ଫୁରସତ

ଷ୍ଟେଶନରେ ଗର୍ଲଫ୍ରେଣ୍ଡଙ୍କୁ ଏମିତି ପ୍ରେମ ନିବେଦନ କଲେ ଯୁବକ, ଦେଖଣାହାରୀ ଚକିତ

ଗର୍ଲଫ୍ରେଣ୍ଡକୁ ମନାଇବା ପ୍ରତ୍ୟେକ ପ୍ରେମିକ ପାଇଁ ସ୍ବତନ୍ତ୍ର ହୋଇଥାଏ। ଡବଲିନରେ ଜଣେ ଯୁବକ ତାଙ୍କ ପାଇଲଟ (ଟ୍ରେନ୍‌ ଡ୍ରାଇଭର) ତଥା ଗର୍ଲଫ୍ରେଣ୍ଡକୁ ସେହି ଟ୍ରେନ ସମ୍ମୁଖରେ ସର୍ବସାଧାରଣରେ ପ୍ରେମ ନିବେଦନ କରି ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ଏହି ଭିଡିଓ…

୨୦୨୦ରେ ୟୁଟ୍ୟୁବ୍‌ରୁ ସର୍ବାଧିକ ଅର୍ଥ ରୋଜଗାର କରିଛନ୍ତି ଏହି କୁନି ବାଳକ, ପରିମାଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗତ କିଛିବର୍ଷ ଧରି ଡିଜିଟାଲ ମିଡିଆ ଲୋକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଛି ଯେ, ଏହି ପ୍ଲାଟ୍‌ଫର୍ମରୁ ବହୁତ ଲୋକେ ବେଶ୍‌ ଅର୍ଥ ରୋଜଗାର ମଧ୍ୟ କରୁଛନ୍ତି। ବିଶେଷକରି ସୋସିଆଲ ମିଡିଆରେ ରୋଜଗାର କ୍ଷେତ୍ରରେ କୌଣସି ବୟସ ସୀମା ନାହିଁ। ଏହାର…

ଏକାଠି ଦେଖାଯିବେ ବୃହସ୍ପତି-ଶନି

କୋଲକାତା,୨୧।୧୨: ଏକ ବିରଳ ସଂଯୋଗକ୍ରମେ ସୋମବାର ଶନି ଓ ବୃହସ୍ପତି ପରସ୍ପରର ନିକଟତର ହେବେ। ଏହାଯୋଗୁ ପୃଥିବୀ ପୃଷ୍ଠରୁ ଉଭୟ ଗ୍ରହ ଗୋଟିଏ ଉଜ୍ଜ୍ୱଳ ତାରକା ଭଳି ପ୍ରତୀୟମାନ ହେବେ। ୧୬୨୩ ମସିହା ପରଠାରୁ ଏଭଳି ଘଟଣା କେବେ ଦେଖିବାକୁ ମିଳି…

ଜାଣନ୍ତି ଭାରତର କେଉଁ ସହରରେ ଲାଗିଥିଲା ପ୍ରଥମ ଷ୍ଟ୍ରିଟ୍‌ ଲାଇଟ୍‌

ବେଙ୍ଗାଲୁରୁ,୨୧ା୧୨: ସମୟ ଥିଲା ଲୋକେ ବିଜୁଳି ଆଲୁଅ କ’ଣ ଜାଣି ନ ଥିଲେ କି ଦେଖି ନ ଥିଲେ। ବର୍ତ୍ତମାନ ସମୟରେ କାଁ ଭାଁ ଅଞ୍ଚଳକୁ ଛାଡ଼ିଦେଲେ ପ୍ରାୟ ସବୁସ୍ଥାନରେ ଲୋକେ ବିଜୁଳି ଦେଖିସାରିଲାଣି। ମାତ୍ର ଜାଣନ୍ତି କି ଭାରତର ପ୍ରଥମେ…

୩ ସିଂହଙ୍କ ଉପରେ ଭାରି ପଡିଲା କୁମ୍ଭୀର

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ କୁମ୍ଭୀର ସହ ୩ଟି ସିଂହ ଲଢୁଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ନଦୀ କୂଳରେ କୁମ୍ଭୀରଟି ଶୋଇଛି। ଏହି ସମୟରେ ହଠାତ୍‌ ଏକ ସିଂହ…

୮ ମାସରେ ୮୦୦ ଜୀବନ ବଞ୍ଚାଇଲେଣି ଏହି ବ୍ୟକ୍ତି, ମାଗଣାରେ ଯୋଗାଉଛନ୍ତି…

ପାଟଣା,୨୦ା୧୨: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୌରବ ରାୟ ନାମକ ଜଣେ ବ୍ୟକ୍ତି ଆଗେଇ ଆସିଛନ୍ତି। ଗୌରବ ଏମିତି କିଛି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ…

