କାର୍ ଛାତରେ ୧୦ରୁ ଊର୍ଦ୍ଧ୍ୱ ସାଇକେଲ ରଖି ନେଉଛନ୍ତି ଚାଳକ, ଲୋକେ କହିଲେ…
ପ୍ରତ୍ୟେକ ଦେଶରେ ନିଜସ୍ବ ଟ୍ରାଫିକ ନିୟମ ରହିଛି। ଯଦି ଏହା ଦେଶର ଏକ ବଡ଼ ସହର ହୋଇଥାଏ ତେବେ ଏଥିପ୍ରତି ଅଧିକ ଧ୍ୟାନ ଦିଆଯାଇଥାଏ। ସେହିପରି ଏକ ଦେଶ ହେଉଛି ଅଷ୍ଟ୍ରେଲିଆ। ଏହାକୁ ବିଚିତ୍ର ଦେଶ କୁହାଯାଏ। ଏବେ ଏକ ଅଜବ…
ଏ ହେଉଛନ୍ତି ‘ପାକିସ୍ତାନର ହଲ୍କ’: ବ୍ରେକ୍ଫାଷ୍ଟରେ ଖାଆନ୍ତି ୪ କୁକୁଡା, ୩୬ ଅଣ୍ଡା, ୩ କିଗ୍ରା ମାଂସ, ୫ ଲିଟର କ୍ଷୀର
ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କିଏ, ଆପଣ ଜାଣନ୍ତି କି ? ହୁଏତ ଏହାର ଉତ୍ତର ହୁଏତ ବ୍ରାୟନ ଶୋ, ଏଡି ହଲ୍ ଅଥବା ହାଫଥୋର ଜନ୍ସନ୍ ହୋଇପାରେ। କିନ୍ତୁ ପାକିସ୍ତାନର ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜକୁ ସବୁଠାରୁ ଶକ୍ତିଶାଳୀ…
ଆକାଶରେ ନଜର ଆସିଲା ନୀଳ ରଙ୍ଗର ୟୁଏଫ୍ଓ ! ଏଲିୟନ ଆସିଥିବା ଭାବି କ୍ୟାମେରାରେ କଏଦ କଲେ ଲୋକେ
ୱାଶିଂଟନ: ମହାକାଶରେ ଜୀବନ ତଥା ଏଲିୟନଙ୍କ ସତ୍ତାକୁ ନେଇ ଗବେଷଣା କରାଯାଉଛି। ଅନେକ ସମୟରେ ଏଲିୟନମାନେ ପୃଥିବୀକୁ ଆସୁଥିବାର ଚର୍ଚ୍ଚା ହୁଏ। ଏହା କେତେ ସତ କେତେ ମିଥ୍ୟା ସ୍ପଷ୍ଟ ହୋଇ ନ ଥିଲେ ହେଁ ବାରମ୍ବାର ୟୁଏଫ୍ଓକୁ ଦେଖିବାକୁ ନେଇ…
ଏମିତି ଦେଶ, ଯେଉଁଠି ଝିଅଙ୍କୁ ବିବାହ କରିଥାନ୍ତି ବାପା
ଯେକୌଣସି ଦେଶରେ ସୁରୁଖୁରୁରେ ଚାଲିବା ପାଇଁ ସଠିକ୍ ଆଇନ ଏବଂ ଶୃଙ୍ଖଳା ଜରୁରୀ। ଯଦି କୌଣସି ଉପଯୁକ୍ତ ଆଇନ ଏବଂ ଶୃଙ୍ଖଳା ନ ରୁହେ ତେବେ ଏହା ସମସ୍ୟାକୁ ବଢ଼ାଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଯଦି ସମାଜର ସମସ୍ୟାକୁ…
ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି: ଚିନ୍ତାରେ ବୈଜ୍ଞାନିକ
ଓ୍ବାଶିଂଟନ,୬।୧: ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି। ୫୦ ବର୍ଷ ତଳେ ଥିବା ପୃଥିବୀର ଘୂରିବା ବେଗ ଏବଂ ବର୍ତ୍ତମାନ ବେଗ ମଧ୍ୟରେ ପାର୍ଥକ୍ୟ ରହିଛି। ଏବେ ପୃଥିବୀ ନିଜ ଚାରିପଟେ ଘୂରିବା ପାଇଁ ୨୪ ଘଣ୍ଟାରୁ କମ୍ ସମୟ ନେଉଛି।…
ସାଇକେଲରେ ଡ୍ରାଏ ରନ୍ ଟିକା
ବାରାଣସୀ, ୬ା୧: କୋଭିଡ୍-୧୯ ଟିକାକରଣକୁ ସଫଳତାର ସହ ସମ୍ପୂର୍ଣ୍ଣ କରାଯିବାକୁ ସାରା ଦେଶରେ ଡ୍ରାଏରନ୍ କରାଯାଉଛି। ତେବେ ଉତ୍ତରପ୍ରଦେଶରେ ଏଥିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରାଣସୀରେ ଟିକାକୁ ସାଇକେଲରେ ବୁହାଯାଉଥିବା ଘଟଣା ସାମ୍ନାକୁ ଆସିବା ପରେ…
