ଫୁରସତ

ପାଣି ପିଇବା ପରେ ଏପରି ଟ୍ୟାପ୍‌ ବନ୍ଦ କରୁଛି କୁକୁର, ଭିଡିଓ ଦେଖିଲେ ନିଶ୍ଚିତ ପ୍ରଶଂସା କରିବେ

କୁକୁରମାନଙ୍କୁ କେବଳ ବୁଦ୍ଧିମାନ ପ୍ରାଣୀ ଭାବରେ ବିବେଚନା କରାଯାଏ ନାହିଁ ବରଂ ସବୁଠାରୁ ବୁଦ୍ଧିମାନ ବୋଲି କୁହାଯାଇଥାଏ। ମଣିଷ ସହିତ କୁକୁରମାନଙ୍କର ଏକ ଅଦ୍ଭୁତ ସମ୍ପର୍କ ରହିଛି। ବୁଝାମଣା, ମଧୁର ସମ୍ପର୍କ, ବିଶ୍ୱସ୍ତ ଏବଂ ଏପରିକି କୁକୁରମାନେ ମାଲିକଙ୍କ ପାଇଁ ନିଜ…

କ୍ଷମା ହିଁ ଶାନ୍ତିପୂର୍ଣ୍ଣ ଜୀବନର ଲକ୍ଷ୍ୟ

କ୍ଷମା ଏକ ମାନବୀୟ ଗୁଣ। ଏହା ଦ୍ୱାରା ଶତ୍ରୁ ମଧ୍ୟ ମିତ୍ର ହୋଇଯାଇଥାଏ। କ୍ଷମା କରିବା ଗୁଣକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୭ ରେ ବିଶ୍ୱ କ୍ଷମା ଦିବସ ପାଳନ କରାଯାଇଥାଏ। କ୍ଷମା କରିବା ଦ୍ୱାରା ଶରୀରରେ ଆରୋଗ୍ୟ…

ଜଣେ ଜଣଙ୍କୁ ବର୍ଷାରୁ ବଞ୍ଚାଇବା ପାଇଁ କରୁଛନ୍ତି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଡରିକି ଦୌଡ଼ିଲା ସିମ୍ପାଞ୍ଜି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଚେହେରା ନ ଦେଖାଇ ସୋସିଆଲ ମିଡିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏହି ନର୍ସ, କାରଣ ଜାଣିଲେ…

ଆଜିର ଯୁଗରେ ଟଙ୍କା ରୋଜଗାର କରିବାର ଅନେକ ମାଧ୍ୟମ ରହିଛି। ସମୟ ଥିଲା ଯେତେବେଳେ ଲୋକମାନେ ଅର୍ଥ ରୋଜଗାର କରିବା ପାଇଁ ଦିନରାତି କଠିନ ପରିଶ୍ରମ କରୁଥିଲେ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକପ୍ରିୟତା ସହିତ ଲୋକେ ରାତାରାତି ପ୍ରସିଦ୍ଧ ହୋଇଯାଉଛନ୍ତି।…

ଦୁଇଟି ଗଛକୁ ଜଗିବା ପାଇଁ ୩ ସିକ୍ୟୁରିଟି ଗାର୍ଡ, ୬ କୁକୁର ନିୟୋଜିତ: କାରଣ ଜାଣିଲେ…

ଏବେ ଆମ୍ବ ସିଜିନ୍‌ ଚାଲିଛି। ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଆମ୍ବ କିଲୋ ଅତିବେଶୀରେ ୧୫୦-୨୦୦ ଭିତରେ ରହିଥାଏ। କିନ୍ତୁ ଭାରତରେ ଏକ ଆମ୍ବ ବିକ୍ରି ହେଉଛି, ଯାହାର ଦାମ୍‌ କିଲୋ ୨.୭୦ ଲକ୍ଷ ଟଙ୍କା। ମଧ୍ୟପ୍ରଦେଶର ଜବଲପୁରରେ…

୨୭ ବର୍ଷ ଚାକିରି ଜୀବନରେ ଗୋଟିଏ ଛୁଟି ନେଇନାହାନ୍ତି ଏହି ବ୍ୟକ୍ତି: କମ୍ପାନୀ ଦେଲା ଉପହାର

ସାଧାରଣତଃ ଜଣେ ବ୍ୟକ୍ତି ଯଦି ନିଜ କାମ ପ୍ରତି ବିଶ୍ୱସ୍ତ ଥାନ୍ତି, ତେବେ ସେ ଛୁଟି ନେବା କଥା ଆଦୌ ଭାବନ୍ତି ନାହିଁ। ଯେଉଁ କାମ ପାଇଁ ସେ ଉତ୍ସର୍ଗୀକୃତ, ପ୍ରଥମେ ସେହି କାମ ପ୍ରତି ଧ୍ୟାନ ଦେଇଥାନ୍ତି। ଏମିତି ଜଣେ…

