ଫୁରସତ

ମାନଚିତ୍ରରୁ ହଟିଲା ଏହି ସହର

ବିଭିନ୍ନ କାରଣରୁ ଦୁନିଆର ଅନେକ ସ୍ଥାନ ପ୍ରସିଦ୍ଧି ଲାଭ କରିଥାନ୍ତି। କେଉଁ ସ୍ଥାନ ସୌନ୍ଦର୍ଯ୍ୟ ପାଇଁ ତ ଆଉ କିଏ ତା’ର ଇତିହାସ ଯୋଗୁ ପ୍ରସିଦ୍ଧ ହୋଇଥାଏ। ଆଜି ଏମିତି ଏକ ସ୍ଥାନ ବିଷୟରେ କହିବୁ ଯାହା ବର୍ତ୍ତମାନ ଜନଶୂନ୍ୟ ହୋଇଯାଇଛି।…

ନୂଆଁଖାଇ ଓ ରକ୍ଷାବନ୍ଧନ

କୃଷିଭିତ୍ତିକ ପର୍ବ ନୂଆଁଖାଇ । ଏହା କୃଷି ସଭ୍ୟତାର ସାକ୍ଷୀ ହେବା ସଙ୍ଗେ ସଙ୍ଗେ ଉନ୍ନତ ସାମାଜିକ ଜୀବନଯାପନ କରିବା ଲାଗି ପ୍ରେରଣା ଦେଇଥାଏ। ପରସ୍ପର ଭିତରେ ମୈତ୍ରୀଭାବ ଓ ସୌହାର୍ଦ୍ଦ୍ୟ ସ୍ଥାପନ କରି ସୁସ୍ଥ ସାମାଜିକ ଜୀବନ ଅତିବାହିତ କରିବାକୁ…

ନୂଆଁଖାଇ ତିହାର୍‌: ନୂଆ ଆହ୍ବାନ ‘ସାମାଜିକ ଦୂରତାରୁ ସାମାଜିକ ନିବିଡ଼ତା’

ନୂଆଁଖାଇ ତିହାର୍‌ର ମୂଳ ଆବେଦନ ସାମାଜିକ ନିବିଡତା। ଏଥିରେ ସାମାଜିକ ଦୂରତାର ସ୍ଥାନ ନାହିଁ। କେଉଁ ଆବହମାନ କାଳରୁ ପଶ୍ଚିମ ଓଡିଶା ବା କୋଶଳାଞ୍ଚଳର ଭୌଗୋଳିକ ପରିସୀମାରେ ନୂଆଁଖାଇ ତିହାର ପାଳିତ ହୋଇଆସୁଛି। ଏହାକୁ ପ୍ରଥମ ଅନ୍ନର ପର୍ବ କୁହାଯାଏ। ମୂଳତଃ…

ଭୁଲ୍‌ରେ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର୍‌ ହୋଇଗଲା ୫୭ କୋଟି ଟଙ୍କା: ଆଉ ତା’ପରେ

ମେଲବୋର୍ଣ୍ଣ,୧।୯: ସାଧାରଣତଃ ଅନେକ ଥର ଭୁଲରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିପୁଳ ପରିମାଣର ଅର୍ଥ ଟ୍ରାନ୍ସଫର୍‌ ହୋଇଯାଏ। ଏଭଳି ପରିସ୍ଥିତିରେ ଟଙ୍କା ପାଇଥିବା ଲୋକଙ୍କୁ ବ୍ୟାଙ୍କକୁ ଟଙ୍କା ଫେରସ୍ତ କରିବାକୁ ପଡେ। ଭାରତରେ ଏଭଳି ଅନେକ ଘଟଣା ଘଟିଛି। ଏବେ ଏଭଳି…

ନୂଆଁଖାଇର ନିଆରା ପରମ୍ପରା: ନଈ ଓ ଡଙ୍ଗାପୂଜା…

ସାରା ପୃଥିବୀର ଜୀବନ ଜୀବିକାରେ ନଈର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏଇ ନଈକୂଳରେ ହିଁ ଯାତାୟତ ଓ ନୌବାଣିଜ୍ୟ ପାଇଁ ଗଢି ଉଠିଥିଲା ବସତି। ସେଇ କ୍ରମରେ ଓଡିଶାର ନୌବାଣିଜ୍ୟ ପରମ୍ପରା ବି ବହୁତ ପୁରୁଣା। ଆଉ ଅତୀତରେ ଓଡିଶାର ପୂର୍ବାଞ୍ଚଳ…

