ଫୁରସତ

ଚିନ୍ତା ବଢ଼ାଇଛି ପରିବର୍ତ୍ତିତ ଜଳବାୟୁ

ଜାତୀୟ କୃଷକ ଦିବସ ବା କିଷାନ ଦିବସକୁ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖରେ ପାଳନ କରାଯାଏ। ଏହି ଦିବସଟି ଆମ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ଦିବସ, ଯିଏ ଜଣେ କୃଷକ ନେତା ରୂପେ ଭାରତୀୟ କୃଷକଙ୍କ…

ବାଟ ଦେଖାଇଛି ବାୟୋ ଫ୍ଲକ

ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ତୁଳସୀପୁର ଗ୍ରାମର ୩୩ ବର୍ଷ ବୟସ୍କ ମହେଶ୍ୱର ସାମଲ ଓରଫ ଟୁନା (ବାପା-ସ୍ବର୍ଗତ କୈଳାଶ ଚନ୍ଦ୍ର ସାମଲ, ମା-ଶାନ୍ତିଲତା ସାମଲ, ମୋ : ୮୮୪୭୮୬୬୮୨୯)। କରୋନା ମହାମାରୀ ସମୟରେ ତାଙ୍କୁ ଏକ ନୂଆ…

କେବଳ ବହୁରୂପୀ ଏଣ୍ଡୁଅ ନୁହନ୍ତି ଏମାନେ ବି ବଦଳାନ୍ତି ରଙ୍ଗ : ଜାଣନ୍ତୁ କାହିଁକି କରନ୍ତି ଏପରି

ବହୁରୂପୀ ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ କଥା ଅପଣ ଜାଣିଥିବେ। ଏହାକୁ ଦେଖିଥିବେ ମଧ୍ୟ। ତେବେ ଏହା କେବଳ ଏକୁଟିଆ ନିଜର ରଙ୍ଗ ପରିବର୍ତ୍ତନ କରେ ତାହା ନୁହେଁ, ବିଶ୍ୱରେ ଆହୁରି ଅନେକ ପ୍ରାଣୀ ଅଛନ୍ତି ଯିଏ ରଙ୍ଗ ବଦଳାଇବାରେ ବହୁରୂପୀ ଏଣ୍ଡୁଅକୁ…

ବରଫ ଝଡ଼ ବେଳେ କାର୍‌ରେ ବୁଲୁଥିଲେ ଏହି ବ୍ୟକ୍ତି, ଗାଡ଼ିକୁ ଟ୍ରକ୍‌ ଧକ୍କା ମାରିବା ପରେ ଘଟିଲା ଏପରି..

କଥାରେ ଅଛି ରଖେ ହରି ତ ମାରେ କିଏ। ସେଭଳି କିଛି ଘଟିଛି ଆମେରିକାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଦୀର୍ଘ ୧୦ ଘଣ୍ଟା ଧରି ବରଫ ତଳେ କାର୍‌ ଭିତରେ ଫସି ରହିଥିଲେ ସେ। ହେଲେ ସୌଭାଗ୍ୟବଶତଃ ସେ ନୂଆ ଜୀବନ…

ଥଣ୍ଡାକୁ ପ୍ରଭାବିତ କରୁଛି ଜଳବାୟୁ ପରିବର୍ତ୍ତନ: ଶୀତ ଅଟକାଇଛି ଜେଟ୍‌ ଷ୍ଟ୍ରିମ୍‌

ଗ୍ରୀଷ୍ମରେ ଖରା, ମୌସୁମୀରେ ବର୍ଷା ଓ ଶୀତଦିନେ ଥଣ୍ଡା ଋତୁଚକ୍ରର ଏକ ସ୍ବାଭାବିକ ପ୍ରକ୍ରିୟା। ଏହି ପାଣିପାଗ ପରିବର୍ତ୍ତନ ପ୍ରକୃତିର ନିୟମ। କିନ୍ତୁ ବେଳେବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଯେପରି କି ଏବେ ଡିସେମ୍ବର ଶେଷ ହୋଇ ନୂଆବର୍ଷ ଆସିବାକୁ…

