ଫୁରସତ

ଏମିତି ସହର, ଯେଉଁଠି କୌଣସି ଗଳି କିମ୍ବା ରାସ୍ତାର ନାଁ ନାହିଁ

ଜର୍ମାନୀ: ଆଜିର ସମୟରେ ଗଳିକନ୍ଦି, ସାହିବସ୍ତିର ନାଁ ଥିବାବେଳେ ବିଶ୍ୱରେ ଏମିତି ଏକ ସହର ରହିଛି, ଯେଉଁଠି ମୁଖ୍ୟ ଛକକୁ ଛାଡ଼ିଦେଲେ ଅନ୍ୟ କୌଣସି ଛକ, ଗଳି, ରାସ୍ତା ସବୁ ବେନାମୀ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ସହର…

ଗର୍ଭରେ ଥିଲେ ଯାଆଁଳା ପିଲା, ଡେଲିଭରୀ ପୂର୍ବରୂ ପୁଣି ଥରେ ଗର୍ଭବତୀ ହେଲେ ମହିଳା

ଆମେରିକାର ଜଣେ ମହିଳାଙ୍କ ସହିତ ଏକ ଅଜବ ଘଟଣା ଘଟିଛି। ଯାଆଁଳା ପିଲା ଗର୍ଭଧାରଣ କରିବାର ଗୋଟିଏ ସପ୍ତାହ ପରେ ଜଣାପଡ଼ିଲା ତାଙ୍କ ଗର୍ଭରେ ତୃତୀୟ ପିଲା ରହିଛି। ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରିୟ ଏହି ଟିକ୍‌ଟକ ମହିଳାଙ୍କ ଭିଡିଓ ଏବେ…

ପୁଅ ନୁହେଁ ପୋଷା କୁକୁର ହେଲା ଉତ୍ତରାଧିକାରୀ

ଭୋପାଳ,୩୧।୧୨: ପିତାଙ୍କ ଅନ୍ତେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଝିଅ-ପୁଅଙ୍କୁ ବିବେଚିତ କରାଯାଇଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ଚାଷୀ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ପୋଷା କୁକୁର ଜ୍ୟାକି ଏବଂ ସ୍ତ୍ରୀ ଚମ୍ବାବାଈଙ୍କୁ ଘୋଷଣା କରିଛନ୍ତି। ଏସମ୍ପର୍କରେ…

ପଡ଼ୋଶୀ ମହିଳାଙ୍କ ସହ ପ୍ରେମସମ୍ପର୍କ ରଖିବାକୁ ବେଡ୍‌ରୁମ୍‌ ତଳେ ତିଆରି କରିଥିଲେ ଗୁପ୍ତ ସୁଡ଼ଙ୍ଗ, ଜଣାପଡ଼ିବା ପରେ…

ଜଣେ ବିବାହିତ ବ୍ୟକ୍ତି ପଡ଼ୋଶୀ ମହିଳାଙ୍କ ସହିତ ପ୍ରେମସମ୍ପର୍କ ରଖିବା ପାଇଁ ବେଡ୍‌ରୁମ୍‌ ତଳେ ଏକ ସୁଡ଼ଙ୍ଗ ତିଆରି କରିଥିଲେ। ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ସହ ଘରେ ରୁହନ୍ତି। ମାତ୍ର ଯେତେବେଳେ ସ୍ବାମୀ କାମ କରିବାକୁ ବାହାରକୁ ଯାଆନ୍ତି ସେହି…

ପାଣି ପିଇ ଆଇସିୟୁରେ ଭର୍ତ୍ତି ହେଲେ ଯୁବକ

ଅତ୍ୟଧିକ ପାଣି ପିଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଇଂଲଣ୍ଡର ବ୍ରିଷ୍ଟଲ ସହରରେ ନିଜ ପରିବାର ସହ ରୁହନ୍ତି ଲ୍ୟୁକ ଓ୍ବିଲିୟମସନ(୩୪)। ବ୍ରିଟେନରେ ପ୍ରଥମ ଲକଡାଉନ ସମୟରେ ସେ ନିଜକୁ କରୋନା ସଂକ୍ରମିତ ବୋଲି ଭାବିଥିଲେ। ଏହାପରେ ସେ ପିଉଥିବା ପାଣିର…

ଆର୍‌ଏନ୍‌ଏ-ଡିଏନ୍‌ଏ ମିଳନରୁ ପୃଥିବୀରେ ସୃଷ୍ଟି ହୋଇଛି ଜୀବନ: ଭାରତୀୟ ବଂଶୋଦ୍ଭବ କଲେ ଦାବି

କାଲିଫର୍ନିଆ,୩୦।୧୨: ପୃଥିବୀରେ କିଭଳି ଜୀବନ ସୃଷ୍ଟି ହେଲା ସେନେଇ ଗବେଷକମାନେ ବିଭିନ୍ନ ଗବେଷଣା ଜାରି ରଖିଛନ୍ତି। ଆମେରିକା କାଲିଫର୍ନିଆର ସ୍କ୍ରିପ୍ସ୍‌ ରିସର୍ଚ୍ଚ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଆର୍‌ଏନ୍‌ଏ(ରିବୋନ୍ୟୁକ୍ଲିକ୍‌ ଏସିଡ୍‌) ଏବଂ ଡିଏନ୍‌ଏ(ଡିଅକ୍ସି ରିବୋନ୍ୟୁକ୍ଲିକ୍‌ ଏସିଡ୍‌)ର ମିଳନରୁ ପୃଥିବୀରେ ଜୀବନ ସୃଷ୍ଟି…

ସ୍ନେକ୍‌ ମସାଜ: ପିଠି-ମୁହଁରେ ଛଡ଼ାଯାଏ ୨୮ ପ୍ରକାର ସାପ

କାଏରୋ,୩୦।୧୨: ବିଭିନ୍ନ ପ୍ରକାର ମସାଜ ସମ୍ପର୍କରେ ଜଣାଅଛି। ତେବେ ପିଠି ଏବଂ ମୁହଁରେ ସାପକୁ ଛାଡ଼ି ମସାଜ୍‌ କରିବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଇଜିପ୍ଟରେ ଏଭଳି ଏକ ସ୍ପା ରହିଛି ଯେଉଁଠି ସାପଙ୍କ ଦ୍ୱାରା ମସାଜ…

ଶିଶୁର ଏହି ଅଙ୍ଗ ପାଇଁ ପାଳନ କରାଯାଏ ଶୋକ

ଶିଶୁଟିଏ ଜନ୍ମ ହେବା ପରେ ପରିବାରରେ ଖୁସିର ବାତାବରଣ ଦେଖାଯାଏ। ତେବେ ଶିଶୁ ଜନ୍ମକୁ ନେଇ ବିଶ୍ୱର ଅନେକ ସମ୍ପ୍ରଦାୟରେ ପୃଥକ ପୃଥକ ପରମ୍ପରା ପାଳନ କରିଥାନ୍ତି। କାରଣ ବିଶ୍ୱାସ କରାଯାଏ ଯେ, ଏହି ରୀତିନୀତି ଦ୍ୱାରା ପିଲାଟି ସମସ୍ତ ସମସ୍ୟାରୁ…

ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍‌ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର

ପ୍ରସିଦ୍ଧ ଗାୟିକା ତଥା ବେଲି ଡ୍ୟାନ୍ସର ଶକିରାଙ୍କ ନୃତ୍ୟ ଆପଣ ନିଶ୍ଚିତ ଦେଖିଥିବେ। ମାତ୍ର ପ୍ରତିଭା କାହା ପାଖରେ କେମିତି ବି ଥାଇପାରେ। ବିହାରର କାଟିହାରରେ ମଧ୍ୟ ଏପରି କିଛି ଘଟିଛି। ଯେଉଁଠାରେ ଜଣେ ବାଳକ ଏପରି ବେଲି ଡ୍ୟାନ୍ସ କରୁଛନ୍ତି…

କରନ୍ତୁ ଏପରି, ଘରୁ ପଳାଇବେ ମୂଷା-ଚୁଚୁନ୍ଦ୍ରା…

କେତେକଙ୍କ ଘରେ ମୂଷା ଏବଂ ଚୁଚୁନ୍ଦ୍ରା ରହିଥାନ୍ତି। ତେବେ ସେମାନଙ୍କ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ମୂଷା ଏବଂ ଚୁଚୁନ୍ଦ୍ରାଙ୍କୁ ଘରୁ ତଡ଼ିବା ପାଇଁ କେହି କେହି ବିଷର ପ୍ରୟୋଗ କରିଥାନ୍ତି। ମାତ୍ର ଏଥିରେ ମୁହଁ ମାରି…

ସୁନାର ବର୍ଗର, ଦାମ୍‌ ରହିଛି…

ଫାଷ୍ଟଫୁଡ୍‌ ମଧ୍ୟରେ ଲୋକଙ୍କ ପ୍ରଥମ ପସନ୍ଦ ହେଉଛି ବର୍ଗର। ଭାରତରେ ମଧ୍ୟ ଲୋକେ ଏହାକୁ ଖାଇବା ପାଇଁ ପାଗଳପ୍ରାୟ। ଏଠାରେ ବର୍ଗର ସାଧାରଣତଃ ୫୦ରୁ ୫୦୦ ଟଙ୍କାରେ ମିଳିଥାଏ। କିନ୍ତୁ ଆମେରିକାରେ ଏକ ବର୍ଗରର ଦାମ୍‌ ୫୯ ଡଲାର ଅର୍ଥାତ୍‌ ଭାରତୀୟ…

ଫଟୋ ଦେଖି ଚେହେରା ଚିହ୍ନନ୍ତି ଏହି ପୋଲିସ ଅଧିକାରୀ, ଏବେ ଯାଏ ଧରିଲେଣି ୨୦୦୦ରୁ ଊର୍ଦ୍ଧ୍ୱ ଅପରାଧୀ

ଇଂଲଣ୍ଡର ଜଣେ ପୋଲିସ ଅଧିକାରୀ ତାଙ୍କର ବିଶେଷ ପ୍ରତିଭା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଚେହେରା ଚିହ୍ନିବାରେ ଏହି ଅଧିକାରୀ ଜଣଙ୍କ ପାଖରେ ବିଶେଷ ଦକ୍ଷତା ରହିଛି। ପୋଲିସ କମ୍ୟୁନିଟି ସପୋର୍ଟ ଅଫିସର୍‌ ଆଣ୍ଡି ପୋପ୍‌ଙ୍କର ଏପରି ଅଦ୍ଭୁତ ସାମର୍ଥ୍ୟ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?