ଫୁରସତ

ବସ୍‌ଷ୍ଟାଣ୍ଡରେ ସିଂହପଲ: ଭାଇରାଲ ହେଉଛି ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ବାଘ ଶିକାର ପାଇଁ ପାହାଡ ଉପରୁ ଲମ୍ଫ ପ୍ରଦାନ କରୁଛି ତ ଆଉ କେତେବେଳେ ସିଂହ-ବାଘ ମଧ୍ୟରେ ଲେଢଇ ଦେଖିବାକୁ ମିଳିଛି। ବର୍ତ୍ତମାନ ସିଂହପଲ ଏକ ଗଧକୁ ଶିକାର କରୁଥିବା…

ଆକାଶରେ ଭାରତ ମାନଚିତ୍ର: ଭାଇରାଲ ହେଉଛି ଭିଡିଓ

ଦିନକ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନତା ଦିବସ ପାଳନ କରିଥିଲା। ଏହା ପରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ପୋଖରୀ ନିକଟରେ କେତେଜଣ ଲୋକ ଛିଡାହୋଇଥିବା ଦେଖିବାକୁ ମିଳୁଛି।…

ଛେଳି, ଘୁଷୁରିଙ୍କ ସର୍କସ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଘୁଷୁରି ଓ ଛେଳିଙ୍କ ମଧ୍ୟରେ ସର୍କସ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, କିଛି…

ପ୍ରେମିକାଙ୍କ ପାଇଁ ଘଣ୍ଟା ଘଣ୍ଟା ଖରାରେ ଅପେକ୍ଷା କରୁଥିଲେ ଏହି ପ୍ରସିଦ୍ଧ ରାଜନେତା

ନବଜୋତ ସିଦ୍ଧୁଙ୍କ ପ୍ରେମ, କ୍ରିକେଟ ପଡିଆରେ ବ୍ୟାଟିଂ, ଅଭିନୟ ଏବଂ ରାଜନୀତି ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ସବଥିରେ ସିଦ୍ଧୁ ଅଲରାଉଣ୍ଡର। ସ୍ତ୍ରୀ ନବଜୋତ କୌରଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ଏବଂ ଦୁହିଁଙ୍କର ରୋମାଣ୍ଟିକ ପ୍ରେମ କାହାଣୀ ବେଶ୍‌ ନିଆରା। ଏକ…

ପ୍ରଥମ ଇଣ୍ଟରପ୍ଲାନେଟାରି ହେଲିକପ୍ଟର

ମଙ୍ଗଳ ଗ୍ରହ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ବିଭିନ୍ନ ଦେଶର ମହାକାଶବିଜ୍ଞାନୀମାନେ ସେମାନଙ୍କର ଗବେଷଣା ଜାରି ରଖିଛନ୍ତି। ଏ କ୍ଷେତ୍ରରେ ଆଉ ପାଦେ ଆଗେଇବାରେ ସକ୍ଷମ ହୋଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’। ଏହି ସଂସ୍ଥା ନିକଟରେ ଏପରି…

ଏହି ବିଭାଗ ଡାକ୍ତରଙ୍କୁ କରୋନା ଭୟ ଅଧିକ, ଗାଇଡ୍‌ଲାଇନ୍‌ ଜାରି କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଓ୍ବାଶିଟନ୍‌,୧୭ା୮: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଡାକ୍ତରମାନେ ରାତିଦିନ ଏକ କରି କରୋନା ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି। ଏପରିକି କରୋନା ରୋଗୀଙ୍କ ସେବା କରୁ କରୁ ଅନେକ ଡାକ୍ତର ମଧ୍ୟ ଏହି ମହାମାରୀରେ ମୃତ୍ୟୁବରଣ କରିଛନ୍ତି।…

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ପାଗଳ ପ୍ରେମୀ, ଘଟିଲା ଏମିତି

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳା ରେସଲର୍‌ ସୋନିଆ ଡେଭିଲେଙ୍କୁ ଅପହରଣ କରିବାକୁ ଚାହୁଥିବା ବ୍ୟକ୍ତି ଶେଷରେ ଗିରଫ ହୋଇଛନ୍ତି। ସୋନିଆଙ୍କ ଘର ପରିସରରୁ ହିଁ ତାଙ୍କୁ ପୋଲିସ ଗିରଫ କରିଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଗତ ୮ ମାସ ହେବ ସୋନିଆଙ୍କ ପିଛା…

