Posted inଫୁରସତ

ସ୍ତ୍ରୀଙ୍କ ସହ ଏହି ଉପାୟରେ ଫଟୋ ଉଠାଉଛନ୍ତି ସ୍ବାମୀ, ପୂରା ଭିଡିଓ ଦେଖିଲେ ରୋକିହେବନି ହସ

ସୋସିଆଲ ମିଡିଆରେ ବର୍ତ୍ତମାନ ଅଧିକରୁ ଅଧିକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଉପଭୋଗ କରି ଜଣେ ଅନ୍ୟ ଜଣଙ୍କୁ ଶେୟାର କରୁଛନ୍ତି। ମାତ୍ର ଏପରି କିଛି ଭିଡିଓ ଅଛି ଯାହାକୁ ଆପଣ ବାରମ୍ବାର ଦେଖିବାକୁ ଇଚ୍ଛାକରିବେ। ଯାହାକୁ ଦେଖି ହସ ନିୟନ୍ତ୍ରଣ କରି ହେବ ନାହିଁ। ତେବେ ଏହିଭଳି ଏକ ଭିଡିଓ ଭାଇରାଲ ହେଉଛି।
ସାଧାରଣତ ଦେଖାଯାଏ ଯେ, ଯେଉଁମାନଙ୍କ ମୁଣ୍ଡରେ କେଶ ନଥାଏ, ସେମାନେ ଫଟୋଗ୍ରଫି ଠାରୁ ଦୂରେଇ ରୁହନ୍ତିଗ। ମାତ୍ର ଜଣେ ଚନ୍ଦା ବ୍ୟକ୍ତି ସ୍ତ୍ରୀଙ୍କ ସହ ଫଟୋ ଉଠାଇବା ପାଇଁ ଏପରି ଏକ ଉପାୟ ଅବଲମ୍ବନ କରିଛନ୍ତି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ହସିହସି ଗଡ଼ିଯିବେ।

ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଚନ୍ଦା ବ୍ୟକ୍ତି ଏକ ଏପରି ଉପାୟରେ ଫଟୋ ଉଠାଉଛନ୍ତି। ଯେଉଁଥିରେ ତାଙ୍କ ମୁଣ୍ଡରେ କେଶ ଦେଖାଯାଉଛି। ସେ ତାଙ୍କ ସ୍ତ୍ରୀଙ୍କ କେଶକୁ ତାଙ୍କ ମୁଣ୍ଡ ଉପରେ ରଖି ଫଟୋ କ୍ଲିକ କରିଛନ୍ତି। ଫଟୋ ଉଠାଇବା ପରେ ସେଠାରୁ ଯିବା ମାତ୍ରେ ସ୍ତ୍ରୀଙ୍କ କେଶ ତାଙ୍କ ମୁଣ୍ଡରୁ ଖସିଯାଉଛି। ପରେ ସେ ଚନ୍ଦା ଦେଖାଯାଉଛନ୍ତି।
ଏହି ମଜାଳିଆ ଭିଡିଓ ଶେୟାର କରି ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଲେଖିଛନ୍ତି, ଚନ୍ଦା ପଣରୁ ମୁକ୍ତି ପାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ତୁମ ପତ୍ନୀଙ୍କୁ ଭଲ ପାଇବା। ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଗାତରେ ଏହାକୁ ଦେଖି ଡରିଗଲା କୋକିଶିଆଳି: ପରେ ସେହି ବଞ୍ଚାଇଲା ଜୀବନ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଏମିତି ଉପାୟରେ ନଦୀ ପାର ହେଉଛି ସିମ୍ପାଞ୍ଜି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ପାଟିରେ ସାପ ରଖି ମୃତ ଯୁବକଙ୍କୁ ଝାଡ଼ିଲେ ତାନ୍ତ୍ରିକ

ଲକ୍ଷ୍ନୌ, ୧୪।୯: ଉତ୍ତର ପ୍ରଦେଶ ଗୋଣ୍ଡା ଜିଲା କୋତଓ୍ବାଲି ଅଞ୍ଚଳରୁ ଅନ୍ଧବିଶ୍ୱାସର ଏକ ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ରାତିରେ ଶୋଇଥିବା ଅବସ୍ଥାରେ...

ଏହି ଉପାୟରେ କରନ୍ତୁ ଗଣେଶ ପୂଜା: ହେବ ଧନ ବର୍ଷା, ଚମକିବ ଭାଗ୍ୟ

ଆଗକୁ ଆସୁଛି ଗଣେଶ ପୂଜା। ବାପ୍ପାଙ୍କୁ ସ୍ବାଗତ କରିବା ପାଇଁ ସମସ୍ତେ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ କରୋନା ଯୋଗୁ ଏଥର ଗଣେଶ ପୂଜା...

୧୯୬ ଦେଶରେ ମାରାଥନ୍‌ ଦୌଡ଼ି ବିଶ୍ୱ ରେକର୍ଡ

ଲଣ୍ଡନ: ସତରେ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। କିଛି କରିବାର ଆକାଂକ୍ଷା ଅସମ୍ଭବକୁ ସମ୍ଭବ କରିଥାଏ। ଇଂଲଣ୍ଡର ନିକ୍‌ ବଟର ଏଭଳି କିଛି...

ଥାନାରେ ବସି ମଦ ପିଇବା ମଡ଼ିଲା ମହଙ୍ଗା: ପୋଲିସ ବାବୁଙ୍କ ଭିଡ଼ିଓ ଭାଇରାଲ

କାନପୁର, ୨୩।୮: ଥାନାରେ ବସି ମଦ ପିଇବା ଜଣେ ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଛି। ଏବେ ସୋସିଆଲ୍‌ ମିଡ଼ିଆରେ ମଦ ପିଉଥିବା ଥାନା ବାବୁ ଜେ.ପି....

ବିଏମ୍‌ଡବ୍ଲ୍ୟୁ, ମର୍ସିିଡିଜ୍‌କୁ ପଛରେ ପକାଇଦେବ ଏହି ଜେସିବି, ଘଣ୍ଟା ପ୍ରତି ବେଗ କେତେ ଜାଣନ୍ତୁ…

ଜେସିବିର ବ୍ୟବହାର ପ୍ରାୟ ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ। ଏହା ଖୁବ୍‌ ଧୀର ଗତିରେ ଚାଲିଥାଏ ବୋଲି ଜାଣିଛେ। କିନ୍ତୁ ମାର୍ଟିନ୍‌ ନାମକ ଜଣେ ବ୍ୟକ୍ତି...

ମିଥୁନ ରାଶିରେ ସୂର୍ଯ୍ୟ-ଶନିଙ୍କ ଅଶୁଭ ଯୋଗ: ଜୁଲାଇ ୧୫ ପର୍ଯ୍ୟନ୍ତ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ସ୍ଥିତି ଆଶଙ୍କା

କାଶୀ,୨୨।୬: ରାହୁଗ୍ରସ୍ତ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏବେ ଜୁନ୍‌ ୩୦ ପର୍ଯ୍ୟନ୍ତ ଆଷାଢ଼ ଗୁପ୍ତ ନବରାତ୍ର ଜାରି ରହିବ। ତେବେ ସୂର୍ଯ୍ୟ ଏବେ ମିଥୁନ ରାଶିରେ...

Play 250+ Trending Games
Archives

Model This Week

Why Dharitri