ମିଛ କହି ବିମାନରେ ଯାଉଥିଲେ କରୋନା ପଜିଟିଭ୍‌: ଘଟିଲା ଏମିତି…

ଆମେରିକାରେ ବିମାନ ଉଡ଼ାଣ ସମୟରେ ସେଥିରେ ଜଣେ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପତ୍ନୀ ପାରାମେଡିକ୍ସଙ୍କୁ କହିଛନ୍ତି ଯେ, ସ୍ବାମୀଙ୍କଠାରେ ଏକ ସପ୍ତାହ ଧରି କରୋନା ଲକ୍ଷଣ ଦେଖାଯାଉଥିଲା। ଯଦିଓ ମହିଳା କହିଥିଲେ ଯେ, ସ୍ବାମୀ କରୋନା ପଜିଟିଭ୍‌…

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର…

ଧନ୍ୟବାଦ କରୋନା ଯୋଦ୍ଧା

ନୂଆଦିଲ୍ଲୀ: ବର୍ଷ ୨୦୨୦ ଆରମ୍ଭରୁ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିଲା କରୋନା। ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ନାନାଦି ଉପାୟ ଅବଲମ୍ବନ କରାଯାଇଥିଲା। ମାସ ମାସ ଧରି ଲକ୍‌ଡାଉନ୍‌ କରାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଥିଲା। ଯେଉଁଠି ସାଧାରଣଜନତାକୁ ଘରେ ରହି…

ବିବାହରେ ଯୋଗ ଦେବାକୁ ୨୦ ଜଣଙ୍କୁ ମିଳିଥିଲା ଅନୁମତି: ଆସିଲେ ୧୦ ହଜାର, ଆଉ ତା’ପରେ

ଅଧିକାଂଶ ଦେଶରେ କରୋନା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପରି ପରିସ୍ଥିତିରେ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ବିବାହ କାର୍ଯ୍ୟକ୍ରମ ସମାପ୍ତ ହେଉଛି। କିନ୍ତୁ କରୋନା ପ୍ରତିବନ୍ଧକ ସତ୍ତ୍ୱେ ପ୍ରାୟ ୧୦ ହଜାର ଲୋକ ବିବାହରେ ଯୋଗଦେଇଥିଲେ। ବିଶେଷ…

ନାହିଁ ସେଇ ମଜା

ଦୂର ଜାଗା ମନା:କରୋନା ପାଇଁ ଲାଗିଥିବା କଟକଣା କାରଣରୁ ଏବର୍ଷ ବୁଲାବୁଲି କରିବାର ସୁଯୋଗ ମିଳିନି। ହେଲେ ବର୍ଷ ଶେଷ ବେଳକୁ ଖ୍ରୀଷ୍ଟମାସ ଆଉ ନୂଆବର୍ଷ ପାଳିବାକୁ ଲୋକଙ୍କ ମନରେ କିଛିଟା ଉତ୍ସାହ ଦେଖାଦେଇଛି। ଏପଟେ କଟକଣା ଟିକିଏ କୋହଳ ହୋଇଥିବାରୁ…

ଭିଡିଓଗେମ୍‌ ଖେଳିବାକୁ ମା’ବାପା ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ

ଆମେରିକାର ମିଚିଗାନ ସହରର ୨୯ ବର୍ଷୀୟ ଯୁବକ ଖ୍ରୀଷ୍ଟୋଫର ମ୍ୟାକକେନ ତାଙ୍କ ସାବତ ବାପାଙ୍କୁ ଛୁରିରେ ହତ୍ୟା କରିଥିଲା ବେଳେ ମା’ଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଦୁହେଁ ଖ୍ରୀଷ୍ଟୋଫରଙ୍କୁ ଭିଡିଓ ଗେମ ଖେଳିବାକୁ ବାରଣ କରିଥିବାରୁ ସେ ଏପରି କରିଥିଲେ। ମା’…

ଏସବୁ ୫ ରାଶିର ବ୍ୟକ୍ତି କରିଥାନ୍ତି ପ୍ରେମ ବିବାହ…

ପ୍ରେମ ନେଇ ସଭିଙ୍କ ମନରେ ଥାଏ ସମ୍ବେଦନଶୀଳତା। ତେବେ କେତେକ ଲୋକ ଆରେଞ୍ଜ୍‌ ମ୍ୟାରେଜ୍‌କୁ ପସନ୍ଦ କରୁଥିବାବେଳେ କିଛି ପ୍ରେମ ବିବାହ କରିବାକୁ ଚାହିଁଥାନ୍ତି। ମନରେ ଏଭଳି ଭାବନା ସୃଷ୍ଟି କ୍ଷେତ୍ରରେ ଜନ୍ମ ଜାତକରେ ଗ୍ରହଙ୍କ ଯୋଗ ଏବଂ ସ୍ଥିତି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?