ମଣିଷରୁ ହଠାତ୍‌ କାର୍‌ ପାଲଟିଲେ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ଆପଣ ନିଶ୍ଚିତ ଭାବରେ ବିଜ୍ଞାନର ଅନେକ ଫିଲ୍ମ ଦେଖିଥିବେ। ଯେଉଁଥିରେ ଜଣେ ମଣିଷ ରୋବଟ୍‌ ହୋଇଯାଏ। ଟ୍ରାନ୍ସଫର୍ମର୍ସ ଫିଲ୍ମ ଏହି ପ୍ରସଙ୍ଗରେ ବେଶ୍‌ ଜଣାଶୁଣା। ମାତ୍ର ଆପଣ ପ୍ରକୃତରେ ଏପରି ବ୍ୟକ୍ତିଙ୍କୁ ଦେଖିଛନ୍ତି କି, ଯିଏ ହଠାତ୍‌ କାର୍‌ରେ ପରିଣତ ହୋଇଯାଉଛନ୍ତି।…

କାଜୁ ଭଳି ଅଣ୍ଡା ଦେଉଛି କୁକୁଡ଼ା

ଅଣ୍ଡାର ଆକାର କେମିତି ସମସ୍ତେ ଜାଣନ୍ତି। ଏମିତି କି ଅଣ୍ଡାର ଆକାର ଅନୁସାରେ ହିଁ ଅଣ୍ଡାକୃତିର ନାମକରଣ ବି ହୋଇଛି। ହେଲେ ଏଇ କିଛିଦିନ ହେବ ଭିନ୍ନ ଏକ ଆକୃତିର ଅଣ୍ଡା ଦେଉଥିବା ଏକ କୁକୁଡ଼ା ବେଶ୍‌ ଚର୍ଚ୍ଚାରେ ଅଛି। କହିବାକୁ…

ଚିକିତ୍ସା ସୂତ୍ର

ଜଣେ ମହାତ୍ମା କହିଥିଲେ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇ ଲୋକେ କୋଟି ଜନ୍ମର ପାପରୁ ମୁକ୍ତି ପାଆନ୍ତି । ମୁଁ ଗାଲୁଆ ସେବେଠୁଁ ନିଜକୁ ବୁଝେଇଦେଲି ଯେହେତୁ ମୁଁ ପାପୀ ନୁହେଁ ସେଇଥିପାଇଁ ବୋଧେ ଠାକୁର ମୋତେ କେବେ ଭାବଡୋରି ପକେଇ ଭିଡ଼ନ୍ତି…

୬୫ ଲକ୍ଷର ପାଣି ବୋତଲ

ପାଣି ବୋତଲ ସମସ୍ତେ କିଣିଥିବେ। ଏହାର ଦାମ ୧୦ଟଙ୍କାରୁ ଆରମ୍ଭ ହୋଇଥାଏ। ତେବେ ଭାରତରେ ଏମିତି ଏକ ପାଣି ବୋତଲ ଖୁବ୍‌ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି, ଯାହାର ମୂଲ୍ୟ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପାଣି ବୋତଲର ଦାମ…

ଶାସଙ୍ଗ ଜଗନ୍ନାଥ ମନ୍ଦିର

ବାଲେଶ୍ୱର ସହରରୁ ନିମିକି ସଡ଼କରେ ଇଞ୍ଚୁଡ଼ି ଅଭିମୁଖେ ପ୍ରାୟ ୧୦ କି.ମି. ଦୂର ଗଲେ ପଡ଼େ ପାଗନଈ ଛକ। ଆଉ ଏହି ଛକରୁ ଡାହାଣ ପାର୍ଶ୍ୱ ଦେଇ କିଛିବାଟ ଗଲେ ପଡ଼ିଥାଏ ଶାସଙ୍ଗ ଗ୍ରାମପଞ୍ଚାୟତ; ଯେଉଁ ଗ୍ରାମପଞ୍ଚାୟତର ଆରାଧ୍ୟ ଦେବତା ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?