ଫୁରସତ

୪୨ ଫୁଟ୍‌ର ଲମ୍ବା ନଖ, ୨୫ ବର୍ଷ ହେବ କାଟି ନାହାନ୍ତି…

ଆମେରିକାର ୬୩ ବର୍ଷୀୟା ଡାଏନା ଆମ୍ରଷ୍ଟ୍ରଙ୍ଗ ଦୀର୍ଘ ୨୫ ବର୍ଷ ହେବ ନିଜ ଦୁଇ ହାତର ନଖ କାଟି ନାହାନ୍ତି। ଫଳରେ ଏବେ ତାଙ୍କ ଦୁଇ ହାତର ନଖର ଲମ୍ବ ୪୨ ଫୁଟ୍‌ରୁ ଅଧିକ ହୋଇଗଲାଣି। କହିବାକୁ ଗଲେ ଏକ ବସ୍‌ର…

ପାଣିରୁ ବାହାରି ଭୂମିରେ ବୁଲିଲା ଶାର୍କ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ପ୍ରକୃତି ଏହାର ରୂପ ବଦଳାଇବା ଭଳି ଜୀବମାନେ ମଧ୍ୟ ସେମାନଙ୍କର ଗତିବିଧି ବାସସ୍ଥାନ ପରିବର୍ତ୍ତନ କଲେଣି। ଏପରିକି ଭୂମିରେ ବାସ କରୁଥିବା ଜୀବମାନେ ପାଣିରେ ଚାଲୁଥିବା ବେଳେ ପାଣିରେ ବଞ୍ଚି ରହୁଥିବା ଜୀବମାନେ ଭୂମିରେ ବୁଲିଲେଣି। ଶାର୍କ ଏମିତି ଏକ ଜୀବ…

କନିଆ ପିନ୍ଧିଲେ ଗୁପ୍‌ଚୁପ୍‌ ହାର ଓ ମୁକୁଟ

ଭାରତରେ ଏମିତି କେହି ନ ଥିବେ ଯାହାକୁ ଗୁପ୍‌ଚୁପ୍‌ ଭଲ ଲାଗୁ ନ ଥିବ। ପୁଅ ଝିଅ, ବଡଠୁ ଛୋଟ ସମସ୍ତଙ୍କର ପ୍ରିୟ ଗୁପ୍‌ଚୁପ୍‌। ଏଇ ଗୁପ୍‌ଚୁପ୍‌ ପାଇଁ ଦକ୍ଷିଣ ଭାରତର ଜଣେ ଯୁବତୀ କେତେ ପାଗଳୀ ତାହା ତାଙ୍କର ଏକ…

ମେଣ୍ଢାର ଦାମ କାର୍‌ଠୁ ବେଶୀ

ଆଫ୍ରିକୀୟ ଦେଶରେ ଏକ ମେଣ୍ଢାକୁ ନିଜ ଷ୍ଟାଟସ୍‌ ଓ ସମ୍ମାନର ପ୍ରତୀକଭାବେ ଗଣନା କରାଯାଏ। ତାହାର ନାଁ ହେଉଛି ‘ଲୋଡୌମ୍‌’। ଏହି ମେଣ୍ଢା ‘କିଙ୍ଗ ଅଫ୍‌ ସିପ୍‌’ ଭାବେ ମଧ୍ୟ ପରିଚିତ। ଆଉ ଏହାର ମୂଲ୍ୟ ହେଉଛି ୮୫୦୦୦ ଡଲାର। କାର୍‌,…

ଷ୍ଟାଟସ୍‌ ସିମ୍ବଲ

ଥରେ ଦେଶରେ ଏକ ବଡ଼ ଦୁର୍ନୀତିର ପର୍ଦ୍ଦାଫାଶ ହେଲାପରେ ଜଣାପଡ଼ିଲା ବଡ଼ ବଡ଼ ନେତାମାନେ ହଜାର ହଜାର କୋଟି ଟଙ୍କା ହଡ଼ପ କରିଛନ୍ତି । ବିଭିନ୍ନ ଜାଗାରୁ କମିଶନି ଖାଇ ଦେଶର ପ୍ରଭୂତ କ୍ଷତି ଘଟାଇଛନ୍ତି । ଏଥିରେ ବଡ଼ ନେତାଙ୍କ…

ବିଷାକ୍ତ ଚଢେଇ ହୁଡେଡ ପିତୋହୋଇ

ପପୁଆ ନୁଉଗିନିରେ ଦେଖିବାକୁ ମିଳନ୍ତି କଳା ଓ ବାଦାମୀ ରଙ୍ଗର ଏକ ସୁନ୍ଦର ଛୋଟିଆ ଚଢେଇ, ଯାହାର ନାଁ ହୁଡେଡ ପିତୋହୋଇ। ଦେଖିବାକୁ ସୁନ୍ଦର ହେଲେ ବି ଏହା ପୃଥିବୀର ପ୍ରଥମ ଏବଂ ଏକମାତ୍ର ବିଷାକ୍ତ ଚଢେଇଭାବେ ପରିଚିତ। ପପୁଆ ନିଉଗିନିର…

