ଫୁରସତ

ଗୋଡ଼ରେ ମହମବତି ଜଳାଇ ରେକର୍ଡ

ମନୋବଳ ଦୃଢ଼ ଥିଲେ ଡେଣା ନ ଥାଇ ବି ପକ୍ଷୀଟିଏ ଉଡ଼ିପାରେ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମେକ୍ସିକୋର ଏଡ୍ରିଆନ୍‌ ଇରେନେ ମୈସିଆସ୍‌ ହର୍ନାଣ୍ଡେଜ୍‌। ଜନ୍ମରୁ ତାଙ୍କର ଦୁଇ ହାତ ନ ଥିଲା। ହେଲେ ଏହି ଅଭାବବୋଧକୁ ସେ...

ଦେବୀ ମା’ଙ୍କୁ ଚଢାଯାଏ ଚପଲ ମାଳ

ମନ୍ଦିରକୁ ଗଲେ ଚପଲ ବାହାରେ ରଖି ଭିତରକୁ ଯିବାକୁ ହୁଏ। ଆଉ ଭଗବାନଙ୍କୁ ଫୁଲମାଳ, ପ୍ରସାଦ, ଖୀର, ଦହି, ମିଷ୍ଟାନ୍ନ ଆଦି ପ୍ରସାଦ ଚଢାଯାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଚପଲ ମାଳ...

ହାର ମାନିଛି ବୟସ: ୮୦ ବର୍ଷରେ ବି ରାଜକିଶୋରଙ୍କ ନିହାଣ ଚଳଚଞ୍ଚଳ

ଓଡ଼ିଶାର ପାରମ୍ପରିକ କଳା କାରିଗରିରେ ଦେଶ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ କଳାକୃତି ତିଆରି କରୁଥିବା ଶିଳ୍ପୀମାନଙ୍କ ମଧ୍ୟରେ କେହି ନିଶାରେ ତ ଆଉ କେହି ବୃତ୍ତି ଭାବେ ବିଭିନ୍ନ ପ୍ରକାର କଳା କାରିଗରୀକୁ ଆପଣେଇଥାନ୍ତି। ଏମିତିରେ...

ଗୋବିନ୍ଦାଙ୍କ ଷ୍ଟାଇଲ୍‌ରେ ଜବରଦସ୍ତ ଡ୍ୟାନ୍ସ କଲେ ପୋଲିସ ବାବୁ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ ପୋଲିସ ଯବାନ ଅମୋଲ ଯଶଓ୍ବନ୍ତ କାମ୍ବଲେ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛନ୍ତି। କାମ୍ବଲେଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ୟୁଜରମାନେ ବେଶ୍‌ ପସନ୍ଦ କରିଛନ୍ତି। ୩୮ ବର୍ଷୀୟ କାମ୍ବଲେ ନିଜର ଡ୍ୟାନ୍ସ କ୍ଲିପ୍‌ର ଏକ ଭିଡିଓ...

ଅଗଷ୍ଟ ମାସରେ ସଜେଇ ହୁଏ ଉତ୍ତରାଖଣ୍ଡସ୍ଥିତ ଫୁଲର ଘାଟି…

ଉତ୍ତରାଖଣ୍ଡସ୍ଥିତ ଭ୍ୟାଲି ଅଫ୍‌ ଫ୍ଲାଓ୍ବାର୍‌ ନ୍ୟାଶନାଲ ପାର୍କଟି ଜୁଲାଇ, ଅଗଷ୍ଟ ମାସ ବେଳକୁ ସତେ ଯେମିତି ନୂଆ ଜୀବନ ପାଇଲା ପରି ଲାଗେ। କାରଣ ଏହି ମାସରେ ଏଠାରେ ବିଭିନ୍ନ କିସମର ରଙ୍ଗବେରଙ୍ଗର ଫୁଲ ଫୁଟି ପାର୍କଟିକୁ ଖୁବ୍‌ ଆକର୍ଷଣୀୟ...

ଦରମା ଟଙ୍କା ବାପା, ମା’ଙ୍କ ହାତରେ ଦେଇଥିଲି: ଧନେଶ୍ୱର ପୃଷ୍ଟି

ସେଦିନ ଥିଲା ୧୯୬୭ ମସିହା ଜୁଲାଇ ୨୫ ତାରିଖ। ପୂର୍ବରୁ ବି.ଏ. ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। କିନ୍ତୁ କୌଣସି କାରଣରୁ ଇତିହାସ ଅନର୍ସ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିଲା। ସେଦିନ ଖବରକାଗଜରୁ ମୋର କ୍ରମିକ ନମ୍ବରଟି...