ରାସ୍ତାକଡ଼ ବେଞ୍ଚ ତଳେ ଥିଲା କୁମ୍ଭୀର, ଏମିତି ଦେଲା ଧରା

ଗାନ୍ଧୀନଗର,୧୭ା୮: ତିନିଦିନ ଧରି ଗୁଜୁରାଟରେ ପ୍ରବଳ ବର୍ଷା ହେତୁ ଅନେକ ସହର ପାଣିରେ ବୁଡ଼ି ରହିଛି। ସୁରଟର ଭଦୋଦରା ସହର ମଧ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ କେଉଁଠି ରାସ୍ତା ନଦୀରେ ପରିଣତ ହୋଇଛି ତ ଆଉ କେଉଁଠି…

ବାବା ରାମଦେବଙ୍କୁୁ ବିବାହ ପ୍ରଶ୍ନ ପଚରାଯିବାରୁ, ଉତ୍ତର ମିଳିଥିଲା ଏମିତି

ସାରା ବିଶ୍ୱରେ ଯୋଗଗୁରୁ ଭାବେ ପସିଦ୍ଧି ଅର୍ଜନ କରିଛନ୍ତି ବାବା ରାମଦେବ। ଖେଳରେ ମଧ୍ୟ ସେ ନିଜ ପାରଦର୍ଶିତା ଦେଖାଇଛନ୍ତି। ବେଜିଂ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ୟକ୍ରେନର କୁସ୍ତିଯୋଦ୍ଧା ଏଣ୍ଡ୍ରେଇ ଷ୍ଟ୍ୟାଡନିକ୍‌ଙ୍କୁ ରିଙ୍ଗରେ ହରାଇଥିଲେ ରାମଦେବ। ସେଲିବ୍ରିଟି ହୋଇଥିବା କାରଣରୁ…

ମୁକେଶ ଅମ୍ବାନୀଙ୍କୁ ବିବାହ କରିବାକୁ ଏହି ସର୍ତ୍ତ ରଖିଥିଲେ ନୀତା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ ପରିଚିତ। ବିଶ୍ୱରେ ଧନୀ ତାଲିତାରେ ତାଙ୍କର ସ୍ଥାନ ୪ର୍ଥରେ ରହିଛି। ବର୍ତ୍ତମାନ ସେ ଲୋକପ୍ରିୟ ଆପ୍‌ ଟିକ୍‌-ଟକ୍‌ କିଣିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ମୁକେଶ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ…

୫୦ ବର୍ଷ ଧରି ପାକିସ୍ତାନ ଜେଲରେ: ରେଡ଼ିଓରେ ଦେଇଥିଲେ ଜୀବିତ ଥିବା ସୂଚନା

ନୂଆଦିଲ୍ଲୀ, ୧୭।୮: ପାକିସ୍ତାନ ଜେଲରେ ଗତ ୫୦ ବର୍ଷ ଧରି ଭାରତୀୟ ଯବାନ ମଙ୍ଗଳ ସିଂ ବନ୍ଦୀ ଜୀବତ ବିତାଉଛନ୍ତି। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ସେ ବନ୍ଦୀ ହୋଇଥିଲେ। ତାଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରଥମେ ସୂଚନା ଦିଆଯାଇଥିଲା। ତେବେ…

ବାଇକ୍‌ ଭିତରେ ଥିଲା ଏମିତି ଜିନିଷ, ପୋଲିସ ଦେଖି ଉଡିଗଲା ହୋସ୍‌

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ବାଇକ୍‌ ଭିତରେ ୨୦ଟି ମଦ ବୋତଲ ପୂରାଇ ନେଉଥିବାବେଳେ ପୋଲିସ ହାତରେ ଧରାପଡିଥିବା ଭିଡିଓରେ ଦେଖାଯାଇଛି। ଏହି ଭିଡିଓଟି ଗୁଜରାଟର। ରାଜ୍ୟରେ ମଦ ବ୍ୟାନ୍‌ ଥିବାରୁ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?