ପିକ୍ନିକ୍ ସ୍ପଟ୍: ଖଡ଼ିକାଝଡ଼ି ଜଳପ୍ରପାତ
ପ୍ରକୃତିର ଗନ୍ତାଘର ମାଲକାନଗିରି ଜିଲା। ଏଠାକାର ପରିବେଶ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଜିଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଖଡ଼ିକାଝଡ଼ି ଜଳପ୍ରପାତ। କୋରୁକୋଣ୍ଡା ବ୍ଲକ ବାଲିମେଳା ଛକଠାରୁ ଅଳ୍ପ ଦୂରରେ ରହିଛି ଏହି ସ୍ଥାନ। ବାଲିମେଳା ଛକରୁ ଟନେଲ କ୍ୟାମ୍ପକୁ…
ପୋଲିସ ଭୟରେ ଉଲଗ୍ନ ହୋଇ, ଗେଣ୍ଡା ଖାଇ ଏପରି ଭୟାନକ ସ୍ଥାନରେ ଲୁଚି ରହିଥିଲେ ବ୍ୟକ୍ତି
ଅଷ୍ଟ୍ରେଲିଆରେ ଜଣେ ପଳାତକ ଅପରାଧୀ ପୋଲିସକୁ ଭୟ କରି ଏପରି ଏକ ସ୍ଥାନରେ ଲୁଚି ରହିଥିଲେ ଯେଉଁଠାରେ ମୃତ୍ୟୁଛଡା ଆଉ କିଛି ନ ଥିଲା। ସେ ଅଷ୍ଟ୍ରେଲିଆର ଉତ୍ତରରେ ଥିବା ଏକ ଘଞ୍ଚ ଜଙ୍ଗଲର ଏକ ଆମ୍ବଗଛରେ ଲୁଚିଥିଲେ। ଗଛତଳେ ପାଣି…
ଏମିତି ଘଡ଼ି: ଏଥିରେ ନାହିଁ ୧୨ ସଂଖ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ଘଡ଼ିରେ ୧୨ ସଂଖ୍ୟା ନାହିଁ କି ଲୋକେ ଘଡ଼ିରେ କେବେ ୧୨ଟା ବାଜୁ ବୋଲି ଚାହାନ୍ତି ନାହିଁ। ଏହି ଦେଶରେ ୧୨ ସଂଖ୍ୟାକୁ ଅଶୁଭ ବୋଲି କୁହାଯାଏ। ସେଥିପାଇଁ ଲୋକେ ପ୍ରତି କଥାରେ…
ଅଷ୍ଟ୍ରିଜ୍ ସହ ରେସ୍ରେ ଦୌଡିଲେ ଦୁବଇ କ୍ରାଉନ୍ ପ୍ରିନ୍ସ
ଆଜିକାଲି ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଲୋକେ ହସି ହସି ବେଦମ୍ ହେଉଛନ୍ତି । ଏବେ ସେମିତି ଏକ ଭିଡିଓ ଆସିଛି ଦୁବଇରୁ । ଉକ୍ତ ଭିଡିଓରେ ଦୁବଇର କ୍ରାଉନ୍ ପ୍ରିନ୍ସ ଶେଖ ହମଦାନ ବିନ…
ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସ୍ପୋର୍ଟ, ୧୯୧ ଦେଶକୁ କରିପାରିବେ ଯାତ୍ରା
୨୦୨୧ ମସିହାରେ ପ୍ରକାଶିତ ସର୍ବଭାରତୀୟ ମାନ୍ୟତା ଅନୁଯାୟୀ ଜାପାନର ପାସ୍ପୋର୍ଟକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବରେ ବିବେଚନା କରାଯାଏ। ଜାପାନରେ ରହୁଥିବା ଲୋକମାନେ ଏହି ପାସପୋର୍ଟ ସହିତ ୧୯୧ ଦେଶ ଭିଜା ମୁକ୍ତ ଯାତ୍ରା କରିପାରନ୍ତି। ଗତ ଚାରି ବର୍ଷ…
କ୍ଷୀର ବିକି କୋଟିପତି ଏହି ମହିଳା, ପ୍ରତିମାସକୁ ରୋଜଗାର…
ଗାନ୍ଧୀନଗର,୭।୧: ଜଣେ ମହିଳା କହିଛନ୍ତି କୌଣସି ବି ବ୍ୟବସାୟ ଛୋଟ ନୁହେଁ। କୌଣସି ଧର୍ମ ବି ବ୍ୟବସାୟଠାରୁ ବଡ଼ ନୁହେଁ। ୨୦୨୦ ମସିହାରେ, ଯେଉଁଠି ଲୋକମାନେ ଚାକିରି ହରାଇଥିଲେ, ତାଙ୍କ ନିକଟରେ କୌଣସି ବ୍ୟବସାୟ ନ ଥିଲା। ସେତେବେଳେ ବନାସକଣ୍ଠା ଜିଲାର…
ନିଜ ପୁଅଠାରୁ ସାନ ୩୬ ବର୍ଷୀୟ ଯୁବକଙ୍କୁ ବିବାହ କଲେ ଏହି ୮୧ ବର୍ଷର ମହିଳା: ଲୋକେ କହୁଛନ୍ତି ଏଭଳି..
