Posted inଫୁରସତ

କେବଳ ବହୁରୂପୀ ଏଣ୍ଡୁଅ ନୁହନ୍ତି ଏମାନେ ବି ବଦଳାନ୍ତି ରଙ୍ଗ : ଜାଣନ୍ତୁ କାହିଁକି କରନ୍ତି ଏପରି

ବହୁରୂପୀ ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ କଥା ଅପଣ ଜାଣିଥିବେ। ଏହାକୁ ଦେଖିଥିବେ ମଧ୍ୟ। ତେବେ ଏହା କେବଳ ଏକୁଟିଆ ନିଜର ରଙ୍ଗ ପରିବର୍ତ୍ତନ କରେ ତାହା ନୁହେଁ, ବିଶ୍ୱରେ ଆହୁରି ଅନେକ ପ୍ରାଣୀ ଅଛନ୍ତି ଯିଏ ରଙ୍ଗ ବଦଳାଇବାରେ ବହୁରୂପୀ ଏଣ୍ଡୁଅକୁ ମଧ୍ୟ ପଛରେ ପକାଇ ଦିଅନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

सीहॉर्स

ସେହର୍ସ ହେଉଛି ଏକ ସମୁଦ୍ର ପ୍ରାଣୀ, ଯିଏ ବହୁରୂପୀ ଏଣ୍ଡୁଅ ପରି ରଙ୍ଗ ପରିବର୍ତ୍ତନ ପାଇଁ ପ୍ରସିଦ୍ଧ। ଏହି ଜୀବମାନେ କେବଳ ଭୟଭୀତ ହେଲେ ନୁହେଁ ବରଂ ସେମାନଙ୍କର ଭାବନାକୁ ପ୍ରକାଶ ସମୟରେ ମଧ୍ୟ ରଙ୍ଗ ବଦଳାଇଥାନ୍ତି।

गोल्डन टॉरटॉइज बीटल

ଗୋଲ୍ଡେନ୍‌ ଟୋର୍ଟଇଜ୍‌ ବିଟ୍‌ଲକୁ ଯଦି ଜଣେ ମଣିଷ ଏ ଛୁଇଁବାକୁ ଚେଷ୍ଟା କରେ, ତେବେ ଏହା ତୁରନ୍ତ ଏହାର ରଙ୍ଗ ପରିବର୍ତ୍ତନ କରେ। ଭୟ ହେତୁ, ଏହାର ରଙ୍ଗ ବଦଳେ।

मिमिक ऑक्टोपस

ମିମିକ୍‌ ଅଷ୍ଟୋପସ ମଧ୍ୟ ଏକ ସାମୁଦ୍ରିକ ଜୀବ, ଯିଏ ରଙ୍ଗ ପରିବର୍ତ୍ତନରେ ବିଶେଷଜ୍ଞ। ସାଧାରଣତଃ ପ୍ରଶାନ୍ତ ମହାସାଗରରେ ଏହା ଦେଖିବାକୁ ମିଳେ।

प्रतीकात्मक तस्वीर

ପାକିଫିକ୍‌ ଟ୍ରି ଫ୍ରଗ,୍ଏହି ବେଙ୍ଗ ଉତ୍ତର ଆମେରିକାରେ ମିଳିଥାଏ, ଯାହା ରଙ୍ଗ ପରିବର୍ତ୍ତନରେ ଦ୍ରୁତ। ଏହାର ପୋଦ ବହୁତ ଅଠାଳିଆ , ଯାହା ଏହାକୁ ଗୋଟିଏ ଗଛରୁ ଅନ୍ୟ ଗଛକୁ ଯିବାରେ ସାହାଯ୍ୟ କରେ। ବେଙ୍ଗ ନିଜ ଚାରିପାଖରେ କୌଣସି ବିପଦ ଅନୁଭବ କରିବା ମାତ୍ରେ ତୁରନ୍ତ ଏହାର ରଙ୍ଗକୁ ପରିବର୍ତ୍ତନ କରେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri