ଫୁରସତ

ହାତୀ ସହ ଉଛୁଳା ନଦୀ ପାର ହେଲେ ମାହୁନ୍ତ, ଭାଇରାଲ ହେଉଛି ଭୟାନକ ଭିଡିଓ

ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ସ୍ଥାନରେ ଲୋକମାନେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଥିବାରୁ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି। ଏବେ ବିହାରର ବୈଶାଳୀ ଜିଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ…

ଏମିତି ଦେଶ, ଯେଉଁଠି ମଣିଷଙ୍କଠାରୁ ମେଣ୍ଢାଙ୍କ ସଂଖ୍ୟା ଅଧିକ

ବିଶ୍ୱ ମାନଚିତ୍ରରେ ଶହ ଶହ ଦେଶ ରହିଛି। ପ୍ରତ୍ୟେକ ଦେଶର ନିଜସ୍ବ ଭୌଗୋଳିକ ସ୍ଥିତି ମଧ୍ୟ ରହିଛି। କିଛି ଦେଶ ନିଜର ବିଶେଷତ୍ୱ ପାଇଁ ବେଶ୍‌ ଜଣାଶୁଣା। ଏହା ମାଧ୍ୟମରେ ପ୍ରତ୍ୟେକ ଦେଶର ନିଜ ନିଜର ପରିଚୟ ସୃଷ୍ଟି କରିଥାନ୍ତି। ଆମେ…

୫ ଦିନର ସନ୍ତାନକୁ ବିକ୍ରି କରି ନିଜର ସଉକ୍‌ ପୂରା କରିବାକୁ ଚାହୁଁଥିଲେ ମହିଳା, କାରଣ ଜାଣିଲେ…

ଦୁନିଆରେ ଯଦି କେଉଁ ସମ୍ପର୍କକୁ ସବୁଠୁ ନିକଟତର କୁହାଯାଏ ତେବେ ତାହା ହେଉଛି ମା-ପିଲାର ସମ୍ପର୍କ। ଗୋଟିଏ ପିଲା ପାଇଁ ତା’ ମା’ର ସ୍ନେହ ସବୁଠୁ ନିଶ୍ଚଳ। ମାତ୍ର ରୁଷିଆର ଜଣେ ମା’ ଏହି ସମ୍ପର୍କରେ ଦାଗ ଲଗାଇଛନ୍ତି। ନିଜର ସଉକ୍‌…

ଘର ଆଜବେଷ୍ଟ ଉପରେ ସିଂହ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ବାଡ଼ିରୁ ଘରକୁ ଲମ୍ବିଚି ଭୟଙ୍କର ସାପ, ଭିଡିଓକୁ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ମଣିଷଠୁ ବି ଚତୁର ଛେଳି, ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିବେ

ଅନେକ ଲୋକ ଭାବନ୍ତି ଯେ, କେବଳ ମଣିଷ ହେଉଛି ଦୁନିଆର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି। ପଶୁମାନଙ୍କର କୌଣସି କଥାରେ ଭାବନା ନାହିଁ। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌। କାରଣ ପ୍ରକୃତି ପ୍ରତ୍ୟେକ ପ୍ରାଣୀକୁ ଚିନ୍ତା କରିବା ଏବଂ ବୁଝିବା ପାଇଁ…

ଦଶ ମାସର ଶିଶୁଙ୍କୁ ରେଲଓ୍ବେରେ ଚାକିରି

ମାଲକାନଗିରି,୧୧ା୭ (ଡି.ଏନ୍‌.ଏ.): ପଡୋଶୀ ଛତିଶଗଡ଼ରେ ଜଣେ ଦଶମାସର ଶିଶୁଙ୍କୁ ରେଳ ବିଭାଗରେ ଚାକିରି ମିଳିଛି। ଏହା ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ୍ୟ। ତେବେ ଏତେ କମ ବୟସରେ ଚାକିରି ପାଇବା ରେକର୍ଡ ସୃଷ୍ଟି କରିଥିବା ବେଳେ ଏହା ପଛରେ ରହିଥିବା ଦୁଃଖଦ…

