ଫୁରସତ

ଲେନ୍ସରେ ମଙ୍ଗଳାଯୋଡ଼ି

ଓଡ଼ିଶାର ଖୋର୍ଦ୍ଧା ଜିଲାର ଟାଙ୍ଗି ଚାନ୍ଦପୁର ନିକଟରେ ରହିଛି ପକ୍ଷୀ ସ୍ବର୍ଗ ମଙ୍ଗଳାଯୋଡ଼ି। ଏହା ଚିଲିକା ହ୍ରଦର ଉତ୍ତର ପୂର୍ବ ଭାଗରେ ଅବସ୍ଥିତ ୧୦ ବର୍ଗ କିଲୋମିଟର କ୍ଷେତ୍ରର ଏକ ପାଟ ଭୂମି। ପ୍ରତିବର୍ଷ ଶୀତଦିନରେ ତିନି ଲକ୍ଷରୁ ଅଧିକ ବିଦେଶାଗତ…

ସ୍କଲାରଶିପ୍‌ ଟଙ୍କା ବାପାଙ୍କୁ ଦେଇଥିଲି: ଗଣେଶ୍ୱର ଜେନା

କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ସୁଲଣ ଗାଁରେ ମୋ ଜନ୍ମ। ହାଟଡିହି ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରି ଭଦ୍ରକ କଲେଜରେ ଆଇଏସ୍‌ସି ପଢ଼ିଥିଲି। ତା’ପରେ ରେଭେନ୍ସାରେ ପଲିଟିକାଲ୍‌ ସାଇନ୍ସରେ ବି.ଏ. ଓ ବାଣୀବିହାରରେ ପି.ଜି. କରିଥିଲି। ପି.ଜି. ପଢ଼ା…

କବିତାର ଲକ୍ଷଭେଦୀ ଶାୟକ : ବିପିନ ନାୟକ

କବିତା ତାଙ୍କର ପ୍ରାଣ ସ୍ପନ୍ଦନ । ସ୍ପନ୍ଦିତ ଆବେଗରେ ଖଞ୍ଜି ହୋଇଥାଏ ଯେମିତି ଭାଷା, ଭାବ ଓ ଗୁଞ୍ଜରଣ । ତାଙ୍କ ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି ସର୍ଜନ, ନିଃସରଣ ପର୍ଯ୍ୟନ୍ତ ସବୁଠି ଦିଶେ କବିତାର ଝଲକ । ଏମିତି ବି ସେ…

ଶଡ଼େଇରେ ତିଆରି କଳାକୃତି: ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଆଁ…

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ କଳା କାରିଗରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପୁଣି ହସ୍ତଶିଳ୍ପ କଳାରେ ନିୟୋଜିତ କାରିଗରମାନଙ୍କୁ ରୋଜଗାର ପନ୍ଥା ବି ମିଳିପାରୁଛି। ବିଭିନ୍ନ ସ୍ଥାନରେ ଆୟୋଜିତ ମେଳା, ମହୋତ୍ସବରେ କାରିଗରମାନେ ସେମାନଙ୍କ ହସ୍ତକଳା ପସରା…

ସୃଷ୍ଟିର ଆଦ୍ୟ ଓଁକାର ‘ମା’

ସେ ସୃଷ୍ଟିର ଆଦ୍ୟ ଓଁକାର। ସେ ଜନ୍ମଦାତ୍ରୀ, କରୁଣାମୟୀ, ମମତାର ଅମୃତ ସ୍ବାକ୍ଷର। ସେ ପୁଣି ସୁରକ୍ଷାର ଅଭେଦ୍ୟ ବଳୟ। ପୁଅ ହେଉ କି ଝିଅ ତା’ ପାଖରେ ନଥାଏ ଫରକ। ପିଲା ଯେପରି ହେଲେ ବି ସେ କୋଳେଇ ନିଏ।…

କୁମ୍ଭୀରମାନଙ୍କ ସହ ଦିନ ବିତାଉଛନ୍ତି ଏହି ଯୁବତୀ

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଘରେ ନାନା ପ୍ରକାରର ଜୀବଜନ୍ତୁ ପାଳିଥାନ୍ତି। ସେମାନେ ଏହି ପଶୁପକ୍ଷୀଙ୍କ ସହିତ ସମୟ ବିତାଇ ମନୋରଞ୍ଜନ କରନ୍ତି। କିଏ କୁକୁର ରଖିବାକୁ ଭଲ ପାଆନ୍ତି ତ ଆଉ କିଏ ବିଲେଇ ରଖିବାକୁ । ଆଉ…

