ଫୁରସତ

ଅଫିସ୍‌କୁ ଗୋଟିଏ ମିନିଟ୍‌ ବିଳମ୍ବରେ ଆସିଲେ ମିଳିବ କଡ଼ା ଦଣ୍ଡ

ଠିକ୍‌ ସମୟରେ ଅଫିସ୍‌ ଆସିବା ଏକ ଶୃଙ୍ଖଳିତ ନିୟମ। କିନ୍ତୁ ବେଳେବେଳେ କିଛି କର୍ମଚାରୀ ବିଳମ୍ବରେ ଆସିଥାନ୍ତି। ଅନେକ ସ୍ଥାନରେ କର୍ମଚାରୀଙ୍କୁ ଅନୁଗ୍ରହ ଅବଧି ଭାବରେ ୧୫ ମିନିଟ୍‌ ବିଳମ୍ବରେ ଅଫିସ ଆସିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଆଜିକାଲି ଏକ ଅଫିସର…

ଏମିତି ଦେଶ, ଯେଉଁଠି ମଣିଷଙ୍କଠାରୁ ବିଲେଇଙ୍କ ସଂଖ୍ୟା ଅଧିକ

ଦୁନିଆରେ ଶହ ଶହ ଦେଶ ରହିଛି। ପ୍ରତ୍ୟେକ ଦେଶର ସ୍ବତନ୍ତ୍ର ବୈଶିଷ୍ଟ୍ୟ ରହିଛି। କେଉଁ ଦେଶ ସୁନ୍ଦର ଦୃଶ୍ୟ ପାଇଁ ପରିଚିତ ତ ଆଉ କେଉଁ ଦେଶ ହୃଦୟସ୍ପର୍ଶୀ ଲୋକ ସଂସ୍କୃତି ପାଇଁ ପ୍ରସିଦ୍ଧ। ପ୍ରତ୍ୟେକ ଦେଶର ନିଜସ୍ବ ବିଶେଷତ୍ତ୍ୱ ଥାଏ।…

ସଭିଏ ସମାନ

ଅନ୍ତର୍ଜାତୀୟ ଆଲବିନିଜମ ସଚେତନତା ଦିବସ (ଆଇଏଏଡି) ପ୍ରତିବର୍ଷ ଜୁନ୍‌ ୧୩ରେ ସାରା ବିଶ୍ୱରେ ଆଲବିନିଜମ ଥିବା ବ୍ୟକ୍ତିଙ୍କ ମାନବିକ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପାଳନ କରାଯାଇଥାଏ। ୨୦୦୦ ଦଶକ ମଧ୍ୟଭାଗରେ, ସର୍ବସାଧାରଣରେ ତାଞ୍ଜାନିଆରେ ଆଲବିନିଜମ ବ୍ୟକ୍ତିମାନଙ୍କ ଉପରେ ହିଂସାତ୍ମକ…

କ୍ୟାଟ୍ରିନାଙ୍କ ଏହି ଗୀତରେ କଲେ ଡ୍ୟାନ୍ସ କଲେ ବିଦେଶୀ ଯୁବକ

ସାଧାରଣତଃ ବିବାହ ପ୍ରୋସେଶନରେ ବଲିଉଡ୍‌ କିମ୍ବା ସାଉଥ୍‌ ଫିଲ୍ମର ହିଟ୍‌ ଗୀତ ବାଜିଥାଏ। ଏହି ଗୀତ ଯେ, କେବଳ ଆମ ଦେଶରେ ସୀମିତ ତା’ ନୁହେଁ, ବଲିଉଡ୍‌ ଗୀତର କ୍ରେଜ୍‌ ବିଦେଶୀ ବିବାହରେ ମଧ୍ୟ ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ…

ଯେତେ ଦେଖୁଥିଲେ ନୂଆ ଦିଶୁ ଥାଇ

ସାରେ ଅଫିସରୁ ଥକା ଥକା ପତି ଘରକୁ ଫେରି ଦେଖିଲେ ପତ୍ନୀ ମୁହଁ ଫୁଲେଇ ବସିଛନ୍ତି । ପତିଙ୍କ ମୁଣ୍ଡରେ ଅନେକ ଆତଙ୍କର ଭାବନା ଏକ ସମୟରେ ଖେଳିଗଲା। କ’ଣ ଆଜି କାମବାଲୀ ମାଉସୀ ଦୁଇତିନି ଦିନ ଛୁଟି ମାଗିଛନ୍ତି କି?…

ବିନା ଡ୍ରାଇଭର୍‌ରେ ଚାଲିବ ବସ୍‌

ପବ୍ଲିକ ଟ୍ରାନ୍ସପୋର୍ଟରେ ବସ୍‌ ସବୁଠୁ ବିଶ୍ୱସନୀୟ। ଏଥିରେ ଯାତାୟାତ କରିବାକୁ ଲୋକେ ବେଶି ପସନ୍ଦ କରନ୍ତି। ତେବେ ଡ୍ରାଇଭର୍‌ଙ୍କ ଉପରେ ନିର୍ଭର କରିଥାଏ ବସ୍‌ ଯାତ୍ରୀଙ୍କ ସୁରକ୍ଷା। ଡ୍ରାଇଭର୍‌ଙ୍କ ଟିକେ ଅବହେଳା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଆଣିପାରେ। ହେଲେ ଜାଣି…

