ଫୁରସତ

ସାଉଥ୍‌ କୋରିଆ

ଏସିଆ ମହାଦେଶର ପୂର୍ବ ଭାଗରେ ରହିଛି ସାଉଥି କୋରିଆ। ଏହା ପୃଥିବୀର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଗଣିତ। ତେବେ ଜାଣିବା ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ… ପୃଥିବୀର ସବୁଠୁ କମ୍‌ ସଂଖ୍ୟକ ମେଦବହୁଳ ବ୍ୟକ୍ତି ଏଠାରେ…

୨୩ ହଜାର ବର୍ଷ ପୂର୍ବେ ଆମେରିକାରେ ବାସ କରୁଥିଲେ ମଣିଷ, ହିମ ମାନବର ପାଦଚିହ୍ନର ସନ୍ଧାନ…

ଓ୍ବାଶିଂଟନ, ୧୧।୬ : ଆମେରିକାରେ ୨୩ ହଜାରେ ବର୍ଷ ପୂର୍ବେ, ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀ ଅତ୍ୟଧିକ ଥଣ୍ଡା ଥିଲା । ସେହି ସମୟରେ ପୃଥିବୀ ପୃଷ୍ଠରେ ବରଫର ପରିମାଣ ଏତେ ଥିଲା ଯେ ବୈଜ୍ଞାନିକମାନେ ଏହାକ ୁ…

ରୁଟି ଫିଙ୍ଗି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଦୁନିଆରେ ବହୁତ କିଛି ଅଛି, ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। କିଛି ଲୋକ ଏପରି କରିଥାନ୍ତି ଯାହାକି ଅନ୍ୟମାନଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଥାଏ। ଏମିତି କିଛି ଭିନ୍ନ ଧରଣର କରି ରେକର୍ଡ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଆଉ…

ରାଣୀ ଏଲିଜାବେଥ୍‌ ବିଶ୍ୱର ସର୍ବ ପୁରାତନ ଶାସକ

ବ୍ରିଟେନ ଏବଂ କମନଓ୍ବେଲଥ ଇତିହାସରେ ଏଲିଜାବେଥ ଦ୍ୱିତୀୟ ତଥା ଦୀର୍ଘତମ ଶାସନ କରୁଥିବା ରାଣୀ ଅଟନ୍ତି। ୯୬ ବର୍ଷର ଏଲିଜାବେଥ ମଧ୍ୟ ଦୁନିଆର ସର୍ବ ପୁରାତନ ଶାସକ। ତାଙ୍କ ପୂର୍ବରୁ ଏହି ରେକର୍ଡ ରାଣୀ ଭିକ୍ଟୋରିଆଙ୍କ ନାମରେ ଥିଲା, ଯିଏ କି…

କଳା ବିଲେଇ ରାସ୍ତା ପାର୍‌ ହେଲେ କାହିଁକି ଅଶୁଭ ବୋଲି ବିଚାର କରାଯାଏ, ଜାଣନ୍ତୁ…

କୁହାଯାଏ, ରାସ୍ତାରେ ଗଲା ବେଳେ ଯଦି କଳା ବିଲେଇଟିଏ ପାସ୍‌ କରେ ତେବେ ଭୁଲ୍‌ରେ ମଧ୍ୟ ସେହି ରାସ୍ତାରେ ଆଗକୁ ଯିବା ଉଚିତ୍‌ ନୁହଁ। ଯଦିଓ ଏହା ଏକ ଅନ୍ଧବିଶ୍ୱାସ ତଥାପି ଏହା ପଛରେ ଏକ କାରଣ ରହିଛି। କିଛି ଲୋକ…

୫୧ ଟ୍ରାକ୍ଟରରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଲେ ବର, ଭିଡିଓ ଦେଖିଲେ…

ଆଜିକାଲି ବିବାହରେ କିଛି ଅଲଗା କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ବର-କନ୍ୟାଙ୍କଠାରୁ ଆରମ୍ଭ କରି ବିବାହ ଶୋଭାଯାତ୍ରା ପର୍ଯ୍ୟନ୍ତ ସବୁକିଛି ଅଲଗା କରିବାକୁ ଚେଷ୍ଟା କରାଯାଉଛି। ଏହି କ୍ରମରେ ରାଜସ୍ଥାନର ଏକ ବିବାହର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବର…

ସିମ୍ପାଞ୍ଜି ସହ ଗେଲ ପଡ଼ିଲା ମହଙ୍ଗା: ଶର୍ଟ ଧରି ଟାଣିନେଲା ଗୋଡ଼

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

‘ହାର୍‌ ମାନିବା ବିକଳ୍ପ ନୁହେଁ’

ଓ୍ବେଲିଂଟନ: ନ୍ୟୁଜିଲାଣ୍ଡର ହ୍ବାଇଟ୍‌ ଆଇଲାଣ୍ଡରେ ୨୦୧୯ ଡିସେମ୍ବର ୯ରେ ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା। ଏଥିରେ ୨୨ଜଣଙ୍କ ପ୍ରାଣହାନି ହୋଇଥିବାବେଳେ ୨୫ ଗୁରୁତର ଭାବେ ଆହତ ହୋଇଥିଲେ। ବିସ୍ଫୋରଣ ସମୟରେ ଷ୍ଟିଫେନ୍‌ କୋରାଲ ବ୍ରୋଭିଟ ତାଙ୍କ ବାପା ଓ ଭଉଣୀଙ୍କ ସହ ଘଟଣାସ୍ଥଳରେ…

ସନ୍ତାନ ଚିହ୍ନଟ ପାଇଁ ୩ ବର୍ଷ

ଦିସ୍‌ପୁର: ପୁଅ ହେଉ ଅବା ଝିଅ ଘରେ ସନ୍ତାନ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରି ଖେଳିଯାଏ। କିନ୍ତୁ ଏହି ଆନନ୍ଦକୁ ଅନୁଭବ କରିବା ପାଇଁ ନାଜମା ଖାନମଏବଂ ତାଙ୍କ ପରିବାରକୁ ୩ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି। ଆସାମ ବରାପେଟା…

ଝିଟିପିଟି ସହ ବନ୍ଧୁତା କରି ଚର୍ଚ୍ଚାରେ ପୋଲିସ ଅଫିସର

ସମ୍ପର୍କ ଏମିତି ଏକ ଶବ୍ଦ ଯାହାର କଳନା ନାହିଁ। ସେ ମଣିଷ ମଣିଷ ମଧ୍ୟରେ ହେଉ କି ପଶୁ ମଣିଷ ମଧ୍ୟରେ। କେତେବେଳେ କେଉଁ ପରିସ୍ଥିତିରେ ଗଢ଼ି ଉଠେ କହି ହୁଏ ନାହିଁ। ମଣିଷ-ମଣିଷ ମଧ୍ୟରେ ସମ୍ପର୍କ ବଢ଼ିବା ସାଧାରଣ କଥା।…

୩୦ ବର୍ଷ ହେଲା ନଖ କାଟୁନାହାନ୍ତି ଏହି ମହିଳା

ସାଧାରଣତଃ ପରିସ୍କାର ପରିଚ୍ଛନ୍ନ ରହିବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ଲୋକେ ନଖ କାଟନ୍ତି। କେହି କେହି ଫ୍ୟାଶନ ପାଇଁ ଅଳ୍ପ ନଖ ବଢ଼ାଇଥାନ୍ତି। ଏହା ଅତି ବେଶିରେ ୨-୩ ଇଞ୍ଚ ହୋଇଥାଏ। ଯଦି କାହା ନଖର ଲମ୍ବ ୧୨ ଇଞ୍ଚ ତେବେ…

ଏଠାରେ ଟାଟୁ କଲେ ଦେବାକୁ ପଡ଼େ ଟ୍ୟାକ୍ସ

ଦୁନିଆର ପ୍ରାୟ ପ୍ରତ୍ୟେକ ଦେଶ ନିଜ ଲୋକଙ୍କଠାରୁ ଟ୍ୟାକ୍ସ ନେଇଥାଏ। ଏହି ଟ୍ୟାକ୍ସର ବ୍ୟବହାର ଦେଶର ଭବିଷ୍ୟତ ପାଇଁ ଅଧିକ ଖର୍ଚ୍ଚ ହୋଇଥାଏ। ଭାରତରେ ରାସ୍ତାର ବ୍ୟବହାରଠାରୁ ଅନେକ ଜରୁରୀ ଜିନିଷର ବ୍ୟବହାର ଉପରେ ଟ୍ୟାକ୍ସ ନିଆଯାଇଥାଏ। କିନ୍ତୁ ଦୁନିଆରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?