ଏମିତି ଏକ ସ୍ଥାନ, ଯାହା ଅବିକଳ ଭାରତ ମାନଚିତ୍ର ପରି

ଆମ ଦେଶରେ ଏପରି ଅନେକ ଜିନିଷ ଅଛି, ଯାହା ବିଷୟରେ ଆମେ କେହି ସମ୍ପୂର୍ଣ୍ଣ ଜାଣି ନ ଥାଉ। ଭାରତ ସହ ଜଡ଼ିତ ଆଶ୍ଚର୍ଯ୍ୟଜନକ କଥା ଜାଣିଲେ ଦେଶର ଗର୍ବ ବଢ଼ିଥାଏ। ହିମାଳୟଠାରୁ ନୀଳଗିରି ଏବଂ ଗୁଜରାଟରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ…

ଥାନାରେ ପହଞ୍ଚିଲା ଚପଲ ଚୋରି ମାମଲା

ଭୋପାଳ,୬।୫: ମଧ୍ୟପ୍ରଦେଶ ଉଜ୍ଜେନ ଜିଲାରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସବୁବେଳେ ଲୋକମାନେ ଚୋରି, ମାରପିଟ କିମ୍ବା କୌଣସି ଅପରାଧିକ ମାମଲାକୁ ନେଇ ଥାନାରେ ପହଞ୍ଚିଥାନ୍ତି। କିନ୍ତୁ କେବେ କେହି ଶୁଣିଛନ୍ତି କି, କୌଣସି ବ୍ୟକ୍ତି ନିଜର ଚପଲ ଚୋରି…

ବର୍ଷକ ଭିତରେ ୯ ସନ୍ତାନର ଜନନୀ ହେଲେ ମହିଳା

ଶିଶୁଙ୍କ ଜନ୍ମକୁ ନେଇ ବେଳେବେଳେ ଅଜବ କଥା ସବୁ ଶୁଣିବାକୁ ମିଳିଥାଏ। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଯାଆଁଳା ଶିଶୁଙ୍କ ଜନ୍ମ ବର୍ତ୍ତମାନ ସାଧାରଣ ହୋଇଗଲାଣି। କିନ୍ତୁ ଗତ ବର୍ଷ ମୋରୋକୋରେ ରହୁଥିବା ଏକ ଦମ୍ପତି ୮ ସନ୍ତାନର ମାତାପିତା ହୋଇଥିବା…

ବାହା ହେଲେ ୭୦ ବର୍ଷୀୟ ବୃଦ୍ଧ: ବରଯାତ୍ରୀରେ ସାମିଲ ହେଲେ ୮ ସନ୍ତାନ, ନାତିନାତୁଣୀ

ସାରା ଦେଶରେ ବର୍ତ୍ତମାନ ବିବାହ ଋତୁ ଚାଲିଛ। ଏହି ସମୟରେ ବିହାରର ଚାପ୍ରାଠାରେ ଭିନ୍ନ ଏକ ବିବାହକୁ ନେଇ ଜୋର୍‌ଦାର ଚର୍ଚ୍ଚା। ଜଣେ ୭୦ ବର୍ଷୀୟ ବୃଦ୍ଧ ବରବେଶରେ ଏକ ଶଗଡ଼ରେ ବସି କନ୍ୟା ଆଣିବାକୁ ଗଲେ ସହର ସାରା ସମସ୍ତେ…

ପରିଣତ ବୟସରେ ବୃଦ୍ଧା ଜଣକ ଗାଇଲେ ଏପରି ଗୀତ, ୟୁଜର୍ସ କହିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଗ୍ୟାରେଜର ଦାମ୍‌ ସାଢ଼େ ୧୧ କୋଟି, କାରଣ ଜାଣିବା ପରେ କିଣିବା ପାଇଁ ଲୋକଙ୍କ ଭିଡ଼

ଆଜିକାଲି ସମ୍ପତ୍ତି ବଜାର ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ପୂର୍ବରୁ ଏଜେଣ୍ଟମାନଙ୍କ ଜରିଆରେ ସମ୍ପତ୍ତି କିଣା-ବିକା କରାଯାଉଥିଲା। ଏବେ ଲୋକମାନେ ଅନ୍‌ଲାଇନ୍‌ରେ ସମ୍ପତ୍ତି ବିଷୟରେ ସୂଚନା ପାଇବା ଏବଂ ଏହାକୁ ସିଧାସଳଖ କିଣିବାର ବିକଳ୍ପ ପାଇଛନ୍ତି। ବେଳେବେଳେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?