ବ୍ରିଟେନରେ ରହୁଥିବା ଜଣେ ୮୧ ବର୍ଷୀୟା ମହିଳା ଆଇରିସ ଜୋନ୍ସ ତାଙ୍କ ଛାଡ଼ପତ୍ରକୁ ୪୦ ବର୍ଷ ପୂରିଥିଲେ ସୁଦ୍ଧା ଜଣେ ୩୬ ବର୍ଷୀୟ ଯୁବକ ତଥା ତାଙ୍କ ପୁଙ୍କଠାରୁ ବୟସରେ ସାନ ମହମ୍ମଦ ଅହମ୍ମଦ ଇବ୍ରାହିମଙ୍କ ପ୍ରେମରେ ପଡ଼ିଥିଲେ। ପରେ ତାଙ୍କୁ…
ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ପହଞ୍ଚି ଗଲେ ମୃତବ୍ୟକ୍ତି, ଚକିତ ହେଲେ କର୍ମଚାରୀ; ଆଉ ତା’ ପରେ..
ପାଟଣା: କେବେ ଆପଣ ଶୁଣିଛନ୍ତି ଅଥବା ଦେଖିଛନ୍ତି କି ମୃତଦେହ(ଶବ) ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ପହଞ୍ଚିଛି। ହୁଏତ ନା। କିନ୍ତୁ ଏପରି ଏକ ସତ୍ୟ ଘଟଣା ବିହାରର ପାଟଣାରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମୃତବ୍ୟକ୍ତି ନିଜର ଅନ୍ତିମ ସଂସ୍କାର…
ପ୍ରବଳ ଶୀତରେ ରେଜେଇ ଘୋଡ଼େଇ ହୋଇ ଶୋଇଥିଲେ ଏହି ବ୍ୟକ୍ତି, କୁକୁଡ଼ା ଆସି ଯାହା କଲା ଭିଡିଓ ଦେଖିଲେ ହସିହସି ଗଡ଼ିବେ
ଭାରତରେ ବର୍ତ୍ତମାନ ବହୁତ ଶୀତ ପଡ଼ିଛି। ସକାଳୁ ଉଠିବାକୁ ମନ ଚାହୁଁନି। ଏପରିକି ଉଠିବାରେ ବିଳମ୍ବ ହେଉଛି ମଧ୍ୟ। ଆଲାର୍ମ ବାଜି ବାଜି ବନ୍ଦ ହୋଇଗଲେ ବି ନିଦ ସହଜରେ ଭାଙ୍ଗୁନି। ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି ଶୀଘ୍ର ଉଠିବେ ବୋଲି…
ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରି ‘ବିବାହିତ ପ୍ରେମିକ’ଙ୍କୁ କିଣିଲେ ପ୍ରେମିକା, କାରଣ ଜାଣିଲେ..
ଆଗରୁ କୁହାଯାଉଥିଲା ପ୍ରେମକୁ ଟଙ୍କାରେ କିଣି ହେବ ନାହିଁ। ହେଲେ ଆଜିକାଲିର ସମୟରେ କିଛି ବି ସମ୍ଭବ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଜବ ପ୍ରେମକାହାଣୀ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ପ୍ରେମକୁ ପାଇବା ପାଇଁ ଦେଢ଼ କୋଟି…
ଭିଜା ପାଇଁ ୮୧ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କଲେ ଯୁବକ
କାଏରୋ,୭।୧: ଇଜିପ୍ଟରେ ଜଣେ ୩୬ ବର୍ଷ ବୟସ୍କ ଯୁବକ ଭିଜା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ସେ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ମହମ୍ମଦ ଅହମ୍ମଦ ଇବ୍ରାହିମ୍ ନାମକ ଏହି ଯୁବକ ୮୧ ବର୍ଷ…
ସୁନାର ବର୍ଗର
ବର୍ଗର ଆଜିକାଲି ପିଲାଙ୍କର ଖୁବ୍ ପସନ୍ଦ । ବିଶ୍ୱରେ ଏମିତିବି କେତେ ଲୋକ ଅଛନ୍ତି ଯେଉଁମାନଙ୍କର ବର୍ଗର ସବୁଠାରୁ ଅଧିକ ପସନ୍ଦ । ତେବେ ଭାରତରେ ଏହି ବର୍ଗର ୧୦ରୁ ୫୦୦ ଟଙ୍କା ମଧ୍ୟରେ ମିଳି ଯାଇଥାଏ । ହେଲେ ୪,୩୩୦…