କୁନି ଝିଅର କୁମ୍ଭୀର ସାଥୀ

ପୋଷା ଜୀବଜନ୍ତୁ ରଖିବାକୁ ଅନେକେ ଭଲ ପାଆନ୍ତି। କିଏ କୁକୁର, ବିଲେଇ ତ କିଏ ଶୁଆ, ସାରୀ ପରି ଚଢେଇ ରଖନ୍ତି। ହେଲେ ନିକଟରେ ଏକ କୁନି ଝିଅ ନିଜ ପେଟ୍‌ର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଚର୍ଚ୍ଚା…

ଖରାର ସାଥୀ ଅର୍କି

ହୀମାଚଳ ପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ସହର ହେଉଛି ଅର୍କି। ପର୍ଯ୍ୟଟକ ଏଠାରେ ଅନେକ ଐତିହାସିକ ସ୍ମାରକୀ, ଧାର୍ମିକ ପୀଠ ତଥା ବହୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ଦେଖିପାରିବେ। ତା’ଛଡ଼ା ଏଠାକାର ଶୀତଳ ଜଳବାୟୁ ଖରାଛୁଟି କଟାଇବା ପାଇଁ ବେଶ୍‌ ଅନୁକୂଳ ହୋଇଥିବାରୁ ଅନେକେ…

ଦରମା ଟଙ୍କାରେ ନୂଆ ପ୍ୟାଣ୍ଟଶାର୍ଟ କରିଥିଲି: କୃପାସାଗର ସାହୁ

ଢେଙ୍କାନାଳ ଜିଲାର ମଠକରଗୋଳା ଗାଁରେ ମୋ ଜନ୍ମ। ମଠକରଗୋଳା ହାଇସ୍କୁଲ୍‌ରୁ ମାଟ୍ରିକ୍‌ ଓ ରେଭେନ୍ସାରୁ ଗ୍ରାଜୁଏଶନ୍‌ ସାରି ବାଣୀବିହାରରେ ରାଜନୀତି ବିଜ୍ଞାନରେ ଏମ୍‌.ଏ. କଲି। ଏମ୍‌.ଏ. ପରେ ୩ ବର୍ଷ ଆଡ୍‌ହକ୍‌ରେ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ ଅଧ୍ୟାପନା କରିଥିଲି। ସେବେ ୬…

ସୁବିଦ୍ୟାଙ୍କ ସାହିତ୍ୟ ପୃଥିବୀ

ଖୁବ୍‌ କମ୍‌ ବୟସରୁ କଲମର ଯାତ୍ରା ଆରମ୍ଭ କରିଥିବା ସାରସ୍ବତ ସାଧିକା ଜଣଙ୍କ ଆଜି ଜୀବନର ସାୟାହ୍ନରେ ଉପନୀତ ହୋଇ ମଧ୍ୟ ସୃଜନ କର୍ମରେ କାର୍ଯ୍ୟରତ। ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱ କାଳ ଧରି ସେ ଭେଟି ଦେଇଛନ୍ତି ଓଡ଼ିଆ ସାହିତ୍ୟ ଜଗତକୁ…

ସଜବାଜ…

ସଜେଇ ହେବା ନାରୀର ସ୍ବଭାବ । ସେମିତି ସ୍ବଭାବତଃ ସେ ଆଭୁଷଣ ପ୍ରିୟ। ପଦାଙ୍ଗୁଳିଠାରୁ ଆରମ୍ଭକରି କେଶର ଶେଷଶିଖା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଭୂଷଣ ପରିଧାନ କରି ସେ ସଜେଇ ହୁଏ। ତେଣିକି ସେ ବନବାସିନୀ ହୁଅନ୍ତୁ ବା ରାଜରାଣୀ। ବନବାସିନୀ…

କୁକୁରକୁ ସାବୁନ ଲଗାଇ ଗାଧୋଇ ଦେଉଛନ୍ତି ଦୁଇ ସିମ୍ପାଞ୍ଜି, ଭିଡିଓ ଦେଖିଲେ…

ବେଳେବେଳେ ପଶୁମାନଙ୍କର ଅଜବ କାରନାମା ଦେଖି ଆଶର୍ଯ୍ୟ ଲାଗିବା ସହ ହସ ବି ଲାଗେ। ସେମାନେ କଥା କହି ପାରୁ ନ ଥିଲେ ମଧ୍ୟ ମଣିଷର ଗତିବିଧିକୁ ଲକ୍ଷ୍ୟ କରି କାମ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?