Posted inଫୁରସତ

ପତ୍ର ଉପରେ ଯାଉଥିଲା ଗେଣ୍ଡା, ୧୨ ଫୁଟ ଜିଭ ଲମ୍ବେଇ ଚାହିଁଲା ଏଣ୍ଡୁଅ: ଆଉ ତା’ ପରେ…

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ବହୁରୂପି ଏଣ୍ଡୁଅ ଓ ଗେଣ୍ଡାର ଏକ ଭିଡିଓ ଭାଇରାଲ ହେଉଛି। ଏକ ଗେଣ୍ଡା ପତ୍ର ଉପରେ ଚାଲିକରି ଯାଉଥିବା ବେଳେ ଏଣ୍ଡୁଅଟି ତାକୁ ଚାହିଁଛି। କିଛି ବାଟ ଯିବା ପରେ ସେ ତାର ଏକ ଲମ୍ବା ଜିଭ କାଡି ଗେଣ୍ଡାକୁ ଖାଇ ଦେଉଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଏଣ୍ଡୁଅର ଜିଭ ତାର ଶରୀରର ଲମ୍ବ ପ୍ରାୟ ଦୁଇଗୁଣ। ପ୍ରାୟ ୧୦ରୁ ୧୨ ଫୁଟ ହେବ । ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘ସ୍କୁଲ ଷ୍ଟ୍ରାଇକ୍‌ ଫର୍‌ କ୍ଲାଇମେଟ୍‌’ର ସ୍ରଷ୍ଟା ଗ୍ରେଟା

ଷ୍ଟକ୍‌ହୋମ: ୨୦୧୮ ଅଗଷ୍ଟ ୨୦। ଖରାଛୁଟି ପରେ ଖୋଲିଥିଲା ସ୍କୁଲ। ସ୍ବିଡେନ ପାର୍ଲାମେଣ୍ଟ ସମ୍ମୁଖରେ ଏକାକୀ ଛିଡ଼ା ହୋଇଥିଲେ ଜଣେ ସ୍କୁଲ ଛାତ୍ରୀ। ହାତରେ ଧରିଥିଲେ...

ବିଶ୍ୱର ସବୁଠୁ ମହଙ୍ଗା ଆଳୁ ଚିପ୍ସ, ୪ ହଜାର ଟଙ୍କାରେ ମିଳୁଛି ମାତ୍ର ୫ ପିସ୍‌

ଭାରତରେ ଆଳୁ ଚିପ୍ସ ପ୍ୟାକେଟ୍‌ ଅତିକମରେ ୧୦ କି ୧୫ ଟଙ୍କାରେ ମିଳିଯାଉଛି। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ୪ ହଜାର...

କରୋନାକୁ ଦୁର୍ବଳ କରୁଛି ଶରୀରର ଏହି ଭିଟାମିନ୍‌: ଏସବୁ ଦେଶରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍‌

ସମଗ୍ର ବିଶ୍ୱରେ କରୋନା କାୟା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥିତିରେ କିଛି ଦେଶରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଦେଶରେ ଏହା ବହୁତ...

ବିହାର ନିର୍ବାଚନ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଜାଳିଆ ମେମ୍‌ସ

ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରିରହିଛି। ସମସ୍ତେ ଜାଣିବା ପାଇଁ ଚାହିଁ ବସିଛନ୍ତି ଯେ, ନୀତିଶ କୁମାର ନିଜର ଶକ୍ତି ରକ୍ଷା କରିପାରୁଛନ୍ତି...

ପେଟର ଉପରି ଭାଗରେ ଦିଶୁଛି ହାର୍ଟ

ଆମେରିକାରେ ରହୁଥିବା ଭିରସାଭ୍ୟା ଗୋଞ୍ଚାରୋଭା ନାମକ ଏକ ଛୋଟ ଝିଅ ବିରଳ ସମସ୍ୟା ଦେଇ ଗତି କରୁଛନ୍ତି। ସେ ପାଣ୍ଟାଲୋଜି ଅଫ କଣ୍ଟ୍ରୋଲ ନାମକ ଏକ...

ଯୁବକଙ୍କ କାନରୁ ବାହାରିଲା ୧୧ ଅସରପା

ବେଳେବେଳେ ଆମ ସହ ଏମିତି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ, ଯାହାର କଳ୍ପନା ମଧ୍ୟ କେହି କେବେହେଲେ କରି ନ ଥିବେ। ଚାଇନାର ଗୁଆଣ୍ଡଡୋଙ୍ଗରେ ରହୁଥିବା...

ଶ୍ରାବଣରେ ମହାଦେବଙ୍କ କୃପା ପାଇବାଲାଗି ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ

ମାସ ମଧ୍ୟରେ ଶ୍ରାବଣ ଅଧିକ ମହତ୍ତ୍ୱପୂର୍ଣ୍ଣ । ହିନ୍ଦୁଧର୍ମ ଅନୁସାରେ ଏହି ମାସ ମହାଦେବଙ୍କର ପ୍ରିୟ ହୋଇଥାଏ। ଏହି ମାସରେ ଭୋଳାବାବାଙ୍କୁ ପୂଜାର୍ଚ୍ଚନା କରିବା ସହ,...

ଭାରତରେ ପ୍ରଥମ ଥର ପାଇଁ ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌ ‘ସୁପର ଆନାକୋଣ୍ଡା’

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଦେଶରେ ପ୍ରଥମ ଥର ପାଇଁ ୨ କିଲୋମିଟର ଲମ୍ବା ଟ୍ରେନ୍‌ ଚଳାଚଳ କରୁଛି।...

Advertisement


Archives

Model This Week

Why Dharitri