ଫୁରସତ

ମୃତ୍ୟୁ ପରେ ବି ଜୀବିତ

ଏମାନେ ଥିଲେ ମୃତ୍ୟୁର ଖୁବ୍‌ ନିକଟତର। ବନ୍ଧୁ ପରିଜନ ହରାଇବସିଥିଲେ ତାଙ୍କ ଜିଇଁବାର ଆଶା। ଦୁଃଖରେ ଭାଙ୍ଗିପଡୁଥିଲେ। ତଥାପି ନିଜର ଦୁଃଖକୁ ଚାପି ଅନ୍ୟର ମୁହଁରେ ଖୁସି ଫୁଟାଇବା ପାଇଁ ଜୀବନଦୀପ ଲିଭିଯିବା ପୂର୍ବରୁ ଆପଣାର ସେଇ ମଣିଷର କରାଇଥିଲେ ଅଙ୍ଗଦାନ।…

ଜଙ୍ଗଲଜନ୍ତୁଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡିଛନ୍ତି ଏସବୁ ଗ୍ରାମବାସୀ: ଅନ୍ୟମାନଙ୍କ ପାଇଁ ଉଦାହରଣ

ମହାବୀର ପକ୍ଷୀ ସୁରକ୍ଷା କମିଟି-ପ୍ରାକୃତିକ ପରିବେଶରେ ଭରା ଓଡ଼ିଶା।ଏହାର ଜଙ୍ଗଲ, ପାହାଡ଼, ନଦୀ, ଝରଣା, ହ୍ରଦ ଓ ସମୁଦ୍ରର ବେଳାଭୂମି ଖୁବ୍‌ ମନୋରମ।ଏପରି ସ୍ଥାନରେ ବିଭିନ୍ନ ପଶୁପକ୍ଷୀ ଆଦି ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ କେତେକ ଗ୍ରାମବାସୀ ଓ ଜଙ୍ଗଲବିଭାଗର କର୍ମଚାରୀମାନେ ପଦକ୍ଷେପ…

କ୍ଷେପଣାସ୍ତ୍ରଠୁ ବି ଭୟଙ୍କର ଏହି ଡ୍ରୋନ୍‌, ବିମାନଠୁ ଅଧିକ ଉପରେ ଉଡ଼େ

ନୂଆଦିଲ୍ଲୀ,୭ା୮: ଭାରତୀୟ ବାୟୁସେବା ଜମ୍ମୁ ଏୟାରବେସ୍‌ରେ ଜୁନ୍‌ରେ ଡ୍ରୋନ୍‌ ହମଲା ହୋଇଥିଲା। ଏହା ପରେ ଡ୍ରୋନ୍‌ ଆକ୍ରମଣକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏଥିସହିତ ଭାରତ ସରକାର ଦେଶରେ ଡ୍ରୋନ୍‌ ଉଡ଼ାଣକୁ ନେଇ ନିୟମ ଲାଗୁ କରିବାକୁ ଯାଉଛନ୍ତି। ମାତ୍ର ଜାଣନ୍ତି…

ଆକାଶରେ ଉଡ଼ିଲା ସୁଇମିଂ ପୁଲ୍‌ ପାଣି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମେଲବୋର୍ନ: କିଛିଦିନ ହେବ ଗ୍ଲୋବାଲ ଓ୍ବାର୍ମିଂ ସହ ଜଡ଼ିତ ଅନେକ ଆଶ୍ଚର୍ଯ୍ୟକର ଘଟଣାସବୁ ସାମ୍ନାକୁ ଆସୁଛି। କାନାଡାରେ ପ୍ରବଳ ଗ୍ରୀଷ୍ମ, ଚାଇନାରେ ୧୦୦୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ବର୍ଷା, ଜର୍ମାନୀରେ ପ୍ରବଳ ବନ୍ୟା ଦେଖିବାକୁ ମିଳିଥିବାବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଜୋର୍‌ରେ…

୨୬୦୦ ବର୍ଷ ତଳର ସର୍ବ ପୁରାତନ ଟଙ୍କାଶାଳର ମିଳିଲା ସନ୍ଧାନ…

ବେଜିଂ,୭।୮: ଚାଇନାରେ ପୃଥିବୀର ସର୍ବ ପୁରାତନ ଟଙ୍କା ଶାଳର ସନ୍ଧାନ ମିଳିଛି। ଏଠାରେ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଟଙ୍କା ତିଆରି ଆରମ୍ଭ କରାଯାଇଥିବା ପ୍ରତ୍ନତତ୍ତ୍ୱବିତ୍‌ ମାନେ ପ୍ରକାଶ କରିଛନ୍ତି। ୨୬ ଶହ ବର୍ଷ ତଳେ ଏଠାରେ ପ୍ରଥମ ଧାତୁ…

