ଫୁରସତ

୧୧୫ ଦିନର ଚିକିତ୍ସା ପରେ ଘରକୁ ଫେରିଲେ ୭୦୪ ଗ୍ରାମ୍‌ର ଶିଶୁ

ନୂଆଦିଲ୍ଳୀ,୮।୪: ରାଜଧାନୀ ଦିଲ୍ଳୀର ବସନ୍ତକୁଞ୍ଚ ଅଞ୍ଚଳରେ ଥିବା ଫରଟିସ୍‌ ହସ୍ପିଟାଲରେ ଜଣେ ମହିଳା ପ୍ରି-ମାଚ୍ୟୁୟର ଯମଜ ସନ୍ତାଙ୍କୁ ଜନ୍ମ ଦେଇଥିଲେ। ଜନ୍ମ ହେବାର କିଛି ସମୟ ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ଜୀବିତ ଶିଶରୁ ଓଜନ ମାତ୍ର ୭୦୪ ଗ୍ରାମ…

ମାଲିକଙ୍କୁ ଏମିତି ପ୍ରଶ୍ନ ପଚାରି ଚାକିରି ହରାଇଲେ କର୍ମଚାରୀ, ଜାଣିଲେ…

ସାଧାରଣତଃ ନୂଆ ଚାକିରି ପାଇଲେ ସମସ୍ତେ ଖୁସି ହୁଅନ୍ତି, କିନ୍ତୁ ଚାକିରି କରିବାକୁ ଯାଇଥିବା ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ। ଫଳରେ ସେମାନେ ଚାକିରିରେ ଯୋଗଦେବା ପୂର୍ବରୁ ଉତ୍ତର ଖୋଜିବାକୁ ଚେଷ୍ଟା କରନ୍ତି, କାରଣ ଯୋଗଦେବା ପରେ କୌଣସି ପ୍ରକାରର…

କଥା ହୁଅନ୍ତି ଛତୁ

ନୂଆଦିଲ୍ଲୀ: ମଣିଷଙ୍କ ଭଳି ଛତୁ ମଧ୍ୟ ପରସ୍ପର ସହ କଥା ହୋଇପାରନ୍ତି। ୟୁନିଭରର୍ସିଟି ଓ୍ବେଷ୍ଟ ଅଫ୍‌ ଇଂଲଣ୍ଡର ପ୍ରଫେସର ଆଣ୍ଡ୍ର୍ୟୁ ଆଡାମାଟଜକିଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଏହା ଜାଣିବାକୁ ମିଳିଛି। କଥା ମାଧ୍ୟମରେ ଛତୁମାନେ ମଧ୍ୟ ଭାବର ଆଦାନ ପ୍ରଦାନ କରନ୍ତି।…

ପେଟ୍ରୋଲ ପମ୍ପ୍‌ ମାଲିକ ରଖିଲେ ଏମିତି ଅଜବ ସର୍ତ୍ତ, ଜାଣିଲେ…

ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଯାନବାହନରେ ମୁଦ୍ରାସ୍ଫୀତିର ପ୍ରଭାବ ଦେଖାଯିବା ସହିତ ସାଧାରଣ ଜନତାଙ୍କ ପକେଟ୍‌ ବି ଖାଲି ହୋଇଯାଉଛି। ପେଟ୍ରୋଲ ଏବଂ ଡିଜେଲ ସମ୍ବନ୍ଧୀୟ ଖବର…

ବର୍ଷକରେ ୧ କୋଟିରୁ ଅଧିକ ଜରିମାନା ଆଦାୟ କରି ରେକର୍ଡ କଲେ ଏହି ଟିଟିଇ

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟିଟିଇଙ୍କୁ ଟିକେଟ ଯାଞ୍ଚ କରୁଥିବା ଦେଖିବାକୁ ମିଳେ। ଟିକେଟ ନ ଥିଲେ ଯାତ୍ରୀଙ୍କଠାରୁ ସେ ଜରିମାନା ମଧ୍ୟ ଆଦାୟ କରନ୍ତି। ଆଜିକାଲି ସେହିଭଳି ଜଣେ ଟିଟିଇ ଏବେ ଚର୍ଚ୍ଚାରେ। ସେ ହେଲେ ଶଶି କୁମାର। ସେ…

ଏଚଆଇଭି ପଜିଟିଭ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏସିଆର ପ୍ରଥମ କାଫେ

କେବଳ ଏଚଆଇଭି ପଜିଟିଭ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏସିଆର ପ୍ରଥମ କାଫେ କୋଲକାତାରେ ଖୋଲିଛି। ଏହି କାଫେର ନାଁ ରହିଛି ‘କାଫେ ପଜିଟିଭ’। ଏହାର ଉଦ୍ଦେଶ୍ୟ ହେଉଛି ସଚେତନତା ବିସ୍ତାର କରିବା ଏବଂ ଏଚ.ଆଇ.ଭି ପଜିଟିଭ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି…

