ଫୁରସତ

ପାର୍କିଂ ସମୟରେ କାର ଉପରେ ଚଢିଗଲା ୮୦ ଲକ୍ଷ ଟଙ୍କାର ଆଉ ଏକ କାର

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଜଣେ ଯୁବକ ଏକ ବିଳାସପୂର୍ଣ୍ଣ କାର ପାର୍କିଂ କରୁଥିବାବେଳେ ହଠାତ୍‌ କାରଟି ଅନ୍ୟ ଏକ କାର ଉପରେ ଚଢିଯାଇଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ୟୁ.କେରେ ଘଟିଛି।…

ଏକ ମିନିଟ୍‌ରେ ୬୮ ବୋତଲର ଠିପି ଖୋଲି ଗିନିଜ୍‌ ଓ୍ବାର୍ଲ୍‌ଡ ରେକର୍ଡରେ ନାଁ ଲେଖାଇଲେ ବ୍ୟକ୍ତି

ହାଇଦ୍ରାବାଦ,୨୩।୧୧: ପ୍ରାୟ ସମୟରେ ଦେଖାଯାଏ, କୋଲ୍ଡ ଡ୍ରିଙ୍କ୍ସ ଖୋଲିବାକୁ ଓପ୍‌ନର ନ ମିଳିଲେ, ଲୋକେ ନିଜ ଦାନ୍ତରେ ଖୋଲିଥାନ୍ତି। ହେଲେ କେବେ କାହାକୁ ମୁଣ୍ଡରେ ବୋତଲର ଠିପି ଖୋଲିବା ଦେଖିଛନ୍ତି କି? ବୋଧେ ନୁହେଁ। ଭାବୁଥିବେ କେହି ମୁଣ୍ଡରେ ବୋତଲ କିଭଳି…

କୁକୁରକୁ ଗିଳୁଥିଲା କୁମ୍ଭୀର, ଉଦ୍ଧାର କରିବାକୁ ନଦୀକୁ ଡେଇଁଲେ ବୃଦ୍ଧ; ଭିଡିଓ ଭାଇରାଲ

ଫ୍ଲୋରିଡାରେ ଜଣେ ବୃଦ୍ଧ କୁମ୍ଭୀର ପାଟିରୁ ଏକ କୁକୁରକୁ ଉଦ୍ଧାର କରିଛନ୍ତି। ଏହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଫ୍ଲୋରିଡାରେ ଅଧିକ କୁମ୍ଭୀର ଦେଖିବାକୁ ମିଳିଥାନ୍ତି। ଏପରିକି ଲୋକଙ୍କ ଘର ପଛପଟ, ସୁଇମିଂ…

ମୂଲ୍ୟବାନ ଉଲ୍‌କା ପିଣ୍ଡ ପାଇଥିବା ଯୁବକଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଜାକର୍ତ୍ତା,୨୩।୧୧: ଉଲ୍‌କା ପିଣ୍ଡ ପାଇ ରାତାରାତି କୋଟିପତି ହୋଇଥିବା ଜଣେ ଯୁବକଙ୍କ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଉଲ୍‌କା ପିଣ୍ଡ ପାଇ ସେ କୌଣସି ପ୍ରକାରର କୋଟିପତି ହୋଇନାହାନ୍ତି ବରଂ ତାଙ୍କ ସଙ୍ଗେ ଧୋକା ହୋଇଛି ବୋଲି ଉକ୍ତ ଯୁବକ…

ମ୍ୟାଲେରିଆ, ଡେଙ୍ଗୁ, କରୋନା ପରେ ଏବେ ପୁଣି କାମୁଡ଼ିଲା ସାପ, ତଥାପି ହାରି ଯାଇନାହାନ୍ତି ଏହି ବ୍ୟକ୍ତି

ଯୋଧପୁର,୨୩ା୧୧: ଏକ ଦାତବ୍ୟ ଅନୁଷ୍ଠାନରେ କାମ କରୁଥିବା ବ୍ରିଟେନ ନାଗରିକ ଇୟାନ ଜନ୍ସଙ୍କ କାହାଣୀ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରିକି ତାଙ୍କ ସାହସକୁ ସାଲ୍ୟୁଟ୍‌ ମଧ୍ୟ କରିବେ। ପାରମ୍ପରିକ କଳାକାରଙ୍କ ପାଇଁ କାମ କରୁଥିବା ଜନ୍ସ ରାଜସ୍ଥାନର ଯୋଧପୁରରେ ପହଞ୍ଚିବା…

