ପ୍ରଧାନମନ୍ତ୍ରୀଙ୍କ ସକାଳ ଜଳଖିଆ ଖର୍ଚ୍ଚ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିକାଲି ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମାରିନ ବେଶ୍ ଚର୍ଚ୍ଚାରେ ଅଛନ୍ତି। ସରକାରୀ ପାଣ୍ଠିରୁ ଅର୍ଥ ବ୍ୟବହାର କରି ସେ ନିଜ ତଥା ପରିବାର ପାଇଁ ପ୍ରତି ମାସ ଖାଦ୍ୟ ବାବଦରେ ବହୁ ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି। ବିରୋଧୀଙ୍କ ଅନୁଯାୟୀ, ସନା…
ନଦୀରେ ମୃତଦେହ ଫିଙ୍ଗିବା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ…
ବଳରାମପୁର,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଲୋକ ଆକ୍ରାନ୍ତଙ୍କ ମୃତଦେହ ନଦୀରେ ଫିଙ୍ଗୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଗଙ୍ଗା ନଦୀରୁ ଭାସୁଥିବା ଅବସ୍ଥାରେ ବହୁ ମୃତଦେହ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶର…
ଏଲିଅନ୍ ଆତଙ୍କ: ଆମେରିକା ନୌବାହିନୀ ଯୁଦ୍ଧପୋତ ଉପରେ ଉଡ଼ିବୁଲିଲା ୧୪ ୟୁଏଫ୍ଓ…
ଓ୍ବାଶିଂଟନ,୩୦।୫: ଏଲିଅନ୍ଙ୍କୁ ନେଇ ଆମେରିକାର ଡେଲି ମେଲ୍ ଡଟ୍ କମ୍ରେ ଫିଲ୍ମ ମେକର ଜେରେମି କୋରଓ୍ବେଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୪୬ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଆମେରିକା ନୌବାହିନୀର ଯୁଦ୍ଧପୋତ ଉପରେ…
ସିନେମା ପରି କାହାଣୀ: ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ବିବାହ କରାଇଦେଲେ ସ୍ବାମୀ
ଛାପ୍ରା: ଚଳଚ୍ଚିତ୍ର ‘ହମ୍ ଦିଲ୍ ଦେ ଚୁକେ ସନମ୍’ର କାହାଣୀକୁ ଥରେ ମନେ ପକାନ୍ତୁ। ନାୟକ ଅଜୟ ଦେବଗନ ଏଥିରେ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ପ୍ରେମିକ(ସଲମାନ୍ ଖାନ୍)ଙ୍କ ସହ ମିଶାଇବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ। ଠିକ୍ ଏଭଳି ସାମଞ୍ଜସ୍ୟ ଥିବା…
ଆମକୁ ଘରକୁ ପଠାନ୍ତୁନି ସାର୍, ପାରୋଲରେ ନ ଯିବାକୁ ଅନୁରୋଧ କଲେ କଏଦୀ…
ଗାଜିଆବାଦ୍,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଜେଲ୍ରେ ଭିଡ଼ କମ୍ କରିବା ଲାଗି କଏଦୀଙ୍କୁ ପାରୋଲ୍ରେ ପଠାଇବା ଲାଗି ନିର୍ଦ୍ଦେଶ ଜାରି ହୋଇଛି। ସାଧାରଣତଃ ଘରକୁ ଯିବାକୁ କଏଦୀ ଚାହିଁଥାନ୍ତି। ମାତ୍ର ଉତ୍ତରପ୍ରଦେଶ ଗାଜିଆବାଦ୍ର ଡାସନା ସ୍ଥିତ…