ବର୍ଷାରେ ଆନନ୍ଦ ଦିଏ ଜ୍ୟୋଲିକୋଟ

ଉତ୍ତରାଖଣ୍ଡର ନୈନିତାଲ ଜିଲାରେ ଅବସ୍ଥିତ ଜ୍ୟୋଲିକୋଟ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ବୈଭବରେ ଭରା ଏହି ସ୍ଥାନଟିକୁ ବର୍ଷର ଯେ କୌଣସି ସମୟରେ ବୁଲି ଯିବାର ସୁବିଧା ଥିଲେ ହେଁ, ବର୍ଷାଦିନେ କୁଆଡ଼େ ଏଠାକୁ ପର୍ଯ୍ୟଟକ ବୁଲି ଆସିବାକୁ ଅଧିକ…

ଗଛରେ ଏମିତି ଚଢୁଛି ଅଜଗର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ଭିଡିଓ ମନୋରଞ୍ଜନର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଭିଡିଓ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ଏବେ ସେମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯାହାକୁ…

ବାଘ

ଚିଡ଼ିଆଖାନାରେ ହେଉ ଅବା କଣସି ଫିଲ୍ମରେ ବାଘ ଦେଖିଲେ ମନ ଉଲ୍ଲସିତ ହୋଇଉଠେ। ଆଉ ଯଦି କେବେ ଜଙ୍ଗଲରେ ପ୍ରକୃତରେ କାହାକୁ ଏହାର ସାମ୍ନା କରିବାକୁ ପଡ଼େ, ତେବେ ବଞ୍ଚତ୍ବା ହୋଇଯାଏ ମୁସ୍କିଲ୍‌। ଏହି ହିଂସ୍ର ତଥା ବଳୁଆ ପଶୁ ସମ୍ପର୍କରେ…

ମୁଖା ଦେଇଛି ପୁରୁଷୋତ୍ତମଙ୍କୁ ପରିଚୟ

ତାଙ୍କ ପୂର୍ବପୁରୁଷ ତିଆରି କରିଛନ୍ତି ବିଭିନ୍ନ କାରୁକାର୍ଯ୍ୟମୟ ନାନା ପ୍ରକାରର କଳାକୃତି ଓ ଅନେକ ସ୍ମୃତି ସ୍ମାରକୀ । ପିଲାଟିଦିନରୁ ସେ ତାଙ୍କ ଜେଜେ ଓ ବାପାଙ୍କଠାରୁ ପଥର ଓ କାଠ ଖୋଦେଇ କାମ ଶିଖିଥିଲେ । ଏମିତି କି କାଗଜରେ…

ପ୍ରଥମ ରୋଜଗାର ଟଙ୍କାରେ ଘରଲୋକଙ୍କ ପାଇଁ ଉପହାର କିଣିଥିଲି: ଆସିଷ୍ଟାଣ୍ଟ କମିଶନର୍‌ ମାନସୀ ପାତ୍ର

୧୯୯୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥାଏ। ସେତେବେଳେ ମୋ ବଡ଼ଭାଇ ନିଜ ପାଇଁ ବିଭିନ୍ନ ପ୍ରକାର ଫର୍ମ ପକାଇବା ସଙ୍ଗେ ସଙ୍ଗେ ମୋ ପାଇଁ ମଧ୍ୟ ପକାଉଥିଲେ। ବିଭିନ୍ନ କମ୍ପିଟେଟିଭ ପରୀକ୍ଷା ସହିତ ପୋଲିସ ସବ୍‌ଇନ୍ସପେକ୍ଟର…

ପ୍ରକୃତି ଦେଇଛି ପ୍ରେରଣା

ଶିଳ୍ପୀ କେବଳ ଯେ, କଳାକୃତି ନିର୍ମାଣ କରେ ତା’ ନୁହେଁ ବରଂ କଳାକୃତି ମାଧ୍ୟମରେ ନିଜମନର ଭାବନାକୁ ବ୍ୟକ୍ତ କରିପାରେ। ସମାଜକୁ ସଚେତନ କରିଥାଏ। ସେମିତି ଜଣେ ଶିଳ୍ପୀ ଯେ କି ପ୍ରକୃତିର ମାଧୁର୍ଯ୍ୟକୁ ନେଇ ପ୍ରସ୍ତୁତ କରିଥାନ୍ତି କଳାକୃତୀ। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?