ନୀରଜ ଚୋପ୍ରାଙ୍କୁ ବଡ଼ ଉପହାର ଦେବେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୮।୮: ଟୋକିଓ ଅଲିମ୍ପିକ ଗେମ୍ସରେ ଜାଭେଲିନ ଥ୍ରୋ ଭାରତର ନୀରଜ ଚୋପ୍ରା ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସମଗ୍ର ଭାରତରେ ଏହାକୁ ଖୁସିର ଲହରୀ ଖେଳିଯାଇଛି। ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କମ୍ପାନୀର ଆଗାମୀ ନୂତନ କାର ଏକ୍ସୟୁଭି୭୦୦କୁ…
ଚିକିତ୍ସା ସମୟରେ ଦୁଇ ରୋଗୀଙ୍କ ମଧ୍ୟରେ ହେଲା ପ୍ରେମ; ଆଉ ତା’ପରେ…
ଚଣ୍ଡିଗଡ,୮।୮:କୁହାଯାଏ ପ୍ରେମ ଏମିତି ଶବ୍ଦ, ତାହା କେତେବେଳେ କାହାକୁ ହୋଇଯାଏ ତାହା ଜଣାପଡେ ନାହିଁ। ହିମାଚଳ ପ୍ରଦେଶରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ହିମାଚଳର ଉନା ଜିଲାର ନଙ୍ଗଲ ଖୁର୍ଦର ଶଶି ପାଲ ଏବଂ ବିହାରର ସୋନମଙ୍କ ବିବାହ ବିଷୟରେ…
ଏହି ନଦୀର ପାଣି ସବୁବେଳେ ଫୁଟୁଥାଏ, ଅଜାଣତରେ ଗୋଡ଼ ଖସିଗଲେ ମୃତ୍ୟୁ ସୁନିଶ୍ଚିତ
ରହସ୍ୟରେ ପରିପୂର୍ଣ୍ଣ ଆମାଜନ ଜଙ୍ଗଲ ଏକ ପଜଲ ପରି। କୋଟି କୋଟି ଏକର ପର୍ଯ୍ୟନ୍ତ ଏହା ବିସ୍ତାର ହୋଇଥିବାରୁ ଏହି ଜଙ୍ଗଲ ବିଶ୍ୱର ବୃହତ୍ତମ ଜଙ୍ଗଲ ମଧ୍ୟରେ ଗଣାଯାଏ। ଏହି ଜଙ୍ଗଲ ଏତେ ବିସ୍ତୃତ ଯେ ଏହା ୯ଟି ଦେଶର ସୀମାକୁ…
ଶିଶୁକନ୍ୟା କାହାର, ଥାନାରେ ପହଞ୍ଚିଲେ ଦୁଇ ମା’…
ଅମୃତସର,୮।୮: ଜନ୍ମ ଦେଇଥିବା ମା’ ବଡ଼ ନା ପାଳନ କରିଥିବା ମା’ ବଡ଼। ଏହାର ସମାଧାନ ପାଇଁ ଏବଂ ଶିଶୁକନ୍ୟାଙ୍କୁ ନିଜର କରିବା ଲାଗି ଦୁଇ ମା’ ଏବେ ଥାନାରେ ପହଞ୍ଚିଛନ୍ତି। ଏଭଳି ଅଭାବନୀୟ ଘଟଣା ପଞ୍ଜାବ ଅମୃତସରରେ ଘଟିଛି। ଦୁଇ…
ମ୍ୟାଚିଂ ମ୍ୟାଚିଂ କପଲ୍
ସୁୟୋଶି ଓ ତୋମି ଶେକି ନାମକ ଏକ ଜାପାନୀ ଦମ୍ପତି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ। ଆଉ ଚର୍ଚ୍ଚାର କାରଣ ହେଉଛି ସେମାନଙ୍କର ମ୍ୟାଚିଂ ଆଉଫିଟ୍। ଘରେ ହେଉ କି ବାହାରେ ଏହି ଦମ୍ପତି ମ୍ୟାଚିଂ ପୋଷାକ ପିନ୍ଧନ୍ତି। ଆଉ…
ଗୋଡ଼ରେ ମହମବତି ଜଳାଇ ରେକର୍ଡ
ମନୋବଳ ଦୃଢ଼ ଥିଲେ ଡେଣା ନ ଥାଇ ବି ପକ୍ଷୀଟିଏ ଉଡ଼ିପାରେ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମେକ୍ସିକୋର ଏଡ୍ରିଆନ୍ ଇରେନେ ମୈସିଆସ୍ ହର୍ନାଣ୍ଡେଜ୍। ଜନ୍ମରୁ ତାଙ୍କର ଦୁଇ ହାତ ନ ଥିଲା। ହେଲେ ଏହି ଅଭାବବୋଧକୁ ସେ ନିଜର…
ଦେବୀ ମା’ଙ୍କୁ ଚଢାଯାଏ ଚପଲ ମାଳ
