ଫୁରସତ

ବାହାରୁ ଦେଖିବାକୁ ଅତି ସାଧାରଣ ମମତା ବାନାର୍ଜୀଙ୍କ ଟାଇଲ୍‌ ଛପର ଘର: ଅତିଥି ଭାବେ ଶାହାରୁଖଙ୍କଠାରୁ ଆରମ୍ଭ କରି ବାଜପେୟୀ ବିତାଇଛନ୍ତି ସମୟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିଠାରୁ ଆରମ୍ଭ କରି ନିଜର ସାଧାରଣ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ୨୦୧୧ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ବି ସେ ଅନେକ ଦିନ ପର୍ଯ୍ୟନ୍ତ ନିଜ…

ବେଦୀରେ ମନ୍ତ୍ର ପଢ଼ି ଥକି ଗଲେ ପଣ୍ଡିତ, ଶେଷରେ ବରକନ୍ୟା କଲେ ଏମିତି; ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ବିବାହ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ। ଭିଡିଓରେ ବିବାହ ବେଦୀରେ ଅଗ୍ନି ସାମ୍ନାରେ ବସିଛନ୍ତି ବରକନ୍ୟା। ପଣ୍ଡିତ ବିବାହ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ଶେଷରେ ପଣ୍ଡିତ ମନ୍ତ୍ର ପଢ଼ି ପଢ଼ି…

ପାଣି ଭିତରୁ ଆସି ହଠାତ୍‌ ଝାମ୍ପି ନେଲା ପକ୍ଷୀକୁ , ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଟଙ୍କା ପାଇଁ ଏହି ଦେଶର ଝିଅଙ୍କୁ କରାଯାଏ ବ୍ରିକି

ମେକ୍ସିକୋ,୨୮।୫: ଦକ୍ଷିଣ ମେକ୍ସିକୋର ଗ୍ୟୁରେରୋ ରାଜ୍ୟରେ କାହିଁ କେତେ କାଳରୁ ଏକ ଅଜବ ପ୍ରଥା ଚାଲିଆସୁଛି। ଏଠାକାର ଝିଅଙ୍କୁ କମ୍‌ ବୟସରେ ମାତାପିତାମାନେ ବିକ୍ରି କରିଦେଇଥାନ୍ତି। ମାତ୍ର ଦେଢ଼ଲକ୍ଷ ଟଙ୍କା ପାଇଁ ମାତାପିତା ନିଜ ଝିଅଙ୍କୁ କମ୍‌ ବୟସରେ ବିବାହ ଆଳରେ…

ଲାଲୁଙ୍କ ଝିଅଙ୍କୁ ବିବାହ କରିବା ଲାଗି ଚାର୍ଟର ବିମାନ ନେଇ ପହଞ୍ଚିଥିଲେ ଅଖିଳେଶଙ୍କ ଭଣଜା: ଅତିଥି ଭାବେ ମୋଦି ବି ହୋଇଥିଲେ ସାମିଲ

ଲାଲୁ ପ୍ରସାଦ ଯାଦବଙ୍କ ୯ ସନ୍ତାନଙ୍କ ମଧ୍ୟରୁ ସବୁଠାରୁ ସାନ ହେଉଛନ୍ତି ରାଜଲକ୍ଷ୍ମୀ ଯାଦବ। ତାଙ୍କ ବିବାହ ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ନାତି ତେଜ ପ୍ରତାପ ଯାଦବଙ୍କ ସହ ହୋଇଛି। ଉଭୟଙ୍କ ବିବାହ ଦିଲ୍ଲୀରେ ବେଶ୍‌ ଆଡମ୍ବର…

ରାତିକ ପାଇଁ ୨ କୋଟି

ବ୍ରିଟେନର ଗ୍ଲାମର ମଡେଲ ରିଆନ ଶାଗଡେନ ତାଙ୍କ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଟ୍ରୋଲ ହୋଇଥାନ୍ତି। କିନ୍ତୁ ସେ ଟ୍ରୋଲରମାନଙ୍କୁ କଡ଼ା ଜବାବ ମଧ୍ୟ ଦିଅନ୍ତି। କେତେଥର ସେ ଏଥିପାଇଁ ଲଜ୍ଜିତ ମଧ୍ୟ ହୋଇଛନ୍ତି। ଏବେ ସେମିତି ଏକ…

ବର ‘କବୁଲ ହୈ’ କହିବା ମାତ୍ରକେ ଖୁସିରେ ଆତ୍ମବିଭୋର ହୋଇଗଲେ ବଧୂ; ସର୍ବସମ୍ମୁଖରେ କଲେ ଏମିତି ଯେ…

ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ଖାସ୍‌ ଦିନ ଭିତରୁ ଗୋଟିଏ। ସେଥିରୁ କିଛି ଯୋଡ଼ି ସବୁକିଛି ଠିକ୍‌ ଭାବେ ହୋଇଯାଉ ବୋଲି ଚିନ୍ତାରେ ରହୁଥିବା ବେଳେ କିଛି ଯୋଡ଼ି ବେଶ୍‌ ଉତ୍ସାହିତ ଥାନ୍ତି। ନିଜର ଭବିଷ୍ୟତ ପାଇଁ ସ୍ବପ୍ନ ଦେଖିଥାନ୍ତି। ଏଭଳି…

୧୧୧ ବର୍ଷରେ ବି ଫିଟ୍‌ ଅଛନ୍ତି ଏହି ବ୍ୟକ୍ତି: ଖାଉଛନ୍ତି ଏହି ଖାସ୍‌ ଖାଦ୍ୟ

ସାଧାରଣତଃ ମଣିଷ ୯୦ କିମ୍ବା ୧୦୦ ବର୍ଷ ହୋଇଗଲେ ନିଜକୁ ଅନ୍‌ଫିଟ ଭାବିନେଇଥାଏ। କିନ୍ତୁ ଅଷ୍ଟ୍ରେଲିଆର ଲେଖକ ଡେକ୍ସଟର୍‌ କ୍ରୁଗର କ୍ଷେତ୍ରରେ ଏହା ଟିକେ ଭିନ୍ନ। ସେ ୧୧୧ ବର୍ଷ ବୟସରେ ମଧ୍ୟ ସେ ଫିଟ୍‌ ଅଛନ୍ତି। କ୍ରୁଗର ନିଜ ଜୀବନର…

ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଜରୁରୀ ଅବତରଣ କଲା ବିମାନ…

ଲକ୍ଷ୍ନୌ,୨୭।୫: ଉତ୍ତରପ୍ରଦେଶରେ ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଏକ ବିମାନର ଜରୁରୀ କାଳୀନ ଅବତରଣ କରାଯାଇଛି। ଦୁଇ ସିଟ୍‌ ବିଶିଷ୍ଟ ଏହି ବିମାନର ଦୁଇ ପାଇଲଟ ସୁରକ୍ଷିତ ରହିଛନ୍ତି। ହଠାତ୍‌ ବିମାନଟି ଅବତରଣ କରିବାରୁ କିଛି ଘଣ୍ଟା ପାଇଁ ଏକ୍ସପ୍ରେସ୍‌ଓ୍ବେରେ ଯାନବାହନ ଯିବା ଆସିବାକୁ…

୧୮ ବର୍ଷରେ ବିବାହ ଅନିବାର୍ଯ୍ୟ, ନ ହେଲେ ଦେବାକୁ ପଡ଼ିବ ଜରିମାନା: ସରକାରଙ୍କ ପକ୍ଷରୁ ପ୍ରସ୍ତାବ…

କରାଚି,୨୭।୫: ଦେଶରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏଣିକି ୧୮ ବର୍ଷରେ ବିବାହ ଅନିବାର୍ଯ୍ୟ କରାଯିବା ଲାଗି ସିନ୍ଧ୍‌ ପ୍ରଦେଶର ବିଧାନସଭା ମୁତ୍ତାହିଦା ମଜଲିସ୍‌ ଏ ଅଲମରେ ଏକ…

ସାତଫେରା ନେବା ପୂର୍ବରୁ କନ୍ୟାଙ୍କ ମୃତ୍ୟୁ: ଶାଳୀଙ୍କୁ ବିବାହ କଲେ ବର

ଇଟାଓ୍ବା,୨୭।୫: ଉତ୍ତରପ୍ରଦେଶର ଇଟାଓ୍ବାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବେଶ୍‌ ଧୁମ୍‌ଧାମ୍‌ରେ ଚାଲୁଥିବା ବିବାହ ସମାରୋହରେ ଏକ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବିବାହର ସମସ୍ତ ରୀତିନୀତି ସରିବା ପୂର୍ବରୁ ହଠାତ୍‌ କନ୍ୟାଙ୍କ ମୃତ୍ୟୁ ହୋଇଯାଇଥିଲା। କେହି କିଛି ବୁଝିବା ପୂର୍ବରୁ…

ପ୍ରସବର ୫ ଦିନ ପରେ ପୁଣି ଆଉ ଦୁଇ ସନ୍ତାନ ଜନ୍ମଦେଲେ ମହିଳା

ସାଧାରଣତଃ ଏକାସାଙ୍ଗରେ ମହିଳା ୬ ସନ୍ତାନ ଜନ୍ମ ଦେଇଥିବା ଆଗରୁ ଅନେକ ଖବର ଶୁଣିବାକୁ ମିଳିଛି। ମାତ୍ର ଏବେ ଜଣେ ମହିଳା ଗୋଟିଏ ସନ୍ତାନ ଜନ୍ମ ଦେବାର ୫ ଦିନ ପରେ ଆଉ ଦୁଇ ସନ୍ତାନକୁ ଜନ୍ମ ଦେଇଛନ୍ତି। ୩ ପିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?