ଫୁରସତ

ଅପରିଚିତ ଲୋକଙ୍କୁ କିଡନୀ ଦାନ କରି ମୃତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଦୁଇ ଝିଅ

ଆମେରିକାର ଇଲିନୋଇସ୍‌ରେ ଦୁଇ ଭଉଣୀ ମୃତ ପିତାଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅପରିଚିତ ଲୋକଙ୍କ କିଡନୀ ଦାନ କରି ମୃତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଦୁଇ ଝିଅ। ମାର୍କ ଗୋରାଲସ୍କି ନାମକ ଜଣେ...

ମହାକାଶ ଭ୍ରମଣ: ଭଡ଼ା ୯୬ ଲକ୍ଷ

ଓ୍ବାଶିଂଟନ, ୨୨।୬: ପର୍ଯ୍ୟଟନ ଶିଳ୍ପ ବିକାଶ ପାଇଁ ଆମେରିକାର ଷ୍ଟାର୍ଟଅପ୍‌ ‘ସ୍ପେସ୍‌ ପ୍ରସ୍ପେକ୍ଟିଭ୍‌’ ପକ୍ଷରୁ ଏକ ନୂଆ ଧରଣର ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୪ଠାରୁ ଏହି କମ୍ପାନୀ ପର୍ଯ୍ୟଟକଙ୍କୁ ମହାକାଶ ଭ୍ରମଣର ସୁଯୋଗ ଯୋଗାଇଦେବ। କମ୍ପାନୀ ପକ୍ଷରୁ ‘ସ୍ପେସ୍ଶିପ୍‌ ନେପଚୁନ୍‌’ର...

ବିଶ୍ୱର ସବୁଠାରୁ ମହଙ୍ଗା ଫଳ: ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ଅନେକ ସମୟରେ ବଜାରରେ ଫଳର ଦାମ ମହଙ୍ଗା ଥାଏ। ଏହାକୁ କିଣିବା ସମୟରେ ଯଦି କିଲୋଫିଛା କାହାରା ଦାମ ୪୦୦ କିମ୍ବା ୫୦୦ ଟଙ୍କା ହୋଇଯାଏ ତେବେ ତାହା ବହୁତ ମୂଲ୍ୟ ବୋଲି ଅନୁଭୂତ ହୋଇଥାଏ। ତେବେ ଏପରି କିଛି...

୫ ଭଉଣୀ ସିଏସ୍‌ଏସ୍‌ ପରୀକ୍ଷାରେ ସଫଳତା ହାସଲ କରି ରଚିଛନ୍ତି ଇତିହାସ

ଇସଲାମାବାଦ, ୨୧।୬: ଗୋଟିଏ ପରିବାରର ୫ ଭଉଣୀ ପ୍ରଶାସନିକ ପରୀକ୍ଷାରେ ସଫଳତା ହାସଲ କରିବା ନିଶ୍ଚିତ ଭାବେ ଏକ ଗୌରବର କଥା। ଏଭଳି ଘଟଣା ପାକିସ୍ତାନରେ ଘଟିଛି। ରାଓ୍ବଲପିଣ୍ଡିରେ ବାସ କରୁଥିବା ମଲିକ୍‌ ରଫିକ୍‌ ଅଓ୍ବାନଙ୍କ ୫ ଝିଅ ଏଭଳି...

ଜାଣନ୍ତୁ ଏହି ସ୍ଥାନରେ କାହିଁକି ଦୋହଲିଥାଏ ପୃଥିବୀ

ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି, ଯାହା ସମ୍ପର୍କରେ ଜାଣିଲେ ଅବିଶ୍ୱସନୀୟ ଲାଗିବ। ମାତ୍ର ଏପରି ଏକ ଚମତ୍କାରୀ ସ୍ଥାନ ରହିଛି ଛତିଶଗଡ଼ରେ। ଏଠାରେ ଛତିଶଗଡ଼ର ଏକ ସୂଚନା ବୋର୍ଡ ମଧ୍ୟ ଲଗାଯାଇଛି। ଯେଉଁଥିରେ ଲେଖା ହୋଇଛି, ଏଠାରେ ଧରିତ୍ରୀ...

୩ ଫୁଟ ବରକୁ ୩ ଫୁଟ କନ୍ୟା

ଲକ୍ଷ୍ନୌ: କୁହାଯାଏ, ବିବାହ ସ୍ବର୍ଗରେ ସ୍ଥିର ହୋଇଥାଏ। ଯିଏ ଯାହା ପାଇଁ ତାକୁ ଭଗବାନ ସ୍ଥିର କରିଥାନ୍ତି। ଉତ୍ତରପ୍ରଦେଶର ମିରଟରେ ହୋଇଥିବା ଏକ ବିବାହ ଏବେ ଚର୍ଚ୍ଚାରେ ରହିଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲାକେ ଚିନ୍ତାରେ ପଡ଼ିଥିବା ବେଳେ...

ଫାଦର୍ସ ଡେ’: କୋଟିପତି ବାପାଙ୍କ ସଫଳ ଝିଅ

ବାପା ଏବଂ ଝିଅର ସମ୍ପର୍କ ସବୁଠାରୁ ଭିନ୍ନ। ସବୁ ଝିଅଙ୍କ ପାଇଁ ସେମାନଙ୍କ ବାପା ହେଉଛନ୍ତି ପ୍ରଥମ ହିରୋ। ଜୁନ୍‌ ମାସର ତୃତୀୟ ରବିବାରକୁ ଫାଦର୍ସ ଡେ’ ଭାବେ ପାଳନ କରାଯାଏ। ଏଥର ଜୁନ୍‌ ୨୧ରେ ତାରିଖରେ ଫାଦର୍ଶ ଡେ’...

‘ନାଲି ସୁନା’, ଏହାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ସୁନା ମୂଲ୍ୟବାନ ଧାତୁ ବୋଲି ସମସ୍ତେ ଜାଣନ୍ତି। ଏହାର ରଙ୍ଗ ହଳଦିଆ। ମାତ୍ର ଏକ ମସଲା ଅଛି, ଯାହାକୁ ‘ନାଲି ସୁନା’ କୁହାଯାଏ। ଏହାକୁ ବିଶ୍ୱର ମହଙ୍ଗା ମସଲା ଭାବେ ଗଣନା କରାଯାଏ। ଏହି ମସଲାର ଗଛକୁ ମଧ୍ୟ ବିଶ୍ୱର...

ଇଣ୍ଟରନେଟ୍‌ର ଚମତ୍କାରିତା: ନିଖୋଜ ହେବାର ୪୦ ବର୍ଷ ପରେ ଘରକୁ ଫେରିଲେ ୯୪ ବର୍ଷୀୟା ବୃଦ୍ଧା

ଭୋପାଳ, ୨୦।୬- ଇଣ୍ଟରନେଟ୍‌ ସହିତ ଆଜିର ଯୁବ ପିଢ଼ି ପୁରା ଜଡ଼ିତ ହୋଇସାରିଛି। ଇଣ୍ଟରନେଟ୍‌ ଦ୍ୱାରା ଆମର କେତେବେଳେ ଉପକାର ହେଉଛିତ ପୁଣି ଅପକାର। କିନ୍ତୁ ବେଳେବେଳେ ଏହି ଇଣ୍ଟନେଟ୍‌ ଆମକୁ ଏଭଳି ସହାୟତା କରିଥାଏ, ଯାହାର ବିଶ୍ୱାସ ମଧ୍ୟ...

ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀ ମହିଳାଙ୍କୁ ଦେବାକୁ ପଡ଼ିବ ବିଶେଷ ଧ୍ୟାନ: ଜାଣନ୍ତୁ କେଉଁଟି କରିବେ କେଉଁଟି ନାହିଁ

ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟେପରାଗ ରବିବାରରେ ଅର୍ଥାତ ଜୁନ୍‌ ୨୧ରେ ପଡ଼ୁଛି। ଏହା ସକାଳ ୧୦.୧୪ ରୁ ଆରମ୍ଭ ହୋଇ ଅପରାହ୍ନ ୧.୩୮ରେ ଶେଷ ହେବ। ଏହି ସୂର୍ଯ୍ୟେପରାଗ ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ସୂର୍ଯ୍ୟେପରାଗ...

ଏହି ୫ କଥା ପ୍ରତି ଗୁରୁତ୍ୱ ଦେଲେ ମିଳିବ ସାଥୀଙ୍କ ଭରପୂର ପ୍ରେମ, ଜୀବନ ହୋଇଉଠିବ ମଧୁମୟ

ସାମାନ୍ୟ କଥାକୁ ନେଇ ମଧ୍ୟ ବେଳେ ବେଳେ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଥାଏ। ପରିଶେଷରେ ଏହି ଝଡ଼ ଉଗ୍ର ରୂପ ଧାରଣ କରିଥାଏ। ଏପରିକି ବିଚ୍ଛେଦ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ମାତ୍ର ସମ୍ପର୍କକୁ ସୁଦୃଢ଼ କରିବା କୌଣସି ଯାଦୁଗରି...

୨୯ ମହଲାରୁ ଖସି ଜୀବିତ ଚାଇନାର ୩ ବର୍ଷର ଶିଶୁ

କଥାରେ ଅଛି ରଖେ ହରି, ମାରେ କିଏ। ଏହାକୁ ସତ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଚାଇନାର ଜଣେ ୩ ବର୍ଷର ଶିଶୁ। ଶିଶୁଟି ୨୯ ମହାଳା ବିଶିଷ୍ଟ ଏକ ଆପାର୍ଟମେଣ୍ଟରୁ ତଳକୁ ଖସିପଡ଼ିଥିବା ବେଳେ ଏବେ ସେ ଜୀବିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri