Posted inଫୁରସତ

ବାଇକ୍‌ ପଛରେ ପିଲାକୁ ଧରି ରାସ୍ତାରେ ଠିଆ ହୋଇଥିଲେ ବ୍ୟକ୍ତି, ପଛରୁ ଦ୍ରୁତଗତିରେ ଆସିଲା ଏକ କାର୍‌; ଆଉ ତା’ ପରେ…

ପ୍ରତିଦିନ ସୋସିଆଲ ମିଡିଆରେ ସଡ଼କ ଦୁର୍ଘଟଣାର ଭିଡିଓ ଭାଇରାଲ ହେଉଛି। ଏଥିମଧ୍ୟରୁ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଆଦୌ ଭୁଲିବେ ନାହିଁ।

ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ଏକ ଛୋଟ ପିଲାକୁ ବାଇକ୍‌ରେ ଧରି ଠିଆ ହୋଇଛନ୍ତି। ପଛପଟୁ କାର୍‌ ଖୁବ୍‌ ଦ୍ରୁତଗତିରେ ଆସିଲା। ଏହି ସମୟରେ ବ୍ୟକ୍ତିଜଣକ କୌଣସି ବୁଦ୍ଧିବାଟ ନ ପାଇ ଆଗେ ତାଙ୍କ ପିଲାଟିକୁ କୋଳେଇ ନେଲେ। ମାତ୍ର କାର୍‌ର ବେଗ ଏତେ ଥିଲା ଯେ, ଏହାର ପବନରେ ବାଇକ୍‌ଟିକୁ କିଛି ବାଟ ଉଡ଼ାଇ ନେଲା। ବ୍ୟକ୍ତି ଜଣକ ଏହା ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହୁଁଛନ୍ତି।

ଭିଡିଓଟି @ShockingClip ନାମକ ଏକ ଟୁଇଟର ପେଜ୍‌ରେ ଶେୟାର ହୋଇଛି। ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪୧ ହଜାରରୁ ଅଧିକ ଥର ଦେଖାସରିଲାଣି। ୟୁଜରମାନେ ଏହା ଉପରେ ଅନେକ ମନ୍ତବ୍ୟ ବି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିମ୍‌ କାର୍ଡ କୋଣ କାହିଁକି କଟାଥାଏ: ଜାଣନ୍ତୁ ରହସ୍ୟ

ବିଶ୍ୱରେ ଏପରି କୌଣସି ମୋବାଇଲ ନାହିଁ, ଯାହା ସିମ କାର୍ଡ ବିନା ଚାଲିଥାଏ। ପ୍ରତ୍ୟେକ ଫୋନରେ ସିମ ସ୍ଲଟ ରହିଛି। ସିମ କାର୍ଡର ନିଜସ୍ବ ଆକାର...

ରହସ୍ୟମୟ ଭାବେ ବେଡ୍‌ ତଳକୁ ଚାଲିଗଲା ଝିଅ, ସିସିଟିଭି ଫୁଟେଜ ଦେଖି ବାପା ବେହୋସ

କୁନି ଝିଅଟିଏ ବେଡ୍‌ରେ ଶୋଇଥିଲା। ହଠାତ୍‌ ରହସ୍ୟମୟ ଭାବେ ସେ ବେଡ୍‌ ତଳକୁ ଚାଲିଗଲା। ଯାହା ରୁମ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏହା ଦେଖି...

ଘିରି ଘିରି ଘୁରୁଛି ଘର

ଚକା ଚକା ଭଉଁରୀ ମାମୁଘର ଚଉଁରୀ…। ଏମିତି କହି ପିଲାଦିନେ ସମସ୍ତେ ଘିରି ଘିରି ହୋଇ ଘୁରିଥିବେ। ଆଉ ଶେଷରେ ଘୁରି ଘୁରି ମୁଣ୍ଡ ବି...

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ସ୍ବାମୀ କରନ୍ତି ଦ୍ୱିତୀୟ ବିବାହ

ଆମ ଭାରତ ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ।...

ଏଠାରେ ପାଣିଠାରୁ ଅଧିକ ଶସ୍ତା ମିଳେ ଡିଜେଲ

୧୦୫ ଦିନରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପରିବର୍ତ୍ତନ ହୋଇନାହିଁ। ଅନେକ ଦିନ ଧରି ଭାରତରେ ଡିଜେଲ ଦର ବହୁତ ଅଧିକ ରହିଛି। ଦିଲ୍ଲୀରେ...

ଲିଙ୍ଗ ପରିବର୍ତ୍ତନ କରି ଭଉଣୀ ହେଲେ ଯାଆଁଳା ଭାଇ

ବ୍ରାଜିଲରେ ରହୁଥିବା ୨ ଯାଆଁଳା ଭାଇ ସେମାନଙ୍କର ଅଧିକାଂଶ କାମ ଏକାଠି କରିଥାନ୍ତି। ଏବେ ଏହି ୨ ଭାଇ ଏକତ୍ରି ଟ୍ରାନ୍ସଜେଣ୍ଡର ଅପରେଶନ କରି ରେକର୍ଡ...

ରକ୍ତିମ ହ୍ରଦ ଭିତରେ ଯାଉଛି ଟ୍ରେନ୍‌

ଆମେ ବେଳେବେଳେ ଏମିତି କିଛି ଦେଖିଥାଉ ଯାହାକୁ ବିଶ୍ୱାସ କରିବା ସମ୍ଭବ ହୁଏନା। ଲାଗେ ତାହା ସତ ନୁହେଁ ମିଛ। ସାଇବେରିୟାରେ ଥିବା ଏକ ଜାଗାର...

କୁକୁର ପିଠିରେ ମାଙ୍କଡ଼ ଛୁଆ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୨: ମଣିଷ ମଣିଷ ମଧ୍ୟରେ ବିଭିନ୍ନ କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇଥାଏ। ତେବେ ଦୁଇଟି ଭିନ୍ନ ପ୍ରାଣୀଙ୍କ ମଧ୍ୟରେ ବେଳେବେଳେ ଦେଖିବାକୁ ମିଳୁଥିବା ବନ୍ଧୁତା ମଣିଷକୁ...

Advertisement
Archives

Model This Week