ଫୁରସତ

ପ୍ରେମିକା ବ୍ରେକ୍‌ଅପ୍‌ କରିବାରୁ ଏମିତି ପ୍ରତିଶୋଧ ନେଲେ ପ୍ରେମିକ, ଜାଣିଲେ…

ପ୍ରେମ ଶାଶ୍ୱତ, ଚିରନ୍ତନ। ପ୍ରେମର ଆବେଗ ଜଣେ ବ୍ୟକ୍ତିର ଜୀବନକୁ ସୁନ୍ଦର ଭାବରେ ଗଢ଼ି ତୋଳିଥାଏ। ବେଳେବେଳେ ଏହି ପ୍ରେମରେ କିଛି ଭୁଲ୍‌ ଭୁଝାମଣା ରହିଲେ ଏହା ଭୟଙ୍କର ହୋଇଥାଏ। ପ୍ରତିଶୋଧ ପରାୟଣ ହୋଇଉଠନ୍ତି ପ୍ରେମୀଯୁଗଳ। ବ୍ରାଜିଲରେ ରହୁଥିବା ଜଣେ ଯୁବକ…

ଅଣ୍ଡାକୁ ନେଇଯାଉଥିଲେ ଯୁବତୀ, ଆସି ଝାମ୍ପିଲା ମୟୂର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଜାଣନ୍ତି ବିମାନର ଝରକା କାହିଁକି ହୋଇଥାଏ ଗୋଲାକାର

ସାଧାରଣତଃ ଘରେ କିମ୍ବା ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ବର୍ଗାକାର କିମ୍ବା ଆୟତାକାର ଆକୃତିର ଝରକା ଦେଖିଥିବେ। ଘରେ ବ୍ୟବହୃତ ଅନେକ ଉପକରଣ ମଧ୍ୟ ବର୍ଗାକାର। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ବିମାନ ଝରକାଗୁଡ଼ିକ କାହିଁକି ଗୋଲାକାର? ଆପଣ…

ମେ ୩୦-୩୧ ଦୁଇ ଦିନ ହେବ ଆକାଶରୁ ଉଲ୍‌କା ବର୍ଷା…

ଓ୍ବାଶିଂଟନ, ୩୦।୫ : ସମଗ୍ର ବିଶ୍ୱର ମହାକାଶ ଗବେଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ମେ ୩୦ ଏବଂ ୩୧ ଦୁଇ ଦିନ ଧରି ଆକାଶରୁ ଉଲ୍‌କା ବର୍ଷା ହେବ। ଆମେରିକାର ସ୍ପେସ ଏଜେନ୍ସି ନାସା ଅନୁଯାୟୀ, ମେ…

ବିଶ୍ୱର ସବୁଠୁ ବଡ଼ ହ୍ବିସ୍କି ବୋତଲ ନିଲାମ: ଦାମ୍‌ ରହିଛି…

ବିଶ୍ୱର ସବୁଠୁ ବଡ଼ ହ୍ବିସ୍କି ବୋତଲ ନିଲାମ ହୋଇଛି। ଏହି ବୋତଲଟି ୫ ଫୁଟ ଏବଂ ୧୧ ଇଞ୍ଚ ଲମ୍ବ ଏବଂ ଏଥିରେ ୩୧୧ ଲିଟର ହ୍ବିସ୍କି ଭର୍ତ୍ତି ହୋଇଛି। ଏହି ବୋତଲକୁ ଅନଲାଇନ ନିଲାମ କରାଯାଇଥିଲା। ପ୍ରାୟ ୧.୪ ମିଲିୟନ…

ଗଜପତିଙ୍କର ଗୁଣ୍ଠୁଣୀହାତୀ ସୁଦେହିକା ପ୍ରତି ସମ୍ମାନବୋଧ

ଆମେ ମନ୍ଦିର ନିର୍ମାଣବେଳେ ଶଗଡ଼/ଶଗଡ଼ି ବ୍ୟବହାରର କେତେକ ପ୍ରସଙ୍ଗ ଆଲୋଚନା କଲେ। ଭୁବନେଶ୍ୱରରୁ ଶିଳ୍ପୀମାନେ ଶଗଡ଼ରେ ଯିବାଆସିବା କରିବାର ପ୍ରମାଣ ବି ଉଲ୍ଲେଖ ରହିଛି। ଦାମୋଦର ଜେନା ସେମାନଙ୍କ ନବାଆଣିବା ଦାୟିତ୍ୱରେ ଥିଲେ। ସେହିପରି ହାତୀମାନେ ମଧ୍ୟ ଗମନାଗମନ ପାଇଁ ଯେତିକି…

