୮ ମାସରେ ୮୦୦ ଜୀବନ ବଞ୍ଚାଇଲେଣି ଏହି ବ୍ୟକ୍ତି, ମାଗଣାରେ ଯୋଗାଉଛନ୍ତି…
ପାଟଣା,୨୦ା୧୨: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୌରବ ରାୟ ନାମକ ଜଣେ ବ୍ୟକ୍ତି ଆଗେଇ ଆସିଛନ୍ତି। ଗୌରବ ଏମିତି କିଛି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ…
ତୃତୀୟ ଶ୍ରେଣୀ ଛାତ୍ରୀ ସଂଗ୍ରହ କଲେ ବିଭିନ୍ନ ଦେଶର ୫୦୦୦ରୁ ଅଧିକ ଦିଆସିଲି
ଅନେକ ଲୋକ ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଫଟୋ ଉଠାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଲୋକ ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରିଥାନ୍ତି। ସେହିପରି କିଛି ଲୋକ ବିଭିନ୍ନ ଦେଶର ଟିକେଟ ମଧ୍ୟ ସଂଗ୍ରହ କରିଥାନ୍ତି। କିନ୍ତୁ ଓଡ଼ିଶାର ଜଣେ…
ସ୍ତ୍ରୀଙ୍କ ସହ ଝଗଡ଼ା କରି ସ୍ବାମୀ ନେଲେ ଅଜବ ପଦକ୍ଷେପ, ଯାହା ଆଗରୁ କେବେ ଶୁଣି ନ ଥିବେ
ଇଟାଲୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ଝଗଡ଼ା କରିବା ପରେ ନିଜ ମନକୁ ଶାନ୍ତ କରିବା ପାଇଁ ଘରୁ ବାହାରି ଚାଲିଗଲେ। ସେ ଏତେ ରାଗି ଯାଇଥିଲେ ଯେ କୌଣସି ଗାଡ଼ି ମୋଟରରେ କେଉଁଆଡ଼େ ନ ଯାଇ ସିଧା ୪୫୦ କିଲୋମିଟର…
ମହୁମାଛିଙ୍କ ରେଷ୍ଟୁରାଣ୍ଟ
ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ବିଷୟରେ ତ ସମସ୍ତେ ଜାଣିଥିବେ, କିନ୍ତୁ ମହୁମାଛିଙ୍କ ରେଷ୍ଟୁରାଣ୍ଟ ବିଷୟରେ କେବେ ଶୁଣିଛନ୍ତି କି? ଏହା ଶୁଣିବାକୁ ଆଶ୍ଚଯର୍ୟ ଲାଗିଲେ ବି ସତ । ଏବେ ଖାସ୍ ମହୁମାଛିଙ୍କ ପାଇଁ ତିଆରି ହୋଇଛି ମାକ୍ ଡୋନାଲ୍ଡ ରେଷ୍ଟୁରାଣ୍ଟ…
ଲାଇଭ ରିପୋର୍ଟିଂ ସମୟରେ ମହିଳା ରିପୋର୍ଟରଙ୍କ ପଛରେ ପଡ଼ିଗଲା ବିଲେଇ, ଆଉ ତା’ ପରେ
ଲେବାନାନର ରାଜଧାନୀ ବେରୁଟ ବନ୍ଦରରେ ହୋଇଥିବା ବିସ୍ଫୋରଣର ତଦନ୍ତ ସମ୍ପର୍କରେ ସୂଚନା ଦେଉଥିବା ଜଣେ ମହିଳା ରିପୋର୍ଟରଙ୍କ ସହ ଲାଇଭ ରିପୋର୍ଟିଂ ସମୟରେ ଏହି ହୃଦୟସ୍ପର୍ଶୀ ଘଟଣା ଘଟିଛି। ରିପୋର୍ଟ କରିବା ସମୟରେ ଏକ ବିଲେଇ ରିପୋର୍ଟରଙ୍କ ନିକଟକୁ ଆସି ତାଙ୍କ…
ରୋଜଗାର ଟଙ୍କାରେ ମୋ ଆଡମିଶନ ହୋଇଥିଲା: ଡ. ତ୍ରିନାଥ ପଟ୍ଟନାୟକ
ନୟାଗଡ଼ ଜିଲାର ଓଡଗାଁରେ ମୋ ଜନ୍ମ। ସ୍ଥାନୀୟ ରଘୁନାଥ ବିଦ୍ୟାପୀଠରୁ ଏକାଦଶ ପାସ୍ କରିବା ପରେ ପୁରୀ ସଂସ୍କୃତ ବିଶ୍ବବିଦ୍ୟାଳୟରେ ପଢ଼ି ସେଠାରୁ ସଂସ୍କୃତରେ ପିଜି ସାରିଥିଲି। ସଂସ୍କୃତ ବ୍ୟତୀତ ହିନ୍ଦୀରେ ବି ମୁଁ ରାଷ୍ଟ୍ରଭାଷା ରତ୍ନ ଏବଂ ସାହିତ୍ୟ ରତ୍ନ…
ଖ୍ରୀଷ୍ଟମାସ ଛୁଟିରେ ବୁଲି ଯାଆନ୍ତୁ ଏସବୁ ସ୍ଥାନ
କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶର ଅଧିକାଂଶ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଆଗମନକୁ ନେଇ କିଛିଟା କଟକଣା ଜାରି କରାଯାଇଥିଲା। ହେଲେ ଏବେ ପରିସ୍ଥିତିରେ କିଛିଟା ସୁଧାର ଆସିଥିବାରୁ ପର୍ଯ୍ୟଟକ ବିଭିନ୍ନ ସ୍ଥାନକୁ ବୁଲିଗଲେଣି। ଏପରି କି ଆସନ୍ତା ଖ୍ରୀଷ୍ଟମାସ…
ବୋହୂ ବିଦେଶିନୀ ମନ ଓଡ଼ିଆ
ଓଡ଼ିଶାର ସଂସ୍କୃତି, ପରମ୍ପରା ଅନନ୍ୟ। ଯାହାକୁ ଏବେ ଭଲ ପାଇ ବସିଛନ୍ତି କେତେଜଣ ବିଦେଶୀ ଝିଅ। ସେମାନଙ୍କ ଭିତରୁ କେତେକେ ଓଡ଼ିଆ ଯୁବକଙ୍କୁ ପ୍ରେମବିବାହ କରି ଖୁସିରେ ଘର ସଂସାର ବି କଲେଣି। ଆଉ ଓଡ଼ିଆ ଘର ବୋହୂମାନଙ୍କର ଚାଲିଚଳଣ, ବେଶଭୂଷା…
ଚାଇନାରେ ହେଉଥିଲା ସୂର୍ଯ୍ୟ ଦେବଙ୍କ ଉପାସନା
ବେଜିଂ,୨୦।୧୨: ପୁରାତନ ଚାଇନାରେ ସୂର୍ଯ୍ୟ ଦେବଙ୍କ ଉପାସନା କରାଯାଉଥିଲା। ଉତ୍ତର-ପଶ୍ଚିମ ଚାଇନାର ଝିଜିୟାଙ୍ଗ୍ ଉଇଗର ଅଞ୍ଚଳରୁ ଏକ ସ୍ମୃତିସୌଧରୁ ଏସମ୍ପର୍କରେ ତଥ୍ୟ ମିଳିଥିବା ପ୍ରତ୍ନତତ୍ତ୍ୱବିତ୍ ମାନେ ସୂଚନା ଦେଇଛନ୍ତି। ଏହି ସ୍ମୃତିସୌଧ ପ୍ରାୟ ୩୫୦୦ ବର୍ଷ ପୁରାତନ ବୋଲି କୁହାଯାଉଛି। ଇଲିସ୍ଥିତ…
କୁହୁଡ଼ିରୁ ପାଣି ‘ଫଗ୍ କ୍ୟାଚିଂ’, ମେଣ୍ଟୁଛି ଶୋଷ
ନୂଆଦିଲ୍ଲୀ: ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ପ୍ରକୋପ ସାଙ୍ଗକୁ ଆରମ୍ଭ ହୋଇଛି ଘନ କୁହୁଡ଼ି। ଶୀତଦିନେ ଦୁର୍ଘଟଣା ବୃଦ୍ଧି ପଛର ଅନ୍ୟତମ କାରଣ ‘ଫଗ୍’। ତେଣୁ କୁହୁଡ଼ି ଆଶଙ୍କାରେ ପାଣିପାଗ ବିଭାଗ ପକ୍ଷରୁ ଏବେ ଆଗୁଆ ସତର୍କ ସୂଚନା ଜାରି କରାଯାଉଛି।…
ଗୋଡରେ ଚେନ୍ ବାନ୍ଧି ୨୫ ମିନିଟ୍ରେ ପହଁରିଲେ ୧ କି.ମି.
ବେଙ୍ଗାଲୁରୁ: ଗୋଡ଼ ଚେନ୍ରେ ବନ୍ଧାହୋଇଥିବା ଅବସ୍ଥାରେ ପଦ୍ମାସନରେ ସମୁଦ୍ର ମଧ୍ୟରେ ପହଁରି ରେକର୍ଡର ଆଶା ରଖିଛନ୍ତି କର୍ନାଟକର ଜଣେ ଶିକ୍ଷକ। ଉଡୁପି ଜିଲା କୁଣ୍ଡପୁର ଜାତୀୟସ୍ତରୀୟ କାଲ୍ମଞ୍ଜା ସରକାରୀ ସ୍କୁଲରେ ଶିକ୍ଷକତା କରୁଥିବା ନାଗରାଜ୍ ଖାର୍ଭି ଶୁକ୍ରବାର ଏଭଳି ଏକ ପ୍ରଚେଷ୍ଟାରେ…
ହୋଟେଲରେ ଖାଇବା ବିଲ୍ ୧୫ହଜାର, କିନ୍ତୁ ଓ୍ବେଟରଙ୍କୁ ଟିପ୍ସ ଦେଲେ ୩ ଲକ୍ଷ
ସାଧାରଣତଃ ଆମେ ଖାଇବାକୁ ବାହାର କୌଣସି ହୋଟେଲକୁ ଗଲେ ଭଲ ସେବା ପାଇଁ ଓ୍ବେଟରଙ୍କୁ ଟିପ୍ ଦେଇଥାଉ। ହେଲେ ଆମେରିକାରେ କିଛି ସାଙ୍ଗ ହୋଟେଲକୁ ଖାଇବାକୁ ଯାଇ ବିଲ୍ଠାରୁ ଅଧିକ ଟିପ୍ସ ଦେଇ ଏବେ ଚର୍ଚ୍ଚାରେ। ଘଟଣାଟି ପେନସିଲଭାନିଆର। ବନ୍ଧୁମାନେ ମିଶି…

