ଟି-ଶର୍ଟ ଉଠାଇ ଓଜନ ବଢ଼ିଥିବା ନେଇ କହୁଥିଲେ ମହିଳା ଟିକ୍ଟକ୍ ଷ୍ଟାର, ଆଉ ତା’ପରେ…
ଆମେରିକାର ଟିକ୍ଟକ୍ ତାରକା କ୍ଲୋ ଜାଣ୍ଡ୍ରିଆ ଲକ୍ଡାଉନ୍ରେ ଘରେ ସମୟ ବିତାଉଥିବାରୁ ତାଙ୍କ ଓଜନ ବଢ଼ିଛି। ସେ କେବେ ଭାବି ନ ଥିଲେ ଏଥିପାଇଁ ତାଙ୍କୁ ମୃତ୍ୟୁ ଧମକ ସହ ଲଜ୍ଜାଜନକ ଶବ୍ଦ ଶୁଣିବାକୁ ପଡ଼ିବ, ଯେତେବେଳେ ସେ ଟିକ୍ଟକ୍ରେ ନିଜର…
ପିଲାଙ୍କ ସ୍ମୃତିଶକ୍ତିକୁ ପ୍ରଖର କରିବା ପାଇଁ…
ଛୋଟପିଲାଙ୍କ ମନ ସବୁବେଳେ ଚଳଚଞ୍ଚଳ। ତେବେ ସେମାନଙ୍କ ସ୍ମୃତି ଶକ୍ତିକୁ ପ୍ରଖର କରିବା ପାଇଁ କାର୍ଟୁନ୍ ବହିର ଗପ ଅବା ଗୀତ ବେଶ୍ ଉପଯୋଗୀ ହୋଇଥାଏ। ଏନେଇ ଆମେରିକା ଡାଇଟ୍ରିକ୍ କଲେଜ ଅଫ୍ ହ୍ୟୁମାନଟିଜ୍ ଆଣ୍ଡ୍ ସାଇନ୍ସ୍ ପକ୍ଷରୁ କରାଯାଇଥିବା ଏକ…
ପ୍ରବଳ ଥଣ୍ଡା: ଏଠାରେ ହିଟିଂ ଗ୍ୟାରେଜ୍ରେ ଗରମ ହୁଏ ଗାଡ଼ି ଗିୟର ବକ୍ସ୍….
ରୁଷିଆର ପୂର୍ବାଞ୍ଚଳରେ ଥିବା ସାଖା ଜିଲାର ୟାକୁଟିଆ ପୃଥିବୀର ସବୁଠାରୁ ଥଣ୍ଡା ଅଞ୍ଚଳଭାବେ ପରିଚିତି ହାସଲ କରିଛି। ଏଠାକାର ତାପମାତ୍ରା ଶୀତଦିନେ ମାଇନସ୍ ୫୮ ଡିଗ୍ରୀ ସେଲସିୟସ୍ ହୋଇଥାଏ। ଏବେ ଏଠାକାର ତାପମାତ୍ରା ମାଇନସ୍ ୪୪ ଡିଗ୍ରୀ ରହିଛି। ଏଠାରେ ସୂର୍ଯ୍ୟ…
ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଟିପ୍ସରେ ମିଳିଲା ଏତେ ଟଙ୍କା, ଯେଉଁଥିରେ କିଣାଯାଇପାରିବ କାର
ସମଗ୍ର ବିଶ୍ୱରେ ଖ୍ରୀଷ୍ଟମାସ ପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଥିବା ବେଳେ ଆମେରିକାସ୍ଥିତ ଓହିଓର ଏକ ରେଷ୍ଟୁରାଣ୍ଟର କର୍ମଚାରୀଙ୍କ ଖୁସି ଦୁଇଗୁଣ ବଢ଼ି ଯାଇଛି। ଏପରିକି ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ୫,୬୦୦ ଡଲାର ଅର୍ଥାତ୍ ୪ ଲକ୍ଷ ୨୫ ହଜାର ୭୨୫ ଟଙ୍କା…
ମୃତ୍ୟୁ ପୂର୍ବରୁ ୭୩୬ ଟଙ୍କା ମା’କୁ ଦେଇ ଯାଇଥିଲେ ବାପା: ପୁଅ ବିୟର ସହ ପୂରା କଲା କାହାଣୀ
ସାଧାରଣତଃ କୌଣସି ମାତାପିତା ଚାହାନ୍ତି ନାହିଁ ସେମାନଙ୍କ ପୁଅ ନିଶା ସେବନ କରୁ, ମାତ୍ର ସୋସିଆଲ ମିଡିଆରେ ଏଭଳି ବାପା ପୁଅଙ୍କ କାହାଣୀ ଭାଇରାଲ ହେଉଛି। ଜଣେ ବାପା ତାଙ୍କ ମୃତ୍ୟୁ ପୂର୍ବରୁ ୭୩୬ ଟଙ୍କା ସ୍ତ୍ରୀକୁ ଦେଇଥିଲେ। କାରଣ ସ୍ତ୍ରୀ…
ଗୁଜରାଟରେ ହେବ ବିଶ୍ୱର ସର୍ବବୃହତ୍ ଚିଡ଼ିଆଖାନା
ନୂଆଦିଲ୍ଲୀ, ୨୧।୧୨: ଭାରତରେ ବିଶ୍ୱର ସର୍ବବୃହତ୍ ଚିଡ଼ିଆଖାନା ନିର୍ମାଣ ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ (ଆରଆଇଏଲ୍) ଗୁଜରାଟର ଜାମନଗରରେ ଏହି ବୃହତ୍ ଜୁ’ ନିର୍ମାଣ କରିବ। ଏଥିଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜସଙ୍କେତ…