ମନ୍ଦିରକୁ ଗଲେ ଚପଲ ବାହାରେ ରଖି ଭିତରକୁ ଯିବାକୁ ହୁଏ। ଆଉ ଭଗବାନଙ୍କୁ ଫୁଲମାଳ, ପ୍ରସାଦ, ଖୀର, ଦହି, ମିଷ୍ଟାନ୍ନ ଆଦି ପ୍ରସାଦ ଚଢାଯାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଚପଲ ମାଳ କରି…
ହାର ମାନିଛି ବୟସ: ୮୦ ବର୍ଷରେ ବି ରାଜକିଶୋରଙ୍କ ନିହାଣ ଚଳଚଞ୍ଚଳ
ଓଡ଼ିଶାର ପାରମ୍ପରିକ କଳା କାରିଗରିରେ ଦେଶ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ କଳାକୃତି ତିଆରି କରୁଥିବା ଶିଳ୍ପୀମାନଙ୍କ ମଧ୍ୟରେ କେହି ନିଶାରେ ତ ଆଉ କେହି ବୃତ୍ତି ଭାବେ ବିଭିନ୍ନ ପ୍ରକାର କଳା କାରିଗରୀକୁ ଆପଣେଇଥାନ୍ତି। ଏମିତିରେ କାରିଗରିରେ…
ଗୋବିନ୍ଦାଙ୍କ ଷ୍ଟାଇଲ୍ରେ ଜବରଦସ୍ତ ଡ୍ୟାନ୍ସ କଲେ ପୋଲିସ ବାବୁ, ଭାଇରାଲ ହେଉଛି ଭିଡିଓ
ମୁମ୍ବାଇ ପୋଲିସ ଯବାନ ଅମୋଲ ଯଶଓ୍ବନ୍ତ କାମ୍ବଲେ ଆଜିକାଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛନ୍ତି। କାମ୍ବଲେଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ୟୁଜରମାନେ ବେଶ୍ ପସନ୍ଦ କରିଛନ୍ତି। ୩୮ ବର୍ଷୀୟ କାମ୍ବଲେ ନିଜର ଡ୍ୟାନ୍ସ କ୍ଲିପ୍ର ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ…
ଅଗଷ୍ଟ ମାସରେ ସଜେଇ ହୁଏ ଉତ୍ତରାଖଣ୍ଡସ୍ଥିତ ଫୁଲର ଘାଟି…
ଉତ୍ତରାଖଣ୍ଡସ୍ଥିତ ଭ୍ୟାଲି ଅଫ୍ ଫ୍ଲାଓ୍ବାର୍ ନ୍ୟାଶନାଲ ପାର୍କଟି ଜୁଲାଇ, ଅଗଷ୍ଟ ମାସ ବେଳକୁ ସତେ ଯେମିତି ନୂଆ ଜୀବନ ପାଇଲା ପରି ଲାଗେ। କାରଣ ଏହି ମାସରେ ଏଠାରେ ବିଭିନ୍ନ କିସମର ରଙ୍ଗବେରଙ୍ଗର ଫୁଲ ଫୁଟି ପାର୍କଟିକୁ ଖୁବ୍ ଆକର୍ଷଣୀୟ ଭାବେ…
ଦରମା ଟଙ୍କା ବାପା, ମା’ଙ୍କ ହାତରେ ଦେଇଥିଲି: ଧନେଶ୍ୱର ପୃଷ୍ଟି
ସେଦିନ ଥିଲା ୧୯୬୭ ମସିହା ଜୁଲାଇ ୨୫ ତାରିଖ। ପୂର୍ବରୁ ବି.ଏ. ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। କିନ୍ତୁ କୌଣସି କାରଣରୁ ଇତିହାସ ଅନର୍ସ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିଲା। ସେଦିନ ଖବରକାଗଜରୁ ମୋର କ୍ରମିକ ନମ୍ବରଟି ଦ୍ୱିତୀୟ…
ଏକ ଉଦ୍ଦାମ ଅଭିଯାନର ଅନ୍ୟନାମ : ଲକ୍ଷ୍ମଣ
ଲକ୍ଷ୍ମଣ ମିଶ୍ର ଏକ ଅଭିଯାନର ନାମ, କୈଶୋରରୁ ଉଦ୍ଦାମ ଅଭିଯାନ ଆରମ୍ଭକରି ଜୀବନର କଣ୍ଟକିତ ପଥରେ ରକ୍ତଝରା ପାଦରେ ଦୁର୍ବାର ଭାବରେ ଚାଲିପାରିବାର ଏକ ପ୍ରତିଶବ୍ଦ। ଢେଙ୍କାନାଳର ଭୁବନ ଗାଁରୁ ଅବିଭାଜିତ ଭାରତ ପରେ ପୂର୍ବ ପାକିସ୍ତାନର ଅଧୁନା ବାଂଲାଦେଶର ଆଦିଲପୁର…

