ଏଲିଅନ୍‌ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଦାବି କଲେ ୩୦୦ରୁ ଅଧିକ ମହିଳା-ପୁରୁଷ…

ଲଣ୍ଡନ,୧୧।୭: ୟୁଏଫ୍‌ଓ ଏବଂ ଏଲିଅନ୍‌ଙ୍କ  ଉପସ୍ଥିତି ନେଇ ବହୁ ଲୋକଙ୍କ ମଧ୍ୟରେ ବିଶ୍ୱାସ ନାହିଁ। ତେବେ କେତେକ ଲୋକ ଏଲିଅନ୍‌ ଏବଂ ୟୁଏଫ୍‌ଓକୁ ଭେଟିଥିବା ସମ୍ପର୍କରେ କହିଥାନ୍ତି। ଏବେ ବିଟ୍ରେନ୍‌ରେ ଏଲିଅନ୍‌ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ନାନା ଚର୍ଚ୍ଚା ହେଉଛି। ଦେଶର ୩୦୦ରୁ ଅଧିକ ମହିଳା ଏବଂ ପୁରୁଷ ଏଲିଅନ୍‌ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା କହିଛନ୍ତି। ସବୁଜ ରଙ୍ଗର ଉଚ୍ଚତାରେ କମ୍‌ ରହିଥିବା ଏଲିଅନ୍‌ ମହିଳା ଏବଂ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ସେମାନେ ସୂଚନା ଦେଇଛନ୍ତି। ଏନେଇ ସର୍ଭେ କରୁଥିବା ଓ୍ବେବସାଇଟ୍‌ ବଜବିଙ୍ଗୋ ଡଟ୍‌ କମ୍‌ ପକ୍ଷରୁ କୁହାଯାଇଛି ଯେ, ଦେଶର ନୋଓର୍‌ବିଚ୍‌ ସହରର ଅଧିକ ସଂଖ୍ୟକ ମହିଳା ଏବଂ ପୁରୁଷ ଏଭଳି ଦାବି କରିଛନ୍ତି। ବ୍ରିଷ୍ଟଲ ସହରର ୨୩ ପ୍ରତିଶତ ଲୋକ ଏଭଳି କହିଥିବାବେଳେ ଲିଭରପୁଲ୍‌ର ୨୨ ପ୍ରତିଶତ ବାସିନ୍ଦା ଏଭଳି କହିଛନ୍ତି। କେତେକ ମହିଳା ଏବଂ ପୁରୁଷ ଏଲିଅନ୍‌ଙ୍କ ସହିତ ୨୦ରୁ ୩୦ ମିନିଟ୍‌ ଡେଟିଂରେ ଯାଇଥିବା ସମ୍ପର୍କରେ ମଧ୍ୟ କହିଛନ୍ତି। ତେବେ ଏହି ଖବର ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ରାସ୍ତାରେ ବହିଲା ରକ୍ତର ନଦୀ !

ଜାକର୍ତ୍ତା,୭।୨: ଏବେ ସୋସିଆଲ୍‌ ମିଡ଼ିଆରେ ଇଣ୍ଡୋନେସିଆର ଏକ ଗାଁର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗାଁ ରାସ୍ତାରେ ରକ୍ତ ଭଳି ଲାଲ୍‌ ରଙ୍ଗର...

ଏହି ମନ୍ଦିରରେ ରକ୍ଷାବନ୍ଧନ ଉପଲକ୍ଷେ ଭୋଗ ହୁଏ ୨୧ ହଜାର ଲଡୁ

ଉଜୈନରେ ଥିବା ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱରଙ୍କ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ରବିବାର ସକାଳୁ ବାବାଙ୍କ ଆରତି ପରେ ପୂଜାରୀମାନେ ମହାକାଳଙ୍କୁ ରାଖୀ...

ମୟୂରଙ୍କୁ ନୂଆ ଜୀବନ ଦେଉଛନ୍ତି ହଂସରାଜ

ଭିଓ୍ବାନି: ହରିୟାଣାରେ ଚାଷୀମାନେ କ୍ଷେତରେ କୀଟନାଶକ ପ୍ରୟୋଗ କରିବା ଦ୍ୱାରା ମୟୂର ଉପରେ ବିପଦ ଘନେଇ ଆସିଛି। କିନ୍ତୁ ଏମାନଙ୍କୁ ବିପଦରୁ ରକ୍ଷା କରିବା ଲାଗି...

ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ

ଓ୍ବାଶିଂଟନ,୨୧ା୪: ଆମେରିକାର ବିଶିଷ୍ଟ ବ୍ୟବସାୟୀ ଓ୍ବିଲିୟମ୍‌ ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ ହୋଇଛି। ଭାରତରେ ଭାକ୍‌ସିନ ବେପାର କରିବା ପାଇଁ ଗେଟ୍ସଙ୍କୁ କିପରି ନିଶା...

ସେନା ଗୁଳିରେ ୯୩ ନିହତ

ୟାଙ୍ଗୁନ୍‌,୨୮।୩: ଫେବୃୟାରୀ ୧ରେ ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ କ୍ଷମତା ଅପହରଣ କରି ତାଙ୍କୁ ଜେଲରେ ପୂରାଇବା ପରଠାରୁ ଅଶାନ୍ତ ହୋଇପଡ଼ିଛି...

ଏଠି ଚୁଇଁଗମ୍‌ ଖାଇଲେ ଦେବାକୁ ପଡ଼େ ଜରିମାନା

ଯଦି ଆପଣ କେଉଁଠିକୁ ବୁଲି ଯିବାକୁ ଚାହଁୁଛନ୍ତି, ତେବେ ଏପରି ଦେଶ ଚୟନ କରନ୍ତୁ ଯାହା ବୁଦ୍ଧିମାନର କାମ ହେବ। କାରଣ ଏହି ଦେଶ ବିଷୟରେ...

ସ୍କଲାରଶିପ୍‌ ଟଙ୍କା ବାପାଙ୍କୁ ଦେଇଥିଲି: ଗଣେଶ୍ୱର ଜେନା

କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ସୁଲଣ ଗାଁରେ ମୋ ଜନ୍ମ। ହାଟଡିହି ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରି ଭଦ୍ରକ କଲେଜରେ ଆଇଏସ୍‌ସି ପଢ଼ିଥିଲି।...

ଅନ୍‌ଲାଇନ୍‌ରେ ମଗାଇଥିଲେ ‘ତରକାରୀ’; ବାହାରିଲା ମଲା ଝିଟିପିଟି

ଆଜିକାଲି ‘ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି’ର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷ କରି କରୋନା କାଳରେ ଲୋକମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବାକୁ ପସନ୍ଦ କରୁଛନ୍ତି।...

Advertisement
Archives

Model This Week