ଫୁରସତ

ଆଲ୍‌ଫାବେଟ୍‌ ସୁପ୍‌ରେ ରେକର୍ଡ

ସୁପ୍‌ ବିଭିନ୍ନ ପ୍ରକାରର ପିଇଥିବେ। ତେବେ ଆଲ୍‌ଫାବେଟ୍‌ ସୁପ୍‌ ବିଷୟରେ ହୁଏତ ଅନେକେ ଜାଣି ନ ଥିବେ। ଏହି ସୁପ୍‌ରେ ଇଂରାଜୀର ଲେଟର୍‌ ‘ଏ’ଠାରୁ ‘ଜେଡ୍‌’ ପର୍ଯ୍ୟନ୍ତ ଦେଖିବାକୁ ମିଳେ। କାନାଡା, ସ୍ପେନ, ଆମେରିକାରେ ଏହାର ଚାହିଦା ବହୁତ। ଛୋଟରୁ ବଡ…

କପଡା କଣ୍ଢେଇକୁ ବାହା ହେଲେ, ମା’ ବି ହେଲେ

କିଛି ଲୋକ ପ୍ରସିଦ୍ଧି ହାସଲ କରିବା ପାଇଁ କିଛି ବି କରିପାରନ୍ତି। ଏମିତିକି ଅନେକ ଅଜବ କାମ କରିବାକୁ ବି ପଛାଇ ନ ଥାନ୍ତି। ସେଇଭଳି ଜଣେ ମଣିଷ ହେଉଛନ୍ତି ବ୍ରାଜିଲର ୩୭ ବର୍ଷୀୟା ମହିଳା ମେରିବୋନ ରୋଚା ମୋରେସ୍‌। ସେ…

ପକ୍ଷୀଙ୍କ ପାଇଁ ଆପାର୍ଟମେଣ୍ଟ

ଆଜିକାଲି ସହର ଆପାର୍ଟମେଣ୍ଟମୟ ହୋଇଗଲାଣି। ଜନସଂଖ୍ୟା ବଢିବା ସହ ଆପାର୍ଟମେଣ୍ଟ କଲ୍ଚର ବଢିବାରେ ଲାଗିଛି। ହେଲେ ଏଥିରେ ବଳି ପଡିଯାଉଛନ୍ତି କୁନି କୁନି ଚଢେଇ। ଗଛ ସଂଖ୍ୟା କମିବା ଯୋଗୁ ସେମାନେ ବାସହରା ହୋଇଯାଉଛନ୍ତି। ତାସହ ଅନେକ ଚଢେଇଙ୍କ ବଂଶ ବି…

ଓ୍ବାଟର ପ୍ରୁଫ୍‌ ଫୁଟ୍‌ଓ୍ବେର

ନିଜକୁ ଟ୍ରେଣ୍ଡି ଏବଂ ଆଇକ୍ୟାଚି ଲୁକ୍‌ ଦେବାକୁ ବିଭିନ୍ନ ଆଉଟ୍‌ଫିଟ୍‌କୁ ନେଇ ଏକ୍ସପେରିମେଣ୍ଟ କରିବାରେ ବେଶ୍‌ ଆଗଭର ଯୁବପିଢ଼ି। ଯେଉଁଥିରୁ ବାଦ୍‌ପଡ଼େନି ସେମାନଙ୍କ ଫୁଟ୍‌ଓ୍ବେର ସିଲେକ୍ସନ। ହେଲେ ବର୍ଷାଦିନ ଆସିଲେ କିଭଳି ଫୁଟ୍‌ଓ୍ବେର ପିନ୍ଧିଲେ ସୁନ୍ଦର ଦେଖାଯିବା ସହ ପାଣି କାଦୁଅରେ…

ଗୁଜବ -ବଡ଼ ଅଜବ

ଚକ ଚକ କରୁଥିବା ଚନ୍ଦରାର ଚନ୍ଦା ମୁଣ୍ଡରେ ଚମତ୍କାର ବୁଦ୍ଧି l ଆଜ୍ଞା! ପଚାରୁଛନ୍ତି କେମିତି? ଭାତ ହାଣ୍ଡିରୁ ଗୋଟେ ଚିପି ପରଖିଲା ଭଳିଆ… କଥାଟେ ଶୁଣୁନାହାନ୍ତି l ଚନ୍ଦରାର ସମୁଦି ଚଇତା ଚାରିବର୍ଷ ତଳେ ଚାରିଟିଣ ଜଡ଼ାତେଲ, ଚାରି ହଜାର…

