ଶବ ସଂରକ୍ଷଣ ଗୃହରେ ଥିଲା ମୃତଦେହ: ଓଠ, କାନ ଖାଇଗଲେ ମୂଷା, ପରେ ଘଟିଲା ଏମିତି…
ଅମୃତସର,୨ା୮: ପଞ୍ଜାବର ମୋହାଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଡେରାବସିସ୍ଥିତ ଇଣ୍ଡସ୍ ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଜଣେ ମହିଳାଙ୍କ ମୃତଦେହରୁ ଓଠ ଏବଂ କାନକୁ ମୂଷା ଖାଇଯାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ...
ରାମମନ୍ଦିର ନିର୍ମାଣ ପାଇଁ ୨୮ ବର୍ଷ ତଳେ ସଂକଳ୍ପ କରିଥିଲେ ଏହି ମହିଳା: ଆଜି ଯାଏ ଗ୍ରହଣ କରିନାହାନ୍ତି ଅନ୍ନ
ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ତେବେ ରାମମନ୍ଦିର ନିର୍ମାଣ ଲାଗି ପ୍ରତ୍ୟକ୍ଷରେ ହେଉ ଅବା ପରୋକ୍ଷରେ ଅନେକ ଲୋକ ବର୍ଷ...
ବନ୍ଧୁତ୍ୱ ଦିବସରେ ଦିଅନ୍ତୁ ଏମିତି ଉପହାର, ସମ୍ପର୍କ ହେବ ଆହୁରି ନିବିଡ଼
ବନ୍ଧୁ ଏମିତି ଏକ ଶବ୍ଦ ଯାହାର ତୁଳନା ନାହିଁ। ଜଣେ ବନ୍ଧୁ ହିଁ ସୁଖଦୁଃଖ ସବୁ ପରିସ୍ଥିତିରେ ପାଖରେ ଠିଆ ହୋଇଥାନ୍ତି। ଏହି ବନ୍ଧୁତାକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରରେ ଫ୍ରେଣ୍ଡ୍ସିପ୍...
କରୋନା ଭୟରେ ଓ୍ବାଶିଂ ମେଶିନ୍ରେ ଧୋଇଲେ ୧୪ ଲକ୍ଷ, ଓଭାନ୍ରେ ଶୁଖାଇଲେ: ଆଉ ତା ପରେ..
ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏପରି ସ୍ଥିତିରେ ଭୂତାଣୁକୁ ନେଇ ମନରେ ଭୟ ଆସିବା ସ୍ବାଭାବିକ କଥା। ଲୋକମାନେ କରୋନାକୁ ଡରି ବାହାରୁ କିଣୁଥିବା ଖାଦ୍ୟସାମଗ୍ରୀ ହେଉ ଅଥବା ପନିପରିବା ଆଦି ଧୋଇବାକୁ ପଛାଉ...
ଫ୍ରେଣ୍ଡଶିପ୍ ଡେ’
ସୁଖ ହେଉ ଅବା ଦୁଃଖ, ଯିଏ ସବୁବେଳେ ପାଖରେ ଥାଏ, ଆଉ ଯାହା ଆଗରେ ସବୁ ମନ କଥା କହି ହୋଇଯାଏ, ସିଏ ହେଉଛି ବନ୍ଧୁ। ଯଦିଓ ଏହି ସୁନ୍ଦର ସମ୍ପର୍କ ଲାଗି ପ୍ରତିଟି ଦିନ ସ୍ପେଶାଲ ତଥାପି ଏହାକୁ...
ସାଇକେଲରେ ୨୬୩ ଦିନରେ ୨୫ ଦେଶ ବୁଲି ବିଶ୍ୱ ରେକର୍ଡ କଲେ ଏହି ମହିଳା
ଲଣ୍ଡନ, ୧।୮: କ୍ୟାଟ୍ ଡିକ୍ସନ (୫୪ ବର୍ଷ) ଓ ରେଜ ମାର୍ସଡେନ (୫୫ ବର୍ଷ)। ବ୍ରିଟେନର ଏହି ଦୁଇ ମହିଳା ସାଇକ୍ଲିଷ୍ଟ ମିଳିତ ଭାବେ ୨୬୩ ଦିନ ୮ ଘଣ୍ଟା ଓ ୭ ମିନିଟ୍ରେ ୨୯ ହଜାର କିଲୋ ମିଟର...
ଛାତ ଉପରେ ୪୦ ପ୍ରକାର ଆମ୍ବ ଫଳାଇଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କେମିତି ହୋଇଛି ସମ୍ଭବ
ବାଲକୋନି କିମ୍ବା ଛାତରେ ଫୁଲଗଛ ଲଗାଇବା ବହୁତ ଶୁଣିଥିବେ ଦେଖିଥିବେ ମଧ୍ୟ। ମାତ୍ର ଜଣେ ବ୍ୟକ୍ତି ଘରର ଛାତ ଉପରେ ଆମ୍ବ ଫଳାଇଛନ୍ତି ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ଏହା ପୁଣି ଗୋଟିଏ କି ଦୁଇଟା ନୁହେଁ, ଏକା ସାଥୀରେ...
ଟ୍ରେନ୍ରେ ଯାତ୍ରା କରିବା ସମୟରେ ଖବର ଆସିଲା ଏହି ବ୍ୟକ୍ତିଙ୍କୁ କରୋନା, ଆଉ ତା’ ପରେ…
କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଭାରତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ, ଲୋକମାନେ ଏହି ରୋଗକୁ ନେଇ ଏତେ ଭୟଭୀତ ହୋଇପଡ଼ିଛନ୍ତି ଯେ, ଯେତେବେଳେ ବି କରୋନା ସଂକ୍ରମିତ...
ଗର୍ଭରେ କ’ଣ କରିଥାନ୍ତି ଶିଶୁ: ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଜନ୍ମ ହେବା ପୂର୍ବରୁ ଶିଶୁ ମା’ ଗର୍ଭରୁ ବହୁତ କିଛି ସିଖିଥାଏ। ଏହି ସମୟରେ ମା’ ଯେମିତି ଶିଶୁକୁ ଜନ୍ମ ଦେବାକୁ ଚାହିଁ ବସିଥାଏ ଶିଶୁ ମଧ୍ୟ ବାହାରକୁ ଆସିବାରେ ଚାହିଁ ବସିଥାଏ। ଖାଲି ସେତିକି ନୁହେଁ ଶିଶୁଟି ଗର୍ଭରୁ...
ପିଲାଙ୍କ ପାଇଁ ମା’ ବି କରିପାରେ ଏମିତି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ...
ପ୍ରେମିକାଙ୍କ ପାଇଁ ଲଣ୍ଡା ହେଲେ ପ୍ରେମିକ: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ
ପ୍ରେମ ଲୋକଙ୍କୁ ବହୁତ କିଛି ସିଖାଇଦେଇଥାଏ। କୁହାଯାଏ ପ୍ରେମର ଅନ୍ୟ ନାମ ହେଉଛି ତ୍ୟାଗ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରେମିକାଜଣଙ୍କ ଆଲୋପେସିଆ ରୋଗରେ ପୀଡିତ ଅଛନ୍ତି। ତାଙ୍କ କେଶ ଛଡିଯାଉଛି।...
ଆକ୍ସନ ଜ୍ୟାକ୍ସନ ବୁଦ୍ଧି ପ୍ରୟୋଗ କରି ଦେଖନ୍ତୁ କେମିତି ଜୀବନ ରକ୍ଷା କରୁଛି ବିଲେଇ
ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଦୁଇ ବିଲେଇର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦୁଇ ବିଲେଇଙ୍କ ମଧ୍ୟରେ ଝଗଡ଼ା ଚାଲିଥିବା ବେଳେ, ଏକ ବିଲେଇ ବଳିଷ୍ଠ ନ ହୋଇ...
Archives


