Posted inଫୁରସତ

କରୋନାଠାରୁ ଅଧିକ ବେଗରେ ବ୍ୟାପୁଛି ‘ବିନୋଦ’: ପେଟିଏମ୍‌କୁ ଛାଡ଼ିଲା ନାହିଁ; ଘଟିଲା ଏପରି..

ସୋନମ ଗୁପ୍ତା ଏବଂ ଆଞ୍ଜେଲ ପ୍ରିୟାଙ୍କ ପରେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିନୋଦ। ସେ କିଏ? ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ତାଙ୍କ ନାମ ଟ୍ରେଣ୍ଡ କରୁଛି। କରୋନାଠାରୁ ଅଧିକ ଗତିରେ ବିନୋଦ ବ୍ୟାପୁଛନ୍ତି ବୋଲି କେହି କେହି କହୁଛନ୍ତି। ମାମଲା ଏପରି ବଢ଼ିଲା ଯେ ଜଣେ ବ୍ୟବହାରକାରୀ ପେଟିଏମ୍‌କୁ ନିଜ ନାମ ବଦଳାଇ ବିନୋଦ କରିବାକୁ କହିଥିଲେ। ଶେଷରେ ସେଇଆ ହେଲା। କମ୍ପାନୀ ନିଜର ଟୁଇଟର ହ୍ୟାଣ୍ଡେଲର ନାମକୁ ବଦଳାଇ ବିନୋଦ କରିଦେଇଛି।

ଘଟଣାର ସୁତ୍ରପାତ ହୋଇଥିଲା ଏକ ଭିଡିଓରୁ। ‘ହ୍ବାଏ ଇଣ୍ଡିଆନ୍‌ କମେଣ୍ଟ ସେକ୍ସନ ଇଜ୍‌ ଗାରବେଜ୍‌(ବିନୋଦ)’ ନାମରେ ଏକ ଭିଡିଓ ୟୁଟ୍ୟୁବ୍‌ରେ ଛଡ଼ା ଯାଇଥିଲା। ଉକ୍ତ ୟୁଟ୍ୟୁବର କମେଣ୍ଟ ବକ୍ସରେ କିଛି ନଲେଖି କେବଳ ନିଜ ନାମ, ପରିଚୟ ଲେଖି ଚାଲି ଯାଉଥିବା କିଛି ବ୍ୟକ୍ତିଙ୍କ ବିଷୟରେ କହିଥିଲେ। ସେଥିରୁ ଗୋଟିଏ ନାମ ଥିଲା ବିନୋଦ। ଧିରେ ଧିରେ ଏହା ଭାଇରାଲ ହେବାରେ ଲାଗିଥିଲା। ମାମଲା ପେଟିଏମ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲା। ଶେଷରେ କମ୍ପାନୀ ନାମ ବଦଳାଇଦେଇଥିଲା। ଏହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। କେହି କେହି କମ୍ପାନୀକୁ କଭର୍‌ ଫଟୋ ସଜେଷ୍ଟ କରୁଥିବା ବେଳେ କେହି ପ୍ରୋଫାଇଲ୍‌ ଫଟୋ କରି ଦେଉଥିବା ଦେଖାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଥାଇ ବି ନିଜକୁ ମୃତ ସାବ୍ୟସ୍ତ କଲେ ମହିଳା: ବୀମା କମ୍ପାନୀଠାରୁ ଲୁଟି ନେଲେ ୧୧ କୋଟି

ଇସଲାମାବାଦ୍‌,୫।୧୨: ପାକିସ୍ତାନରେ ଜଣେ ମହିଳା ନିଜକୁ ମୃତ ସାବ୍ୟସ୍ତ କରି ବୀମା କମ୍ପାନୀଠାରୁ ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି। ୯ ବର୍ଷ ପରେ ଏହି...

ଶ୍ରମିକ ପାଲଟିଲେ ମାଇକେଲ୍‌ ଜ୍ୟାକ୍‌ସନ

ଟୁଇଟରରେ ବିଲ୍‌ ବାର୍ଟେଲ ନାମକ ଜଣେ ବ୍ୟକ୍ତି ଶେୟାର କରିଥିବା ଏକ ଭିଡିଓ ହେଉଛି ଭାଇରାଲ। କାରଣଟି ହେଲା ଭିଡିଓରେ ନାଚୁଥିବା ଶ୍ରମିକଙ୍କ ନୃତ୍ୟଶୈଳୀ। ତେବେ...

କୁମ୍ଭୀର ସହ ପହଁରୁଥିଲେ ଜଣେ ବ୍ୟକ୍ତି, ପରେ ଘଟିଲା ଏମିତି

ଜଣେ ବ୍ୟକ୍ତି କୁମ୍ଭୀରଙ୍କ ସହିତ ଗାଧୋଇବାକୁ ନଦୀକୁ ଯାଇଥିଲେ। ପ୍ରାରମ୍ଭରେ ସେ କୁମ୍ଭୀର ସହିତ ମଜା କରୁଥିଲେ। ମାତ୍ର ଶେଷ ପରିସ୍ଥିତ ବହୁ ଭୟଙ୍କର ଥିଲା।...

ଘରକୁ ଆସିଲେ ଯାଆଁଳା କନ୍ୟା, ରଥରେ ବସାଇ ଗାଁ ବୁଲାଇଲେ ପରିବାର ଲୋକେ

ଭୋପାଳ,୧୭ା୧: ମଧ୍ୟପ୍ରଦେଶର ଧାରରେ ଏକ ପରିବାରରେ ଯାଆଁଳା କନ୍ୟା ଜନ୍ମ ହେବା ପରେ ଖୁସିର ଲହରି ଖେଳିଯାଇଛି। ଧାରର କୋଣଦା ଗାଁରେ ଏକ କୃଷକ ପରିବାରରେ...

କାଉର ଏପରି ନାଚ ଦେଖିଲେ, ଅଟକିଯିବେ ଘଡ଼ିଏ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ବସ୍‌-ବନ୍ଦ ଘରେ କରୋନା ସଂକ୍ରମଣ ଆଶଙ୍କା ଅଧିକ…

ଲଣ୍ଡନ/ନୂଆଦିଲ୍ଲୀ,୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ କେଉଁଠି ଅଧିକ ହୋଇଥାଏ ସେ ନେଇ ଏକ ରିପୋର୍ଟ...

ଟାଇଟନ୍‌କୁ ଯିବ ରୋଟରକ୍ରାଫ୍ଟ

ପୃଥିବୀରେ ଜୀବ ଜଗତ ଆରମ୍ଭ ହେବା ସମୟରେ ଯେଭଳି ବାୟୁମଣ୍ଡଳ ଥିଲା ତାହା ସେଠାରେ ରହିଛି ବୋଲି ନାସାର ଗବେଷକମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ...

ଅଜବ ବିଶ୍ୱାସ: ନିଆଁରେ ନାଚିଲେ ଭଲ ହୋଇଯାଏ ରୋଗ

ମିନ୍ସକ୍‌, ୭।୭: ପୃଥିବୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କେତେକ ଅଜବ ବିଶ୍ୱାସ ରହିଥିବାର ଦେଖିବାକୁ ମିଳେ। ବେଲାରୁଷ୍‌ର ଲୋକଙ୍କ ମଧ୍ୟରେ ଏଭଳି ବିଶ୍ୱାସ ରହିଛି।...

Advertisement
Archives

Model This Week