ଖାଦ୍ୟକୁ ନେଇ ୨ ବିଲେଇଙ୍କ ମଧ୍ୟରେ ହେଲା ଲଢେଇ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ହାତୀ ହାତୀ ମଧ୍ୟରେ ଲଢେଇ ତ ଆଉ କେତେବେଳେ ବାଘ ସିଂହ ମଧ୍ୟରେ ଲଢେଇ। ବର୍ତ୍ତମାନ ଖାଦ୍ୟ ପାଇଁ ୨ ବିଲେଇଙ୍କ ମଧ୍ୟରେ ଝଗଡା ହୋଇଛି। ପରେ ଉଭୟ ବିଲେଇ…
ଛେଳି ପିଠିରେ ମାଙ୍କଡ଼, ଆଉ ତାପରେ….
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ଧ୍ୟାନ କରୁଛି ମାଙ୍କଡ: ଭିଡିଓ ହେଲା ଭାଇରାଲ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହିଁରେ କପଡା ଗୁଡାଇ ହୋଇ ବୁଲୁଛି ତ ଆଉ କେତେବେଳେ ନଳକୂପ ହାଣ୍ଡେଲ ମାରି ନିଜେ ପାଣି ପିଉଛି। ତେବେ ଧ୍ୟାନ ମୁଦ୍ରାରେ ବସିଥିବା ଏକ ମାଙ୍କଡର ଭିଡିଓ…
ହାତୀଙ୍କ ଲିପ୍ କିସ୍: ଯାହା ମଣିଷଙ୍କ କିସ୍ ସିନ୍କୁ ପଛରେ ପକାଇଦେବ
ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଦୁଇ ହାତୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦୁଇ ହାତୀଙ୍କ ମଧ୍ୟରେ ପ୍ରେମ ଆଦାନ ପ୍ରଦାନ ଚାଲଛି। ଏମାନେ ପରସ୍ପର ପରସ୍ପରଙ୍କୁ ଲିପ୍କିସ୍…
ରେଳ ଟ୍ରାକ୍ରେ ଚାଲିବ ଏହି ସ୍ବତନ୍ତ୍ର ସାଇକେଲ
ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ସୋସିଆଲ ମିଡିଆ ଟୁଇଟରରେ ନିଆରା ଭିଡିଓମାନ ଶେୟାର କରିଥାନ୍ତି। ତେବେ ଚଳିତଥର ସେ ଜଣେ ଭାରତୀୟଙ୍କ ଦ୍ୱାରା ଏକ ନିଆରା ଆବିଷ୍କାରକୁ ଶେୟାର କରିଛନ୍ତି। ସେ ହେଉଛି ଏକ ସାଇକେଲ, ଯାହା…
୪ ଦିନ ହେବ ନିଖୋଜ ଥିଲେ ନାବାଳକ; କୁମ୍ଭୀର ପେଟରୁ ମିଳିଲା ମୃତଦେହ
୧୪ ବର୍ଷର ଜଣେ ନାବାଳକ ନଦୀ କୂଳରୁ ଗେଣ୍ଡା ଗୋଟାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୪ ଦିନ ପରେ କୁମ୍ଭୀର ପେଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲେସିଆରେ। ମୃତ ନାବାଳକ ହେଲେ ରିକି…
ଜ୍ୱାଇଁଙ୍କ ସନ୍ତାନର ମା’ ହେଲେ ଏହି ମହିଳା: କାରଣ ଜାଣିଲେ ଶାଶୁଙ୍କୁ ପ୍ରଶଂସାରେ ପୋତି ପକାଇବେ
