ଏକାଠି ଦେଖାଯିବେ ବୃହସ୍ପତି-ଶନି

କୋଲକାତା,୨୧।୧୨: ଏକ ବିରଳ ସଂଯୋଗକ୍ରମେ ସୋମବାର ଶନି ଓ ବୃହସ୍ପତି ପରସ୍ପରର ନିକଟତର ହେବେ। ଏହାଯୋଗୁ ପୃଥିବୀ ପୃଷ୍ଠରୁ ଉଭୟ ଗ୍ରହ ଗୋଟିଏ ଉଜ୍ଜ୍ୱଳ ତାରକା ଭଳି ପ୍ରତୀୟମାନ ହେବେ। ୧୬୨୩ ମସିହା ପରଠାରୁ ଏଭଳି ଘଟଣା କେବେ ଦେଖିବାକୁ ମିଳି ନ ଥିଲା। ବେଙ୍ଗାଲୁରୁସ୍ଥିତ ଜବାହରଲାଲ ନେହେରୁ ପ୍ଲାନେଟାରିୟମରେ ସନ୍ଧ୍ୟା ସାଢ଼େ ୬ଟାରୁ ସାଢ଼େ ୭ଟା ମଧ୍ୟରେ ଏହି ଦୃଶ୍ୟ ଦେଖିବା ପାଇଁ ବ୍ୟବସ୍ଥା ହୋଇଛି। ଏଭଳି ସଂଯୋଗ ଆସନ୍ତା ୬୦ ବର୍ଷ ମଧ୍ୟରେ ଦେଖିବାକୁ ମିଳିବ ନାହିଁ ବୋଲି ଆମେରିକା ମହାକାଶ ଗବେଷଣା ସଂସ୍ଥା (ନାସା) ପକ୍ଷରୁ କୁହାଯାଇଛି। ସୂର୍ଯ୍ୟାସ୍ତ ପରେ ଭାରତର ଅଧିକାଂଶ ସହରର ଲୋକେ ଏହି ଦୃଶ୍ୟ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆରୋଗ୍ୟ ସେତୁ: ଇଚ୍ଛାଧୀନରୁ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମିତଙ୍କଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଗତ ଏପ୍ରିଲ୍‌ ୨ତାରିଖରେ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍‌ ଆରମ୍ଭ କରିଥିଲେ। ଇଲେକ୍ଟ୍ରୋନିକ୍ସ ଆଣ୍ଡ...

ବାୟୁ ପ୍ରଦୂଷଣ କଲେ କୋଟିଏ ଜରିମାନା, ୫ ବର୍ଷ ଜେଲ

ନୂଆଦିଲ୍ଲୀ, ୨୯।୧୦: ଦିଲ୍ଲୀରେ ବାୟୁ ପ୍ରଦୂଷଣସ୍ତର ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।...

ନିଶାର ଖେଳ

ଗଲାକାଲି ରାତିରେ ସପନରେ ଦେଖିଲି ପୁଲିସବାବୁ ଦୋଷୀ ଭାବି ଜଣକୁ ଧରିକି ଜେରା କରୁଛନ୍ତି । ଭୟ ଦେଖେଇ ପିଟି ପିଟି ପଚାରୁଛନ୍ତି… ସତ କହ,...

ଗୋଟିଏ ବାଇକ୍‌ରେ ୮ ଲୋକ; ଦେଶୀ ଯୋଗାଡ଼ର ଏହି ଭିଡିଓ ଦେଖିଲେ…

ଆବଶ୍ୟକତା ହେଉଛି ଉଦ୍ଭାବନର ଚାବିକାଠି। ଅନେକ ସମୟରେ କିଛି ଅଦ୍ଭୁତ ଉଦ୍ଭାବନ ଧ୍ୟାନ ଆକର୍ଷଣ କରିଥାଏ। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ।...

ହସ୍ପିଟାଲରୁ ୧୭୧୦ କରୋନା ଡୋଜ୍‌ ଚୋରି…

ଜିନ୍ଦ,୨୨।୪: କରୋନା ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କଳାବଜାର, କରୋନା ଟିକା ଚୋରି ଏବଂ ନକଲି ଇଞ୍ଜେକଶନ୍‌ ବିକ୍ରି ଘଟଣା ବୃଦ୍ଧି...

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାଲିଆତି: ଗୋଟିଏ ରାଶନ କାର୍ଡରେ ୬୮ ହିତାଧିକାରୀ

ପାଟନା,୨୨।୩: ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡ଼ିଏସ୍‌)ରେ ହୋଇଥିବା ଏକ ବଡ଼ ଧରଣର ଜାଲିଆତିର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ବିହାରର ବୈଶାଳି ଜିଲାରେ ଗୋଟିଏ ରାଶନ କାର୍ଡରେ ୬୮...

ଏହି ଦେଶରେ କେବଳ ଶୋଇବା ପାଇଁ ମିଳିଥାଏ ଚାକିରି

ଯେକୌଣସି ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିହାତି ଆବଶ୍ୟକ। ଏହି ଆବଶ୍ୟକତା ପୂରଣ କରିବାକୁ ଲୋକଙ୍କୁ ଚାକିରି କରିବା ଦରକାର। ରୋଜଗାରର ସନ୍ଧାନରେ...

ଅଗଷ୍ଟ ଆରମ୍ଭରୁ ଆସିପାରେ ତୃତୀୟ ଲହର

ମୁମ୍ବାଇ, ୩୧ା୫: ମହାରାଷ୍ଟ୍ରର ଅହମ୍ମଦନଗରରେ କରୋନା ସଂକ୍ରମିତ ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ବଢାଇ ଦେଇଛି ରାଜ୍ୟ ସରକାରଙ୍କ ଚିନ୍ତା। କେବଳ ମେ’ ମାସରେ...

Advertisement
Archives

Model This Week