Posted inଫୁରସତ

କାର୍‌ ଛାତରେ ୧୦ରୁ ଊର୍ଦ୍ଧ୍ୱ ସାଇକେଲ ରଖି ନେଉଛନ୍ତି ଚାଳକ, ଲୋକେ କହିଲେ…

ପ୍ରତ୍ୟେକ ଦେଶରେ ନିଜସ୍ବ ଟ୍ରାଫିକ ନିୟମ ରହିଛି। ଯଦି ଏହା ଦେଶର ଏକ ବଡ଼ ସହର ହୋଇଥାଏ ତେବେ ଏଥିପ୍ରତି ଅଧିକ ଧ୍ୟାନ ଦିଆଯାଇଥାଏ। ସେହିପରି ଏକ ଦେଶ ହେଉଛି ଅଷ୍ଟ୍ରେଲିଆ। ଏହାକୁ ବିଚିତ୍ର ଦେଶ କୁହାଯାଏ। ଏବେ ଏକ ଅଜବ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକି ଅଷ୍ଟ୍ରେଲିଆର Dash Cam Owners ନାମକ ଏକ ଫେସ୍‌ବୁକ୍‌ ପେଜ୍‌ରେ ଶେୟାର କରାଯାଇଛି। ଏହି ଫଟୋରେ ଦେଖିବାକୁ ମିଳିଛି ଏକ କାର୍‌ର ଛାତରେ ୧୦ରୁ ଅଧିକ ସାଇକେଲ ରଖାଯାଇଛି। ଫଟୋରେ ବର୍ତ୍ତମାନ ସୁଦ୍ଧା ୨୫୦୦ ହଜାରରୁ ଅଧିକ କମେଣ୍ଟ ଆସିଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୧ ହଜାର ଲୋକ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଫଟୋ ଦେଖିବା ପରେ ଅନେକ ଲୋକ ସେଠାରେ ଥିବା ସଡ଼କ ନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତି। କାର୍‌ର ଛାତ ଉପରେ ଏତେ ସଂଖ୍ୟକ ସାଇକେଲ କିପରି ଯାଇପାରୁଛି? ତେବେ କେହି କାହିଁକି ତାଙ୍କୁ ଅଟକାଇଲେ ନାହିଁ। ଜଣେ ଉପଭୋକ୍ତା ମଜାଳିଆ ମନ୍ତବ୍ୟ ଦେଇ ଲେଖିଛନ୍ତି, କାର୍‌ର ଛାତରେ କେତେ ସାଇକେଲ ଅଛି ତାହା କୁହନ୍ତୁ। ଆଉ ଜଣେ ଲେଖିଛନ୍ତି, ଯେତେବେଳେ ଏହି କାର୍‌ ମାଟିତଳେ ପଶିଯିବ ସେତେବେଳେ ଜାଣିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶର ନାହିଁ କୌଣସି ଜାତୀୟ ଫୁଲ

ବିଶ୍ୱରେ ଅନେକ ଦେଶ ରହିଛି, ଯାହା କୌଣସି ନା କୌଣସି କାରଣକୁ ନେଇ ସ୍ବତନ୍ତ୍ର ଏବଂ ଅନନ୍ୟ। ସେହିପରି ଏକ ଦେଶ ହେଉଛି ପୂର୍ବ ଆଫ୍ରିକାରେ...

ଏହି କାରଣ ପାଇଁ ଝିଅଙ୍କୁ ହେବାକୁ ପଡ଼ିଥାଏ ପୁଅ

ସମଗ୍ର ବିଶ୍ୱରେ ଅନେକ ଜାତିର ଲୋକ ବାସ କରନ୍ତି। ସମସ୍ତଙ୍କ ଧର୍ମ ଏବଂ ପରମ୍ପରା ଭିନ୍ନ ପ୍ରକାରର। ତେବେ ଅଲବାନିଆ ତା’ର ଭିନ୍ନ ପରମ୍ପରା ପାଇଁ...

ଅନ୍ତର୍ଜାତୀୟ ଯୁବ ଦିବସ: ଶାନ୍ତି, ସମନ୍ବୟ ଓ ବିକାଶର ଶକ୍ତି

ଯୁବଶକ୍ତିର ବିକାଶ ଦ୍ୱାରା ଦେଶ ଓ ବିଶ୍ୱର ବିକାଶ ସମ୍ଭବ। ଯୁବଶକ୍ତି ବିଶ୍ୱରେ ଶାନ୍ତି ତଥା ସମାଜିକ ସମନ୍ବୟ ଆଣି ପାରିବେ। ଏଣୁ ଯୁବଶକ୍ତିର ବିକାଶ...

ମର୍ଡନ୍‌ ମାଙ୍କଡ଼ ଶୋଇବା ପାଇଁ କରୁଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ନୂଆ ଆଇନ: ଅଫିସ ଛାଡ଼ିବା ପରେ କର୍ମଚାରୀଙ୍କୁ ଆଉ କଲ୍‌ କରିପାରିବେନି ମାଲିକ

ଲିସ୍‌ବନ,୧୨ା୧୧: ପ୍ରାୟତଃ କର୍ମଚାରୀମାନେ ଅଫିସରୁ ଘରକୁ ଯିବା ପରେ ମଧ୍ୟ ମାଲିକଙ୍କ ଫୋନ୍‌ କଲ୍‌ ଏବଂ ମେସେଜ୍‌ ଯୋଗୁ ଅସୁବିଧାରେ ପଡ଼ିଥାନ୍ତି। ଏଥି ସହିତ ଗତ...

ବିଶ୍ୱର ସବୁଠୁ ଲମ୍ବା ବ୍ୟକ୍ତି

ଓ୍ବାଶିଂଟନ୍‌: ସାଧାରଣତଃ ବିଶ୍ୱରେ ଲମ୍ବା ବ୍ୟକ୍ତିଙ୍କ ରେକର୍ଡ ବାରମ୍ବାର ବଦଳିଥାଏ। କିନ୍ତୁ ଏକ ରେକର୍ଡ ଅଛି, ଯାହା ୮୦ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଛି। ୧୯୪୦...

ମହାକାଶଚାରୀଙ୍କୁ ସୁସ୍ଥ ରଖିବ ରେଡ୍‌ ଓ୍ବାଇନ୍‌

ନ୍ୟୁୟର୍କ: ଭବିଷ୍ୟତରେ ପୃଥିବୀରୁ ମଙ୍ଗଳ ଅଭିଯାନରେ ଯେଉଁ ମହାକାଶଚାରୀମାନେ ଯିବେ ସେମାନଙ୍କୁ ରେଡ୍‌ ଓ୍ବାଇନ୍‌ ସୁସ୍ଥ ରଖିବ ବୋଲି ହାର୍ଭାର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ...

୧୮ ବର୍ଷରେ ବିବାହ ଅନିବାର୍ଯ୍ୟ, ନ ହେଲେ ଦେବାକୁ ପଡ଼ିବ ଜରିମାନା: ସରକାରଙ୍କ ପକ୍ଷରୁ ପ୍ରସ୍ତାବ…

କରାଚି,୨୭।୫: ଦେଶରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏଣିକି ୧୮ ବର୍ଷରେ ବିବାହ...

Advertisement
Archives

Model This Week