Posted inଫୁରସତ

ବାଇକ୍‌ ପଛରେ ପିଲାକୁ ଧରି ରାସ୍ତାରେ ଠିଆ ହୋଇଥିଲେ ବ୍ୟକ୍ତି, ପଛରୁ ଦ୍ରୁତଗତିରେ ଆସିଲା ଏକ କାର୍‌; ଆଉ ତା’ ପରେ…

ପ୍ରତିଦିନ ସୋସିଆଲ ମିଡିଆରେ ସଡ଼କ ଦୁର୍ଘଟଣାର ଭିଡିଓ ଭାଇରାଲ ହେଉଛି। ଏଥିମଧ୍ୟରୁ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଆଦୌ ଭୁଲିବେ ନାହିଁ।

ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ଏକ ଛୋଟ ପିଲାକୁ ବାଇକ୍‌ରେ ଧରି ଠିଆ ହୋଇଛନ୍ତି। ପଛପଟୁ କାର୍‌ ଖୁବ୍‌ ଦ୍ରୁତଗତିରେ ଆସିଲା। ଏହି ସମୟରେ ବ୍ୟକ୍ତିଜଣକ କୌଣସି ବୁଦ୍ଧିବାଟ ନ ପାଇ ଆଗେ ତାଙ୍କ ପିଲାଟିକୁ କୋଳେଇ ନେଲେ। ମାତ୍ର କାର୍‌ର ବେଗ ଏତେ ଥିଲା ଯେ, ଏହାର ପବନରେ ବାଇକ୍‌ଟିକୁ କିଛି ବାଟ ଉଡ଼ାଇ ନେଲା। ବ୍ୟକ୍ତି ଜଣକ ଏହା ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହୁଁଛନ୍ତି।

ଭିଡିଓଟି @ShockingClip ନାମକ ଏକ ଟୁଇଟର ପେଜ୍‌ରେ ଶେୟାର ହୋଇଛି। ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪୧ ହଜାରରୁ ଅଧିକ ଥର ଦେଖାସରିଲାଣି। ୟୁଜରମାନେ ଏହା ଉପରେ ଅନେକ ମନ୍ତବ୍ୟ ବି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା! ଏହି କମ୍ପାନୀ ଦେଇଛି ଏମିତି ଅଫର

ବର୍ତ୍ତମାନ ସମୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶୋଉଥିବା ଦେଖିବାକୁ ମିଳୁଛି। ଏପରି ସ୍ଥତିରେ ଶୋଇବା ଏକ କଷ୍ଟକର ଜିନିଷରେ ପରିଣତ ହେଉଛି।...

ପୋର୍ଟେବଲ ଏସି: ବେକରେ ଟାଙ୍ଗି ଯେଉଁଆଡେ ବି ଯାଇପାରିବେ…

ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ଲାଗି ଅନେକ ସମୟରେ ଘରୁ ବାହାରିବାକୁ ଇଛା ହୁଏନା। କାରଣ ବାହାରର ଗରମ ଝାଞ୍ଜି ପବନ ଓ ଝାଳ ପାଇଁ...

ନେତାଜୀ ସ୍ତ୍ରୀଙ୍କୁ ଶ୍ରଦ୍ଧାରେ ଡାକନ୍ତି…

ବିପ୍ଳବୀ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକର ଓଡ଼ିଆ ବଜାରରେ ୧୮୯୭ ମସିହା ଜାନୁୟାରୀ ୨୩ରେ ହୋଇଥିଲା। ପିତା...

ଏମିତି ଏକ ରୋବଟ, ଯାହା କରୋନା ରୋଗୀଙ୍କୁ କରିବ ସହାୟତା

ରାଞ୍ଚି,୪ା୧୦: ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଦୁଇ ଭାଇ ଏମିତି ଏକ ରୋବଟ ପ୍ରସ୍ତୁତ କରିଛନ୍ତି, ଯାହା ୩୬୦ ଡିଗ୍ରୀରେ ଘୂରୁଛି। ଖାଲି ଘୂରୁନି ଘରଠୁ ଆରମ୍ଭ...

ଜାଣନ୍ତୁ ଏହି ସ୍ଥାନରେ କାହିଁକି ଦୋହଲିଥାଏ ପୃଥିବୀ

ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି, ଯାହା ସମ୍ପର୍କରେ ଜାଣିଲେ ଅବିଶ୍ୱସନୀୟ ଲାଗିବ। ମାତ୍ର ଏପରି ଏକ ଚମତ୍କାରୀ ସ୍ଥାନ ରହିଛି ଛତିଶଗଡ଼ରେ। ଏଠାରେ ଛତିଶଗଡ଼ର...

ଗଛରେ ଫଳୁଛି ୪୦ ପ୍ରକାର ଫଳ

ନ୍ୟୁୟର୍କ: ଆଜିର ବିଜ୍ଞାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଅନେକ ଅସମ୍ଭବକୁ ସମ୍ଭବ କରିହେଉଛି। ବୈଜ୍ଞାନିକମାନେ ରିସର୍ଚ୍ଚ କରିବା ସହ ବିଭିନ୍ନ ଟେକ୍‌ନିକ୍‌ ପ୍ରୟୋଗ...

ପିଲାଦିନର ତିକ୍ତ ଅନୁଭୂତି ପାଇଁ ପାଲଟିଲେ ରାକ୍ଷସ

ଅନେକ ସମୟରେ ଦେଖାଯାଏ ପିଲାଦିନର କିଛି ତିକ୍ତ ଅନୁଭୂତି ପିଲାଙ୍କ କୋମଳ ମନରେ ଘର କରି ରହିଯାଏ। ଏମିତିକି ସାରା ଜୀବନ ତାହା ମନରୁ ଲିଭିପାରେନା।...

ଜିରାଫ ନା ଜେବ୍ରା!

ଇଏ ଏମିତି ଏକ ପ୍ରାଣୀ ଯାହାକୁ ଦେଖିଲେ ଯେକେହି ଦ୍ୱନ୍ଦ୍ୱରେ ପଡିଯିବେ। ଆଉ ଘଡିଏ ଅପଲକ ନୟନରେ ଚାହିଁବେ। ଭାବିବେ ପ୍ରକୃତରେ ଏହା ଏକ ଜିରାଫ...

Advertisement
Archives

Model This Week