ଓଲଟା ବହୁଛି ଝରଣା

ସୁଉଚ୍ଚ ପାହାଡ ଉପରୁ ଝରଣା ତଳକୁ ପ୍ରବାହିତ ହୋଇଥାଏ। ପୃଥିବୀର ମାଧ୍ୟାକର୍ଷଣ ବଳ ପ୍ରଭାବରେ ଝରଣାଗୁଡିକ ଏଭଳି ଭାବେ ପ୍ରବାହିତ ହୁଏ। କିନ୍ତୁ ମହାରାଷ୍ଟ୍ରର ନାନେଘାଟ ଝରଣା ପ୍ରକୃତିର ଏହି ନିୟମର ଓଲଟା ପ୍ରବାହିତ ହୁଏ। ଅର୍ଥାତ୍‌ ଏହା ଉପରୁ ତଳକୁ…

ବର୍ଷାରେ ଭ୍ରମଣ

ଏମିତି ବି କେତେକ ଲୋକ ଅଛନ୍ତି, ଯେଉଁମାନେ ବର୍ଷାଦିନେ ପର୍ଯ୍ୟଟନରେ ଯିବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ଖାସ୍‌ ସେମାନଙ୍କ ପାଇଁ ଏଠାରେ ସେମିତି କେତୋଟି ପ୍ରାକୃତିକ ବୈଭବରେ ଭରା ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା; ଯେଉଁଠାକୁ ବର୍ଷକ ବାରମାସ ଯିବାର ସୁବିଧା…

ଟ୍ରେଣ୍ଡି ଛତା

ବର୍ଷା ହେଉ କି ଖରା ଛତାର ଆବଶ୍ୟକତା ପ୍ରାୟ ସବୁବେଳେ ରହିଥାଏ। ଖାସ୍‌ ସେଇଥିପାଇଁ ଛତାର ଅନେକ ଡିଜାଇନ୍‌ ଆଉ ଭେରାଇଟି ଦେଖିବାକୁ ମିଳେ। ତେବେ ଏଠାରେ ସେମିତି କିଛି ଟ୍ରେଣ୍ଡି ଛତା ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହା ବର୍ଷା ଦାଉରୁ…

କଳା କୁଶଳୀ ନିକୁଞ୍ଜ ବିହାରୀ

ଯେକୌଣସି କଳା ରୂପରେ ନିଜ ମାଟିର ସୁଗନ୍ଧ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେ ହେଉଛି ଯଥାର୍ଥ ଶିଳ୍ପୀ ଯାହାର ମୌଳିକତା ସ୍ବଭୂମିରୁ ବିକଶିତ ହୋଇଥାଏ । ଏହି ଦୃଷ୍ଟିକୋଣରୁ ନିକୁଞ୍ଜ ବିହାରୀ ଦାସଙ୍କ କଳା ଭାରତୀୟତାର ଆଧାରରୁ ଉଦ୍ଭୂତ ।…

ବର୍ଷା, ଇଲିଶି ଓ ବାଲିଛତୁ…

ଶ୍ରାବଣର ଆକାଶରେ କଳାହାଣ୍ଡିଆ ମେଘ। ଅବିଳମ୍ବେ ମେଘ ବରଷିବାର ସମ୍ଭାବନା । ଏ ବେଳରେ କଳାମେଘ ଦେଖି ନାଚେ ମୟୂର । ସାରୁଗଛ ମୂଳେ ବେଙ୍ଗବେଙ୍ଗୁଲୀଙ୍କ ଖେଳ। ବାଉଁଶ ବୁଦାରେ କୁମ୍ଭାଟୁଆର ରାବ। ଗହୀର ବିଲରେ ଚଷାପୁଅର ବେଉଷଣ। ବେଳେବେଳେ ଆକାଶରେ…

ଚଳନ୍ତା କାର୍‌ର ଟାୟାର ପରିବର୍ତ୍ତନ କରି ଗିନିଜ୍‌ ରେକର୍ଡ କଲେ ଦୁଇ ବ୍ୟକ୍ତି

କିଛି ଲୋକ ଅଛନ୍ତି, ଅନେକ ଅଦ୍ଭୁତ କାମ କରି ରେକର୍ଡ କରିବାକୁ ଚାହିଁଥାନ୍ତି। କାମ ଯେତେ କଷ୍ଟ ହେଲେ ମଧ୍ୟ ରିସ୍କ ନେଇ ଇଚ୍ଛା ପୂରଣ କରିଥାନ୍ତି। ଠିକ୍‌ ସେମିତି ଇଟାଲୀର ଦୁଇ ବ୍ୟକ୍ତି ଯେ କି କଠିନ ପରିଶ୍ରମ ଏବଂ…

ଶୋଷ ବେଳେ ଏମିତି ପାଣି ପିଉଛି ପାରା, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?