓ ଦେଖି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କିଛି ୟୁଜର କହିଛନ୍ତି, ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଶୁଟିଂ ସମୟରେ କ’ଣ ଭାବୁଛନ୍ତି ଜାଣିବାକୁ ଚାହୁଁଛନ୍ତି। ଅନେକ ୟୁଜର ଏହା ମଧ୍ୟ ଲେଖିଛନ୍ତି ଯେ, ସେ କ୍ୟାମେରା ସମ୍ମୁଖରେ ଧ୍ୟାନ କରୁଛନ୍ତି।

ସେହିଭଳି ‘ତୁମେ କିଛି କର ନାହିଁ’ ଭିଡିଓରେ ୟୁଟ୍ୟୁବର୍‌ କହିଛନ୍ତି, ଅନେକ ୟୁଜର ତାଙ୍କୁ ଶିକ୍ଷିତ ଯୁବକମାନଙ୍କ ସହ ଜଡ଼ିତ ଭିଡିଓ ପୋଷ୍ଟ କରିବାକୁ ଅନୁରୋଧ କରିଛନ୍ତି। ଏହି କାରଣରୁ ସେ ଭିଡିଓ ରେକର୍ଡ କରିବା ପାଇଁ ଅନୁପ୍ରାଣୀତ ହୋଇଥିଲେ ମଧ୍ୟ ଶୁଟିଂ ସମୟରେ କିଛି ବୁଝି ପାରି ନ ଥିଲେ। ତେଣୁ ସେ ୨ ଘଣ୍ଟା କିଛି କରି ନ ଥିବା ଭିଡିଓ ପ୍ରସ୍ତୁତ କରି ଏହାକୁ ଅପ୍‌ଲୋଡ୍‌ କରି ଦେଇଥିଲେ।

ସେ କହିଛନ୍ତି, ‘ହଁ, ବୋଧହୁଏ ଏହି ଭିଡିଓ କାହିଁକି ପ୍ରସ୍ତୁତ ହେଲା ମୁଁ ଶେୟାର କରିବା ଉଚିତ୍‌’। ଏହା ଇଣ୍ଡୋନେସିଆ ସମାଜରୁ ଆରମ୍ଭ ହୋଇଥିଲା, ଯାହା ମୋତେ ଯୁବକମାନଙ୍କୁ ଶିକ୍ଷା ଦେଉଥିବା ବିଷୟବସ୍ତୁ ସୃଷ୍ଟି କରିବାରେ ଅନୁପ୍ରାଣୀତ କରିଛି। ସର୍ବଶେଷରେ, ଅନିଚ୍ଛା ସତ୍ତ୍ୱେ ଏହା ମୁଁ ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋର ହେବ ତ ଏମିତି, ୪୫ ହଜାର ଟଙ୍କିଆ ଫୋନ୍‌ ବ୍ୟବହାର କରିପାରିଲେନି ବୋଲି…

କୋଲକାତା,୮।୯: ପଶ୍ଚିମବଙ୍ଗରୁ ଏକ ରୋଚକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ୪୫ ହଜାର ଟଙ୍କା ମୂଲ୍ୟର ମୋବାଇଲ ଚୋରି କରିଥିଲେ। ଏହି ଫୋନକୁ...

ଏମ୍‌ବିଏ ଛାତ୍ରୀଙ୍କ ଟ୍ରାଫିକ୍‌ ମ୍ୟାନେଜ୍‌ମେଣ୍ଟ

ଇନ୍ଦୋର: ମଧ୍ୟ ପ୍ରଦେଶରେ ଜଣେ ଏମ୍‌ବିଏ ଛାତ୍ରୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଛାତ୍ରୀ ଜଣକ ଟ୍ରାଫିକ୍‌ ପୋଷ୍ଟରେ ଲୋକଙ୍କୁ ଭିନ୍ନ ଢଙ୍ଗରେ...

ଗୋଟିଏ ଟିକେଟର ଦାମ୍‌ ୧୮ଲକ୍ଷ…

ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପ ଜାରି ରହିଛି। ଏହି ସମୟରେ ଲୋକମାନେ ଯାତ୍ରା କରିବା ତ ଦୂରର କଥା ବାହାରେ ବୁଲିବା ବି...

୩୦ ବର୍ଷ ହେବ ପ୍ରତିଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି ଏହି ୮୦ ବର୍ଷୀୟ ବ୍ୟକ୍ତି

ମହାରାଷ୍ଟ୍ରର ସତାରାର ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରତିଦିନ ୨୫୦ ଗ୍ରାମ...

ସ୍ବାଧୀନତାର ୭୦ ବର୍ଷ ପରେ ବି ଏଠି ଉଡ଼ି ନ ଥିଲା ଜାତୀୟ ପତାକା

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ...

ଚତୁର୍ଥୀ ରାତିରେ କନ୍ୟାଙ୍କ ସହ ଘଟିଲା ଏମିତି, ଜାଣିଲେ କହିବେ…

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ବିଜନୌରରେ ଏକ ଦୁଃଖଦ ଘଟଣା ଘଟିଛି। କନ୍ୟାଙ୍କ ହାତରୁ ମେହେନ୍ଦୀ, ପାଦରୁ ଅଳତା ଲିଭି ନ ଥିବା ବେଳେ ଦଇବ ଦାଉ ସାଧିଲା।...

ଏହି ବ୍ୟକ୍ତିଙ୍କ ପେଟରେ ରହିଛି ଏମିତି ବିଷାକ୍ତ ଗ୍ୟାସ, ଯେଉଁଥିରେ ମରିଯାଉଛନ୍ତି କୀଟପତଙ୍ଗ

ବିଶ୍ୱରେ ଖୁବ୍‌ ବିଚିତ୍ର ଲୋକ ଅଛନ୍ତି। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ୟୁଗଣ୍ଡାର କମ୍ପଲାରେ ରହୁଥିବା ଓ୍ବାମିରମା(୪୮)। ଯେ ଦାବି କରନ୍ତି ତାଙ୍କ ପେଟରେ ଏପରି...

ପ୍ଲେଟରେ ନିଆଁ ଗୁଳା ରଖି ଖାଉଛନ୍ତି ଏହି ମହିଳା, ଆଇପିଏସ୍‌ କହିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଚେୟାରରେ ବସି  ଗୋଟିଏ ପରେ ଗୋଟିଏ ଚାମଚ ଫାୟାରବଲ୍‌  ଆରାମରେ...

Advertisement


Archives

Model This Week

Why Dharitri