ବିବାହର ୩ ବର୍ଷ ପରେ ସ୍ବାମୀଙ୍କ ‘ଅସଲ ଚେହେରା’: ଗୋଟିଏ ଆପ୍ ଖୋଲିଦେଲା ରାଜ୍
ବେଙ୍ଗାଲୁରୁ,୩।୮: ଆଇଟି ହବ ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ତିନି ବର୍ଷର ବିବାହ ପରେ ଜଣେ ମହିଳା ତାଙ୍କ ସ୍ବାମୀ ସମଲିଙ୍ଗୀ ବୋଲି ଜାଣିବାକୁ ପାଇଛନ୍ତି। ଏହାପରେ ସେ ସ୍ବାମୀଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ପ୍ରକୃତରେ…
ଡାକ୍ତର କହିଲେ କେବେ ବି ମା’-ବାପା ହୋଇପାରିବେନି ଏହି ଦମ୍ପତି, ପରେ ଘଟିଲା ଏମିତି…
ଲଣ୍ଡନ,୨ା୮: ବ୍ରିଟେନରେ ରହୁଥିବା ଏକ ଦମ୍ପତିଙ୍କୁ ଡାକ୍ତର ସଫା ସଫା ମନା କରିଦେଇଥିଲେ ଯେ, ସେମାନେ ଜୀବନରେ କେବେ ବି ମା-ବାପା ହୋଇପାରିବେନି। ଏହି ଦମ୍ପତିଙ୍କ ମେଡିକାଲ କଣ୍ଡିଶନ ଏତେ ଖରାପ ଥିଲା କି, ସେ ସନ୍ତାନ ଜନ୍ମ କରିବା ପାଇଁ…
୨୦୦ ଫୁଟ ଟାଓ୍ବାର ଉପରେ ୧୩୫ ଦିନ ରହିଲେ ଏହି ଯୁବକ, କାରଣ ଜାଣିଲେ…
ଚଣ୍ଡିଗଡ଼,୨ା୮: ପଞ୍ଜାବର ଗୁରୁଦାସପୁରରେ ଜଣେ ଯୁବକ ୨୦୦ ଫୁଟ ଉଚ୍ଚର ଟାଓ୍ବାର ଉପରେ ଦିନେ କି ଦୁଇଦିନ ନୁହେଁ, ପୂରା ୧୩୫ ଦିନ ବିତାଇଥିଲେ। ପ୍ରବଳ ଖରା, ବର୍ଷାକୁ ଖାତିର ନ କରି ଏହି ଟାଓ୍ବାର ଉପରେ ରହିଥିଲେ ଯୁବକ ଜଣକ।…
ବେଦୀରେ ବସିଥିବା ବର-କନ୍ୟାଙ୍କୁ ଏମିତି କରିବାକୁ କହିଲେ ପଣ୍ଡିତ: ଶୁଣି ସମସ୍ତେ ହସି ହସି ଗଡିଲେ
ବିବାହ ଋତୁରେ ଅନେକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିବାହରେ ଏପରି ରୀତିନୀତି ଅଛି ଯାହା ବିଷୟରେ ଲୋକଙ୍କ ଜ୍ଞାନ ବହୁତ କମ ଥାଏ।କେବଳ ଏତିକି ନୁହେଁ, ବିବାହ ସମୟରେ ମନ୍ତ୍ର ପଢ଼ିବାବେଳେ ପଣ୍ଡିତଜୀ ଏଭଳି ସବୁ କଥା…
ଜାତିର ଅକଳ୍ପନୀୟ ଇଚ୍ଛାଶକ୍ତିର ନିଦର୍ଶନ
ଗତ ଆଲେଖ୍ୟରେ ସାମାନ୍ୟ ସୂଚନା ଦେବାକୁ ଯାଇ ଗଜପତି ନିଜେ କିପରି ସୁବର୍ଣ୍ଣ ମାଢ଼ ଗଢ଼େଇବାର ବ୍ୟବସ୍ଥା କରି ଶିଳ୍ପୀଙ୍କୁ ପାରିଶ୍ରମିକ ଦେବାର ଆଦେଶ ଦେଇଥିଲେ ତାହା ଉଲ୍ଲେଖ କରିଥିଲୁ। ଏହା ଥିଲା ଯୁଦ୍ଧରେ ବିଜିତ ସୁନା। ଏହାର ଆହୁରି ଉଦାହରଣ…
ନୋ କିସିଂ ଜୋନ୍, ସତ୍ୟମ୍ ଶିବମ୍ ସୁନ୍ଦରମ୍ ସୋସାଇଟିରେ ଲାଗିଲା ବୋର୍ଡ…
ମୁମ୍ବାଇ,୨।୮: ନୋ ସ୍ମୋକିଂ ଜୋନ୍, ନୋ ରେସ୍ ଡ୍ରାଇଭିଂ ଜୋନ୍, ନୋ ଲିଟରିଂ ଜୋନ୍ ଆଦି ସମ୍ପର୍କରେ ସଭିଏଁ ନିଶ୍ଚିତ ଜାଣିଥିବେ। ତେବେ ନୋ କିସିଂ ଜୋନ୍ ସମ୍ପର୍କରେ ଶୁଣିଲେ ଯେ କେହି ଘଡ଼ିଏ ନିଶ୍ଚିତ ଚିନ୍ତା କରିବେ। ଏଭଳି ଏକ…
ବିମାନରେ ଏକାକୀ ବିଶ୍ୱ ଭ୍ରମଣ
ଲଣ୍ଡନ, ୨ା୮: ନିଜେ ବିମାନ ଉଡ଼ାଇ ସମଗ୍ର ବିଶ୍ୱ ବୁଲିବାରେ ବିରଳ ରେକର୍ଡ କରିବାକୁ ଯାଉଛନ୍ତି ବେଲ୍ଜିୟମ-ବ୍ରିଟିଶ ନାଗରିକ ଜାରା ରଦରଫୋର୍ଡ। ୧୯ ବର୍ଷୀୟା ଜାରା ଆସନ୍ତା ୧୧ ତାରିଖରେ ବିଶ୍ୱର ଦ୍ରୁତତମ ମାଇକ୍ରୋଲାଇଟ୍ ତଥା ତାଙ୍କ ଶାର୍କ ଅଲ୍ଟ୍ରାଲାଇଟ୍ ବିମାନରେ…
ଏହି ହ୍ରଦ ପାଣି ପିଇଲେ କେହି ବଞ୍ଚନ୍ତି ନାହିଁ
ଦୁନିଆରେ ଏପରି ଅନେକ ବିପଜ୍ଜନକ ହ୍ରଦ ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସେହିଭଳି ବିପଜ୍ଜନକ ହ୍ରଦ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ଅଛି, ଯାହା ଫଣ୍ଡୁଜି ହ୍ରଦ ଭାବରେ ଜଣାଶୁଣା। ବିଶ୍ୱାସ କରାଯାଏ ଯେ, ଯିଏ ଏହି…
କଏନ୍-କାଗଜ ଟଙ୍କାରୁ ବ୍ୟାପେ କି କରୋନା ମହାମାରୀ, ଗବେଷକ ଦେଲେ ଏଭଳି ଉତ୍ତର…
ବର୍ଲିନ୍,୧।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। କେତେକ ଦେଶରେ ଦ୍ପିତୀୟ ଲହର ଥମୁଥିବାବେଳେ କିଛି ଦେଶରେ ତୃତୀୟ ଲହର ଆରମ୍ଭ ହୋଇଛି। ସେହିପରି ମଧ୍ୟ-ପୂର୍ବର ଦେଶଗୁଡ଼ିକରେ ଚତୁର୍ଥ ଲହର ମଧ୍ୟ ଆରମ୍ଭ ହୋଇଥିତ୍ବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ…
ପରିତ୍ୟକ୍ତ ମାସ୍କରେ ସୁନ୍ଦର ଗାଉନ୍
କରୋନା ମହାମାରୀ ସମୟରେ ମାସ୍କର ଗୁରୁତ୍ୱ କେତେ ତାହା ସମସ୍ତେ ଜାଣନ୍ତି। ତେବେ ଏହାର ବହୁଳ ବ୍ୟବହାର ଯୋଗୁ ଏହାକୁ ନେଇ ଆବର୍ଜନା ବି ବଢ଼ିବାରେ ଲାଗିଛି। ହେଲେ କିଛି ସୃଜନଶୀଳ ମଣିଷ ଏହି ସମସ୍ୟାକୁ ଏଡ଼େଇବା ପାଇଁ ପରିତ୍ୟକ୍ତ ମାସ୍କକୁ…
ଲୋକପ୍ରିୟ ହନିମୁନ୍ ଡେଷ୍ଟିନେଶନ୍: କେରଳର କଶ୍ମୀର ପୋନମୁଡ଼ି
କେରଳସ୍ଥିତ ଏକ ଆକର୍ଷଣୀୟ ଶୈଳନିବାସ ହେଉଛି ପୋନମୁଡ଼ି। ପାହାଡ, ଜଙ୍ଗଲ ତଥା ଜଳପ୍ରପାତର ଅପରୂପ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନଟିକୁ ଅନେକେ କେରଳର କଶ୍ମୀର ବୋଲି ମଧ୍ୟ କହିଥାନ୍ତି। ତା’ଛଡ଼ା ଏହା ଏକ ଲୋକପ୍ରିୟ ହନିମୁନ୍ ଡେଷ୍ଟିନେଶନ୍ ଭାବେ ବି ଜଣାଶୁଣା……
ପ୍ରଥମ ଦରମାରେ ସାଙ୍ଗକୁ ସାହାଯ୍ୟ କରିଥିଲି: କବି ସୁଶାନ୍ତ ଦାସ
ମୋର ଜନ୍ମ କେନ୍ଦ୍ରାପଡ଼ା ଜିଲାର ଧାନମଣ୍ଡଳ ଗ୍ରାମରେ ୧୯୭୫ ମସିହାରେ। ପିତା ପ୍ରଫୁଲ୍ଲ କୁମାର ଦାସ, ମାତା ମେନକା ଦାସ ଓ ଆମ ଚାରି ଭାଇଭଉଣୀକୁ ନେଇ ହସଖୁସିର ପରିବାର। ଆଧୁନିକ ଚାକଚକ୍ୟଠୁ ଖୁବ୍ ଦୂରରେ, ଏକ ସରଳ ଗ୍ରାମ୍ୟ ଜୀବନ…