ବିଶ୍ୱର ସବୁଠୁ ଦାମୀ କାର୍, ଦାମ୍ ଜାଣିଲେ…
ବିଳାସପୂର୍ଣ୍ଣ କାର୍ ନିର୍ମାଣ କରିବାରେ ବେଶ୍ ଜଣାଶୁଣା କମ୍ପାନୀ ହେଉଛି ରୋଲ୍ସ ରୟସ। ବର୍ତ୍ତମାନ ଏହି କମ୍ପାନୀ ବିଶ୍ୱର ସବୁଠୁ ଦାମୀ କାର୍ ଲଞ୍ଚ୍ କରିଛି। ଏହି କାର୍ର ନାମ ବୋଟ୍ ଟେଲ। ଏହାର ଦାମ୍ ୨୦ ମିଲିୟନ ପାଉଣ୍ଡ୍ସ ଅର୍ଥାତ୍…
ବ୍ରେନ୍ ଡେଡ୍ ମହିଳାଙ୍କ ଅଙ୍ଗ ୪ ଜଣଙ୍କ ଜୀବନ ବଞ୍ଚାଇଲା
ନୂଆଦିଲ୍ଲୀ: ଜଣେ ୪୩ ବର୍ଷୀୟ ବ୍ରେନ୍ ଡେଡ୍ ମହିଳାଙ୍କ ଅଙ୍ଗଦାନ ଫଳରେ ୪ ଜଣଙ୍କ ଜୀବନ ବଞ୍ଚତ୍ପାରିଛି। ତାଙ୍କ ଯକୃତ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ ହୋଇଥିବାବେଳେ କିଡ୍ନୀକୁ ସାର୍ ଗଙ୍ଗାରାମ ହସ୍ପିଟାଲର ଅନ୍ୟ ଜଣେ ରୋଗୀଙ୍କ ଦେହରେ…
ଗୋଟିଏ ଗୋଡ଼ରେ ପାହାଡ଼ ଚଢ଼ା
ନୂଆଦିଲ୍ଲୀ: କଥାରେ ଅଛି ମନୋବଳ ଦୃଢ ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି। ଠିକ୍ ଏମିତି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛୋଟ ଝିଅଟିଏ ଗୋଟିଏ ଗୋଡ଼ରେ ବହୁ କଷ୍ଟରେ ପାହାଡ଼ ଚଢିବାର ଦୃଶ୍ୟ ବେଶ୍…
୧.୫ ଡିଗ୍ରୀ ବଢ଼ିପାରେ ବିଶ୍ୱ ତାପମାତ୍ରା
ଜେନେଭା: ଆସନ୍ତା ୫ ବର୍ଷରେ ବିଶ୍ୱର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇପାରେ। ୨୦୨୧ରୁ ୨୦୨୫ ମଧ୍ୟରେ ପ୍ରତିବର୍ଷ ତାପମାତ୍ରା ଅତି କମ୍ରେ ୧ ଡିଗ୍ରୀ ସେଲ୍ସିୟସ୍ ବଢ଼ିପାରେ ବୋଲି ଓ୍ବାଲର୍ଡ ମେଟେରୋଲୋଜି ଅର୍ଗାନାଇଜେଶନ (ଡବ୍ଲ୍ୟୁଏମ୍ଓ)ର ଏକ ଅଧ୍ୟୟନରୁ…
ନକାରାତ୍ମକ ଚିନ୍ତାଧାରା ଘାତକ
କରୋନା ସଂକ୍ରମଣ ସମୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସୁଷମ ଖାଦ୍ୟ ଏବଂ ଯୋଗ ପ୍ରାଣାୟାମ ଦ୍ୱାରା ଯେ, କେବଳ ଇମ୍ୟୁନିଟି ବଢ଼ାଯାଇପାରିବ ତାହା ନୁହେଁ; ଅଧିକନ୍ତୁ ମନରେ ସକାରାତ୍ମକ ଭାବନା ଦ୍ୱାରା ମଧ୍ୟ ଅନେକ…
‘ଜନ୍ ଓ୍ବିକ୍’ରେ ରିନା ସ୍ବୟଂମା
ଜାପାନରେ ଜନ୍ମିତ ବ୍ରିଟିଶ୍ ପପ୍ ସୁପରଷ୍ଟାର ରିନା ସ୍ବୟଂମା ଗୀତ ଗାଇବା ପରେ ଏବେ ଅଭିନୟ ଜଗତରେ ପାଦ ଥାପିଛନ୍ତି। ତାଙ୍କୁ କେଆନୁ ରିଭେସ୍ ଷ୍ଟାରର୍ ‘ଜନ୍ ଓ୍ବିକ୍: ଚାପ୍ଟର ୪’ରେ ଦେଖିବାକୁ ମିଳିବ। ଏହି ସିରିଜ୍ର ପୂର୍ବ ୩ଟି ଚାପ୍ଟର…
ଖାଲି ମଣିଷ ନୁହେଁ, ହାତୀକୁ ଦେଖି କେମିତି ଦୌଡ଼ୁଛି ବାଘ ଦେଖନ୍ତୁ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ଆସୁଥିବା ବେଳେ ବାଘଟି ରାସ୍ତାରେ ଶୋଇଥିବା ଦେଖିବାକୁ…

