Posted inଫୁରସତ

ଖାଲି ମଣିଷ ନୁହେଁ, ହାତୀକୁ ଦେଖି କେମିତି ଦୌଡ଼ୁଛି ବାଘ ଦେଖନ୍ତୁ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ଆସୁଥିବା ବେଳେ ବାଘଟି ରାସ୍ତାରେ ଶୋଇଥିବା ଦେଖିବାକୁ ମିଳୁଛି। ହେଲେ ସେ ଯେତେବେଳେ ହାତୀକୁ ଦେଖୁଛି ଦୌଡୁଛି। ଭିଡିଓକୁ ଅଭିନେତ୍ରୀ ଦିୟା ମିର୍ଜା ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୂର୍ତ୍ତି ବିକ୍ରେତାଙ୍କ ୭ ସ୍ତ୍ରୀ, ୯ ପିଲା

ବ୍ୟାଙ୍କକ୍‌: ପେସାରେ ଜଣେ ମୂର୍ତ୍ତି ବିକ୍ରେତା ହୋଇଥିବାବେଳେ ତାଙ୍କର ୭ ସ୍ତ୍ରୀ ଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ୩୪ ବର୍ଷୀୟ ଯୁବକ...

ବିବାହକୁ ଆସିଥିବା ବରଯାତ୍ରୀଙ୍କୁ ଉପହାରରେ ଦିଆଗଲା ହେଲମେଟ୍‌

ନୂଆଦିଲ୍ଲୀ, ୩।୧୨: ସାଧାରଣତଃ ବରଯାତ୍ରୀଙ୍କୁ କନ୍ୟାଘର ପକ୍ଷରୁ ବିଭିନ୍ନ ପ୍ରକାର ଖାଦ୍ୟରେ ଆପାୟିତ କରାଯାଏ। କିନ୍ତୁ ନୂଆଦିଲ୍ଲୀର ଲକ୍ଷ୍ମଣଗଡରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି।...

ଯୋଗ ପ୍ରଶିକ୍ଷିକାରୁ ଅଭିନେତ୍ରୀ

‘ବାହୁବଲୀ’ ଫେମ୍‌ ଅନୁଷ୍କା ସେଟ୍ଟି’। ଅଭିନୟ ଜଗତରେ ଏଣ୍ଟ୍ରି କରିବା ପୂର୍ବରୁ ସେ କ’ଣ କରୁଥିଲେ ଜାଣନ୍ତି ? ଆକ୍ଟିଂକୁ କ୍ୟାରିୟର କରିବା ପୂର୍ବରୁ ସେ...

କିଏ ଏହି ମହିଳା, ଯାହାଙ୍କୁ ଦେଖି ହାତ ଯୋଡ଼ିଲେ ମୋଦି-ଶାହା

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯାହାକି ଲୋକଙ୍କ ହୃଦୟ ଜିତୁଛି। ରାଜନେତାଠାରୁ ଆରମ୍ଭ କରି ସେଲିବ୍ରିଟି ସମସ୍ତେ ଫଟୋରେ ଥିବା ମହିଳାଙ୍କ ପ୍ରଶଂସାରେ...

ହେଡ୍‌ଷ୍ଟାଣ୍ଡ କରି ବାଇକ ଚାଳନା

ବାଇକ୍‌ ଚଳାଇଲାବେଳେ ମୁଣ୍ଡରେ ହେଲ୍‌ମେଟ୍‌ ଲଗାଇବା ସହ ସତର୍କତା ଅବଲମ୍ବନ କରି ଚଳାଇବାକୁ ହୁଏ। କାରଣ ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବାର ଆଶଙ୍କା...

ଏମିତି କଲେ କୁନିଝିଅ, ବେପାର ଛାଡ଼ି ନାଚିଲେ …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କମ୍ପ୍ୟୁଟର ଗର୍ଲ

ହିସାର: କମ୍ପ୍ୟୁଟର ଠାରୁ ବି ଶୀଘ୍ର ଉତ୍ତର ଦେଇପାରୁଛନ୍ତି ଦୁଇ ବର୍ଷର ବାଳିକା । ସେଥିପାଇଁ ଏବେ ଏହି ବାଳିକାଙ୍କୁ କମ୍ପ୍ୟୁଟର ଗର୍ଲ କୁହାଯାଉଛି। ଏଭଳି...

ଗୋଟିଏ ଗୋଡରେ ସ୍କେଟିଂ କରୁଛନ୍ତି ଯୁବକ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଗୋଡରେ ଜଣେ ଯୁବକ ସ୍କେଟିଂ କରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି,...

Advertisement
Archives

Model This Week