Posted inଫୁରସତ

ମହୁମାଛିଙ୍କ ରେଷ୍ଟୁରାଣ୍ଟ

ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ବିଷୟରେ ତ ସମସ୍ତେ ଜାଣିଥିବେ, କିନ୍ତୁ ମହୁମାଛିଙ୍କ ରେଷ୍ଟୁରାଣ୍ଟ ବିଷୟରେ କେବେ ଶୁଣିଛନ୍ତି କି? ଏହା ଶୁଣିବାକୁ ଆଶ୍ଚଯର୍‌ୟ ଲାଗିଲେ ବି ସତ । ଏବେ ଖାସ୍‌ ମହୁମାଛିଙ୍କ ପାଇଁ ତିଆରି ହୋଇଛି ମାକ୍‌ ଡୋନାଲ୍ଡ ରେଷ୍ଟୁରାଣ୍ଟ । ଏହା ହେଉଛି ପୃଥିବୀର ସବୁଠାରୁ କ୍ଷୁଦ୍ରତ୍ତମ ରେଷ୍ଟୁରାଣ୍ଟ । ଏହାକୁ ସ୍ବିଡେନ୍‌ରେ ମହୁମାଛିଙ୍କ ସଂରକ୍ଷଣ ପାଇଁ ତିଆରି କରାଯାଇଛି। ଏହାର ବାହାର ପାର୍ଶ୍ୱ ଦେଖିବାକୁ ଅବିକଳ ମାକ୍‌ ଡୋନାଲ୍ଡ ରେଷ୍ଟୁରାଣ୍ଟ ପରି । ଏହାଛଡା ଏଥିରେ ରହିଛି ମାକ୍‌ ଡୋନାଲ୍ଡର ଲୋଗୋ, ଡ୍ରାଇଭ୍‌ ଥ୍ରୁ ସାଇନ୍‌ ଓ ଝରକାରେ ଆଡ୍‌ଭର୍ଟାଇଜ୍‌ମେଣ୍ଟ । ଆଉ ଭିତର ପାର୍ଶ୍ୱରେ ରହିଛି ମହୁମାଛିଙ୍କର ଚକ୍ର, ଯେଉଁଥିରେ ସେମାନଙ୍କ ପାଇଁ ଥାଏ ଖାଦ୍ୟ । ଏଥିରେ ହଜାରରୁ ଅଧିକ ମହୁମାଛି ରହିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri