ଫୁରସତ

ପ୍ରସାଦ ବଦଳରେ ମିଳୁଛି ବର୍ଗର, ସାଣ୍ଡଓ୍ବିଚ୍‌,

ଚେନ୍ନାଇ: ପ୍ରସାଦ ବଦଳରେ ଭକ୍ତଙ୍କୁ ଦିଆଯାଉଛି ବର୍ଗର ଓ ସାଣ୍ଡଓ୍ବିଚ୍‌। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଚେନ୍ନାଇ ପାଡାପ୍ପାଇରେ ଥିବା ଦୁର୍ଗା ପୀଠରେ। ତେବେ ପୀଠକୁ ଆସୁଥିବା ଭକ୍ତଙ୍କୁ ଲଡୁ, ନଡ଼ିଆ, ଉଖୁଡ଼ା ବଦଳରେ ବର୍ଗର ଓ ସାଣ୍ଡଓ୍ବିଚ୍‌…

ନିଆରା ଘର: ବନ୍ୟା କି ବର୍ଷାରେ ହେବ ନାହିଁ ନଷ୍ଟ

ଦୁନିଆରେ ଏପରି ଅନେକ ଦେଶ ରହିଛି, ଯେଉଁଠାରେ ବନ୍ୟା ପରିସ୍ଥିତି ଏକ ବଡ଼ ସମସ୍ୟା ଅଟେ। ବର୍ଷା ଆସିବା ମାତ୍ରେ ଏହି ଦେଶର ସହରଗୁଡ଼ିକ ପାଣିରେ ବୁଡ଼ିଯାଇଥାନ୍ତି। ବିଶେଷକରି କେତେକ ଏସୀୟ ଦେଶରେ ଏହି ସମସ୍ୟା ଏକ ଭୟଙ୍କର ରୂପ ନେଇଥାଏ।…

ଗୋଟିଏ ଆଙ୍ଗୁଠିରେ ଛତା ରଖି ଗିନିଜ୍‌ ରେକର୍ଡ

ଟିଟିଲାଗଡ଼,୨୭ା୬(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ କଣ୍ଡରା ଗ୍ରାମର କାହ୍ନୁ ଭୋଇ ରବିବାର ଗୋଟିଏ ଆଙ୍ଗୁଠିରେ ଛତା ସନ୍ତୁଳନରେ ରଖି ରେକର୍ଡ କରିଛନ୍ତି। ମଧ୍ୟାହ୍ନ ୧୨.୦୩ରୁ କାହ୍ନୁ ଛିଡ଼ାହୋଇ ୮୭ ସିଏମ୍‌ ଦୈର୍ଘ୍ୟ ବିଶିଷ୍ଟ ୩୪୫ ଗ୍ରାମ ଓଜନର ଏହି ଛତାକୁ…

ସବୁଠୁ ଦାମୀ ଫୁଲ

ଠାକୁର ପୂଜାଠୁ ଆରମ୍ଭ କରି ଉପହାର ଦେବା ହେଉ ଅବା ସାଜସଜ୍ଜା ପର୍ଯ୍ୟନ୍ତ ଫୁଲର ଆଦର ସବୁଠି ରହିଛି। ତେବେ ସାଧାରଣତଃ ସଭିଙ୍କ ବାଡ଼ି ବଗିଚାରେ ବିଭିନ୍ନ ପ୍ରକାରର ଫୁଲ ଉପଲବ୍ଧ ଥିବା ବେଳେ ଆଉ କିଛି ଆବଶ୍ୟକତା ବେଳେ କିଣିବାକୁ…

ଜାଣନ୍ତି ‘Z’+ ସୁରକ୍ଷା କ’ଣ, କାହାକୁ ଏବଂ କାହିଁକି ଯୋଗାଇ ଦିଆଯାଇଥାଏ ଏହି ସେବା

ସମସ୍ତେ ନିଶ୍ଚିତ ଭାବରେ ‘Z’+ ସୁରକ୍ଷା ବିଷୟରେ ଶୁଣିଥିବେ। କିନ୍ତୁ ଏହାର ଅର୍ଥ କ’ଣ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ବିଶେଷକରି ନେତା କିମ୍ବା ରାଜନେତାଙ୍କ ଗସ୍ତ ସମୟରେ ସେମାନଙ୍କ ସୁରକ୍ଷାକୁ ସରକାର ବଢ଼ାଇ ଦେଇଥାନ୍ତି।…

କାର୍‌ ବାଇକ୍‌ ବଦଳରେ ଏଠାରେ ଲୋକେ କେବଳ କିଣନ୍ତି ବୋଟ୍‌, କାରଣ ଜାଣିଲେ…

ଦୁନିଆର ଯେକୌଣସି ସ୍ଥାନକୁ ସଂଯୋଗ କରିବାରେ ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କେବଳ ରାସ୍ତା ଦେଇ ଯାତାୟାତ କରିଥାନ୍ତି। କିନ୍ତୁ ଦୁନିଆର ଏମିତି ଏକ ଗାଁ ଅଛି, ଯେଉଁଠି ଆଦୌ ସଡ଼କ…

ଆତ୍ମହତ୍ୟା, ହେଲେ କାହିଁକି???

ଦିନକୁ ଦିନ ବଢିବାରେ ଲାଗିଛି ଆତ୍ମହତ୍ୟା ଜନୀତ ମୃତ୍ୟୁ ସଂଖ୍ୟା। ବିଶେଷ କରି ଏଭଳି ମୃତ୍ୟୁ ଘଟଣାରେ ଯୁବ ବୟସ୍କଙ୍କ ସଂଖ୍ୟା ଅଧିକ ଥିବା ଅତ୍ୟନ୍ତ ପରିତାପର ବିଷୟ। ଏହି ଆତ୍ମହତ୍ୟା ପ୍ରବଣତା ଏକ ପ୍ରକାରର ମାନସିକ ବ୍ୟାଧି। ତେବେ କ’ଣ…

ଦୁଇ ଫାଳିଆ ଜିଭରେ ଜାଣିପାରନ୍ତି ଦୁଇ ପ୍ରକାରର ସ୍ବାଦ

ଆମେରିକା, କାଲିଫର୍ନିଆରେ ରହୁଥିବା ବ୍ରାଏନା ମେରୀ ଶିହାଦେହଙ୍କୁ ନିଜ ଶରୀରରେ ମୋଡିଫିକେଶନ୍‌ କରାଇବାକୁ ବହୁତ ଭଲ ଲାଗେ। ତେଣୁ ସେ ନିଜ ଶରୀରରେ ଅନେକ ସର୍ଜରୀ ସହ ପିୟର୍ସିଂ, ଟାଟୁ ଆଦି କରାଇଛନ୍ତି। ଆଉ ଏଥିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ…

୩୦ ବର୍ଷ ଯାଏ ପୁରୁଷ ବେଶରେ ରହିଲେ ମହିଳା,କାରଣ ଜାଣିଲେ…

ମା’ ନିଜ ସନ୍ତାନକୁ ସୁରକ୍ଷା ଦେବା, ତା’ର ଉପଯୁକ୍ତ ଲାଳନ ପାଳନ କରିବା ପାଇଁ କିଛି ବି କରିପାରେ। ନାନା କଷ୍ଟ ସହିପାରେ। ଅନେକ ସମୟରେ ସେ ଉଭୟ ମା’ ଓ ବାପାର ଭୂମିକା ବି ତୁଲାଇଥାଏ। ତାମିଲନାଡୁ, ଥୁଥୁକୁଡି ଜିଲାସ୍ଥ…

ଉଚ୍ଚ ବିଚାର କିନ୍ତୁ କାର୍ଯ୍ୟ ଶୂନ

କଠଉ ପିନ୍ଧିବାକୁ ଭଲ ପାଉଥିବା ଏବଂ ସମୟ ଓ ପରିସ୍ଥିତି ପାଇଲେ ଦିନରେ କିଛି ସମୟ କଠଉକୁ ଉପଯୋଗ କରୁଥିବା ଜଣେ ଶିକ୍ଷିତ ଆଧ୍ୟାତ୍ମିକ ବ୍ୟକ୍ତିଙ୍କୁ ସେଦିନ ଜଣେ ସାମ୍ବାଦିକ ବନ୍ଧୁ କହିଲେ- ଆପଣ କଠଉ ପିନ୍ଧି ପାପ ଅର୍ଜନ କରୁଛନ୍ତି…

ପାଦରେ କରିଲେ ପ୍ରିୟ ସ୍ନିକର୍ସର ଟାଟୁ

ଜିମ୍‌ ପାଇଁ ନୂଆ ନୂଆ ସ୍ନିକର୍ସ ବାରମ୍ବାର କିଣି ୟୁକେ, ମଞ୍ଚେଷ୍ଟରର ଜଣେ ବ୍ୟକ୍ତି ବିରକ୍ତ ହୋଇ ଯାଇଥିଲେ। ଶେଷରେ ସେ ଏକ ଅଜବ ନିଷ୍ପତ୍ତି ନେଲେ। ଆଉ ନିଜର ସବୁଠୁ ପ୍ରିୟ ସ୍ନିକର୍ସର ଟାଟୁ ପାଦରେ କରାଇଲେ। ଏହି ଟାଟୁ…

ଆଇଟି ଚାକିରି ଛାଡି ବିକୁଛନ୍ତି ଗଧ କ୍ଷୀର

ଅନେକେ ଭାବୁଥିବେ ଗଧ ନାମକ ପ୍ରାଣୀଟି କୌଣସି କାମକୁ ନୁହେଁ। ଭାର ଉଠାଇବା ଛଡା ଏହା ଅନ୍ୟ କୌଣସି କାମରେ ଆସୁ ନ ଥିବ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ କର୍ନାଟକ ମାଙ୍ଗାଲୁରୁର ଶ୍ରୀନିବାସ ଗୌଡା ନାମକ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?