ତୃତୀୟ ଶ୍ରେଣୀ ଛାତ୍ରୀ ସଂଗ୍ରହ କଲେ ବିଭିନ୍ନ ଦେଶର ୫୦୦୦ରୁ ଅଧିକ ଦିଆସିଲି

ଅନେକ ଲୋକ ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଫଟୋ ଉଠାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଲୋକ ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରିଥାନ୍ତି। ସେହିପରି କିଛି ଲୋକ ବିଭିନ୍ନ ଦେଶର ଟିକେଟ ମଧ୍ୟ ସଂଗ୍ରହ କରିଥାନ୍ତି। କିନ୍ତୁ ଓଡ଼ିଶାର ଜଣେ…

ସ୍ତ୍ରୀଙ୍କ ସହ ଝଗଡ଼ା କରି ସ୍ବାମୀ ନେଲେ ଅଜବ ପଦକ୍ଷେପ, ଯାହା ଆଗରୁ କେବେ ଶୁଣି ନ ଥିବେ

ଇଟାଲୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ଝଗଡ଼ା କରିବା ପରେ ନିଜ ମନକୁ ଶାନ୍ତ କରିବା ପାଇଁ ଘରୁ ବାହାରି ଚାଲିଗଲେ। ସେ ଏତେ ରାଗି ଯାଇଥିଲେ ଯେ କୌଣସି ଗାଡ଼ି ମୋଟରରେ କେଉଁଆଡ଼େ ନ ଯାଇ ସିଧା ୪୫୦ କିଲୋମିଟର…

ମହୁମାଛିଙ୍କ ରେଷ୍ଟୁରାଣ୍ଟ

ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ବିଷୟରେ ତ ସମସ୍ତେ ଜାଣିଥିବେ, କିନ୍ତୁ ମହୁମାଛିଙ୍କ ରେଷ୍ଟୁରାଣ୍ଟ ବିଷୟରେ କେବେ ଶୁଣିଛନ୍ତି କି? ଏହା ଶୁଣିବାକୁ ଆଶ୍ଚଯର୍‌ୟ ଲାଗିଲେ ବି ସତ । ଏବେ ଖାସ୍‌ ମହୁମାଛିଙ୍କ ପାଇଁ ତିଆରି ହୋଇଛି ମାକ୍‌ ଡୋନାଲ୍ଡ ରେଷ୍ଟୁରାଣ୍ଟ…

ଲାଇଭ ରିପୋର୍ଟିଂ ସମୟରେ ମହିଳା ରିପୋର୍ଟରଙ୍କ ପଛରେ ପଡ଼ିଗଲା ବିଲେଇ, ଆଉ ତା’ ପରେ

ଲେବାନାନର ରାଜଧାନୀ ବେରୁଟ ବନ୍ଦରରେ ହୋଇଥିବା ବିସ୍ଫୋରଣର ତଦନ୍ତ ସମ୍ପର୍କରେ ସୂଚନା ଦେଉଥିବା ଜଣେ ମହିଳା ରିପୋର୍ଟରଙ୍କ ସହ ଲାଇଭ ରିପୋର୍ଟିଂ ସମୟରେ ଏହି ହୃଦୟସ୍ପର୍ଶୀ ଘଟଣା ଘଟିଛି। ରିପୋର୍ଟ କରିବା ସମୟରେ ଏକ ବିଲେଇ ରିପୋର୍ଟରଙ୍କ ନିକଟକୁ ଆସି ତାଙ୍କ…

ରୋଜଗାର ଟଙ୍କାରେ ମୋ ଆଡମିଶନ ହୋଇଥିଲା: ଡ. ତ୍ରିନାଥ ପଟ୍ଟନାୟକ

ନୟାଗଡ଼ ଜିଲାର ଓଡଗାଁରେ ମୋ ଜନ୍ମ। ସ୍ଥାନୀୟ ରଘୁନାଥ ବିଦ୍ୟାପୀଠରୁ ଏକାଦଶ ପାସ୍‌ କରିବା ପରେ ପୁରୀ ସଂସ୍କୃତ ବିଶ୍ବବିଦ୍ୟାଳୟରେ ପଢ଼ି ସେଠାରୁ ସଂସ୍କୃତରେ ପିଜି ସାରିଥିଲି। ସଂସ୍କୃତ ବ୍ୟତୀତ ହିନ୍ଦୀରେ ବି ମୁଁ ରାଷ୍ଟ୍ରଭାଷା ରତ୍ନ ଏବଂ ସାହିତ୍ୟ ରତ୍ନ…

ଖ୍ରୀଷ୍ଟମାସ ଛୁଟିରେ ବୁଲି ଯାଆନ୍ତୁ ଏସବୁ ସ୍ଥାନ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶର ଅଧିକାଂଶ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଆଗମନକୁ ନେଇ କିଛିଟା କଟକଣା ଜାରି କରାଯାଇଥିଲା। ହେଲେ ଏବେ ପରିସ୍ଥିତିରେ କିଛିଟା ସୁଧାର ଆସିଥିବାରୁ ପର୍ଯ୍ୟଟକ ବିଭିନ୍ନ ସ୍ଥାନକୁ ବୁଲିଗଲେଣି। ଏପରି କି ଆସନ୍ତା ଖ୍ରୀଷ୍ଟମାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri