ଫୁରସତ

ରାସ୍ତାରେ ଓଟକୁ ପଡ଼ିଥିବା ଦେଖି..

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ବିପଦ ଆସୁଛି ମାଡ଼ି, ପୃଥିବୀ ମୁହାଁ ସୌରଝଡ଼, ଘଣ୍ଟାପ୍ରତି ବେଗ ୧୬ ଲକ୍ଷ କିଲୋମିଟର…

ଓ୍ବାଶିଂଟନ,୧୦।୭: ଗୋଟିଏ ପରେ ଗୋଟିଏ ବିପଦ ପୃଥିବୀ ଉପରେ ଘନେଇ ଆସୁଛି। କରୋନ ମହାମାରୀ ଆତଙ୍କ ଜାରି ରହିଥିବାବେଳେ ଏବେ ମହାକାଶରେ ପୃଥିବୀ ପାଇଁ ବିପଦ ଦେଖାଦେଇଛି। ଏକ ଭୟଙ୍କର ସୌରଝଡ଼ ପୃଥିବୀ ମୁହାଁ ହୋଇଛି। ଏହା ପୃଥିବୀରେ ମାଡ଼ ହେବାର…

ବିବାହ ପରେ ୩ ଦିନ ପର୍ଯ୍ୟନ୍ତ ବରକନ୍ୟାଙ୍କୁ ଟଏଲେଟ୍‌ ମନା, କାରଣ ଜାଣିଲେ…

ବିବାହକୁ ନେଇ ଅନେକ ରୀତିନୀତି ରହିଛି। ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟ ଏବଂ ଦେଶରେ ବିବାହ ସମ୍ବନ୍ଧରେ ଭିନ୍ନ ରୀତିନୀତି ରହିଛି। କିନ୍ତୁ ବେଳେବେଳେ ଏପରି ରୀତିନୀତି ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି…

ଆଣ୍ଟାର୍କଟିକାରେ ନୂତନ ପ୍ରଜାତି ଗୁଳ୍ମ ଚିହ୍ନଟ, ଭାରତୀ ନାମରେ ହେଲା ନାମିତ…

ଆଣ୍ଟାର୍କଟିକା,୧୦।୭: ଭାରତୀୟ ବୈଜ୍ଞାନିକମାନେ ଅଣ୍ଟାର୍କଟିକାରେ ନୂତନ ପ୍ରଜାତିର ଗୁଳ୍ମ ଚିହ୍ନଟ କରିଛନ୍ତି। ଏହି ଗୁଳ୍ମକୁ ସ୍ଥାନୀୟ ଭାରତୀ ଷ୍ଟେଶନ ନାମରେ ନାମ କରଣ କରାଯାଇଛି। ଏହାକୁ ବୈଜ୍ଞାନିକ ବ୍ରାୟମ୍‌ ଭାରତିନେସିସ୍‌ ଭାବେ ନାମିତ କରାଯାଇଛି। ହିନ୍ଦୁ ଦେବୀ ସରସ୍ବତୀଙ୍କୁ ଭାରତୀ କୁହାଯାଇଥାଏ।…

ପ୍ରଥମେ ଟ୍ରାଫିକ ପୋଲିସକୁ ଏଇଠି ହିଁ ପିଟିବି ବୋଲି ଧମକ ଦେଲେ; ହେଲେ ଥାନାକୁ ଯିବା ପରେ ମୁଁ ଭୁଲ କରିଛି କହି କାନ୍ଦିଲେ ଏହି ବ୍ୟକ୍ତି; ଭିଡିଓ…

ନୂଆଦିଲ୍ଲୀ: ମହରାଷ୍ଟ୍ରର ଥାନେ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ଭାଇରାଲ ହେଉଛି। ବାସ୍ତବରେ ଯେତେବେଳେ ତାଙ୍କୁ ଟ୍ରାଫିକ ପୋଲିସ ଅଟକାଇଥିଲେ ସେ ତାଙ୍କୁ ଧମକାଇବା ଆରମ୍ଭ କରି ଦେଇଥିଲେ। ଏପରିକି ମୁଁ ଏଠାରେ ହିଁ ତୁମକୁ ପିଟିବି ବୋଲି କହିଥିଲେ।…

ମାତ୍ର ୨୨ ମିନିଟ୍‌ରେ ୫୦ ଚିଲି ଡଗ୍‌ ଖାଇ ରେକର୍ଡ ସୃଷ୍ଟି କଲେ ଏହି ମହିଳା

ଓ୍ବାଶିଂଟନ: ଆମେରିକାର ପଶ୍ଚିମ ମିଶିଗାନ ସହରର ଜଣେ ମହିଳାଙ୍କ ଖାଦ୍ୟ ପ୍ରତି ଏତେ ରୁଚି ଯେ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ମହିଳା ଜଣକ ମାତ୍ର ୨୨ ମିନିଟ୍‌ରେ ୫୦ ହଟ୍‌ ଚିଲି ଡଗ୍‌ ଖାଇ ରେକର୍ଡ ସୃଷ୍ଟି କରିଛନ୍ତି। ସବୁଠୁ…