ଭାକ୍ସିନ୍‌, ମାସ୍କ ସହ ଗଣେଶ

ଅହମଦାବାଦ: ଗଣେଶ ପୂଜା ପାଇଁ ଏବେଠାରୁ ମୂର୍ତ୍ତି ତିଆରି ଆରମ୍ଭ ହୋଇଗଲାଣି। ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଶୈଳୀରେ ଗଜାନନ ମୂର୍ତ୍ତି ନିର୍ମାଣ ଚାଲିଛି। ଏହି କ୍ରମରେ ଏକ ସ୍ବତନ୍ତ୍ର ଧରଣର ମୂର୍ତ୍ତି ତିଆରି କରି ଏବେ ଚର୍ଚ୍ଚିତ ହୋଇଛନ୍ତି ଗୁଜରାଟର…

ପର୍ଦ୍ଦା ଉପରେ ପରଦା

ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପର୍ଦ୍ଦା କଳାର ଗ୍ରାମ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ଧଳାପଥର। ଏହି ମାଟିରୁ ଦିନେ ଆରମ୍ଭ ହୋଇଥିଲା ପର୍ଦ୍ଦା କଳାର ସୂକ୍ଷ୍ମ କାରୁକାର୍ଯ୍ୟ। କିନ୍ତୁ ଏବେ ପର୍ଦ୍ଦା କଳା ଉପରେ ଅନ୍ଧାର ଢାଙ୍କି ହୋଇଯାଇଛି। ବୟନଶିଳ୍ପ ବିଭାଗ ପକ୍ଷରୁ…

ଫେରୁଛି ପୁରୁଣା ଦିନ

ହାତବୁଣା ଲୁଗାର ଚାହିଦାକୁ ଦେଖି ସୁବର୍ଣ୍ଣପୁର ଜିଲାର ବୁଣାକାର ଉନ୍ନତ ଡିଜାଇନର ଲୁଗାବୁଣାରେ ନିପୁଣ। ପୁଣି ଏଠାକାର ବୁଣାକାରଙ୍କ ପ୍ରସ୍ତୁତ ଶାଢିର ଚାହିଦା ଦେଶ ବିଦେଶରେ ରହିଛି। ଏବେ ଜିଲାର ବୁଣାକାର ସ୍ବାସ୍ଥ୍ୟ ଅନୁକୂଳ ପ୍ରାକୃତିକ ରଙ୍ଗରେ ରଙ୍ଗେଇ ହୋଇଥିବା ସୂତାରେ…

‘ହ୍ୟାଣ୍ଡଲୁମ୍‌- ଏକ ଭାରତୀୟ ଉତ୍ତରାଧିକାରୀ’

ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି। ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ହସ୍ତତନ୍ତ କାରିଗରଙ୍କ ଯେଉଁ ଭୂମିକା ରହିଛି ତାକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ…

ପାର୍ଲାମେଣ୍ଟରେ ବେଶି ଘୁ ଘା ହେଉଛି

ଓଡ଼ିଶାରେ ନାରୀ ସଶକ୍ତୀକରଣ କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିଥିବା ପ୍ରମିଳା ବିଶୋଇ ଏବେ ଆସ୍କାର ବିଜେଡିର ଲୋକ ସଭା ସଦସ୍ୟ। ଜୀବନ କ’ଣ ଜାଣିବା ଆଗରୁ ୫ବର୍ଷ ବୟସରେ ତାଙ୍କର ବାଲ୍ୟବିବାହ ହୋଇଥିଲା। ଘାତ ପ୍ରତିଘାତ ଦେଇ ଗତି…

ଜାତୀୟ ହସ୍ତତନ୍ତ ଦିବସ: ଜାଣନ୍ତୁ କେବେ ଏବଂ କାହିଁକି ପାଳନ ହେଉଛି ଏହି ଦିବସ

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଯେତେବେଳେ ବଙ୍ଗଳା ବିଭାଜନ ହୋଇଥିଲା ସେତେବେଳେ ସ୍ବଦେଶୀ ଆନ୍ଦୋଳନ ଶକ୍ତି ବୃଦ୍ଧି ହୋଇଥିଲା। ସର୍ବପ୍ରଥମେ ୧୯୦୫ ଅଗଷ୍ଟ ୭ରେ କୋଲକାତା ଟାଉନ ହଲରେ…

ହିରୋଶିମାକୁ ଧ୍ୱଂଶ କରି ଦେଇଥିଲା ‘ଲିଟ୍‌ଲ ବୟ’

ଠିକ୍‌ ୭୬ ବର୍ଷ ତଳେ ଆମେରିକା ଏହାର ପ୍ରଥମ ପରମାଣୁ ବୋମା ପକାଇଥିଲା ଜାପାନର ହିରୋଶିମାରେ। ଚାହୁଁଚାହୁଁ ଚାଲି ଯାଇଥିଲା ୭୦ରୁ ୮୦ ହଜାର ଲୋକଙ୍କ ଜୀବନ। ଏହାର ୩ ଦିନ ପରେ ନାଗାସାକିରେ ପଡ଼ିଥିଲା ଦ୍ୱିତୀୟ ପରମାଣୁ ବୋମା। ଏଥିସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?