ଓଲଟା ଯାଉଛି ଟ୍ରେନ୍‌

ଯାତାୟାତର ଏକ ବଡ଼ ମାଧ୍ୟମ ହେଉଛି ଟ୍ରେନ୍‌। ଯେକୌଣସି ଦେଶ ହେଉନା କାହିଁକି ରେଳ ଧାରଣା ଉପରେ ଚାଲୁଥିବା ଏହି ଟ୍ରେନ୍‌ ସବୁଠି ଏକ ଶସ୍ତା ଓ ସୁଗମ ଯାତାୟାତର ମାଧ୍ୟମ ଭାବେ ପରିଚିତ। ଆଜିକାଲି ବିଭିନ୍ନ ବିଶେଷତ୍ୱ ଥିବା ଟ୍ରେନ୍‌…

ରହସ୍ୟମୟ ସ୍ମାରକ

ଆୟର୍ଲାଣ୍ଡର କାଉଣ୍ଟି ମଥ୍‌ରେ ଅଛି ଏକ ରହସ୍ୟମୟ ସ୍ମାରକ। ଏହା ଏକ ପ୍ରାଗ୍‌ଐତିହାସିକ ସ୍ମାରକ ଅଟେ, ଯାହାକି ବାୟରନ ନଦୀର ଉତ୍ତରରେ ଡ୍ରୋଘେଡାଠାରୁ ୮ କି.ମି. ଦୂର ପଶ୍ଚିମରେ ରହିଛି। ଏହା ସାରା ପୃଥିବୀରେ ନ୍ୟୁଗ୍ରେଞ୍ଜ ନାମରେ ପରିଚିତ। ଖ୍ରୀ.ପୂ. ୩୨୦୦…

ପଥର ଦେଉଛି ଅଣ୍ଡା

ଏଇ ପୃଥିବୀ ସତରେ ଏମିତି ସବୁ ବିସ୍ମୟରେ ଭରି ରହିଛି, ଯାହାକୁ ସ୍ବଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରିହେବନି। ଯେମିତି କି ଚାଇନାର ଗିଝୋଉ ପ୍ରାନ୍ତରେ ଥିବା ଏକ ବିରାଟ ପଥର। କିଛି ପ୍ରାଣୀ ଓ ପକ୍ଷୀ ଅଣ୍ଡା ଦେଉଥିବା କଥା…

ମଉସାଙ୍କ ମରିବା ଖୁସିରେ…

ଘନ ମଉସାଙ୍କ ମରଣ ଖବର ଶୁଣି ମନ ମୋର ବିଷିପିତା ହୋଇଗଲା l ଆହା, ଏତେ ସୁନ୍ଦର ଲୋକ…ଏଡ଼େ ବେଗି ଚାଲିଗଲେ! ଭାରି ପରୋପକାରୀ ଲୋକ ଥିଲେ l ସବୁଠୁ ବଡ଼ଗୁଣ ହେଲା, ମା’ – ମାଟି -ମାତୃଭାଷାକୁ ଭାରି ଭଲପାଉଥିଲେ…

ଗୋଟିଏ ଗଛରେ ୩୨,୦୦୦ ଟମାଟୋ

ଫ୍ଲୋରିଡାସ୍ଥ ଓ୍ବାଲ୍ଟ ଡିଜନୀ ଓ୍ବାର୍ଲଡ ରିସର୍ଟର ଏକ୍ସପେରିମେଣ୍ଟାଲ ଗ୍ରୀନ୍‌ ହାଉସ୍‌ରେ ଅଛି ଏକ ବିରାଟକାୟ ଟମାଟୋ ଗଛ। ଏହା ଏକ ବରଗଛ ପରି ଦେଖିବାକୁ। ହେଲେ ଏଥିରେ ଖୁନ୍ଦି ହୋଇ ଲାଲ୍‌ ଲାଲ୍‌ ଟମାଟୋ ଫଳିଥାଏ। ଏଥିରେ ଏତେ ଟମାଟୋ ହୁଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?