କୁଟାରେ ତିଆରି ଚପଲ

ଶ୍ରୀନଗର: ଚମଡ଼ା କିମ୍ବା ପ୍ଲାଷ୍ଟିକରେ ଚପଲ ତିଆରି ହେଉଥିବା କଥା ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ ପାରମ୍ପରିକ ଶୈଳୀରେ କୁଟାରେ ଏବେ ବି ଚପଲ ତିଆରି କରୁଛନ୍ତି କଶ୍ମୀରର ଅବଦୁଲ ସମାଦ୍‌ ଗାନି। ଉତ୍ତର କଶ୍ମୀର ବାନ୍ଦିପୋରା ଜିଲାର କେହନୁଶା ଗାଁର…

୨୫ କେଜିର ଲଲିପପ୍‌

ନୂଆଦିଲ୍ଲୀ: ଲଲିପପ୍‌ ପୁଣି ୨୫ କିଲୋଗ୍ରାମର। ଏକଥା ହୁଏତ କେହି ଭାବି ପାରୁ ନ ଥିବେ। କିନ୍ତୁ ଏମିତି ଏକ ଲଲିପପ୍‌ ତିଆରି କରିଛନ୍ତି ଜଣେ ୟୁଟ୍ୟୁବର ଫିରୋଜ ଚୁଟିପୁରା ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖାଦ୍ୟ ପ୍ରସ୍ତୁତିକୁ…

ଭିଏଟ୍‌ନାମର ‘ଟାର୍ଜନ’

ଜଙ୍ଗଲୀ ଜନ୍ତୁଙ୍କ ମନର ପରିଭାଷାକୁ ପଢ଼ିପାରୁଥିବା ଏକ କାଳ୍ପନିକ ଚରିତ୍ର ‘ଟାର୍ଜନ’, ଯାହାକୁ ନେଇ ବିଭିନ୍ନ ଭାଷାରେ ନିର୍ମାଣ କରାଯାଇଛି ଏକାଧିକ ସିନେମା। ଏସବୁ ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ଛାଡ଼ିଛି ସ୍ବତନ୍ତ୍ର ଛାପ। ହେଲେ ଭିଏଟ୍‌ନାମର ‘ହୋ ଭାନ୍‌ ଲାଙ୍ଗ୍‌’ଙ୍କ ଜୀବନଶୈଳୀ…

ମଣ୍ଡପ ବାହାରେ ‘ବାବୁ-ବାବୁ’ ଚିତ୍କାର କରୁଥିଲେ ପ୍ରେମିକା, ହେଲେ ଭିତରେ ସିନ୍ଦୁର ପିନ୍ଧାଇବାରେ ବ୍ୟସ୍ତ ରହିଲେ ଲିଭ୍‌ଇନ୍‌ ପ୍ରେମିକ…

ହୋଶଙ୍ଗାବାଦ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଏକ ବିବାହ ଚାଲିଥିବା ବେଳେ ମଣ୍ଡପ ବାହାରେ ଜଣେ ଯୁବତୀଙ୍କ ‘ବାବୁ-ବାବୁ’ ଚିତ୍କାର ଶୁଣି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିତରେ ବିବାହ ଚାଲିଥିଲା। ଏଣୁ ବାହାରେ ଯୁବତୀଙ୍କ ଏଭଳି ଆଚରଣରୁ ଘଟଣା ବିଷୟରେ ଅନୁମାନ କରିବାକୁ…

ଶୋଇଥିଲେ ବୃଦ୍ଧା, ମାଙ୍କଡ଼ ପାଖକୁ ଆସି କଲା ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଏମିତି ଦେଶ, ଯେଉଁଠି ଏକା ସମୟରେ ଖରା ସାଙ୍ଗକୁ ହୁଏ ବର୍ଷା

ଜୁନ୍‌-ଜୁଲାଇରେ ଅନେକ ଥଣ୍ଡା ଦେଶରେ ମଧ୍ୟ ପ୍ରବଳ ଉତ୍ତାପ ହୋଇଥିବା ରେକର୍ଡ ରହିଛି। କାନାଡା କଥା ଯଦି କହିବା ତେବେ ଏଠାରେ ତାପମାତ୍ରା ୫୦ ଡିଗ୍ରୀରେ ପହଞ୍ଚିଛି। କେବଳ ଏତିକି ନୁହେଁ, ଏଠାରେ ଅତ୍ୟଧିକ ତାପମାତ୍ରା ଯୋଗୁ ଅନେକ ଲୋକ ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?