୮୨ ବର୍ଷୀୟା ବୃଦ୍ଧା କରୁଛନ୍ତି ଏମିତି ବ୍ୟାୟାମ, ଯାହା ଅନ୍ୟମାନଙ୍କୁ ଯୋଗାଇବ ପ୍ରେରଣା

କରୋନା ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ଘରେ ରହିବାକୁ ଶ୍ରେୟ ମନେ କରୁଛନ୍ତି। ଏହି ବିଷମ ପରିସ୍ଥିତି ମଧ୍ୟରେ ଜିମ୍‌, ପାର୍କ କିମ୍ବା ବୁଲାବୁଲି ପାଇଁ ଯିବା ମଧ୍ୟ ବିପଦ। ତେଣୁ ଲୋକେ ଘରେ ରହି ଫିଟ୍‌ନେସ ପ୍ରତି…

ପୃଥିବୀ ମୁହାଁ କ୍ଷୁଦ୍ର ଚନ୍ଦ୍ର: ଡିସେମ୍ବର ୧ରେ ଆକାଶରେ ହେବ ଦୃଶ୍ୟମାନ

ଓ୍ବାଶିଂଟନ,୨୩।୧୧: ପୃଥିବୀ ମୁହାଁ ଏକ କ୍ଷୁଦ୍ର ଚନ୍ଦ୍ର ହେବାରେ ଲାଗିଛି। ଡିସେମ୍ବରରେ ୧ରେ ଏହା ପୃଥିବୀ ଅଧିକ ନିକଟତମ ହେବ। ଏହି ସମୟରେ ପ୍ରାୟ ଏକ ସପ୍ତାହ ବ୍ୟାପି ଏହା ଆକାଶରେ ଦୃଶ୍ୟମାନ ହେବ। ମହାକାଶ ବିଜ୍ଞାନୀମାନେ ସେପ୍ଟେମ୍ବର ୧୭ରେ ଏହାକୁ…

ଜଣକ ପରେ ଜଣେ ଖସଡ଼ାରେ ଖସୁଛନ୍ତି ବତକ ଛୁଆ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ଅଲ୍‌ରାଉଣ୍ଡର ଯଶୋବନ୍ତ

ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କ କଳା ବିକଶିତ ହୋଇଥିଲା ପିଲାଟି ଦିନୁ। ନିଜ ଆଗ୍ରହ, ପିତାମାତାଙ୍କ ପ୍ରେରଣା ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ସେ ଆଜି ଏକାଧାରରେ ଜଣେ ସଫଳ ନୃତ୍ୟଶିଳ୍ପୀ, ଚିତ୍ରକର ଏବଂ କୋରିଓଗ୍ରାଫର ହୋଇପାରିଛନ୍ତି ବୋଲି କୁହନ୍ତି ପୁରୀ…

ଐତିହାସିକ ପର୍ଯ୍ୟଟନସ୍ଥଳୀ ମଧ୍ୟପ୍ରଦେଶ

ପ୍ରାକୃତିକ, ସାଂସ୍କୃତିକ ତଥା ଐତିହାସିକ ଦୃଷ୍ଟି କୋଣରୁ ଦେଖିଲେ ମଧ୍ୟପ୍ରଦେଶ ଭାରତର ଏକ ସୁନ୍ଦର ରାଜ୍ୟ ଭାବେ ଜଣାଯାଇଥାଏ। ପର୍ଯ୍ୟଟନ ପାଇଁ ବି ଏଠାରେ ଭରପୂର ସୁଯୋଗ ରହିଛି। ଆକର୍ଷଣୀୟ ଝରଣାର ଦୃଶ୍ୟ ସାଙ୍ଗକୁ ପାହାଡ଼ ପର୍ବତର ସୌନ୍ଦର୍ଯ୍ୟ ତଥା ଐତିହାସିକ…

କୁକୁରର ହେଲା ଡିଏନ୍‌ଏ ଟେଷ୍ଟ, ଏହି କାରଣ ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ

ହୋଶଙ୍ଗାବାଦ,୨୨ା୧୧: ସାଧାରଣତଃ କୁକୁର ତା’ର ମାଲିକଙ୍କୁ ସହଜରେ ଚିହ୍ନି ପାରିଥାଏ। ମାତ୍ର ଯେତେବେଳେ ଏଥିରେ ବ୍ୟତିକ୍ରମ ଘଟେ ସେତେବେଳେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ। ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଜିଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଲାବ୍ରାଡର…

ମଙ୍ଗଳରେ ଜନବସତି: କାଚ ଘରେ ରହିବେ ଲୋକେ

ଓ୍ବାଶିଂଟନ,୨୨।୧୧: ମଙ୍ଗଳରେ ଘର କରିବା ପାଇଁ ଯୋଜନା ଜାରି ରହିଛି। ପୃଥିବୀ ସହିତ କେତେକ ସାମ୍ୟତା ରଖୁଥିବା ମଙ୍ଗଳରେ ଜୀବନର ସନ୍ଧାନ ଲାଗି ଦୀର୍ଘ ଦିନ ଧରି ମଣିଷ ନାନା ଗବେଷଣା ଜାରି ରଖିଛି। ଅନ୍ୟ ଗ୍ରହରେ ଜୀବନ ଖୋଜୁଥିବା ଏଲନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?