Posted inଫୁରସତ

କରୋନାଠାରୁ ଅଧିକ ବେଗରେ ବ୍ୟାପୁଛି ‘ବିନୋଦ’: ପେଟିଏମ୍‌କୁ ଛାଡ଼ିଲା ନାହିଁ; ଘଟିଲା ଏପରି..

ସୋନମ ଗୁପ୍ତା ଏବଂ ଆଞ୍ଜେଲ ପ୍ରିୟାଙ୍କ ପରେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିନୋଦ। ସେ କିଏ? ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ତାଙ୍କ ନାମ ଟ୍ରେଣ୍ଡ କରୁଛି। କରୋନାଠାରୁ ଅଧିକ ଗତିରେ ବିନୋଦ ବ୍ୟାପୁଛନ୍ତି ବୋଲି କେହି କେହି କହୁଛନ୍ତି। ମାମଲା ଏପରି ବଢ଼ିଲା ଯେ ଜଣେ ବ୍ୟବହାରକାରୀ ପେଟିଏମ୍‌କୁ ନିଜ ନାମ ବଦଳାଇ ବିନୋଦ କରିବାକୁ କହିଥିଲେ। ଶେଷରେ ସେଇଆ ହେଲା। କମ୍ପାନୀ ନିଜର ଟୁଇଟର ହ୍ୟାଣ୍ଡେଲର ନାମକୁ ବଦଳାଇ ବିନୋଦ କରିଦେଇଛି।

ଘଟଣାର ସୁତ୍ରପାତ ହୋଇଥିଲା ଏକ ଭିଡିଓରୁ। ‘ହ୍ବାଏ ଇଣ୍ଡିଆନ୍‌ କମେଣ୍ଟ ସେକ୍ସନ ଇଜ୍‌ ଗାରବେଜ୍‌(ବିନୋଦ)’ ନାମରେ ଏକ ଭିଡିଓ ୟୁଟ୍ୟୁବ୍‌ରେ ଛଡ଼ା ଯାଇଥିଲା। ଉକ୍ତ ୟୁଟ୍ୟୁବର କମେଣ୍ଟ ବକ୍ସରେ କିଛି ନଲେଖି କେବଳ ନିଜ ନାମ, ପରିଚୟ ଲେଖି ଚାଲି ଯାଉଥିବା କିଛି ବ୍ୟକ୍ତିଙ୍କ ବିଷୟରେ କହିଥିଲେ। ସେଥିରୁ ଗୋଟିଏ ନାମ ଥିଲା ବିନୋଦ। ଧିରେ ଧିରେ ଏହା ଭାଇରାଲ ହେବାରେ ଲାଗିଥିଲା। ମାମଲା ପେଟିଏମ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲା। ଶେଷରେ କମ୍ପାନୀ ନାମ ବଦଳାଇଦେଇଥିଲା। ଏହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। କେହି କେହି କମ୍ପାନୀକୁ କଭର୍‌ ଫଟୋ ସଜେଷ୍ଟ କରୁଥିବା ବେଳେ କେହି ପ୍ରୋଫାଇଲ୍‌ ଫଟୋ କରି ଦେଉଥିବା ଦେଖାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଦାୟିତ୍ୱ ମିଳିଲେ ମାନିବି

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକ ସଭା ଆସନରୁ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିଛି। କୋରାପୁଟ ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି...

ଭିକାରୀଙ୍କ ବଦାନ୍ୟତା, କରୋନା ରିଲିଫ୍‌ ପାଣ୍ଠିକୁ ଦେଲେ…

ଚେନ୍ନାଇ,୧୯ା୮: କରୋନା ମହାମାରୀ ସମଗ୍ର ବିଶ୍ୱବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏହି ସଙ୍କଟ ସମୟରେ ଲୋକେ ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ...

ଶାନ୍ତି ବିକାଶ କ୍ଷେତ୍ରରେ ବିଜ୍ଞାନ

ଶାନ୍ତି ଏବଂ ବିକାଶ ପାଇଁ ବିଜ୍ଞାନର ଉପଯୋଗ କରାଯିବା ଜରୁରୀ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୧୦ରେ ‘ବିଶ୍ୱ ବିଜ୍ଞାନ ଦିବସ’...

ଏହି ବ୍ୟକ୍ତିଙ୍କୁ ପସନ୍ଦ ନ ଥିଲା ନୀଳ ଆଖି: ବିବାହ ପରେ ଘଟିଲା ଏମିତି କିଛି…

କୁହାଯାଏ ଜଣେ ବ୍ୟକ୍ତି ସଚ୍ଚୋଟ କି ନୁହେଁ ତାହା ତା’ର ଆଖିରୁ ଜଣାପଡିଥାଏ। ହେଲେ ଦେଖିବା ଲୋକର ନଜର ଠିକ୍‌ ଥିବା ଦରକାର। ସମସ୍ତେ ଚାହାନ୍ତି...

ଦୀପାବଳିରେ ଏହି ୪ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ

ଆଜି ଆଲୋକର ପର୍ବ ଦୀପାବଳି। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଏହି ଦିନ ମା’ ଲକ୍ଷ୍ମୀ ଘରକୁ ଆସିଥାନ୍ତି। ଫଳରେ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି...

୨୫ କୋଟି ବର୍ଷ ତଳେ ପୃଥିବୀରେ ହୋଇଥିଲା ମହାପ୍ରଳୟ, ୯୦ ପ୍ରତିଶତ ପ୍ରାଣୀ ହୋଇଥିଲେ ଧ୍ୱଂସ…

ଲଣ୍ଡନ, ୨୧।୬ : ପୃଥିବୀରେ ପାଞ୍ଚଟିମହା ପ୍ରଳୟ ଘଟିଛି। ଯାହା ପୃଥିବୀରେ ଜୀବନ ସତ୍ତାକୁ ସମାପ୍ତ କରିଛି । ୨୫ କୋଟି ବର୍ଷ ପୂର୍ବେ ମଧ୍ୟ...

ଜୀବନକୁ ବାଜି ଲଗାଇ ସାପକୁ ଏମିତି ଉଦ୍ଧାର କଲେ ବ୍ୟକ୍ତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ମଦ ବୋତଲରେ ଭବ୍ୟ ମନ୍ଦିର

ପୃଥିବୀରେ ଥିବା ବିଭିନ୍ନ ଧର୍ମ ମଧ୍ୟରେ ବୌଦ୍ଧଧର୍ମ ଅନ୍ୟତମ। ଏହି ଧର୍ମ ପ୍ରତି ସାରା ପୃଥିବୀରେ ଗୁରୁତ୍ୱ ଓ ସମ୍ମାନ ରହିଛି। ବୌଦ୍ଧ ମନ୍ଦିରରେ ପୂଜା...

Advertisement
Archives

Model This Week