ଏଣ୍ଟ୍ରାନ୍ସ ଦେଲେଣି ୨୫ ଥର

ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ ଏଣ୍ଟ୍ରାନ୍ସ ବା ପ୍ରବେଶିକା ପରୀକ୍ଷାରେ ଥରେ କି ଦୁଇଥର ଫେଲ୍‌ ହୋଇଗଲେ ଯେଉଁଠି ଆଜିକାର ଯୁବପିଢୀମାନେ ନିଜର ଆତ୍ମବିଶ୍ୱାସକୁ ହରାଇ ବସୁଛନ୍ତି, ସେ କ୍ଷେତ୍ରରେ ଲିୟାଙ୍ଗ ଶୀଙ୍କୁ ଏକ ଉଦାହରଣ ଭାବେ ନିଆଯାଇପାରେ। ଚାଇନାର ଏହି ବ୍ୟକ୍ତିଙ୍କୁ…

୧୯ ବର୍ଷରେ ଲାଗନ୍ତିି କୁନି ପିଲା

ନାଜାପୁରର ଅବୋଲି ଜରିଟ୍‌। ଏବେ ତାଙ୍କୁ ବୟସ ପାଖାପାଖି ୧୯ ବର୍ଷ ହେବ। ହେଲେ ତାଙ୍କୁ ଦେଖିଲେ ଲାଗିବ ସତେକି ୬/୭ ବର୍ଷର କୁନି ଝିଅଟିଏ। ଏହା କୌଣସି ଚମତ୍କାର ନୁହେଁ ବରଂ ତାଙ୍କ ପାଇଁ ଏହା ଏକ ଦୁଃଖର ବିଷୟ।…

ମରୁଭୂମିରେ ପୋଷ୍ଟ ଅଫିସ୍‌

ଦୁନିଆରେ ଏମିତି ବି କେତେକ ଜିନିଷ ଅଛି, ଯାହାକୁ ଏଭଳି ନିରୋଳା ସ୍ଥାନରେ ତିଆରି କରାଯାଇଛି; ଫଳରେ ଏହା ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ସେମିତି ଏକ ଛୋଟ ପୋଷ୍ଟ ଅଫିସ୍‌ ରହିଛି ଚାଇନାର ଇନର୍‌ ମଙ୍ଗୋଲିଆରେ। ସେଠାକାର ତେଙ୍ଗର୍‌ ମରୁଭୂମିରେ…

ହନୁମାନଙ୍କ ଭ୍ରମ ହେଲା ଦୂର

ଯୁଦ୍ଧକ୍ଷେତ୍ରରେ ମେଘନାଦର ‘ବୀରଘାତିନୀ’ ବାଣ ଆଘାତରେ ଲକ୍ଷ୍ମଣ ମୂର୍ଚ୍ଛିତ ହୋଇଗଲେ l ଲଙ୍କାରୁ ସୁଷେଣ ବୈଦ୍ୟଙ୍କୁ ଅଣାଗଲା l ଜଡିବୁଟିର ନାଁ ଏବଂ ତାହା କେଉଁ ପର୍ବତରେ ମିଳେ -ତାହାର ଠିକଣା ବି ସେ ବତାଇଦେଲେ l ରାତିକ ଭିତରେ ତାହା…

ପୋଷା କୁକୁରଙ୍କ ପାଇଁ ତିଆରି କଲେ ମହଲ

ଏମିତି ବି କେତେଜଣ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କର ସଉକ ହେଲା ଘରେ କୁକୁର, ବିଲେଇ ପାଳିବା। ସେମାନଙ୍କୁ ଭଲ ଖାଇବାକୁ ଦେବା ସହ ତାଙ୍କର ଯତ୍ନ ନେବାରେ ହିଁ ତାଙ୍କର ଅଧିକାଂଶ ସମୟ କଟିଯାଏ। ସେହିପରି ଆଉ କିଛି ବ୍ୟକ୍ତି ଅଛନ୍ତି,…

ଗ୍ରୀଷ୍ମରେ ଶୈଳନିବାସ ଭ୍ରମଣ

ଖରାଦିନେ ମନ ଚାହେଁ ଏମିତି କୌଣସି ସ୍ଥାନକୁ ବୁଲି ଯିବାକୁ ଯେଉଁଠି ଖରାର ତେଜ ଖୁବ୍‌ କମ୍‌ ଥିବ ଆଉ ତା’ସାଙ୍ଗକୁ ଶୀତଳ ପବନର ସ୍ପର୍ଶ ମିଳୁଥିବ। ଏଥିପାଇଁ ଶୈଳନିବାସଠାରୁ ଭଲ ସ୍ଥାନ ଆଉ କ’ଣ ହୋଇପାରେ। ତେଣୁ ଏଠାରେ ସେମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?