ଜନ୍ମଦିନର ଦିନକ ପରେ ମିଳିଲା କୋଟିପତି ବାପାଙ୍କ ଅଲିଅଳି କନ୍ୟାର ମୃତଦେହ, ଆଉ ତା ପରେ…
ରୁଷରେ ଜଣେ କୋଟିପତି ବ୍ୟବସାୟୀଙ୍କ ଝିଅ ବହୁତ ଉଚ୍ଚ କୋଠାର ଝରକାରୁ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ୧୯ ବର୍ଷିୟା ଭାଲେରିଆ ଶାପିଲେନକୋ। ତେବେ ଅପରାଧିକ ଷଡଯନ୍ତ୍ର କାରଣରୁ ମୃତ୍ୟୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା…
ଷ୍ଟେଶନରେ ଗର୍ଲଫ୍ରେଣ୍ଡଙ୍କୁ ଏମିତି ପ୍ରେମ ନିବେଦନ କଲେ ଯୁବକ, ଦେଖଣାହାରୀ ଚକିତ
ଗର୍ଲଫ୍ରେଣ୍ଡକୁ ମନାଇବା ପ୍ରତ୍ୟେକ ପ୍ରେମିକ ପାଇଁ ସ୍ବତନ୍ତ୍ର ହୋଇଥାଏ। ଡବଲିନରେ ଜଣେ ଯୁବକ ତାଙ୍କ ପାଇଲଟ (ଟ୍ରେନ୍ ଡ୍ରାଇଭର) ତଥା ଗର୍ଲଫ୍ରେଣ୍ଡକୁ ସେହି ଟ୍ରେନ ସମ୍ମୁଖରେ ସର୍ବସାଧାରଣରେ ପ୍ରେମ ନିବେଦନ କରି ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ଏହି ଭିଡିଓ…
୨୦୨୦ରେ ୟୁଟ୍ୟୁବ୍ରୁ ସର୍ବାଧିକ ଅର୍ଥ ରୋଜଗାର କରିଛନ୍ତି ଏହି କୁନି ବାଳକ, ପରିମାଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଗତ କିଛିବର୍ଷ ଧରି ଡିଜିଟାଲ ମିଡିଆ ଲୋକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଛି ଯେ, ଏହି ପ୍ଲାଟ୍ଫର୍ମରୁ ବହୁତ ଲୋକେ ବେଶ୍ ଅର୍ଥ ରୋଜଗାର ମଧ୍ୟ କରୁଛନ୍ତି। ବିଶେଷକରି ସୋସିଆଲ ମିଡିଆରେ ରୋଜଗାର କ୍ଷେତ୍ରରେ କୌଣସି ବୟସ ସୀମା ନାହିଁ। ଏହାର…
ଏକାଠି ଦେଖାଯିବେ ବୃହସ୍ପତି-ଶନି
କୋଲକାତା,୨୧।୧୨: ଏକ ବିରଳ ସଂଯୋଗକ୍ରମେ ସୋମବାର ଶନି ଓ ବୃହସ୍ପତି ପରସ୍ପରର ନିକଟତର ହେବେ। ଏହାଯୋଗୁ ପୃଥିବୀ ପୃଷ୍ଠରୁ ଉଭୟ ଗ୍ରହ ଗୋଟିଏ ଉଜ୍ଜ୍ୱଳ ତାରକା ଭଳି ପ୍ରତୀୟମାନ ହେବେ। ୧୬୨୩ ମସିହା ପରଠାରୁ ଏଭଳି ଘଟଣା କେବେ ଦେଖିବାକୁ ମିଳି…
ଜାଣନ୍ତି ଭାରତର କେଉଁ ସହରରେ ଲାଗିଥିଲା ପ୍ରଥମ ଷ୍ଟ୍ରିଟ୍ ଲାଇଟ୍
ବେଙ୍ଗାଲୁରୁ,୨୧ା୧୨: ସମୟ ଥିଲା ଲୋକେ ବିଜୁଳି ଆଲୁଅ କ’ଣ ଜାଣି ନ ଥିଲେ କି ଦେଖି ନ ଥିଲେ। ବର୍ତ୍ତମାନ ସମୟରେ କାଁ ଭାଁ ଅଞ୍ଚଳକୁ ଛାଡ଼ିଦେଲେ ପ୍ରାୟ ସବୁସ୍ଥାନରେ ଲୋକେ ବିଜୁଳି ଦେଖିସାରିଲାଣି। ମାତ୍ର ଜାଣନ୍ତି କି ଭାରତର ପ୍ରଥମେ…
୩ ସିଂହଙ୍କ ଉପରେ ଭାରି ପଡିଲା କୁମ୍ଭୀର
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ କୁମ୍ଭୀର ସହ ୩ଟି ସିଂହ ଲଢୁଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ନଦୀ କୂଳରେ କୁମ୍ଭୀରଟି ଶୋଇଛି। ଏହି ସମୟରେ ହଠାତ୍ ଏକ ସିଂହ…