ମା’ ଏବଂ ଝିଅର ସମ୍ପର୍କ ସବୁଠାରୁ ଘନିଷ୍ଟ। ଜଣେ ମା’ ନିଜ ଝିଅର ଖୁସି ପାଇଁ ସବୁକିଛି କରିପାରେ। ଏବେ ଏମିତି କିଛି ଘଟଣା ଘଟିଛି ଦକ୍ଷିଣ ଓ୍ବେଲ୍ସରେ। ଜଣେ ମା’ ଝିଅର ଖୁସି ପାଇଁ ନିଜ ଜ୍ୱାଇଁର ସନ୍ତାନକୁ ଜନ୍ମ…
ଏମିତି ଜେଲ୍, ଯେଉଁଠି କଏଦୀ ନିଅନ୍ତି କଏଦୀଙ୍କ ଜୀବନ
ସମାଜରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଅପରାଧୀମାନେ ଜେଲରେ ଅଛନ୍ତି। ଆପଣ ନିଶ୍ଚୟ ଦୁନିଆରେ ଉପସ୍ଥିତ ଜେଲଗୁଡିକ ବିଷୟରେ ଅନେକ କଥା ଶୁଣିଥିବେ। ଅନେକ ଜେଲରେ ଅନ୍ତେବାସୀଙ୍କୁ ଦୁର୍ବ୍ୟବହାର କରାଯାଉଥିବାବେଳେ ଅନେକ ଜେଲରେ ଥାର୍ଡ ଡିଗ୍ରୀ ନିର୍ଯାତନା ଦିଆଯାଉଛି।…
କରୋନାର ନୂତନ ପରୀକ୍ଷଣକୁ କୁହାଯାଉଛି ‘ଜୀବନ ରକ୍ଷାକାରୀ’: ଜାଣନ୍ତୁ କାହିଁକି
ଲଣ୍ଡନ, ୩।୮: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସମଗ୍ର ଦେଶ ଏହାର ଟିକା ବା ଔଷଧ ପ୍ରସ୍ତୁତ କରିବାରେ ଲାଗିପଡ଼ିଛି।…
ଗଛରେ ରାଖୀ ବାନ୍ଧିଲେ ସ୍କୁଲ ପିଲା
ମୋରାଦାବାଦ୍, ୩।୮: ପବିତ୍ର ରକ୍ଷାବନ୍ଧନକୁ ନିଆରା ଢଙ୍ଗରେ ଉତ୍ତରପ୍ରଦେଶ ମୋରାଦାବାଦର ସ୍କୁଲ ପିଲା ପାଳନ କରିଛନ୍ତି। ପରିବେଶ ସୁରକ୍ଷା ଅଭିଯାନକୁ ସ୍କୁଲ ପିଲା ଗୁରୁତ୍ୱ ଦେଇ ବୃକ୍ଷ ବଞ୍ଚାଅ, ଜୀବନ ବଞ୍ଚାଅ ସଚେତନତା ବାର୍ତ୍ତା ଲେଖା ଥିବା ରାଖୀ ଗଛରେ ବାନ୍ଧିଛନ୍ତି।…
୫ ବର୍ଷର ଶିଶୁ ପେଟରୁ ବାହାରିଲା ଏମିତି ଜିନିିଷ, ଡାକ୍ତରଙ୍କ ଉଡିଗଲା ହୋସ୍
ଚାଇନାରେ ଏକ ଅଦ୍ଭୁତ ଘଟଣା ଘଟିଛି। ଜଣେ କୁନି ଝିଅର ପେଟରୁ ୧୯୦ଟି ଚୁମ୍ବକୀୟ ବଲ ବାହାର କରିଛନ୍ତି ଡାକ୍ତର। ପିଲାଟିର ପେଟ ଯନ୍ତ୍ରଣା ହେବା ପରେ ମାତାପିତା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରମାନେ ମଧ୍ୟ ଏକ୍ସ-ରେ ଶିଶୁର ପେଟରେ…
ଅସଦାଚରଣ ପୀଡ଼ିତାଙ୍କଠାରୁ ରାଖୀ ବାନ୍ଧିଲେ ମିଳିବ ଜାମିନ
ଭୋପାଳ, ୩।୮: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ରାୟକୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଜାମିନ ଲାଗି ଆବେଦନ କରିଥିବା ଜଣେ ଯୁବକଙ୍କୁ ହାଇକୋର୍ଟ କହିଛନ୍ତି ଯେ, ଅସଦାଚରଣ ପ୍ରଦର୍ଶନ କରିଥିବା ମହିଳାଙ୍କଠାରୁ ରାଖୀ ବାନ୍ଧିଲେ ତାଙ୍କର…