ଦେଢ଼ କୋଟିରେ ପ୍ରେମିକଙ୍କୁ କିଣିଲେ
ନୂଆଦିଲ୍ଲୀ, ୬ା୧: ଜଣେ ବିବାହିତ ଯୁବକଙ୍କୁ ଦେଢ଼ କୋଟି ଟଙ୍କା ବଦଳରେ ତାଙ୍କ ସ୍ତ୍ରୀଙ୍କଠାରୁ କିଣି ନେଇଛନ୍ତି ପ୍ରେମିକା। ମଧ୍ୟପ୍ରଦେଶର ଭୋପାଳରେ ଏଭଳି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଙ୍କ ଝିଅ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହେବା ପରେ…
ଉଚ୍ଚଶିକ୍ଷା ପାଇଁ ବାଳିକା କରନ୍ତି ଏପରି…
ଯୁବବର୍ଗଙ୍କୁ ଗୁଣବତ୍ତାଯୁକ୍ତ ଶିକ୍ଷା ଯୋଗାଇ ଦେବା ପାଇଁ ପୃଥିବୀର ବିଭିନ୍ନ ଦେଶର ସରକାର ନାନା ଶିକ୍ଷାନୀତିର ପ୍ରଣୟନ କରିଥାନ୍ତି। ତେବେ କେତେକ ଗରିବ ଦେଶରେ ଅଭିଭାବକ ଶିକ୍ଷା ଲାଗି ହେଉଥିବା ଖର୍ଚ୍ଚ ବହନ କରିପାରି ନ ଥାନ୍ତି। ଫଳରେ ପରିବାରରେ ପିଲାମାନେ…
୩୦ବର୍ଷ ହେଲା ସାପ ବିଷକୁ ଶରୀରକୁ ପ୍ରବେଶ କରାଉଛନ୍ତି ଏହି ବ୍ୟକ୍ତି
ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ରକ୍ ସିଙ୍ଗର୍ ଷ୍ଟିଭ୍ ଲୁଡ୍ୱିନ୍ ବିଷାକ୍ତ ସାପ ବିଷକୁ ଶରୀରରେ ପ୍ରବେଶ କରାଇ ମଧ୍ୟ ଜୀବିତ ଅଛନ୍ତି। ଆଜିକୁ ୩୦ବର୍ଷ ହେବ ସେ ଏହି କାର୍ଯ୍ୟରେ ଲିପ୍ତ। କିନ୍ତୁ ଆଶ୍ଚର୍ଯ୍ୟ,…
ପାରା ସହାୟତାରେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ: ପରେ ଘଟିଲା…
ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ଯୁବତୀ, ଯୁବକ ବିଭିନ୍ନ ପ୍ରକାରର ପଦ୍ଧତି ଆପଣାଇଥାନ୍ତି। ଏହିପରି ଅଷ୍ଟ୍ରେଲିଆର ଜଣେ ପ୍ରେମିକ ନିଜ ପ୍ରେମିକାକୁ ବିବାହ ପ୍ରସ୍ତାବ ଦେବା ପାଇଁ ଏକ ପାରାର ସହାୟତା ନେଇଛନ୍ତି। ଯାହାକି ଏବି ଚର୍ଚ୍ଚାର ବିଷୟ ପାଲଟିଛି।…
ଡିଏସ୍ପି ଝିଅଙ୍କୁ ଇନ୍ସପେକ୍ଟର ବାପାଙ୍କ ସାଲ୍ୟୁଟ୍
ତିରୁପତି, ୫ା୧: ପୋଲିସର ଏକ ବୈଠକରେ ନିଜ ଡିଏସ୍ପି ଝିଅକୁ ଦେଖି ସଙ୍ଗେ ସଙ୍ଗେ ଛିଡ଼ା ହୋଇଯାଇଥିଲେ ଇନ୍ସପେକ୍ଟର ବାପା। ଉଚ୍ଚ ର଼୍ୟାଙ୍କ ଅଧିକାରୀ ହୋଇଥିବାରୁ ତାଙ୍କୁ ସମସ୍ତଙ୍କ ଉପସ୍ଥିତିରେ ମାଡାମ୍ ସମ୍ବୋଧିତ କରିବା ସହ ପ୍ରୋଟକଲ ଅନୁସାରେ ସାଲ୍ୟୁଟ ମାରିବା…
ସ୍ତ୍ରୀ ହେଲେ ଗର୍ଭବତୀ ସ୍ବାମୀ କରନ୍ତି ବିବାହ…
ଦେଶରେ ପୁରୁଷ ବହୁ ବିବାହ ନେଇ ନାନା ଆଲୋଚନା ଜାରି ରହିଛି। ତେବେ ରାଜସ୍ଥାନରେ ବାଡ଼ମେର ଜିଲାରେ ଦ୍ୱିତୀୟ ବିବାହ କରିବା ଏକ ପରମ୍ପରା ଭାବେ କେଉଁ ପୁରୁଣା କାଳରୁ ଚଳି ଆସୁଛି। ଏଠାରେ ଶାଶୁଘରକୁ ବୋହୂ ହୋଇ ଯାଉଥିବା କନିଆ…

