Posted inଫୁରସତ

କାର୍‌ ଛାତରେ ୧୦ରୁ ଊର୍ଦ୍ଧ୍ୱ ସାଇକେଲ ରଖି ନେଉଛନ୍ତି ଚାଳକ, ଲୋକେ କହିଲେ…

ପ୍ରତ୍ୟେକ ଦେଶରେ ନିଜସ୍ବ ଟ୍ରାଫିକ ନିୟମ ରହିଛି। ଯଦି ଏହା ଦେଶର ଏକ ବଡ଼ ସହର ହୋଇଥାଏ ତେବେ ଏଥିପ୍ରତି ଅଧିକ ଧ୍ୟାନ ଦିଆଯାଇଥାଏ। ସେହିପରି ଏକ ଦେଶ ହେଉଛି ଅଷ୍ଟ୍ରେଲିଆ। ଏହାକୁ ବିଚିତ୍ର ଦେଶ କୁହାଯାଏ। ଏବେ ଏକ ଅଜବ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକି ଅଷ୍ଟ୍ରେଲିଆର Dash Cam Owners ନାମକ ଏକ ଫେସ୍‌ବୁକ୍‌ ପେଜ୍‌ରେ ଶେୟାର କରାଯାଇଛି। ଏହି ଫଟୋରେ ଦେଖିବାକୁ ମିଳିଛି ଏକ କାର୍‌ର ଛାତରେ ୧୦ରୁ ଅଧିକ ସାଇକେଲ ରଖାଯାଇଛି। ଫଟୋରେ ବର୍ତ୍ତମାନ ସୁଦ୍ଧା ୨୫୦୦ ହଜାରରୁ ଅଧିକ କମେଣ୍ଟ ଆସିଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୧ ହଜାର ଲୋକ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଫଟୋ ଦେଖିବା ପରେ ଅନେକ ଲୋକ ସେଠାରେ ଥିବା ସଡ଼କ ନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତି। କାର୍‌ର ଛାତ ଉପରେ ଏତେ ସଂଖ୍ୟକ ସାଇକେଲ କିପରି ଯାଇପାରୁଛି? ତେବେ କେହି କାହିଁକି ତାଙ୍କୁ ଅଟକାଇଲେ ନାହିଁ। ଜଣେ ଉପଭୋକ୍ତା ମଜାଳିଆ ମନ୍ତବ୍ୟ ଦେଇ ଲେଖିଛନ୍ତି, କାର୍‌ର ଛାତରେ କେତେ ସାଇକେଲ ଅଛି ତାହା କୁହନ୍ତୁ। ଆଉ ଜଣେ ଲେଖିଛନ୍ତି, ଯେତେବେଳେ ଏହି କାର୍‌ ମାଟିତଳେ ପଶିଯିବ ସେତେବେଳେ ଜାଣିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର କଳାଜାଇରେ ଭରା, ତଥାପି ହେଲେ ମଡେଲ

ବ୍ରିଙ୍ଗହାମ୍‌ର ଚେରିଲ ସ’ ଏକ ବିରଳ ଚର୍ମ ରୋଗ କଞ୍ଜେନିଟାଲ ମାଲାନୋସାଇଟିସ୍‌ରେ ଆକ୍ରାନ୍ତ ହୋଇଥିଲେ। ଫଳରେ ତାଙ୍କ ଶରୀର ସାରା ବଡ ବଡ କଳା ଜାଇ...

ଯୁବକଙ୍କ ପେଟରୁ ବାହାରିଲା ଏମିତି କିଛି, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ଉତ୍ତର ପ୍ରଦେଶ ଉନ୍ନାଓ ଜିଲାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚନ୍ଦ୍ର କୁସୁମ ନାମକ ଜଣେ ଯୁବକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଙ୍କ...

୯୪ ବର୍ଷ ବୟସରେ ଆରମ୍ଭ କଲେ ବ୍ୟବସାୟ

ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ବିଭିନ୍ନ ସମୟରେ ନିଜ ଟୁଇଟରରେ ଲୋକଙ୍କୁ ପ୍ରେରଣା ଦେବା ଭଳି କାହାଣୀ ଶେୟାର କରିଥାନ୍ତି। ଏବେ ସେ ଚଣ୍ଡିଗଡ...

ନିଜ ଖୁସି ନିଜ ହାତରେ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରକୁ ଯେ କେବଳ କିଛି ନୂଆ ଜିନିଷ କିଣିଆଣିଲେ କିମ୍ବା କିଛି ନୂଆ ଉପାୟ ଅବଲମ୍ବନ କରିଦେଲେ ଗୃହରେ ଶାନ୍ତି ଓ ଖୁସିର...

୪୭ ଲକ୍ଷ ଟଙ୍କାରେ ‘ସାଇଚିକ୍‌ ଥେରାପି’

ମସ୍କୋ: ଅବସାଦ, ଭୟ ଓ ଚିନ୍ତା ପରି ବିରାଟ ସମସ୍ୟାର ସମାଧାନ ପାଇଁ ରୁଷିଆର ଏକ କମ୍ପାନୀ ନିଆରା ଥେରାପି ବ୍ୟବସ୍ଥା କରିଛି। ରୁଷିଆରେ ପ୍ରେକାଟେଡ୍‌...

ଲମ୍ବା ଓଠଥିବା ମହିଳା ଅଧିକ ରୋମାଣ୍ଟିକ

ଶରୀରର ସବୁଠାରୁ ସୁନ୍ଦର ଅଙ୍ଗ ମଧ୍ୟରେ ଓଠ ଅନ୍ୟତମ। ମହିଳାଙ୍କ ଓଠ ହିଁ ପୁରୁଷମାନଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ଓଠକୁ ଦେଖି ଜାଣି ହୁଏ...

ପ୍ରକୃତି ଦେଇଛି ପ୍ରେରଣା

ଶିଳ୍ପୀ କେବଳ ଯେ, କଳାକୃତି ନିର୍ମାଣ କରେ ତା’ ନୁହେଁ ବରଂ କଳାକୃତି ମାଧ୍ୟମରେ ନିଜମନର ଭାବନାକୁ ବ୍ୟକ୍ତ କରିପାରେ। ସମାଜକୁ ସଚେତନ କରିଥାଏ। ସେମିତି...

ପ୍ରେମଦିବସ ପାଇଁ ପ୍ରେମସ୍ଥଳୀ

ପ୍ରତିବର୍ଷ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମଦିବସକୁ ପ୍ରେମୀଯୁଗଳଙ୍କର ଅପେକ୍ଷା ରହିଥାଏ। କେବେ ଆସିବ ଏହି ଶୁଭଦିନ, ଆଉ ସେମାନେ ସାଥୀ ହୋଇ ବୁଲିଯିବେ ଦୂର କେଉଁ...

Advertisement
Archives

Model This Week