ମୋବାଇଲ ଫୋନ ଅଧିକ ବ୍ୟବହାର କଲେ ବୃଦ୍ଧି ହୋଇପାରେ ମେଦବହୁଳତା, ଗବେଷଣା ରିପୋର୍ଟ…

ଓ୍ବାଶିଂଟନ, ୧।୯ : ମୋବାଇଲ ଫୋନ ଠାରୁ ଆରମ୍ଭ କରି ଲାପଟପ ଏବଂ ଟ୍ୟାବ ଆଦି ସହିତ ଅଧିକ ସମୟ ବିତାଇବା ଦ୍ୱାରା ମେଦବହୁଳତା ତଥା ମାନସିକ ସମସ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଉପକରଣଗୁଡ଼ିକରୁ ବିଚ୍ଛୁରିତ ହେଉଥିବା…

ଘଣ୍ଟା ପ୍ରତି ୧୦୦୦ କିଲୋମିଟର ବେଗରେ ଗଡ଼ିବ ଏହି ଟ୍ରେନ୍‌

ବୁଲେଟ ଟ୍ରେନ୍‌ ଠାରୁ ୩ ଗୁଣ ଦ୍ରୁତଗତିରେ ଗଡ଼ିବ ଏକ ଟ୍ରେନ୍‌। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। କାନାଡାର ଷ୍ଟାର୍ଟଅପ୍‌-ଟ୍ରାନ୍ସପ୍ୟାଡ୍‌ ଏପରି ଅସମ୍ଭକୁ ସମ୍ଭବ କରିଛି। ‘ଫ୍ଲକ୍ସଜେଟ୍‌’ ନାମକ ଏହି ଟ୍ରେନ୍‌ ପ୍ରକୃତରେ ବିମାନ ଏବଂ ଟ୍ରେନ୍‌ର ଆଡଭାନ୍ସଡ…

ମଣିଷ ପରି ଲୁଗା ସଫା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ମାଙ୍କଡ଼ମାନଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ। କେତେବେଳେ ମାଙ୍କଡ଼ ମଣିଷ ହାତରୁ ସ୍ମାର୍ଟ ଫୋନ୍‌ ଛଡ଼ାଇ ନିଏ ତ ଆଉ କେତେବେଳେ ଛୋଟ ପିଲାଙ୍କୁ ଗାଧୋଇ ଦେବାର ଭିଡିଓ ଦେଖିବାକୁ ମିଳିଥାଏ। ଏବେ ସେମିତି ଏକ ମାଙ୍କଡ଼ର ଭିଡିଓ…

ବାଘକୁ ଡରାଇଦେଲା ଷଣ୍ଢ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ବେଲୁନ୍‌ ସହ କିଭଳି ଖେଳୁଛି କୁକୁର, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଶେୟାର ହେବାରେ ଲାଗିଛି। ଠିକ୍‌ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ତେବେ ସେହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ…

ଦୋଳିରେ ଜୀବନର ମଜା

ଥିରୁଭାନନ୍ତପୁରମ୍‌: ପରିଣତ ବୟସରେ ଅଧିକାଂଶ ଲୋକ ବାହାରେ ବୁଲାବୁଲି କରିବା ଅପେକ୍ଷା ଘରେ ରହି ବିଶ୍ରାମ କରିବା ଉଚିତ୍‌ ବୋଲି ମନେ କରନ୍ତି। କିନ୍ତୁ କେରଳରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅନେକଙ୍କ ମନରୁ ଏହି ଧାରଣା ଦୂରେଇ…

୨୧ ବର୍ଷରୁ କମ୍‌ ବୟସ୍କଙ୍କୁ ହ୍ବିିପ୍ଡ କ୍ରିମ୍‌ ଡବା ବିକ୍ରି ମନା

ଲଣ୍ଡନ: ବ୍ରିଟେନ୍‌ ଓ ଆମେରିକାରେ ହ୍ବିପ୍ଡ କ୍ରିମ୍‌ (ମିଠା ଜାତୀୟ ଖାଦ୍ୟ, ଯାହାକୁ ବିଶେଷ ଭାବେ କେକ୍‌ ଖାଇବା ସମୟରେ ବ୍ୟବହାର କରାଯାଏ) ଡବା ବିକ୍ରି ନେଇ ନୂଆ ଆଇନ ଲାଗୁ କରାଯାଇଛି। ୨୧ ବର୍ଷରୁ କମ୍‌ ବୟସ ବର୍ଗଙ୍କୁ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?