୨୫ ହଜାର ବର୍ଷ ଧରି କନ୍ଦାଉଛି କରୋନା, କହିଲେ ବିଶେଷଜ୍ଞ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୪: ପୃଥିବୀରେ ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ନେଇ ଏକ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଉଲ୍ଲେଖ କରାଯାଇଛି ଯେ, ଏବେ ନୁହେଁ କରୋନା ମହାମାରୀ ଗତ ୨୫ ହଜାର ବର୍ଷ ଧରି ମାନବ ସଭ୍ୟତାକୁ କନ୍ଦାଉଛି। ଏବେ କରୋନା ମହାମାରୀ ଯୋଗୁ ମାତ୍ର ଦେଢ଼ ବର୍ଷରେ ପୃଥିବୀରେ ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ଟପିଥିବା ରିପୋର୍ଟରେ ଦର୍ଶାଯାଇଛି। ଆମେରିକାର ଆରିଜୋନା ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଥିବା ସହକାରୀ ପ୍ରଫେସର ଡେଭିଡ୍‌ ଏନାର୍ଡ ସୂଚନା ଦେଇଛନ୍ତି। କରୋନା ଭୂତାଣୁ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ପରିବର୍ତ୍ତିତ ମ୍ୟୁଟାଣ୍ଟ୍‌ରେ ସହଜରେ ପରିଣତ ହେଉଛି। ଫଳରେ ଗୋଟିଏ ମ୍ୟୁଟାଣ୍ଟ୍‌ ପାଇଁ ଉପଯୋଗୀ ହେଉଥିବା ଚିକିତ୍ସା ପଦ୍ଧତି ତଥା ଔଷଧ ଅନ୍ୟ ମ୍ୟୁଟାଣ୍ଟ୍‌ ଲାଗି ଅଦରକାରୀ ହୋଇ ପଡୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମନ୍ଦିରରେ ଶିବଲିଙ୍ଗ ରଙ୍ଗ ଦିନକୁ ତିନିଥର ପରିବର୍ତ୍ତନ ହୁଏ

ଦେଶରେ ଭଗବାନ ଭୋଳାନାଥଙ୍କର ହଜାର ହଜାର ମନ୍ଦିର ରହିଛି। ତନ୍ମଧ୍ୟରୁ କିଛି ମନ୍ଦିରରେ ଏଭଳି ଚମତ୍କାରୀ ଶିବଲିଙ୍ଗ ରହିଛି, ଯାହାର ରହସ୍ୟ ଆଜିଯାଏ ବୈଜ୍ଞାନିକ ମଧ୍ୟ...

ଫିଲିପାଇନ୍ସକୁ ଫେରିଲା ମାର୍କୋସ ଶାସନ

ମାନିଲା, ୧୧ା୫: ଫିଲିପାଇନ୍ସକୁ ପୁଣି ଫେରିଛି ମାର୍କୋସ୍‌ ଶାସନ। ଏକଚ୍ଛତ୍ରବାଦୀ ଶାସକ ସ୍ବର୍ଗତଃ ଫର୍ଡିନାଣ୍ଡ ଇମାନ୍ବେଲ ଇଡ୍ରାଲିନ୍‌ ମାର୍କୋସ୍‌ଙ୍କ ପୁଅ ଫଡିର୍ନାଣ୍ଡ ମାର୍କୋସ୍‌ ଜୁନିୟର ଦେଶର...

ଅଧିକ ଟଙ୍କା ଖର୍ଚ୍ଚ ନ କରି ୩ ଅତିଥିଙ୍କ ଉପସ୍ଥିତିରେ ବିବାହ କଲେ ଏହି ଯୋଡ଼ି, କାରଣ ଜାଣିଲେ…

ପ୍ରେମୀଯୁଗଳ ବିବାହରେ ଅଧିକ ଟଙ୍କା ଖର୍ଚ୍ଚ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ମାତ୍ର ୩ ଅତିଥିଙ୍କ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯଦିଓ...

ଖୋଲିବ ଅଷ୍ଟ୍ରେଲିଆ ସୀମା

ସିଡନୀ,୭।୨: କରୋନା ଯୋଗୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଅଷ୍ଟ୍ରେଲିଆ ସୀମା ପୁଣି ଖୋଲିବ ବୋଲି ସରକାର ଘୋଷଣା କରିଛନ୍ତି। ଆସନ୍ତା ଫେବୃୟାରୀ ୨୧ରୁ ସୀମା...

ଦେଶର ୫ଟି ଅଞ୍ଚଳରେ ହେବ କରୋନା ଟୀକା ପରୀକ୍ଷଣ…

ନୂଆଦିଲ୍ଲୀ, ୨୮।୭: ଭାରତରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏସଷ୍ଟ୍ରାଜେନିକା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ପ୍ରତିଷେଧକ ଟୀକା ‘କୋଭି...

ଗଧକୁ ମିଳିଲା ଜାମିନ

ଇସଲାମାବାଦ, ୧୩।୬: ପାକିସ୍ତାନରେ ଜୁଆ ଖେଳିବା ଅଭିଯୋଗରେ ଗିରଫ ହୋଇଥିବା ଗଧକୁ ଜାମିନ ମିଳିଛି। ଦକ୍ଷିଣ ପାକିସ୍ତାନରେ ଗଡ଼ ଦୌଡ଼ ଉପରେ ଜୁଆ ଖେଳ ହେଉଥିବା...

କରୋନା ଟିକା ନ ନେଲେ ମିଳିବ ନାହିଁ ମଦ

ଚେନ୍ନାଇ,୩ ।୯: କରୋନା ମହାମାରୀକୁ ଦୂରେଇବା ପାଇଁ ପ୍ରାୟ ସମସ୍ତ ରାଜ୍ୟର ପ୍ରଶାସନ ଅଣ୍ଟା ଭିଡିଛନ୍ତି । ଏବେ ତାମିଲନାଡୁର ନୀଳଗୀରି ଜିଲାରେ ମଦ କିଣିବା...

ବିଶାଳକାୟ କୁମ୍ଭୀରକୁ ମସାଜ କରୁଛନ୍ତି ଯୁବତୀ, ଭିଡିଓ ଦେଖିଲେ…

କୁମ୍ଭୀର ଏମିତି ଏକ ପ୍ରାଣୀ, ଯାହା ଅତ୍ୟନ୍ତ ଭୟଙ୍କର। ସେଥିପାଇଁ ଏହି ଜୀବକୁ ସବୁବେଳେ ବନ୍ଦ କରି ରଖାଯାଏ। ପ୍ରାୟ ସମସ୍ତେ ଏହା ନିକଟକୁ ଯିବାକୁ...

Advertisement
Archives

Model This Week