ଏମିତି ଦେଶ, ଯେଉଁଠି ଜୀବଜନ୍ତୁଙ୍କୁ ଦିଆଯାଇଛି ଆଇନଗତ ଅଧିକାର

ଅନେକ ଦେଶରେ ସଂଗଠନ ମାନବିକ ଅଧିକାର ପାଇଁ ସଂଗ୍ରାମ କରୁଥିବାବେଳେ ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ବନ୍ୟଜନ୍ତୁମାନଙ୍କୁ ମଧ୍ୟ ଆଇନଗତ ଅଧିକାର ଦିଆଯାଇଛି। ଇକ୍ୱାଡୋର୍‌ରେ କୋର୍ଟ ଏପରି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଜୀବଜନ୍ତୁମାନଙ୍କର ମଧ୍ୟ ଜୀବନ ଏବଂ ପ୍ରକୃତିର…

ପରୀକ୍ଷା ଖାତାରେ ବି ‘ପୁଷ୍ପା’ ନିଶା: ଛାତ୍ର ଲେଖିଦେଲେ ଏମିତି

ନିକଟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଛି। ରିଲିଜ ହେବା ପରଠାରୁ ଏହାର ଗୀତ ଏବଂ ସଂଳାପ ଲୋକଙ୍କ ହୃଦୟରେ ରହିଯାଇଛି। ସମସ୍ତେ ଫିଲ୍ମର ଗୀତ ଏବଂ ସଂଳାପ ଉପରେ…

ଏଲିଅନ ମଣିଷଙ୍କ ସାଙ୍ଗରେ ରହି ପୃଥିବୀ ଉପରେ ଆକ୍ରମଣ ଯୋଜନା କରୁଛନ୍ତି, ଆମେରିକା ବୈଜ୍ଞାନିକଙ୍କ ଦାବି…

ଓ୍ବାଶିଂଟନ, ୬।୪ : ଆମେରିକୀୟ ପ୍ରଫେସର ଡ. ଡେଭିଡ ଜ୍ୟାକବ ପୃଥିବୀରେ ଏଲିଏନଙ୍କ ଉପସ୍ଥିତି ବିଷୟରେ ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ଆମେରିକୀୟ ପ୍ରଫେସର କହିଛନ୍ତି ଯେ ପୃଥିବୀରେ ଏଲିଏନ ମଣିଷଙ୍କ ସାଙ୍ଗରେ ରହୁଛନ୍ତି। ସେମାନେ ମଣିଷମାନଙ୍କୁ ଅପହରଣ କରିବା ସହିତ…

ଆର୍କଟିକରେ କୁଢ଼ କୁଢ଼ ପ୍ଲାଷ୍ଟିକ ବର୍ଜ୍ୟ, ପୃଥିବୀ ପାଇଁ ବିପଦ ମାଡ଼ି ଆସୁଛି…

ଓ୍ବାଶିଂଟନ/ବର୍ଲିନ, ୬।୪ : ପୃଥିବୀର ସବୁଠାରୁ ଜନଶୂନ୍ୟ ଏବଂ ବରଫ ଅଞ୍ଚଳ ମଧ୍ୟରୁ ଆର୍କଟିକ ଅନ୍ୟତମ। ମାତ୍ର ସେଠାରେ ଏବେ ପୃଥିବୀର ଅନ୍ୟ ଅଞ୍ଚଳ ଭଳି କୁଢ଼ କୁଢ଼ ପ୍ଲାଷ୍ଟିକ ବର୍ଜ୍ୟ ଜମା ହେବାରେ ଲାଗିଛି। ଏଠାରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବୃଦ୍ଧି…

ଦେଖିବାକୁ ଏତେ ହ୍ୟାଣ୍ଡସମ୍‌ ଯେ ଡେଟ୍‌ କରିବାକୁ ମନା କରୁଛନ୍ତି ଝିଅ

ସୁନ୍ଦର ଚେହେରା ଯୋଗୁ ସହଜରେ ସାଥୀ ମିଳିବା କଥା ଅନେକ ଶୁଣିଥିବେ। ହେଲେ ବ୍ରିଟେନର ଜଣେ ଯୁବକ ଦେଖିବା ପାଇଁ ବହୁତ ହ୍ୟାଣ୍ଡସମ୍‌ ବୋଲି ତାଙ୍କୁ ଡେଟିଂ କରିବାକୁ ଝିଅ ମନା କରୁଛନ୍ତି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ହେଁ ସତ।…

ଉପକାରୀ ଅଦା

ମହିଳାମାନେ ସାଧାରଣତଃ ଘରୋଇ ଉପଚାରକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଯଦି ଆପଣ ବି ଏପରି କରୁଥାନ୍ତି ତେବେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଭରିରହିଥିବା ଅଦାକୁ ନେଇ କିପରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦୂର କରିପାରିବେ ଜାଣିରଖନ୍ତୁ ଟିପ୍ସ… ପ୍ରତିଦିନ ଖାଦ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?