ଏକ ଉଦ୍ଦାମ ଅଭିଯାନର ଅନ୍ୟନାମ : ଲକ୍ଷ୍ମଣ

ଲକ୍ଷ୍ମଣ ମିଶ୍ର ଏକ ଅଭିଯାନର ନାମ, କୈଶୋରରୁ ଉଦ୍ଦାମ ଅଭିଯାନ ଆରମ୍ଭକରି ଜୀବନର କଣ୍ଟକିତ ପଥରେ ରକ୍ତଝରା ପାଦରେ ଦୁର୍ବାର ଭାବରେ ଚାଲିପାରିବାର ଏକ ପ୍ରତିଶବ୍ଦ। ଢେଙ୍କାନାଳର ଭୁବନ ଗାଁରୁ ଅବିଭାଜିତ ଭାରତ ପରେ ପୂର୍ବ ପାକିସ୍ତାନର ଅଧୁନା ବାଂଲାଦେଶର...

ମୃତ୍ୟୁ ପରେ ବି ଜୀବିତ

ଏମାନେ ଥିଲେ ମୃତ୍ୟୁର ଖୁବ୍‌ ନିକଟତର। ବନ୍ଧୁ ପରିଜନ ହରାଇବସିଥିଲେ ତାଙ୍କ ଜିଇଁବାର ଆଶା। ଦୁଃଖରେ ଭାଙ୍ଗିପଡୁଥିଲେ। ତଥାପି ନିଜର ଦୁଃଖକୁ ଚାପି ଅନ୍ୟର ମୁହଁରେ ଖୁସି ଫୁଟାଇବା ପାଇଁ ଜୀବନଦୀପ ଲିଭିଯିବା ପୂର୍ବରୁ ଆପଣାର ସେଇ ମଣିଷର କରାଇଥିଲେ...

ଜଙ୍ଗଲଜନ୍ତୁଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡିଛନ୍ତି ଏସବୁ ଗ୍ରାମବାସୀ: ଅନ୍ୟମାନଙ୍କ ପାଇଁ ଉଦାହରଣ

ମହାବୀର ପକ୍ଷୀ ସୁରକ୍ଷା କମିଟି-ପ୍ରାକୃତିକ ପରିବେଶରେ ଭରା ଓଡ଼ିଶା।ଏହାର ଜଙ୍ଗଲ, ପାହାଡ଼, ନଦୀ, ଝରଣା, ହ୍ରଦ ଓ ସମୁଦ୍ରର ବେଳାଭୂମି ଖୁବ୍‌ ମନୋରମ।ଏପରି ସ୍ଥାନରେ ବିଭିନ୍ନ ପଶୁପକ୍ଷୀ ଆଦି ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ କେତେକ ଗ୍ରାମବାସୀ ଓ ଜଙ୍ଗଲବିଭାଗର କର୍ମଚାରୀମାନେ...

କ୍ଷେପଣାସ୍ତ୍ରଠୁ ବି ଭୟଙ୍କର ଏହି ଡ୍ରୋନ୍‌, ବିମାନଠୁ ଅଧିକ ଉପରେ ଉଡ଼େ

ନୂଆଦିଲ୍ଲୀ,୭ା୮: ଭାରତୀୟ ବାୟୁସେବା ଜମ୍ମୁ ଏୟାରବେସ୍‌ରେ ଜୁନ୍‌ରେ ଡ୍ରୋନ୍‌ ହମଲା ହୋଇଥିଲା। ଏହା ପରେ ଡ୍ରୋନ୍‌ ଆକ୍ରମଣକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏଥିସହିତ ଭାରତ ସରକାର ଦେଶରେ ଡ୍ରୋନ୍‌ ଉଡ଼ାଣକୁ ନେଇ ନିୟମ ଲାଗୁ କରିବାକୁ ଯାଉଛନ୍ତି। ମାତ୍ର...

ଆକାଶରେ ଉଡ଼ିଲା ସୁଇମିଂ ପୁଲ୍‌ ପାଣି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମେଲବୋର୍ନ: କିଛିଦିନ ହେବ ଗ୍ଲୋବାଲ ଓ୍ବାର୍ମିଂ ସହ ଜଡ଼ିତ ଅନେକ ଆଶ୍ଚର୍ଯ୍ୟକର ଘଟଣାସବୁ ସାମ୍ନାକୁ ଆସୁଛି। କାନାଡାରେ ପ୍ରବଳ ଗ୍ରୀଷ୍ମ, ଚାଇନାରେ ୧୦୦୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ବର୍ଷା, ଜର୍ମାନୀରେ ପ୍ରବଳ ବନ୍ୟା ଦେଖିବାକୁ ମିଳିଥିବାବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆରେ...

୨୬୦୦ ବର୍ଷ ତଳର ସର୍ବ ପୁରାତନ ଟଙ୍କାଶାଳର ମିଳିଲା ସନ୍ଧାନ…

ବେଜିଂ,୭।୮: ଚାଇନାରେ ପୃଥିବୀର ସର୍ବ ପୁରାତନ ଟଙ୍କା ଶାଳର ସନ୍ଧାନ ମିଳିଛି। ଏଠାରେ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଟଙ୍କା ତିଆରି ଆରମ୍ଭ କରାଯାଇଥିବା ପ୍ରତ୍ନତତ୍ତ୍ୱବିତ୍‌ ମାନେ ପ୍ରକାଶ କରିଛନ୍ତି। ୨୬ ଶହ ବର୍ଷ ତଳେ ଏଠାରେ ପ୍ରଥମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri